• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

ଢେଙ୍କାନାଳସ୍ଥିତ IIMCରୁ ସାମ୍ବାଦିକତା ପଢ଼ିବା ପରେ ଓଡ଼ିଆ ଗଣମାଧ୍ୟମରେ ବୃତ୍ତିଗତ ଜୀବନ ...more

ଢେଙ୍କାନାଳସ୍ଥିତ IIMCରୁ ସାମ୍ବାଦିକତା ପଢ଼ିବା ପରେ ଓଡ଼ିଆ ଗଣମାଧ୍ୟମରେ ବୃତ୍ତିଗତ ଜୀବନ ଆରମ୍ଭ କରନ୍ତି। ଏହାପରେ କିଛି ଅଗ୍ରଣୀ ଖବରକାଗଜରେ କିଛିବର୍ଷ କାମ କରି ଏବେ ଓଟିଭିର ଡିଜିଟାଲ ବିଭାଗରେ କପିଏଡିଟର ଭାବେ କାର୍ଯ୍ୟରତ। ରିପୋର୍ଟିଂ ସହିତ ଜାତୀୟ, ଅନ୍ତର୍ଜାତୀୟ, କ୍ରୀଡ଼ା ଓ ରାଜନୀତି ଖବର ପରିବେଷଣରେ ବିଶେଷ ଋଚି। ଏଥିସହିତ ସାମୟିକ ଭାବେ ଖବରକାଗଜରେ ସ୍ତମ୍ଭ ଲେଖା ଜାରି ରହିଛି।

less

Posts by

naveen
ନବୀନଙ୍କ ଗାଦି ଉପରେ କାହାର ଥିଲା ନଜର ?

ଭୁବନେଶ୍ୱର: ପ୍ରଦୀପ ପାଣିଗ୍ରାହୀଙ୍କ ମନ୍ତବ୍ୟକୁ ନେଇ ରାଜ୍ୟ ରାଜନୀତିରେ ଝଡ଼। ବିଜେଡିରେ ଛନ୍‌କା ପାଓ୍ୱାର କରିଡର୍‌ରେ ଜୋରଦାର୍ ଚର୍ଚ୍ଚା। ପ୍ରକୃତରେ ୧୯ ନିର୍ବାଚନ ପରେ ନବୀନଙ୍କୁ ଗାଦିଚ୍ୟୁତ କରିବାକୁ ହୋଇଥିଲା କି ଷଡ଼ଯନ୍ତ୍ର? ଯଦି ହୋଇଥିଲା, କାହା ପ୍ରରୋଚନାରେ? ତାକୁ ନେଇ ପାଓ୍ୱର କରିଡର୍‌ରେ ଚର୍ଚ୍ଚା। ବିଧାନସଭାରେ ୧୪୭ରୁ...

burnt
ଗ୍ୟାସ୍ ଲିକ୍ ହୋଇ ଜଳିଗଲା ୪ ବଖରା

ସୋର: ରୋଷେଇ କରୁଥିବା ବେଳେ ଗ୍ୟାସ୍ ଲିକ୍ ହୋଇ ଜଳିଗଲା ୪ ବଖରା। ଏଥିରେ ୨ଜଣ ପୋଡ଼ି ହୋଇ ଗୁରୁତର ଆହତ ହୋଇଛନ୍ତି। ବାଲେଶ୍ୱର ଜିଲ୍ଲା ସୋର ଥାନା ନିଶ୍ଚିନ୍ତପୁର ପଞ୍ଚାୟତର କୁଡ଼େଇ ବିରିବଧା ଗାଁରେ ଏହି ଦୁର୍ଘଟଣା ଘଟିଛି। ତେବେ ସ୍ଥାନୀୟ ଲୋକେ ନିଆଁକୁ ଆୟତ୍ତ କରିନପାରି...

