• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

ଢେଙ୍କାନାଳସ୍ଥିତ IIMCରୁ ସାମ୍ବାଦିକତା ପଢ଼ିବା ପରେ ଓଡ଼ିଆ ଗଣମାଧ୍ୟମରେ ବୃତ୍ତିଗତ ଜୀବନ ...more

ଢେଙ୍କାନାଳସ୍ଥିତ IIMCରୁ ସାମ୍ବାଦିକତା ପଢ଼ିବା ପରେ ଓଡ଼ିଆ ଗଣମାଧ୍ୟମରେ ବୃତ୍ତିଗତ ଜୀବନ ଆରମ୍ଭ କରନ୍ତି। ଏହାପରେ କିଛି ଅଗ୍ରଣୀ ଖବରକାଗଜରେ କିଛିବର୍ଷ କାମ କରି ଏବେ ଓଟିଭିର ଡିଜିଟାଲ ବିଭାଗରେ କପିଏଡିଟର ଭାବେ କାର୍ଯ୍ୟରତ। ରିପୋର୍ଟିଂ ସହିତ ଜାତୀୟ, ଅନ୍ତର୍ଜାତୀୟ, କ୍ରୀଡ଼ା ଓ ରାଜନୀତି ଖବର ପରିବେଷଣରେ ବିଶେଷ ଋଚି। ଏଥିସହିତ ସାମୟିକ ଭାବେ ଖବରକାଗଜରେ ସ୍ତମ୍ଭ ଲେଖା ଜାରି ରହିଛି।

less

Posts by

otv-bresk
'ନିହାରଙ୍କ ଇସ୍ତଫା ସରକାରୀ ଚାପର ଆଉ ଏକ ନମୁନା'

ଭୁବନେଶ୍ୱର: ଓଟିଭି ସିଓଓ ପଦରୁ ନିହାର ରଂଜନ ଭୂୟାଁଙ୍କ ଇସ୍ତଫା ପ୍ରସଙ୍ଗରେ ଓଟିଭି ଏଚ୍ଆର୍ ହେଡ୍ ପାର୍ଥ ନନ୍ଦୀ ପ୍ରତିକ୍ରିୟା ରଖିଛନ୍ତି। ସେ କହିଛନ୍ତି ଯେ ନିହାର ଇସ୍ତଫା ଦେବେ ବୋଲି ଆମେ ପୂର୍ବରୁ ଆଶଙ୍କା କରୁଥିଲୁ। ତାଙ୍କ ସ୍ତ୍ରୀ ସରକାରୀ ଚାକିରିଆ ହୋଇଥିବାରୁ ସେ ଚାପରେ ଥିଲେ।...

governor ganeshi lal
ଦୁଃଖଦ ସମୟରେ କର୍ତ୍ତବ୍ୟକୁ ଭୁଲିଲେନି ରାଜ୍ୟପାଳ

ଭୁବନେଶ୍ୱର: ଏକାଥରକେ ରାଜ୍ୟର ୬ଟି ବିଶ୍ୱବିଦ୍ୟାଳୟର ନୂଆ କୁଳପତି ନିଯୁକ୍ତ ହୋଇଛନ୍ତି। ଉତ୍କଳ ବିଶ୍ୱବିଦ୍ୟାଳୟର ଭିସି ଭାବେ ସବିତା ଆଚାର୍ଯ୍ୟ, ରମାଦେବୀ ମହିଳା ବିଶ୍ୱବିଦ୍ୟାଳୟର କୁଳପତି ଭାବେ ଅପରାଜିତା ଚୌଧୁରୀଙ୍କୁ ନିଯୁକ୍ତି ମିଳିଛି। ସେହିପରି ଫକୀର ମୋହନ ବିଶ୍ୱବିଦ୍ୟାଳୟର ଭିସି ଭାବେ ଦୀନବନ୍ଧୁ ସାହୁ, ଗଙ୍ଗାଧର ମେହେର ବିଶ୍ୱବିଦ୍ୟାଳୟରେ...

