• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Manoranjan Behera

Manoranjan Behera

Editor

ରେଭେନ୍ସା ବିଶ୍ୱବିଦ୍ୟାଳୟରୁ ସାମ୍ବାଦିକତାରେ ମାଷ୍ଟର ଡିଗ୍ରୀ ହାସଲ କରିଛନ୍ତି । ରା ...more

ରେଭେନ୍ସା ବିଶ୍ୱବିଦ୍ୟାଳୟରୁ ସାମ୍ବାଦିକତାରେ ମାଷ୍ଟର ଡିଗ୍ରୀ ହାସଲ କରିଛନ୍ତି । ରାଜ୍ୟର ନମ୍ବର ୱାନ ଗଣମାଧ୍ୟମ ସଂସ୍ଥା ଓଟିଭିରେ କପି ଏଡିଟର ଭାବରେ ୨ ବର୍ଷ ହେଲା କାମ କରୁଛନ୍ତି । ବିଶେଷ କରି ଖେଳ, ଜାତୀୟ, ଅନ୍ତର୍ଜାତୀୟ ସହ ଭାଇରାଲ ଖବରକୁ ସ୍ଵତନ୍ତ୍ର ଶୈଳୀରେ ଲେଖିବା ଓ ପ୍ୟାକେଜ୍‌ କରିବାରେ ରୁଚି ରହିଛି । ବିଶେଷ କରି ଖେଳ ଉପରେ ଆର୍ଟିକିଲ୍‌ ଲେଖିବା ବି ପସନ୍ଦ କରନ୍ତି ।

less

Posts by Manoranjan Behera

OSSC Exam Fault
ଭୁଲ୍ କଲା OSSC, ଭୋଗିଲେ ପ୍ରାର୍ଥୀ !

ଭୁଲ୍ କଲା ଓଡ଼ିଶା ଷ୍ଟାଫ୍ ସିଲେକସନ୍ କମିଟି (OSSC), ଭୋଗିବେ ପରୀକ୍ଷାର୍ଥୀ। ହାଇସ୍କୁଲର ହିନ୍ଦୀ ଓ ସଂସ୍କୃତ ଶିକ୍ଷକ ନିଯୁକ୍ତି ପ୍ରକ୍ରିୟାରେ ବଡ଼ଧରଣର ତ୍ରୁଟି ସାମ୍ନାକୁ ଆସିଛି।

Ramadevi University
ରମାଦେବୀରେ +2 ଛାତ୍ରୀଙ୍କୁ ରାଗିଂ; ଅଶ୍ଲୀଳ ଭିଡିଓ ଦେଖିବା ପାଇଁ କରାଯାଉଥିଲା ବାଧ୍ୟ !

ରମାଦେବୀ ଜୁନିୟର କଲେଜ ଛାତ୍ରୀ ଆଣିଲେ ରାଗିଂ ପରି ସାଂଘାତିକ ଅଭିଯୋଗ । ଅନ୍ତେବାସୀମାନେ ମାନସିକ ନିର୍ଯାତନା ଦେବା ସହ ଏକଘରିକିଆ କରିଦେଇଥିବା ଛାତ୍ରୀଜଣକ ଅଭିଯୋଗ କରିଛନ୍ତି ।

Bus Strike In Odisha
ପୂଜା ବେଳେ ବସ୍ ଧର୍ମଘଟ ପାଇଁ ସବୁଠି ହୀନସ୍ତା ହେଉଛନ୍ତି ଯାତ୍ରୀ

ମାଲକାନଗିରିରୁ ମୟୁରଭଞ୍ଜ, କୋରାପୁଟରୁ କଟକ। ଘରୋଇ ବସ୍ ଆନ୍ଦୋଳନ ଯୋଗୁଁ ରାଜ୍ୟର ଏ ମୁଣ୍ଡରୁ ସେମୁଣ୍ଡ ଯାଏଁ, ଯାତ୍ରୀ ହନ୍ତସନ୍ତ। ପାର୍ବଣ ଛୁଟିରେ ନା କେହି ଗନ୍ତବ୍ୟ ସ୍ଥଳକୁ ଯାଇପାରୁଛନ୍ତି, ନା ଜରୁରୀବେଳେ ପରିବହନ ସେବା ପାଇପାରୁଛନ୍ତି..