SCHOOL
କୋଭିଡ୍ ଗାଇଡଲାଇନ୍‌ ଉଲ୍ଲଂଘନ କରି ସିଲ୍ ହେଲା ସ୍କୁଲ ‌

ଭୁବନେଶ୍ୱର: ସରକାରୀ ଗାଇଡଲାଇନର ଉଲ୍ଲଂଘନ ଅଭିଯୋଗରେ ଭୁବନେଶ୍ୱର ଚିନ୍ତାମଣିଶ୍ୱରର ଏକ ସ୍କୁଲକୁ ସିଲ୍ କରାଯାଇଛି। କୋଭିଡ୍ ଗାଇଡଲାଇନର ଉଲ୍ଲଂଘନ କରି ସାଇ ସରସ୍ୱତୀ ବିଦ୍ୟାମନ୍ଦିର ପରିସରରେ ଅଫଲାଇନ୍ କ୍ଲାସ ଓ ପରୀକ୍ଷା ହେଉଥିଲା। ଏନେଇ ଖବର ପାଇବା ପରେ ବିଏମସି ପକ୍ଷରୁ ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ସ୍କୁଲକୁ ସିଲ୍...

blast
ବାଇକରେ ବୋମା ଧରି ଯିବା ବେଳେ ବିସ୍ଫୋରଣ

ଖଲିକୋଟ: ବାଇକରେ ବୋମା ଧରି ଯିବା ବେଳେ ବିସ୍ଫୋରଣ। ଏହି ଘଟଣା ଘଟିଛି ଖଲିକୋଟ ଥାନା ନିର୍ମଳଝର ଛକରେ। ସୂଚନା ଅନୁସାରେ, ଖଲିକୋଟ ଥାନା ନିର୍ମଳଝର ଛକରେ ଦୁଇ ବାଇକ୍‌ ଆରୋହୀ ବୋମା ନେଇ ଯାଉଥିଲେ। ବାଇକ ଚକା ସ୍ଲିପ୍ କରିଯିବାରୁ ତଳେ ପଡ଼ି ଯାଇଥିଲା। ଆଉ ସେହି...

vaccine
'ସମସ୍ତଙ୍କୁ କରୋନା ଟିକା ଦିଆଯିବା କଥା କେନ୍ଦ୍ର କେବେ କହିନି'

ନୂଆଦିଲ୍ଲୀ: ସାରା ଦେଶର ଲୋକଙ୍କୁ ଟିକା ଦିଆଯିବ ବୋଲି କୁହାଯାଇନି। କରୋନା ଟିକାକରଣ ପ୍ରସଙ୍ଗରେ ସ୍ପଷ୍ଟୀକରଣ ଦେଇଛନ୍ତି କେନ୍ଦ୍ର ସରକାର। ଯଦି ଚେନ୍ ଭାଙ୍ଗିବାରେ ସଫଳ ହେଲୁ, ସମସ୍ତଙ୍କୁ ଟିକା ଦେବାକୁ ପଡ଼ିବନି ବୋଲି କେନ୍ଦ୍ର କହିଛି। ପ୍ରେସମିଟରେ କେନ୍ଦ୍ର ସ୍ୱାସ୍ଥ୍ୟ ସଚିବ ଏବଂ ICMR ଡିଜିଙ୍କ ସୂଚନା...

udit
ଆଦିତ୍ୟଙ୍କ ବିବାହରେ ଫୁଲ୍ ସେଲିବ୍ରେସନ୍, ପୁଅ ସହ ନାଚିଲେ ଉଦିତ୍

ଉଦିତ ନାରାୟଣଙ୍କ ପୁଅ ତଥା ଇଣ୍ଡିଆନ୍ ଆଇଡଲ୍ ହୋଷ୍ଟ ଆଦିତ୍ୟ ନାରାୟଣଙ୍କ ଆଜି ବିବାହ ଉତ୍ସବ। ଅଭିନେତ୍ରୀ ଶ୍ୱେତା ଅଗ୍ରୱାଲଙ୍କ ସହ ବିବାହ ବନ୍ଧନରେ ବାନ୍ଧିହେବାକୁ ଯାଉଛନ୍ତି ଆଦିତ୍ୟ ୧୦ବର୍ଷର ଥିଲା ପ୍ରେମ ସମ୍ପର୍କ। ଏହି ଅବସରରେ ଖୁବ୍‌ ଧୁମ୍‌ଧାମରେ ଚାଲିଛି ମ୍ୟାରେଜ ସେଲିବ୍ରେସନ। ଆଦିତ୍ୟଙ୍କ ବରଯାତ୍ରୀରେ ଅନେକ...