jp-nadda-phil
ଡିସେମ୍ବରରେ ଆରମ୍ଭ ହେବ ନଡ୍ଡାଙ୍କ ଅଭିଯାନ

ଭୁବନେଶ୍ୱର: ବିଜେପି କ୍ୟାପ୍‌ଟେନ୍‌ ସିଟ୍‌ ବସିବା ପରେ ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେ.ପି. ନଡ୍ଡା ଆରମ୍ଭ କରିବାକୁ ଯାଉଛନ୍ତି ୧୨୦ ଦିନିଆ ଅଭିଯାନ। ବିଭିନ୍ନ ରାଜ୍ୟକୁ ସାଧାରଣ ନିର୍ବାଚନ ପୂର୍ବରୁ ଗସ୍ତ କରିବେ ସାଂଗଠନିକ ସ୍ଥିତି ଠାରୁ ଆରମ୍ଭ କରି ସିଟ୍ ବୃଦ୍ଧି ଲାଗି ରଣନୀତି ସମ୍ପର୍କରେ ସମୀକ୍ଷା କରିବେ।...

dumper
୭ ଜଣଙ୍କ ଉପରେ ଚଢାଇଦେଇ ଚାଲିଗଲା ଡମ୍ପର

ନୟାଗଡ଼: ଡମ୍ପର ଧକ୍କାରେ ଚାଲିଗଲା ୬ ଜଣଙ୍କ ଜୀବନ। ଏଭଳି ମର୍ମନ୍ତୁଦ ଦୁର୍ଘଟଣା ଘଟିଛି ଶରଣକୁଳ ନିକଟରେ। ରାସ୍ତାରେ ଯାଉଥିବା ପଥଚାରୀଙ୍କ ଉପରେ ଡମ୍ପର ମାଡ଼ିଯାଇଥିଲା। ମୃତକଙ୍କ ମଧ୍ୟରେ ୨ ମହିଳା ଏବଂ ୪ ପୁରୁଷ ଥିବା ସୂଚନା ମିଳିଛି। ଡମ୍ପରଟି ନୟାଗଡ଼ ଅଭିମୁଖେ ଆସୁଥିବା ବେଳେ ଚାଲି...

assembly
ବିଧାନସଭାରେ ଉଠିଲା ନୟାଗଡ଼ର ପରୀ ହତ୍ୟା ପ୍ରସଙ୍ଗ

ଭୁବନେଶ୍ୱର: ବିଧାନସଭାରେ ଉଠିଲା ନୟାଗଡ଼ର ପରୀ ମୃତ୍ୟୁ ପ୍ରସଙ୍ଗ। ହତ୍ୟା ପଛରେ ମନ୍ତ୍ରୀଙ୍କ ହାତ ରହିଛି ବୋଲି କହିଲେ ବିରୋଧୀ ଦଳ ନେତା ପ୍ରଦୀପ୍ତ ନାଏକ। ସେ କହିଛନ୍ତି ଯେ ଜଣେ ମନ୍ତ୍ରୀଙ୍କ ଲୋକ ମାରିଥିବା ପରିବାର ଲୋକ କହୁଛନ୍ତି। ମନ୍ତ୍ରୀଙ୍କ କଣ ସଂପୃକ୍ତି ରହିଛି ଘଟଣା ସଂପର୍କରେ...

cyclone
ଶକ୍ତି ଗୋଟାଉଛି ନିଭାର, ୧୨୦ କିଲୋମିଟର ବେଗରେ ବହିବ ପବନ

ପୁଡ଼ୁଚେରୀ: ତାମିଲନାଡୁ ଓ ପୁଡ଼ୁଚେରୀ ମୁହାଁ ସାମୁଦ୍ରିକ ଝଡ଼ ନିଭାର୍। ଆସନ୍ତାକାଲି ମଧ୍ୟାହ୍ନରୁ ଅପରାହ୍ଣ ମଧ୍ୟରେ ପୁଡୁଚେରିର କରାଇକେଲ୍‌ରୁ ତାମିଲନାଡ଼ୁର ମାମଲାପୁରମ୍‌ରେ ସ୍ଥଳ ଭାଗ ଛୁଇଁବ। ଲ୍ୟାଣ୍ଡଫଲ ବେଳେ ଘଣ୍ଟାପ୍ରତି ଶହେରୁ ୧୨୦ କିଲୋମିଟର ବେଗରେ ପବନ ବହିପାରେ ବୋଲି ଆକଳନ କରିଛି ଭାରତୀୟ ପାଣିପାଗ ବିଭାଗ। ବାତ୍ୟାକୁ...

