Tree Plantation
ଜନ୍ମ ଦେଇନାହାନ୍ତି ସତ କିନ୍ତୁ ନିଜ ପିଲା ଭଳି ବଢାଇଛନ୍ତି । ସକାଳ ହେଲେ ନିଜର ଘର କାମ ସାରି, ହାତରେ ଛାଡୁ-କାତି ଧରି ଗଛ ଦେଖିବାକୁ ଜଙ୍ଗଲକୁ ବାହାରି ଯାଆନ୍ତି । କେବଳ ସରକାରୀ ଜମି ନୁହଁ ନିଜେ ମଧ୍ୟ ଯାଗା କିଣି ଗଛ ଲଗାଇଛନ୍ତି । ସରକାରୀ ଜମିରେ ଶ୍ରୀନାଥ ପ୍ରାୟ ୨୦ ହଜାର ଗଛର ରକ୍ଷଣାବେକ୍ଷଣ କରୁଛନ୍ତି ।
Advertisment
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)