MP Pinaki Mishra
ଘନଉଛି କ୍ୟାସ୍ ଫର୍ କ୍ୱେରି ବିବାଦ

ଟିଏମ୍ସି ସାଂସଦ ମହୁଆ ମୈତ୍ର କ୍ୟାସ ଫର କ୍ୱେରି ବା ଟଙ୍କା ବଦଳରେ ପ୍ରଶ୍ନ ବିବାଦରେ ପୁରୀ ବିଜେଡି ସାଂସଦ ପିନାକି ମିଶ୍ରଙ୍କ ନାଁ। ମହୁଆଙ୍କ ସହ ସାଂସଦ ପିନାକି ମିଶ୍ର, ଶଶି ଥରୁର ଓ ରାହୁଲ ଗାନ୍ଧୀଙ୍କର ନିବିଡ ସଂପର୍କର ଥିବା ନିଜ ସତ୍ୟାପାଠରେ ଲେଖିଛନ୍ତି ବ୍ୟବସାୟୀ...

Unknown Disease
କେନ୍ଦୁଝର ଜନ୍ତାରୀ ଜୁଆଙ୍ଗ ବସ୍ତିରେ ମୃତ୍ୟୁ ତାଣ୍ଡବ

କେନ୍ଦୁଝର ଗୋନାସିକାର ଜନ୍ତାରୀ ଗାଁରେ ଅଜଣା ରୋଗ ଆତଙ୍କ । ଆଦିମ ଜନଜାତି ଜୁଆଙ୍ଗ ବସ୍ତିରେ ଦୁଇ ମାସରେ ଚାଲିଗଲାଣି ୧୧ ଜୀବନ। ଖବର ପ୍ରସାରଣ ପରେ ଆଜି ଗାଁରେ ପହଞ୍ଚିଛି ଡାକ୍ତରୀ ଟିମ..

Ratna Bhandar
ହାଇକୋର୍ଟ ରାୟ ଓ ଗଜପତିଙ୍କ ମତ ସତ୍ତ୍ୱେ ଭାଙ୍ଗୁନି ସରକାରଙ୍କ ନିଦ

ହାଇକୋର୍ଟ ନିର୍ଦ୍ଦେଶ ଦେଲେଣି, ଗଜପତି ବି କହିଲେଣି। ତାହେଲେ ଆଉ କେତେ ପରେରତ୍ନଭଣ୍ଡାର ହାଇଲେବଲ୍ କମିଟି ଗଠନ ପାଇଁ ଭାଙ୍ଗିବ ରାଜ୍ୟ ସରକାରଙ୍କ କୁମ୍ଭକର୍ଣ୍ଣ ନିଦ ?

Bus Strike In Odisha
ଧର୍ମଘଟ ବନ୍ଦ କରି ମାଲିକ ସଂଘ ସହଯୋଗ କରିବେ କହିଲେ ମନ୍ତ୍ରୀ

ଘଣ୍ଟାଏ ପାଇଁ ଝୁଲିଲା ଘରୋଇ ବସ୍ ଧର୍ମଘଟରୁ ଓହରିବା ନିଷ୍ପତ୍ତି। ଆଜି ପରିବହନ ମନ୍ତ୍ରୀଙ୍କ ସହ ଦୀର୍ଘ ୧ ଘଣ୍ଟା ଧରି ଆଲୋଚନା କରିଛନ୍ତି ରାଜ୍ୟ ଘରୋଇ ବସ୍ ମାଲିକ ସଂଘ..