danga-bhasa
ନଦୀ ଘାଟରେ ଡଙ୍ଗା ଭସାଇବା ମନା

ଭୁବନେଶ୍ୱର: ପରମ୍ପରା ଉପରେ ପୁଣି କରୋନା ପାହାର। କାର୍ତ୍ତିକ ପୂର୍ଣ୍ଣିମା ନେଇ କଟକଣା ଜାରି କଲେ ରାଜ୍ୟ ସରକାର। କାର୍ତ୍ତିକ ପୂର୍ଣ୍ଣିମାରେ ଡଙ୍ଗା ଭସା ଉପରେ ସରକାରଙ୍କ କଟକଣା ଲଗାଇଛନ୍ତି। ଗାଇଡ୍‌ଲାଇନ୍ ଅନୁସାରେ ୩୦ ତାରିଖ ପୂର୍ଣ୍ଣିମା ଦିନ ନଦୀ ଘାଟରେ ଗହଳି, ଗାଧୋଇବା ବାରଣ କରାଯାଇଛି। ନଦୀ...

russia
ଖୁବ୍‌ ଶୀଘ୍ର ବଜାରରେ ଉପଲବ୍ଧ ହେବ 'ସ୍ପୁଟନିକ୍-ଭି'

ମସ୍କୋ: ପୁଣି ବଢିଲା କରୋନା ଟିକା ଆଶା। ନିଜ ଦ୍ୱାରା ପ୍ରସ୍ତୁତ ସ୍ପୁଟନିକ୍-ଭି ୯୫ ପ୍ରତିଶତ ଫଳପ୍ରଦ ହୋଇଥିବା ଦାବି କରିଛି ରୁଷ୍। ଏମିତିକି ଷ୍ଟେଜ-୩ ପରୀକ୍ଷଣ ବେଳେ ସଫଳତା ମିଳିଥିବା ନେଇ ଦାବି କରିଛି ଏହି ଦେଶ। ଏମିତିକି ୧୮, ୭୯୪ ଆକ୍ରାନ୍ତଙ୍କ ଉପରେ ପରୀକ୍ଷଣ ପରେ...

aiiims
ଓଡ଼ିଶାରେ ଦ୍ୱିତୀୟ ଏମ୍ସ ପାଇଁ ପ୍ରସ୍ତାବ

ଭୁବନେଶ୍ୱର: ଓଡ଼ିଶାରେ ଦ୍ୱିତୀୟ ଏମ୍ସ ପାଇଁ ପ୍ରସ୍ତାବ। ଏନେଇ ମୁଖ୍ୟ ଶାସନ ସଚିବ ଅସିତ୍ ତ୍ରିପାଠୀ କେନ୍ଦ୍ର ସ୍ୱାସ୍ଥ୍ୟ ସଚିବ ରାଜେଶ ଭୁଷଣଙ୍କୁ ଚିଠି ଲେଖିଛନ୍ତି। ସୁନ୍ଦରଗଡ଼ ଜିଲ୍ଲାରେ ଏମ୍ସ ପ୍ରତିଷ୍ଠା ପାଇଁ ଚିଠିରେ ଉଲ୍ଲେଖ କରାଯାଇଛି। ସୁନ୍ଦରଗଡ଼ରେ ଏମ୍ସ ପାଇଁ ଭିତ୍ତିଭୂମି ଥିବା ଜଣାଇଛନ୍ତି। ବିହାର ଭଳି...

SC
ଦେଶବ୍ୟାପୀ ଆରଟିପିସିଆର ଟେଷ୍ଟର ସମାନ ମୂଲ୍ୟ ଧାର୍ଯ୍ୟ କର: ସୁପ୍ରିମ୍‌କୋର୍ଟ

ନୂଆଦିଲ୍ଲୀ: ଦେଶବ୍ୟାପୀ ଆରଟିପିସିଆର ଟେଷ୍ଟର ସମାନ ମୂଲ୍ୟ ଧାର୍ଯ୍ୟ କର। କେନ୍ଦ୍ର ସରକାରଙ୍କୁ ସୁପ୍ରିମକୋର୍ଟ ଏଭଳି ନୋଟିସ୍ ଜାରି କରିଛନ୍ତି। କୋର୍ଟରେ ଆଇନଜୀବୀ ଅଜୟ ଅଗ୍ରୱାଲ ଆବେଦନ କରି କହିଥିଲେ ଯେ, ଦେଶରେ କରୋନା ପାଇଁ ହେଉଥିବା ଆରଟିପିସିଆର ଟେଷ୍ଟ ନାଁରେ ଲୁଟ୍ କରାଯାଉଛି। ଆରଟିପିସିଆର ଟେଷ୍ଟ କିଟ୍...