pari-3
ନୟାଗଡ଼ ପରେ ନୀଳଗିରିରେ ବଳିପଡ଼ିଲା ଆଉ ଜଣେ କଅଁଳ କଢ଼ି

ଭୁବନେଶ୍ୱର: ନୟାଗଡ଼ ପରେ ବାଲେଶ୍ୱର ଜିଲ୍ଲାର ନୀଳଗିରିରେ ବଳିପଡ଼ିଲା ଆଉ ଜଣେ କଅଁଳ କଢ଼ି। ଛତୁ ଫୁଟିଲା ଭଳି ଗଢ଼ି ଉଠିଥିବା ଇଟାଭାଟିରେ ୧୨ ବର୍ଷର ଟିକି ଝିଅକୁ ବିଷ ଦେଇ ମାରି ଦେଇଥିବାର ଆସିଛି ଚାଞ୍ଚଲ୍ୟକର ଅଭିଯୋଗ। କୁହାଯାଉଛି ଦୁଷ୍କର୍ମ କରି ହତ୍ୟା କରାଯାଇଛି। ଦୁଷ୍କର୍ମ କଥାକୁ...

money
ଟଙ୍କା ଦେଇ ବିଷ କିଣା: ଖାଉଟିଙ୍କ ସ୍ୱାସ୍ଥ୍ୟ ସହ ଚାଲିଛି ସାଂଘାତିକ ଖେଳ

କଟକ: ଟମାଟ୍ ସସ୍, ତରକାରୀ ମସଲା, ସ୍ୱାସ୍ଥ୍ୟକାରୀ ଘିଅ କି ମୁଖବିଳାସ ପାଇଁ ଜର୍ଦ୍ଦା ଯାହାକୁ ଖାଇବେ ସିଏ ଭେଜାଲ୍। ବଟଲ ହେଉ କି ପଲି ପ୍ୟାକ୍ ନାମୀ ବ୍ରାଣ୍ଡ ନାଁରେ କିଣିବା ବେଳେ କୋଉଟା ଅସଲି, କୋଉଟା ନକଲି ଜାଣିବା ମୁସ୍କିଲ। ଗ୍ରାହକ ତ ଗ୍ରାହକ, ଖୋଦ୍...

loot
ପତ୍ନୀଙ୍କ ସହ କ’ଣ ହେଲା ଯେ ସ୍ୱାମୀ ସାଜିଲା ବଡ଼ ଲୁଟେରା

ଗୁଜରାଟ: ପତ୍ନୀଙ୍କ ସହ ସବୁବେଳେ ଲାଗୁଥିଲା ଝଗଡ଼ା। ବାରମ୍ବାର ତାଗିଦ୍ ସତ୍ତ୍ୱେ ସ୍ତ୍ରୀ ହେଉଥିଲେ ନଛୋଡ଼ବନ୍ଦା। ବାଧ୍ୟ ହୋଇ ଚୋର ସାଜିଲେ ସ୍ୱାମୀ। ବନିଗଲେ କୁଖ୍ୟାତ ବାଇକ୍ ଲୁଟେରା। ବିଭିନ୍ନ ସ୍ଥାନରୁ ଉଠାଇ ଆଣିଲେ ୩୦ରୁ ଊର୍ଦ୍ଧ୍ୱ ବାଇକ୍। ଏଭଳି ଏକ ଘଟଣା ଘଟିଛି ଗୁଜରାଟ ସୁରତ ସହରରେ।ଖାଲି...

pathak-babu
ଆକାଶଙ୍କ ସହିତ ଚାର୍ଟର ଫ୍ଲାଇଟରେ ଉଡ଼ିଥିଲେ ଅରୂପ !