Unknown Disease
କେନ୍ଦୁଝରରେ ମୃତ୍ୟୁର ତାଣ୍ଡବ; ୨ ମାସରେ ଗଲାଣି ୧୧ ଜୀବନ

କେନ୍ଦୁଝର ଜନ୍ତାରୀ ଗାଁ ଜୁଆଙ୍ଗ ବସ୍ତିରେ ମୃତ୍ୟୁର ତାଣ୍ଡବ । ଦେଢ଼ ଦୁଇ ମାସ ଭିତରେ ଅଜଣା ରୋଗ ନେଲାଣି ୧୧ ଜୀବନ ।

Ratna Bhandar
କୋର୍ଟଙ୍କ ପରେ ଗଜପତି ବି ହଁ କଲେ; ହେଲେ ରତ୍ନଭଣ୍ତାରକୁ ନେଇ ମୁହଁ ଖୋଲୁନି ସରକାର

ହାଇକୋର୍ଟ ନିର୍ଦ୍ଦେଶ ଦେଲେଣି, ଗଜପତି ବି କହିଲେଣି। ତାହେଲେ ଆଉ କେତେ ପରେ ରତ୍ନଭଣ୍ଡାର ହାଇଲେବଲ୍ କମିଟି ଗଠନ ପାଇଁ ଭାଙ୍ଗିବ ରାଜ୍ୟ ସରକାରଙ୍କ କୁମ୍ଭକର୍ଣ୍ଣ ନିଦ।

MP Pinaki Mishra
ମହୁଆ ମୈତ୍ରଙ୍କ ସହ ସାଂସଦ ପିନାକୀଙ୍କ ଅଛି କି ସଂପର୍କ ?

ଟିଏମ୍ସି ସାଂସଦ ମହୁଆ ମୈତ୍ର କ୍ୟାସ ଫର କ୍ୱେରି ବା ଟଙ୍କା ବଦଳରେ ପ୍ରଶ୍ନ ବିବାଦରେ ପୁରୀ ବିଜେଡି ସାଂସଦ ପିନାକି ମିଶ୍ରଙ୍କ ନାଁ। ମହୁଆଙ୍କ ସହ ସାଂସଦ ପିନାକି ମିଶ୍ର, ଶଶି ଥରୁର ଓ ରାହୁଲ ଗାନ୍ଧୀଙ୍କର ନିବିଡ ସଂପର୍କର ଥିବା ନିଜ ସତ୍ୟାପାଠରେ ଲେଖିଛନ୍ତି ବ୍ୟବସାୟୀ...

Bus Strike
'ଆଜି ମାନିଲୁ, ୨୬କୁ ଅପେକ୍ଷା କଲୁ'; ୩୧ ଯାଏଁ ଗଡ଼ିବ ବସ୍‌

ଆସନ୍ତା ୩୧ ତାରିଖ ପର୍ଯ୍ୟନ୍ତ ଧର୍ମଘଟ ସ୍ଥଗିତ ରଖିବାକୁ ନିଷ୍ପତି ନେଇଛି ରାଜ୍ୟ ଘରୋଇ ବସ୍ ମାଲିକ ସଂଘ ।

Commissionerate Police
ପୂଜା ବୁଲିବାକୁ ଯିବେ ଆପଣ; ଘର ଉପରେ ନିଘା ରଖିବ ପୋଲିସ

ପୂଜା ବୁଲିବାକୁ ଯାଉଥିଲେ ଘର ଭଲ ଭାବେ ତାଲା ପକାନ୍ତୁ । ପାଖ ପଡ଼ୋଶୀଙ୍କୁ ମଧ୍ୟ ଟିକେ କହିଦେଇ ଯାଆନ୍ତୁ । ଲୋକାଲ ଥାନା ପୋଲିସକୁ ଟିକେ ଜଣାଇ ଦିଅନ୍ତୁ ।

Bus Strike In Odisha
ସରକାରଙ୍କ ଜିଦ୍‌ ଆଗରେ ବଳିପଡ଼ିଲେ ଯାତ୍ରୀ; ଦଶହରା ଛୁଟିରେ ଘର ମନା !

