ଦିନିକିଆ ବିଶ୍ୱକପରେ ପାକିସ୍ତାନ ବିପକ୍ଷରେ ଟିମ୍ ଇଣ୍ତିଆର ଲଗାତର ଅଷ୍ଟମ ବିଜୟ । ସୋସିଆଲ୍ ମିଡିଆ ପୋଷ୍ଟକୁ ନେଇ ସଚିନ-ସୋଏବଙ୍କ ମଧ୍ୟରେ ଠଟ୍ଟାମଜା ।
ଦୁର୍ଗାପୂଜା ଆୟୋଜନ ପାଇଁ କଟକ ବେଶ୍ ଚଳଚଞ୍ଚଳ । ଜୋରସୋରରେ ଚାଲିଛି ପ୍ରସ୍ତୁତି । ମୂର୍ତ୍ତି ଗଢ଼ିବାଠୁ ଆରମ୍ଭ କରି ମେଢ଼ ତିଆରି ଯାଏ, ସବୁ କିଛି ଜୋରସୋରରେ ଆଗେଇ ଚାଲିଛି ।
ଭୁବନେଶ୍ୱର ଏମସରେ ଚିକିତ୍ସାଧୀନ ଅବସ୍ଥାରେ ପରଲୋକ । ମୃତ୍ୟୁ ବେଳକୁ ଅନନ୍ତ କିଶୋରଙ୍କୁ ୫୨ ବର୍ଷ ହୋଇଥିଲା । ଫୁସଫୁସ ଜନିତ ସଂକ୍ରମଣରେ ପୀଡିତ ଥିଲେ ଅନନ୍ତ କିଶୋର ।
ବାହାନଗା ଟ୍ରାଜେଡିରୁ ଶିକ୍ଷା । ଭୁବନେଶ୍ୱର ଏମ୍ସରେ ଖୋଲିବ ଅତ୍ୟାଧୁନିକ ରିଜିଓନାଲ ଫରେନ୍ସିକ୍ ଲାବୋରେଟୋରି ।
ପାର୍ବଣ ପୂର୍ବରୁ ଆକ୍ସନ ମୋଡରେ କମିଶନରେଟ ପୋଲିସ । ରାତି ଅଧିଆ ରାଜଧାନୀର ବିଭିନ୍ନ ବାରରେ ରେଡ୍ କଲା ପୋଲିସ ।
ଆଶ୍ୱିନ ଶୁକ୍ଳ ପ୍ରତିପଦାରୁ ନବମୀ ପର୍ଯ୍ୟନ୍ତ ମାଆ ଜଗଦଜନନୀଙ୍କ ନବମୀ ପୂଜା ଅନୁଷ୍ଠିତ ହେବ ।
ବିଜେଡି ବିଧାୟକ ସମୀର ଦାଶଙ୍କ ନାଁରେ ସାଂଘାତିକ ଅଭିଯୋଗ ଆଣିଛନ୍ତି ଖୋଦ ବିଜେଡିର ଜଣେ ମହିଳା କର୍ମୀ ।
‘ରାକ୍ଷୀଙ୍କ ପାଇଁ ୨୦୧୮ରୁ ଆଜି ଯାଏଁ ମୁଁ ମାନସିକ ଆଘାତ ପାଇଆସିଛି । ସେ ମୋ ନାଁରେ ଖରାପ କଥା କହି ମୋ ଇଜ୍ଜତ ସାରିଛନ୍ତି । ଯାହାକୁ ମୁଁ ଭୁଲି ପାରୁନି । ସେ ମତେ ମାନସିକ ଆଘାତ ଦେବା ସହ ମୋ କ୍ୟାରିୟର ନଷ୍ଟ କରିବାକୁ...