ଭୁବନେଶ୍ୱର: IFS ଅଭୟକାନ୍ତ ପାଠକଙ୍କ ପୁଅ ଆକାଶ ପାଠକଙ୍କ ସହିତ ଚାର୍ଟର ଫ୍ଲାଇଟରେ ଉଡ଼ିଥିଲେ ବିଜେଡି ନେତା ଅରୂପ ପଟ୍ଟନାୟକ। ଏହି ଅଭିଯୋଗ ଆଣିଛନ୍ତି ବିଜେଡିରୁ ବହିଷ୍କୃତ ହୋଇଥିବା ପ୍ରଦୀପ ପାଣିଗ୍ରାହୀଙ୍କ ପତ୍ନୀ ସୁଜାତା ପାଣିଗ୍ରାହୀ। ସେ କହିଛନ୍ତି, ଗତ ଜୁଲାଇ ୧୧ ତାରିଖରେ ଆକାଶଙ୍କ ସହିତ ଅରୂପ...

sky-kingg
ସ୍କାଏ କିଙ୍ଗ୍ ଟ୍ରାଭେଲ୍ ଏଜେନ୍ସି ଅଫିସରେ ପୋଲିସର ତନାଘନା

ଭୁବନେଶ୍ୱର: ଭୁବନେଶ୍ୱର ସ୍କାଏ କିଙ୍ଗ୍ ଟ୍ରାଭେଲ୍ ଏଜେନ୍ସି ଅଫିସରେ ପୋଲିସର ତନାଘନା। IFS ଅଭୟକାନ୍ତ ପାଠକଙ୍କ ପୁଅ ଆକାଶ ପାଠକଙ୍କ ବିରୋଧରେ ଠକେଇ ମାମଲାକୁ ନେଇ ତଦନ୍ତ କରିଛି ଖାରବେଳନଗର ଥାନା ପୋଲିସ୍। ସ୍କାଏ କିଙ୍ଗ କାର୍ଯ୍ୟାଳୟକୁ ଯାଇ ଛାନଭିନ କରିବା ସହ କିଛି କାଗଜପତ୍ରକୁ ଜବତ କରିଛି।...

pari-trick
'ପରୀକୁ କେବଳ ହତ୍ୟା କରାଯାଇ ନାହିଁ, ତାର ଅଙ୍ଗ ତସ୍କରୀ ହୋଇଛି'

ଭୁବନେଶ୍ୱର: ପରୀ ହତ୍ୟା ମାମଲାକୁ ନେଇ ମନ୍ତ୍ରୀ ଅରୁଣ ସାହୁଙ୍କ ବହିଷ୍କାର ଦାବିକୁ ଜୋରଦାର କଲା ବିଜେପି। ଆଜି ପ୍ରେସମିଟ୍‌ରେ ରାଜ୍ୟ ସରକାର ଓ ମନ୍ତ୍ରୀଙ୍କ ବିରୋଧରେ ବର୍ଷିଛନ୍ତି ରାଜ୍ୟ ବିଜେପି ସଭାପତି ସମୀର ମହାନ୍ତି। ପରୀକୁ କେବଳ ହତ୍ୟା କରାଯାଇ ନାହିଁ, ତାର ଅଙ୍ଗ ତସ୍କରୀ ହୋଇଛି।...