bandh
କାଲି ଭାରତ ବନ୍ଦ, ଗଡ଼ିବନି ଅଖ-ଚକ

ନୂଆଦିଲ୍ଲୀ: ଆସନ୍ତାକାଲି ୨୪ ଘଣ୍ଟିଆ ଭାରତ ବନ୍ଦ ଡାକର। ଭାରତୀୟ ମଜଦୁର ସଂଘ ଛାଡ଼ି ୧୦ଟି ରାଷ୍ଟ୍ରାୟତ୍ତ ଟ୍ରେଡ୍ ୟୁନିଅନ ପକ୍ଷରୁ ଆସନ୍ତାକାଲି ଭାରତ ବନ୍ଦ ଡ଼ାକରା ଦିଆଯାଇଛି। କେନ୍ଦ୍ରର ପବ୍ଲିକ ସେକ୍ଟରକୁ ଘରୋଇକରଣ ଯୋଜନା ଓ ନୂଆ ଶ୍ରମ ଓ କୃଷି ଆଇନ୍‌କୁ ବିରୋଧ କରି ଏହି...

vigilance
ଭିଜିଲାନ୍ସ ଜାଲରେ IFS  ଅଫିସର

ଭୁବନେଶ୍ୱର: ଭିଜିଲାନ୍ସ ଜାଲରେ IFS  ଅଫିସର। ଅତିରିକ୍ତ ପିସିସିଏଫ୍ ଅଭୟକାନ୍ତ ପାଠକଙ୍କ ଘରେ ଚଢାଉ କରିଛି ଭିଜିଲାନ୍ସ। ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଚାଲିଛି ରେଡ୍। ଭୁବନେଶ୍ୱରର ୫ଟି ସ୍ଥାନରେ ରେଡ୍ ଚାଲିଛି। ଏହା ବାଦ୍ ମୁମ୍ବାଇ ଓ ପୁଣେର ୮ଟି ସ୍ଥାନରେ ଏବଂ ବିହାର ଓ...

mada
'ନାବାଳକ ଗୋଡ଼କୁ ପିଟିଲା ପୋଲିସ୍'

କେନ୍ଦୁଝର: ପୁଣି ପୋଲିସର ଥାର୍ଡ ଡିଗ୍ରୀ ଅଭିଯୋଗ। କେନ୍ଦୁଝର ଜିଲ୍ଲା ପାଟଣା ଥାନାରେ ଜଣେ ନାବାଳକକୁ ପୁଲିସ ମାଡ ମାରି ଥିବା ଅଭିଯୋଗ ହୋଇଛି। ଏନେଇ ନାବାଳକ ନିଜ ମା ସହିତ ଜିଲ୍ଲା ଆରକ୍ଷୀ ଅଧୀକ୍ଷକଙ୍କ ପାଖକୁ ଆସି ଲିଖିତ ଅଭିଯୋଗ କରିିବା ପରେ ଘଟଣାର ତଦନ୍ତ ନିର୍ଦ୍ଦେଶ...

modi-naveeen
ବୋର୍ଡ ପରୀକ୍ଷାକୁ ନେଇ ମୋଦିଙ୍କୁ ଚିଠି ଲେଖିଲେ ନବୀନ

ଭୁବନେଶ୍ୱର: ଦଶମ ଓ ଯୁକ୍ତ ୨ ପରୀକ୍ଷା ବାବଦରେ ପ୍ରଧାନମନ୍ତ୍ରୀଙ୍କୁ ଚିଠି ଲେଖିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। କୋଭିଡକୁ ଦୃଷ୍ଟିରେ ରଖି ପରୀକ୍ଷା ପାଇଁ ଜାତୀୟ ସ୍ତରରେ ଏକ ଗାଇଡ୍‌ଲାଇନ୍ କରିବାକୁ ମୁଖ୍ୟମନ୍ତ୍ରୀ ଚିଠି ଲେଖିଛନ୍ତି। ବୋର୍ଡ ପରୀକ୍ଷା ପାଇଁ ଟାଇମ ଫ୍ରେମ ପ୍ରସ୍ତୁତ କରିବାକୁ ଚିଠିରେ ଉଲ୍ଲେଖ...

