/odishatv-khabar/media/post_attachments/uploadimage/library/16_9/16_9_0/Panchang__1687664569.jpg)
Panchang
ସୌର ମିଥୁନ ମାସ ଆଷାଢ କୃଷ୍ଣପକ୍ଷ । ଇଂରାଜୀରେ ୦୪ ତାରିଖ ମଙ୍ଗଳବାର । ଚନ୍ଦ୍ର – ଧନୁ ଅହୋରାତ୍ର, ତିଥି – ପ୍ରତିପଦ ଦିବା ୦୧.୩୮ ଗତେ ୨ୟା, ଘାତ ଚନ୍ଦ୍ର – ତୁଳା ଓ କୁମ୍ଭ ଦିବା ୦୧.୪୩ ଗତେ ସିଂହ, ଘାତ ବାର – ମକର, ପୁଷ୍କର ଦୋଷ – ୧ ପାଦ- କୃଷିହାନି- ଭୂମିଦାନ ଦିବା ୦୮.୨୪ ଗତେ ୨ ପାଦ
Advertisment
ଶୁଭ ସମୟ:
ପ୍ରାତଃ ୦୫.୧୫ ରୁ ୦୬.୫୪
ଦିବା ୦୯.୩୯ ରୁ ୧୨.୧୭
ଦିବା ୦୪.୪୭ ରୁ ୦୫.୩୩
ସନ୍ଧ୍ୟା ୦୬.୨୬ ରୁ ୦୭.୦୯
ରାତ୍ରି ୦୯.୦୮ ରୁ ୧୦.୦୨
ରାତ୍ରି ୧୨.୧୨ ରୁ ୦୨.୨୨
ଅଧିକ ପଢ଼ନ୍ତୁ: ଘରେ ଜୀବଜନ୍ତୁ ବାସ କରୁଛନ୍ତି କି; ଜାଣନ୍ତୁ କ’ଣ ହୁଏ ସମସ୍ୟା
ଅଶୁଭ ସମୟ:
ଋାହୁକାଳ – ଦିବା ୦୩.୦୮ ରୁ ୦୪.୪୭
କାଳବେଳା – ଦିବା ୦୧.୨୯ ରୁ ୦୩.୦୮
ବାରବେଳା – ପ୍ରାତଃ ୦୬.୫୪ ରୁ ୦୮.୩୩
କାଳରାତ୍ରି – ରାତ୍ରି ୦୭.୪୭ ରୁ ୦୯.୦୮
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)