navven--main
ବ୍ୟୁରୋକ୍ରାଟ୍‌ଙ୍କ ହାତରେ ସଖୀକଣ୍ଢେଇ ଭଳି ନାଚୁଛନ୍ତି ନବୀନ

ଭୁବନେଶ୍ୱର: ବ୍ୟୁରୋକ୍ରାଟ୍‌ଙ୍କ ହାତରେ ସଖୀକଣ୍ଢେଇ ଭଳି ନାଚୁଛନ୍ତି। ଏକଥା କହିଛନ୍ତି ବରିଷ୍ଠ କଂଗ୍ରେସ ନେତା ଭକ୍ତଚରଣ ଦାସ। ପରୀ ହତ୍ୟା ମାମଲାରେ ବରିଷ୍ଠ କଂଗ୍ରେସ ନେତା ଭକ୍ତଚରଣ ଦାସ କହିଛନ୍ତି ଯେ, ମୁଖ୍ୟମନ୍ତ୍ରୀ ଜାଣିଶୁଣି ଚୁପ୍ ରହୁଛନ୍ତି, ମୁହଁ ଖୋଲୁ ନାହାନ୍ତି। ବ୍ୟୁରୋକ୍ରାଟ୍‌ଙ୍କ ହାତରେ ସଖୀକଣ୍ଢେଇ ଭଳି ନାଚୁଛନ୍ତି,...

corona-fiere
ଆଉ କରୋନା ଆକ୍ରାନ୍ତଙ୍କ ଘରେ ଲଗାଯିବନି ପୋଷ୍ଟର

ଭୁବନେଶ୍ୱର: ଆଉ କରୋନା ଆକ୍ରାନ୍ତଙ୍କ ଘରେ ଲଗାଯିବନି ପୋଷ୍ଟର। ରାଜ୍ୟରେ କରୋନା ଆକ୍ରାନ୍ତ ସଂଖ୍ୟା କମୁଥିବାରୁ ପୋଷ୍ଟର ପାଇଁ ମନାକଲେ। କ୍ରମାଗତ ଭାବେ ରାଜ୍ୟରେ କରୋନା ଆକ୍ରାନ୍ତ ସଂଖ୍ୟା କମିଚାଲିଛି। ଏଭଳି ସ୍ଥିତିରେ ଆକ୍ରାନ୍ତଙ୍କ ଘର ଆଗରେ ଆଉ ପୋଷ୍ଟର ଆବଶ୍ୟକ ନାହିଁ। ଏନେଇ ସବୁ ଜିଲ୍ଲାପାଳମାନଙ୍କୁ ଚିଠି...

car
୪ ଜାଗାରେ ଧକ୍କା କଲା ଗୋଟିଏ କାର

ବ୍ରହ୍ମଗିରି: ସାତପଡ଼ାରୁ ପୁରୀ ଫେରୁଥିବା ଏକ କାର୍‌ର ୪ଟି ଜାଗାରେ ଦୁର୍ଘଟଣା କରିଛି। ୨ଟି ସ୍ଥାନରେ ବାଇକ୍ ଏବଂ ୨ଟି ସ୍ଥାନରେ ସାଇକେଲ ଆରୋହୀଙ୍କୁ ଧକ୍କା ଦେଇଛି। ଦୁର୍ଘଟଣାରେ ୫ ଜଣ ଆହତ ହୋଇଛନ୍ତି। ଆହତଙ୍କ ମଧ୍ୟରୁ ୨ ଜଣଙ୍କୁ ପୁରୀ ସ୍ଥାନାନ୍ତର କରାଯାଇଛି। ଦୁର୍ଘଟଣା ଘଟାଇ ପଳାଉଥିବା...

police-offers
'ମାମଲାର ରଫାଦଫା ପାଇଁ ପୋଲିସ ଯାଚିଥିଲା ୫ ଲକ୍ଷ'

ଭୁବନେଶ୍ୱର: ଦିନେ ସୁନ୍ଦର ହସ୍ତାକ୍ଷରରେ ପରୀ ଭଲ ପିଲାବୋଲି ଅଭ୍ୟାସ କରୁ କରୁ ଆଜି ଖଳ ଲୋକଙ୍କ ହାତରେ ପଡ଼ି ନିଶ୍ଚିହ୍ନ ହୋଇଯାଇଛି ନିଜେ ପରୀ। ପରୀ କିନ୍ତୁ ଆଉ ଫେରିବ ନାହିଁ। ହେଲେ ଆକ୍ରୋଶ ଆଉ ଷଡଯନ୍ତ୍ରର ଜାଲ ବିଛାଇ ତାର ହତ୍ୟାକାରୀଙ୍କୁ ଘଣ୍ଟ ଘୋଡାଉଥିବା ନେଇ...