kusa-puttalika
ମନ୍ତ୍ରୀ ପଦରୁ ଅରୁଣ ସାହୁଙ୍କ ଇସ୍ତଫା ଦାବି କଲା ବିଜେପି ମହିଳା ମୋର୍ଚ୍ଚା

ଭୁବନେଶ୍ୱର: ନୟାଗଡ଼ର ୫ ବର୍ଷୀୟ ଝିଅ ପରୀକୁ ନ୍ୟାୟ ଦାବିରେ ରାଜରାସ୍ତାକୁ ଓହ୍ଲାଇଛି ବିଜେପି ମହିଳା ମୋର୍ଚ୍ଚା। ଭୁବନେଶ୍ୱରରେ ବିଜେପି ମହିଳା ମୋର୍ଚ୍ଚାର କର୍ମକର୍ତ୍ତା ପୋଷ୍ଟର ଓ ବ୍ୟାନର ଧରି ବିକ୍ଷୋଭ ଓ ନାରାବାଜି କରିଛନ୍ତି। ମନ୍ତ୍ରୀ ପଦରୁ ଅରୁଣ ସାହୁଙ୍କ ଇସ୍ତଫା ଦାବି କରିଛି ମହିଳା ମୋର୍ଚ୍ଚା।...

babuli
'ବାବୁଲି ଚଳାଏ କିଡ୍‌ନୀ ରାକେଟ'

ଭୁବନେଶ୍ୱର: ବାବୁଲି ଚଳାଏ କିଡ୍‌ନୀ ରାକେଟ। ନୟାଗଡ଼ ବହୁ ଚର୍ଚ୍ଚିତ ପରୀ ହତ୍ୟା ଘଟଣାରେ ପରୀର ବାପା ଅଶୋକ ସାହୁ ଏଭଳି ସାଂଘାତିକ ଅଭିଯୋଗ ଆଣିଛନ୍ତି। ଓଟିଭିକୁ ପ୍ରତିକ୍ରିୟା ଦେଲା ବେଳେ ଏଭଳି ଚାଞ୍ଚଲ୍ୟକର ଅଭିଯୋଗ ଆଣିଛନ୍ତି ଅଶୋକ। ଗତକାଲି ପୋଲିସ ଧରିନେଇ ୫/୬ଟି ଦସ୍ତଖତ ନେଇଥିଲା। ପରେ...

jagannatha
ନାଗାର୍ଜୁନ ବେଶ ଲାଗି ପୁରୀରେ ୧୪୪ ଧାରା ଜାରି

ପୁରୀ: ନାଗାର୍ଜୁନ ବେଶ ଲାଗି ପୁରୀରେ ୧୪୪ ଧାରା ଜାରି। ଆଜି ରାତି ୨ଟାରୁ ବେଶ ଓଲାଗି ପର୍ଯ୍ୟନ୍ତ ୧୪୪ ଜାରି କରାଯାଇଛି। ମରିଚକୋଟ ଛକରୁ ସିଂହଦ୍ୱାର ଓ ମନ୍ଦିର ଚତୁଃପାର୍ଶ୍ୱରେ ୧୪୪ ଜାରି କରାଯାଇଛି। ୧୪୪ ଧାରା ଯୋଗୁଁ ଭକ୍ତ ପତିତପାବନଙ୍କ ଦର୍ଶନରୁ ବଞ୍ଚିତ ହେବେ। ବେଶ...

