ଅମିତ୍ ଶାହାଙ୍କ ଓଡ଼ିଶାରେ ସରକାର ଗଢ଼ିବାର ଦମ୍ଭୋକ୍ତି ହଠାତ୍ ବଢ଼ାଇ ଦେଇଛି ଭାଜପା ନେତା ଓ କର୍ମୀଙ୍କ ମନୋବଳ। ଯଦି ତ୍ରିପୁରାରେ ଦଳ ମାତ୍ର ୧.୪ ପ୍ରତିଶତ ଭୋଟ୍ ପାଇ ସରକାର ଗଢି ପାରିଲା, ତାହାଲେ ଓଡିଶାରେ କାହିଁକି ସମ୍ଭବ ନୁହେଁ ବୋଲି କହିବା ପରେ ଆରମ୍ଭ ହୋଇଛି ରଣନୀତି।
Published By: Manoranjan Behera
Last updated: 27 April 2024, 10:33 PM IST
ସଫଳତା ଦେଖାଗଲାନି...ହେଲେ ସାମାନ୍ୟ ଶାରିରୀକ ପରିବର୍ତ୍ତନ ପାଇଁ ଲୋକେ ତାଙ୍କୁ ଜଜ୍ କରିବାକୁ ଲାଗିଲେ । ସେ ଥିଲେ ୟୁପି ବୋର୍ଡ ପରୀକ୍ଷାର ଟପ୍ପର ହେଲେ ନିଶ ଦାଢ଼ି ଥିବାରୁ କୃତୀ ଛାତ୍ରୀଙ୍କୁ ବି ଲୋକେ ଟ୍ରୋଲ୍ କରିବାକୁ ପଛାଇଲେନି ।