ଭାରତର ପ୍ରତିବାଦ ପରେ ଚଳିତ ବର୍ଷ ଅନୁଷ୍ଠିତ ହେବାକୁ ଥିବା ୫୦ ଓଭର ବିଶିଷ୍ଟ ଏସିଆ କପ୍କୁ ଶ୍ରୀଲଙ୍କା ସ୍ଥାନାନ୍ତର କରାଯିବାକୁ ପ୍ରକ୍ରିୟା ଆରମ୍ଭ ହୋଇଛି।
ନବୀନ ନିବାସରେ ନୀତୀଶଙ୍କ ସହ ଭେଟଘାଟ୍..ଦିନକ ପରେ ଦିଲ୍ଲୀରେ ମୋଦିଙ୍କୁ ସାକ୍ଷାତ । ପରସ୍ପର ବିରୋଧୀ ଦୁଇ ତୁଙ୍ଗ ନେତାଙ୍କ ସହ ଦୁଇ ଦିନରେ ବିଜେଡି ମୁଖିଆ ତଥା ମୁଖ୍ୟମନ୍ତ୍ରୀଙ୍କ ଏ ଦୁଇ ମୁଲାକାତକୁ ନେଇ ରାଜନୈତିକ ମହଲରେ ଜୋରଦାର ଚର୍ଚ୍ଚା ।
ପୁଣି ବିଜୁଳି ତାର ନେଲା ଗଜରାଜଙ୍କ ଜୀବନ । ଏଥର ଗୋଟେ କି ଦୁଇଟି ନୁହେଁ, ଏକାବେଳକେ ଚାରି ଚାରିଟି ହାତୀ । ଓଡ଼ିଶାର ରାୟଗଡ଼ା ଅଞ୍ଚଳରୁ ଖାଦ୍ୟ ସଂଗ୍ରହରେ ଆନ୍ଧ୍ର ସୀମାକୁ ଚାଲିଯାଇଥିବା ୬ଟିକିଆ ହାତୀ ପଲ ମଧ୍ୟରୁ ଗତ ବିଳମ୍ବିତ ରାତିରେ ଆନ୍ଧ୍ର ବିଜୟନଗର କାଟ୍ରାଗଡ଼...
କମିଲା ପାସ୍ ହାର । ବାଜି ମାରିଲେ ଛାତ୍ରୀ । ଆଜି CBSE ଦଶମ ଓ ଦ୍ୱାଦଶ ପରୀକ୍ଷା ଫଳ ପ୍ରକାଶ ପାଇଥିବାରୁ ସ୍କୁଲ ଗୁଡ଼ିକରେ ଉତ୍ସବର ମାହୋଲ ।
ଭବିଷ୍ୟତରେ ନିଜ ବାନ୍ଧବୀଙ୍କୁ ବିବାହ କଲେ, ଅନ୍ତର୍ଜାତୀୟ ଆଥଲେଟ୍ ଦୂତୀ ଚାନ୍ଦ ହେବେ ସ୍ୱାମୀ, ଆଉ ବାନ୍ଧବୀ ମୋନାଲିସା ହେବେ ତାଙ୍କ ପତ୍ନୀ । ଏମିତିକି ବିବାହ ପରେ ଉଭୟ ଯୋଡ଼ିଙ୍କ ମଧ୍ୟରୁ ସେ ବାପା ହେବାକୁ ଚାହାନ୍ତି ବୋଲି ଜାତୀୟ ସ୍ତରର ଇଂରାଜୀ ପତ୍ରିକାକୁ ଏକ ସାକ୍ଷାତକାର ଦେଇଛନ୍ତି ଦୂତି...