kbc
କେବିସିର ୩ କୋଟିପତି ମହିଳା, ଜାଣନ୍ତୁ ଏମାନଙ୍କ ସଂଘର୍ଷମୟ ଜୀବନର କାହାଣୀ

କନ୍‌ ବନେଗା କରୋଡ୍‌ପତି(କେବିସି) ସିଜିନ୍‌-୧୨ରେ କମାଲ୍ ଦେଖାଇଛନ୍ତି ମହିଳା। ହଟ୍‌ ସିଟ୍‌ରେ ବସି ୩ ମହିଳା ହୋଇଛନ୍ତି କୋଟିପତି। ସବୁଠାରୁ  ବଡ଼ କଥା ହେଲା ଏଯାବତ ଏହି ସିଜିନ୍‌ରେ ୩ ଜଣ ବିଜୟୀ ହୋଇଛନ୍ତି, ଆଉ ଏମାନେ ସମସ୍ତେ ମହିଳା। କେବଳ ଏମାନେ ଟଙ୍କା ଜିତିନାହାନ୍ତି ବରଂ କୋଟି...

pathak
ଅଫିସର୍‌ ନୁହଁନ୍ତି ତ ସାକ୍ଷାତ କୁବେର !

ଭୁବନେଶ୍ୱର: ଅମାପ ଆୟବହିର୍ଭୁତ ସଂପତ୍ତିର ଅଧିକାରୀ IFS ଅଭୟକାନ୍ତ ପାଠକଙ୍କ ଘରେ ଆଜି ଦ୍ୱିତୀୟ ଦିନରେ ବି ଭିଜିଲାନ୍ସ ଚଢ଼ଉ ଜାରି ରହିଛି। ଆୟବହିର୍ଭୁତ ସମ୍ପତି ଲିଙ୍କରେ ପୁତୁରା, ପୁଅ ଓ ଡ୍ରାଇଭରକୁ ଅଟକ ରଖି ଭିଜିଲାନସର ପଚରା ଉଟରା କରୁଛି।  ଆଇଏଫଏସ୍‌ଙ୍କ ରାଜକୀୟ ଜୀବନଶୈଳୀର ଚିଠା ଖୋଲୁଥିଲା...

arun-sahoo
ନୂଆ ନୁହେଁ ବିବାଦ, ପ୍ରସଙ୍ଗରୁ ବାହାରି ଆସିବାରେ ଅରୁଣ ସଫଳ !

ଭୁବନେଶ୍ୱର: ହୋ ହଲ୍ଲା, ନାରାବାଜି, ପ୍ଳା କାର୍ଡ଼ ପ୍ରଦର୍ଶନ। ପରୀ ପ୍ରସଙ୍ଗରେ ବିଧାନସଭାରେ ଝଡ। ଗୃହ ବାରମ୍ବାର ମୁଲତବୀ ଅଭିଯୁକ୍ତ ବାବୁଲି ନାଏକ ସହ ମନ୍ତ୍ରୀଙ୍କ ଫଟୋ ଥିବା ବ୍ୟାନର ଧରି ବିଜେପି ସଦସ୍ୟଙ୍କ ହୋହଲ୍ଲା, ନାରାବାଜି। ଆଉ ଏହି ପ୍ରତିବାଦରେ କଂଗ୍ରେସ୍ ବି ସାମିଲ ହୋଇଥିଲା। ବିରୋଧୀଙ୍କ...

ଢେଙ୍କାନାଳସ୍ଥିତ IIMCରୁ ସାମ୍ବାଦିକତା ପଢ଼ିବା ପରେ ଓଡ଼ିଆ ଗଣମାଧ୍ୟମରେ ବୃତ୍ତିଗତ ଜୀବନ ଆରମ୍ଭ କରନ୍ତି। ଏହାପରେ କିଛି ଅଗ୍ରଣୀ ଖବରକାଗଜରେ କିଛିବର୍ଷ କାମ କରି ଏବେ ଓଟିଭିର ଡିଜିଟାଲ ବିଭାଗରେ କପିଏଡିଟର ଭାବେ କାର୍ଯ୍ୟରତ। ରିପୋର୍ଟିଂ ସହିତ ଜାତୀୟ, ଅନ୍ତର୍ଜାତୀୟ, କ୍ରୀଡ଼ା ଓ ରାଜନୀତି ଖବର ପରିବେଷଣରେ ବିଶେଷ ଋଚି। ଏଥିସହିତ ସାମୟିକ ଭାବେ ଖବରକାଗଜରେ ସ୍ତମ୍ଭ ଲେଖା ଜାରି ରହିଛି।