main
ଘରେ ପଶି ଗୋଡାଇ ଗୋଡାଇ ହାଣିଲେ

ସୋର: ଘରେ ପଶି ବାପ-ପୁଅକୁ ଆକ୍ରମଣ। ଏହି ଅଭାବନୀୟ ଘଟଣା ଘଟିଛି ବାଲେଶ୍ଵର ଜିଲ୍ଲା ସିମୁଳିଆ ଥାନା ମାର୍କୋଣା ବରୀ ନୂଆପଲ୍ଲୀ ଗ୍ରାମରେ। ଆଜି ରାତିରେ ୯ ଜଣ ଯୁବକ ତିନୋଟି ବାଇକରେ ଆସି ମଧୁସୂଦନ ବେହେରାଙ୍କ ଘରେ ପଶି ମରଣାତ୍ମକ ଆକ୍ରମଣ କରିଥିଲେ। ଖବରରୁ ଜଣାଯାଏ, ଆଜି...

hc
ସ୍କୁଲ ଫି ପ୍ରସଙ୍ଗରେ ହାତ ଟେକିଦେଲେ ସରକାର

ସ୍କୁଲଗୁଡ଼ିକର ଫି ପ୍ରସଙ୍ଗରେ ହାତ ଟେକିଦେଲେ ରାଜ୍ୟ ସରକାର

lingaraj
ଲିଙ୍ଗରାଜ ମନ୍ଦିର ପାଇଁ ଆସିବ ସ୍ୱତନ୍ତ୍ର ଆଇନ

ଭୁବନେଶ୍ୱର: ଶ୍ରୀମନ୍ଦିର ଆଇନ ଢାଞ୍ଚାରେ ଶ୍ରୀ ଲିଙ୍ଗରାଜ ମନ୍ଦିର ପାଇଁ ଖୁବ ଶୀଘ୍ର ପ୍ରଣୟନ ହେବ ସ୍ୱତନ୍ତ୍ର ଆଇନ। ଏକାମ୍ର କ୍ଷେତ୍ରର ଉନ୍ନତିକରଣର ସ୍ଥିତି ସମୀକ୍ଷା ପରେ ଏହି ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଗତକାଲି ଅପରାହ୍ନରେ ଏକାମ୍ରକ୍ଷେତ୍ର ବିକାଶ ପ୍ରକଳ୍ପ ବୁଲି ଦେଖିଥିଲେ ମୁଖ୍ୟମନ୍ତ୍ରୀ। ଏହାସହ...

ଢେଙ୍କାନାଳସ୍ଥିତ IIMCରୁ ସାମ୍ବାଦିକତା ପଢ଼ିବା ପରେ ଓଡ଼ିଆ ଗଣମାଧ୍ୟମରେ ବୃତ୍ତିଗତ ଜୀବନ ଆରମ୍ଭ କରନ୍ତି। ଏହାପରେ କିଛି ଅଗ୍ରଣୀ ଖବରକାଗଜରେ କିଛିବର୍ଷ କାମ କରି ଏବେ ଓଟିଭିର ଡିଜିଟାଲ ବିଭାଗରେ କପିଏଡିଟର ଭାବେ କାର୍ଯ୍ୟରତ। ରିପୋର୍ଟିଂ ସହିତ ଜାତୀୟ, ଅନ୍ତର୍ଜାତୀୟ, କ୍ରୀଡ଼ା ଓ ରାଜନୀତି ଖବର ପରିବେଷଣରେ ବିଶେଷ ଋଚି। ଏଥିସହିତ ସାମୟିକ ଭାବେ ଖବରକାଗଜରେ ସ୍ତମ୍ଭ ଲେଖା ଜାରି ରହିଛି।