ଅପେକ୍ଷା ଥିଲା ଭଉଁରୀ ତିଥିକୁ..ଅପେକ୍ଷା ଥିଲା ଆଜ୍ଞାମାଳକୁ । ଶ୍ରୀମନ୍ଦିରରେ ସକାଳ ଧୂପ ସରିବା ପରେ ଶ୍ରୀଜିଉମାନଙ୍କ ତିନି ବାଡ଼ରୁ ପୂଜାପଣ୍ଡା ସାମନ୍ତମାନେ ମହାପ୍ରଭୁଙ୍କ ଅଧର ଚୁମ୍ବିତ ଆଜ୍ଞାମାଳ ଧରି ପାଟ ପଟୁଆରରେ ସିଧା ପହଞ୍ଚିଥିଲେ ଶ୍ରୀନଅର ସମ୍ମୁଖସ୍ଥ ରଥଖଳାରେ ।
ବାପା ହେବାକୁ ଚାହୁଁଛନ୍ତି ଆନ୍ତର୍ଜିାତିକ ମହିଳା ଆଥଲେଟ୍ ଦୂତି ଚାନ୍ଦ । ନିଜ ବାନ୍ଧବୀଙ୍କୁ ବିବାହ ପରେ ସେ ହେବେ ସ୍ୱାମୀ, ଆଉ ପରବର୍ତ୍ତୀ ସମୟରେ ଉଭୟ ଯଦି କୌଣସି ସନ୍ତାନକୁ ଜନ୍ମ ଦିଅନ୍ତି, ତେବେ ଦୂତି ହେବେ ବାପା ।
ମାଟିରେ ଲୋଟିଛି ବିଶାଳକାୟ ଶରୀର । ମୃତ୍ୟୁ ପଛର କାରଣ, ମନୁଷ୍ୟକୃତ ଅବହେଳା । ଗୋଟିଏ କି ଦୁଇଟି ନୁହେଁ, ଏକାଥରକେ ଯାଇଛି ଚାରି ଚାରିଟି ହାତୀଙ୍କ ଜୀବନ ।
ପ୍ରକାଶ ପାଇଲା CBSE ରେଜଲ୍ଟ । ଉଭୟ ଦଶମ ଦ୍ୱାଦଶରେ ବାଜି ମାରିଲେ ଛାତ୍ରୀ । ଦଶମରେ ପାସ ହାର ୯୩.୧୨% ଥିବା ବେଳେ ଦ୍ୱାଦଶରେ ପାସ ହାର ରହିଛି ୮୭.୩୩% ।
ଲୋନ ଆପ୍ ଜରିଆରେ ଠକେଇ ପରେ ଏବେ ଟ୍ରେଡିଂ ଆପ୍ ନାଁରେ ଚାଲିଛି ବେଆଇନ ଟିଟଫଣ୍ଡ ବେପାର । ଜମାକାରୀଙ୍କୁ ଆକୃଷ୍ଟ କରିବାକୁ ସ୍ୱତନ୍ତ୍ର ଆପ୍ ଜରିଆରେ ଚିତା କାଟୁଛନ୍ତି ଅଦୃଶ୍ୟ ଲୁଟେରା ।
ପାଖେଇ ଆସୁଛି ରଥଯାତ୍ରା । ଶ୍ରୀମନ୍ଦିର ଛାଡ଼ି ଗୁଣ୍ଡିଚା ମନ୍ଦିରରେ ଅବସ୍ଥାନ କରିବେ ଶ୍ରୀଜିଉ । ତେବେ ତା’ପୂର୍ବରୁ ସରିପାରିବ ତ ଗୁଣ୍ଡିଚା ମନ୍ଦିରର ଦୁର୍ବଳ ନାଟମଣ୍ଡପ ମରାମତି କାମ ।
ୟୁନିଭର୍ସିଟି ହେବାର ୨୧ ମାସ ପରେ ବି ୟୁଜିସି କିମ୍ବା ଏନସିଟିଇ ତାଲିକାରେ ନାହିଁ ଖଲିକୋଟ ଏକକ ବିଶ୍ୱବିଦ୍ୟାଳୟର ନାଁ ।
ସମ୍ବଲପୁରରେ ମୁଣ୍ଡ ଉପରେ ଛତା, ମୁହଁରେ କପଡା ଆଉ ଆଖିରେ କଳା ଚଷମା ବିନା ଘରୁ ଗୋଡ କାଢିବା ମୁସ୍କିଲ । ମୁଣ୍ଡ ଫଟା ଖରା... ଅସହ୍ୟ ଗରମ ସାଙ୍ଗକୁ ଗୁଳୁଗୁଳି । ଆକାଶରୁ ସତେ ଯେମିତି ନିଆଁ ବର୍ଷୁଛି । ଦିନ ସାଢେ ୨ଟା ସୁଦ୍ଧା ପାରା...