ଅପେକ୍ଷାର ଅନ୍ତ କେବେ ହେବ, କାହାକୁ ଜଣାନାହିଁ । ଦିନ ଯାଇ ସଞ୍ଜ ହୋଇଯାଉଛି ପଛକେ ଏ ସମସ୍ୟାର ସମାଧାନ କେବେ କାହା ପାଖରେ ଉତ୍ତର ହିଁ ନାହିଁ ।

Bairagi Sethi
୨୮ ବର୍ଷର କାମକୁ ୮ ଦିନରେ କଲା ଓଟିଭି; ବୈରାଗୀଙ୍କୁ ମିଳିଲା ନୂଆ ଆଲବମ୍‌

ପୁଚୁକି ଗାଲି ଫେମ୍ ବୈରାଗୀଙ୍କୁ ମିଳିଲା କାମ । ଏକ ନୂଆ ଆଲବମରେ ନଜର ଆସିଛନ୍ତି ବୈରାଗୀ ।

Rapid Rail
ମେଟ୍ରୋଠୁ ଦ୍ରୁତ ‘Namo Bharat’; ୧୨ ମିନିଟ୍‌ରେ ୧୭ କିଲୋମିଟର୍

NAMO ଭାରତର ଉଦଘାଟନ କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଦିଲ୍ଲୀ-ଗାଜିଆବାଦ୍-ମେରଠ ସହ ଏହା ସଂଯୋଗ ହେବ ।

Senior BJD Leader & MLA Debi Mishra
ପାଣ୍ଡିଆନ୍ ଆମ ମୁଖ୍ୟମନ୍ତ୍ରୀ ! ଭୁଲରେ ନା ଜାଣିଶୁଣି କହିଛନ୍ତି ଦେବୀ ?

ବିଜେଡିର ବରିଷ୍ଠ ନେତା ଦେବୀ ମିଶ୍ରଙ୍କ 'ପାଣ୍ଡିଆନ୍ ଆମ ମୁଖ୍ୟମନ୍ତ୍ରୀ' ମନ୍ତବ୍ୟକୁ ନେଇ ରାଜନୀତି । ଏହି ପ୍ରସଙ୍ଗରେ ଦେବୀ ମିଶ୍ରଙ୍କୁ କଡ଼ା ଭାଷାରେ ସମାଲୋଚନା କରିଛି ବିଜେପି । ବିଜେପି ରାଜ୍ୟ ପରିଷଦ ସଦସ୍ୟ ମନୋଜ ପଣ୍ଡା କହିଛନ୍ତି ଯେ, ଟିକେଟ୍ ଆଶାରେ ପାଣ୍ଡିଆନଙ୍କୁ ଖୁସି କରିବା ପାଇଁ ସେ...

Ratna Bhandar
ରତ୍ନଭଣ୍ଡାର ପ୍ରସଙ୍ଗରେ ଗଜପତି ମହାରାଜାଙ୍କ ବଡ଼ ପ୍ରତିକ୍ରିୟା; ‘ଆସନ୍ତା ରଥଯାତ୍ରା ହିଁ ପ୍ରକୃଷ୍ଠ ସମୟ ହୋଇପାରିବ’

ରତ୍ନଭଣ୍ଡାର ଖୋଲାଯିବା ପ୍ରସଙ୍ଗରେ ବିଜେପି ଟିମ୍‌ ଭେଟିବା ପରେ ଗଜପତି ମହାରାଜାଙ୍କ ସୂଚନା..ସେ କହିଛନ୍ତି, ୨୦୨୪ ରଥଯାତ୍ରା ସମୟରେ ମରାମତି ସମ୍ପର୍କିତ କାର୍ଯ୍ୟ ପ୍ରସ୍ତାବ ଦିଆଯିବ..ଏଥିପାଇଁ ରଥଯାତ୍ରା ହିଁ ପ୍ରକୃଷ୍ଠ ସମୟ ହୋଇପାରିବ

