Advertisment

ଓଲିଉଡରେ ପୁଣି କାଷ୍ଟିଂ କାଉଚ୍ ଝଡ଼

କାଷ୍ଟିଂ କାଉଚ୍ ଅଭିଯୋଗକୁ ନେଇ ଓଲିଉଡରେ ପୁଣି କମ୍ପନ। ଅଭିନୟକୁ ଆସୁଥିବା ନୂଆ ଝିଅଙ୍କୁ କଂପ୍ରମାଇଜ୍ ପାଇଁ ସିନେ ପ୍ରଯୋଜକ ସଂଜୟ ନାୟକ ପ୍ରବର୍ତ୍ତାଉଥିଲେ ବୋଲି ଗଣମାଧ୍ୟମରେ ଅଭିନେତ୍ରୀ ପ୍ରକୃତି ମିଶ୍ରଙ୍କ ବୟାନ ପରେ ହଲଚଲ ଓଲିଉଡ୍ ।

author-image
Manoranjan Behera

କାଷ୍ଟିଂ କାଉଚ୍ ଅଭିଯୋଗକୁ ନେଇ ଓଲିଉଡରେ ପୁଣି କମ୍ପନ। ଅଭିନୟକୁ ଆସୁଥିବା ନୂଆ ଝିଅଙ୍କୁ କଂପ୍ରମାଇଜ୍ ପାଇଁ ସିନେ ପ୍ରଯୋଜକ ସଂଜୟ ନାୟକ  ପ୍ରବର୍ତ୍ତାଉଥିଲେ ବୋଲି ଗଣମାଧ୍ୟମରେ ଅଭିନେତ୍ରୀ ପ୍ରକୃତି ମିଶ୍ରଙ୍କ ବୟାନ ପରେ ହଲଚଲ ଓଲିଉଡ୍ ।

Advertisment
Casting Couch Case
Advertisment
Advertisment