ଟସ୍ ଜିତି ଭାରତର ବୋଲିଂ ନିଷ୍ପତ୍ତି ନେଇଛି । ଭାରତର ଚୂଡ଼ାନ୍ତ ଏକାଦଶରେ ଗୋଟିଏ ବଡ଼ ପରିବର୍ତ୍ତନ ଦେଖିବାକୁ ମିଳିଛି ।
ଶୁକ୍ରବାର ଦକ୍ଷିଣ ଲେବାନନ୍ରେ ଇସ୍ରାଏଲ୍ ଆଡୁ ଆସିଥିବା ଗୋଟାଏ କ୍ଷେପଣାସ୍ତ୍ର ପଡ଼ିବାରୁ ‘ରଏଟର୍ସ’ର ଜଣେ ଭିଡିଓ ସାମ୍ବାଦିକଙ୍କର ମୃତ୍ୟୁ ଘଟିଛି ଓ ଆଉ ୬ଜଣ ସାମ୍ବାଦିକ ଆହତ ହୋଇଛନ୍ତି ।
୨୪ ନିର୍ବାଚନ ପୂର୍ବରୁ ଟିକଟ କସରତ । ଫୋକସରେ ପଶ୍ଚିମ ଓଡ଼ିଶାର ପଲଟିକାଲ ସ୍ପଟ୍ ସମ୍ବଲପୁର । ସମ୍ବଲପୁର ସଂସଦୀୟ କ୍ଷେତ୍ରରୁ କିଏ ହେବ ପ୍ରାର୍ଥୀ ଚର୍ଚ୍ଚା ଜୋରଦାର..
ମଥାରେ ଟିପିଟିପି ଚନ୍ଦନ, କୁମକୁମ ଆଉ ପାଦରେ ଅଳତା । ଝଟକୁଛନ୍ତି ନୂଆ କନିଆ । ମୁଣ୍ଡରେ ମୁକୁଟ ପିନ୍ଧି ବର ବି ହସ ହସ । ଶଙ୍ଖ ହୁଳହୁଳି ପଡ଼ୁଛି, ଚାଲିଛି ବାହାଘର..
ଇସ୍ରାଏଲର ଏ ଗାଁଟି ବନିଥିଲା ହମାସର ପ୍ରଥମ ଶିକାର । ଏଠି କାଳେ ବେଶ୍ ସୁନ୍ଦର ଦିଶେ ସୂର୍ଯ୍ୟୋଦୟ ଆଉ ସୂର୍ଯ୍ୟାସ୍ତ। ମାତ୍ର ଚାଷୀମାନଙ୍କୁ ନେଇ ଇସ୍ରାଏଲର ଏ ଛୋଟିଆ ଗାଁଟି ଏବେ ଖାଁ ଖାଁ । ଚାରିଆଡ଼େ ମୃତ୍ୟର ଗନ୍ଧ..
ପୁରୀରେ ହେବ କି ମୋଦି-ନବୀନ ଲଢ଼େଇ ? ଧାର୍ମିକ କାର୍ଡ ଖେଳିବାକୁ ବିଧାନସଭା କ୍ଷେତ୍ରରୁ ସିଏମ୍ ଓ ଲୋକସଭା କ୍ଷେତ୍ରରୁ ଲଢ଼ିବେ କି ପିଏମ..
କିଭଳି ପୋଷାକ ପିନ୍ଧିଥିଲେ ଭକ୍ତଙ୍କୁ ମିଳିବ ଶ୍ରୀମନ୍ଦିର ପ୍ରବେଶ ଅନୁମତି, ଆଉ କେଉଁ ପୋଷାକକୁ ବାରଣ ?। JTP ଜଗିବେ ଡ୍ରେସ୍ କୋଡ୍ । ଶ୍ରୀମନ୍ଦିର ଚାରିଦ୍ୱାର ଓ ବେଢ଼ାରେ ରଖିବେ ନଜର..
ଅତୀତକୁ ଭୁଲି ନୂଆ ଜୀବନ ଆରମ୍ଭ କରିବା ପାଇଁ ବନିଛନ୍ତି ନୂଆ ବାଟର ବାଟୋଇ । ସିଏ ହେଉଛନ୍ତି ୬୩ ବର୍ଷିୟ ବର ଦାସ ମାରାଣ୍ଡି ଏବଂ ଏ ହେଲେ ୬୫ ବର୍ଷିୟା କନିଆ ପଦ୍ମାବତୀ ଦାସ ।
ଗାଜା ସୀମାଠୁ ମାତ୍ର ୫ କିଲୋମିଟର ଦୂରରେ ଥିବା ଛୋଟିଆ ଗାଁ କିବୁଜ୍ ବେରିରେ ଗତ ଶନିବାର ସୂର୍ଯ୍ୟ ଉଇଁବା ବେଳେ କେମିତି ଦିଶୁଥିଲା, କାହାକୁ ଜଣାନାହିଁ ।