Durga Puja
ସହର ବଜାର ସବୁଠି ଆଖି ଝଲସା ସାଜସଜ୍ଜା

ପାର୍ବଣ ପାଇଁ ଚଳଚଞ୍ଚଳ ସହର ବଜାର। ମେଢ଼ ସାଙ୍ଗକୁ ରଙ୍ଗୀନ ଆଲୋକର ଫୁଆରାରେ ଚମକୁଛି ଟ୍ୱିନ୍ ସିଟିର ପୂଜା ମଣ୍ଡପ । ସରିଆସୁଥିବା ସାଜସଜ୍ଜା ଭିତରେ କେଉଁଠି ମନ ମୋହିଲାଣି କାଳ୍ପନିକ ପରୀ ମହଲ ତ କେଉଁଠି ତାଇୱାନର ବୁଦ୍ଧ ମନ୍ଦିର ଶୋଭା ପାଇଲାଣି । କେବଳ ରାଜଧାନୀ...

Police detain three accused
ଟୋଲ୍ ପ୍ଲାଜାରେ ବ୍ଲାଙ୍କ୍ ଫାଏରିଂ, ହାଇଡ୍ରାମା

ଭୁବନେଶ୍ୱର-ପୁରୀ ରାସ୍ତାର ପିପିଲି ଟୋଲ ପ୍ଲାଜାରେ ବ୍ଲାଙ୍କ୍ ଫାଏରିଂ, ହାଇଡ୍ରାମା। ଘଟଣାରେ ପୋଲିସ୍ ଫିଲ୍ମି ଷ୍ଟାଇଲରେ ଦୁର୍ବୃତ୍ତଙ୍କୁ ପିଛା କରି ଏପର୍ଯ୍ୟନ୍ତ ୪ଜଣଙ୍କୁ ଧରିବାରେ ସକ୍ଷମ ହୋଇଥିଲା ବେଳେ ଏବେ ବି ୨ଜଣ ଦୁର୍ବୃତ୍ତ ଫେରାର ଅଛି । କେଉଁ ପରିସ୍ଥିତିରେ ଏ ଘଟଣା ଘଟିଲା, ପୋଲିସ ତାର...

Organ Donation
ସାନ ସିନା ଦାନ ତା' ମହାନ

ମାତ୍ର ଦିନ ୪ଟା ପାଇଁ ଦୁନିଆକୁ ଆସି ସେ ଏମିତି କାମ କରିଗଲା ଯେ, ତା ପାଇଁ ନୂଆ ଜୀବନ ପାଇଲେ ଛଅ ଛଅଟି ଶିଶୁ। ସୁରତ ସହରରେ ଏକ ଦମ୍ପତିଙ୍କର ଏକ ୪ ଦିନର ଶିଶୁ ଅଙ୍ଗଦାନ କରି ୬ଜଣଙ୍କୁ ନୂଆ ଜୀବନ ଦେବା ପରେ ଏ...

ରେଭେନ୍ସା ବିଶ୍ୱବିଦ୍ୟାଳୟରୁ ସାମ୍ବାଦିକତାରେ ମାଷ୍ଟର ଡିଗ୍ରୀ ହାସଲ କରିଛନ୍ତି । ରାଜ୍ୟର ନମ୍ବର ୱାନ ଗଣମାଧ୍ୟମ ସଂସ୍ଥା ଓଟିଭିରେ କପି ଏଡିଟର ଭାବରେ ୨ ବର୍ଷ ହେଲା କାମ କରୁଛନ୍ତି । ବିଶେଷ କରି ଖେଳ, ଜାତୀୟ, ଅନ୍ତର୍ଜାତୀୟ ସହ ଭାଇରାଲ ଖବରକୁ ସ୍ଵତନ୍ତ୍ର ଶୈଳୀରେ ଲେଖିବା ଓ ପ୍ୟାକେଜ୍‌ କରିବାରେ ରୁଚି ରହିଛି । ବିଶେଷ କରି ଖେଳ ଉପରେ ଆର୍ଟିକିଲ୍‌ ଲେଖିବା ବି ପସନ୍ଦ କରନ୍ତି ।