ନବ ଦାସଙ୍କ ଭୋଟ ବଜାୟ ରଖିପାରିବ ତ ବିଜେଡି ? ବିଜେପିକୁ ପୂର୍ବାପେକ୍ଷା ମିଳିବ କି ଅଧିକ ଭୋଟ୍ ? କଂଗ୍ରେସ ତାର ପକେଟ୍ ଭୋଟ ବଜାୟ ରଖି ପାରିବ ତ ? ଝାରସୁଗୁଡ଼ା ଭୋଟ୍ ସରିବା ପରେ ଏସବୁ ପ୍ରଶ୍ନକୁ ନେଇ ଜୋରଦାର ଚର୍ଚ୍ଚା ।
ଭଗବାନ କୋଳକୁ ସନ୍ତାନ ସିନା ଦେଇଛନ୍ତି ହେଲେ ଏମିତି ଅବସ୍ଥାରେ, ଯେଉଁମାନେ କିଛି ଜାଣନ୍ତି ନାହିଁ କି ବୁଝନ୍ତି ନାହିଁ ।
ନାମଫଳକ ବଦଳିଲା, କୁଳପତି ନିଯୁକ୍ତ ହେଲେ। କିନ୍ତୁ ଏହା ଭିତରେ ୟୁନିଭର୍ସିଟି ଗଠନକୁ ଦୁଇ ବର୍ଷ ହେବାକୁ ଯାଉଥିଲା ବେଳେ, ଛାତ୍ରଛାତ୍ରୀଙ୍କ ଅଭିଯୋଗ ନା ଖଲିକୋଟ ବିଶ୍ୱବିଦ୍ୟାଳୟକୁ ଏଯାଏଁ ୟୁଜିସି ସ୍ୱୀକୃତି ମିଳିଛି, ନା ଏନ୍ସିଟିଇ ବା ନ୍ୟାସନାଲ କାଉନସିଲ ଫର ଟିଚର ଏଜୁକେନ୍ ତାଲିକାରେ ୟୁନିଭର୍ସିଟିର ନାଁ...
ଗରିବ ଦୁଃଖୀ ଲୋକଙ୍କ ଚାଉଳ ଚଳୁ କରିଦେଇଛନ୍ତି ସରକାରୀ ବାବୁ । ବସ୍ତେ କି ଦୁଇ ବସ୍ତା ନୁହେଁ ବରଂ ହଜାର ହଜାର କୁଇଣ୍ଟାଲ୍ । ବର୍ଷ ବର୍ଷ ଧରି ବଲାଙ୍ଗିରରେ ଏମିତି ଚାଲିଛି । ଆଉ ଏବେ ଘଟଣା ପ୍ରଘଟ ହେବା ପରେ ଚାଲିଛି ଧରପଗଡ଼ ।
ନାଟମଣ୍ଡପର ସବୁ ଦୁର୍ବଳ କଲୋମ କ୍ୟାପିଟାଲ୍ ଓ ବିମ୍ ବଦଳିଯିବ ତ ? ହାତରେ ସମୟ କମ୍ । ଜୁନ୍ ୨୦ରେ ବିଶ୍ୱ ପ୍ରସିଦ୍ଧ ଗୁଣ୍ଡିଚା ଯାତ୍ରା । ତେଣୁ ଏଭଳି ସ୍ଥିତିରେ ଭକ୍ତ ଓ ସେବାୟତଙ୍କ ମନରେ ଶଙ୍କା ବଢ଼ି ଚାଲିଛି ।
ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ତଥା ରାଜନୈତିକ ଦଳ ପାକିସ୍ତାନ ତେହେରିକ-ଏ ଇନସାଫ (ପିଟିଆଇ) ନେତା ଇମ୍ରାନ ଖାନଙ୍କ ଗିରଫକୁ ବେଆଇନ ଘୋଷଣା କଲେ ପାକ୍ ସୁପ୍ରିମକୋର୍ଟ।