• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

ଢେଙ୍କାନାଳସ୍ଥିତ IIMCରୁ ସାମ୍ବାଦିକତା ପଢ଼ିବା ପରେ ଓଡ଼ିଆ ଗଣମାଧ୍ୟମରେ ବୃତ୍ତିଗତ ଜୀବନ ...more

ଢେଙ୍କାନାଳସ୍ଥିତ IIMCରୁ ସାମ୍ବାଦିକତା ପଢ଼ିବା ପରେ ଓଡ଼ିଆ ଗଣମାଧ୍ୟମରେ ବୃତ୍ତିଗତ ଜୀବନ ଆରମ୍ଭ କରନ୍ତି। ଏହାପରେ କିଛି ଅଗ୍ରଣୀ ଖବରକାଗଜରେ କିଛିବର୍ଷ କାମ କରି ଏବେ ଓଟିଭିର ଡିଜିଟାଲ ବିଭାଗରେ କପିଏଡିଟର ଭାବେ କାର୍ଯ୍ୟରତ। ରିପୋର୍ଟିଂ ସହିତ ଜାତୀୟ, ଅନ୍ତର୍ଜାତୀୟ, କ୍ରୀଡ଼ା ଓ ରାଜନୀତି ଖବର ପରିବେଷଣରେ ବିଶେଷ ଋଚି। ଏଥିସହିତ ସାମୟିକ ଭାବେ ଖବରକାଗଜରେ ସ୍ତମ୍ଭ ଲେଖା ଜାରି ରହିଛି।

less

Posts by

ganja
ଦାମୀ କାରରେ ଯାଉଥିବା ଅପରାଧୀଙ୍କୁ କେମିତି ଚିହ୍ନିଲା ପୋଲିସ୍?

ଭୁବନେଶ୍ୱର: ଏମିତି ସେମିତି କାର ନୁହେଁ, ଦାମୀ କାରରେ ହେଉଥିଲା ଗଞ୍ଜେଇ ଚୋରାଚାଲାଣ। ଗଞ୍ଜେଇ ଚୋରା ଚାଲାଣ ବେଳେ ଭୁବନେଶ୍ୱର ସହିଦ ନଗର ଥାନା ବାଙ୍କୁଆଳ ନିକଟରୁ ୧୪ କେଜି ଗଞ୍ଜେଇ ଜବତ ସହ ୨ଟି କାର ଜବତ କରିଛି କମିଶନରେଟ୍ ପୋଲିସ। ଏହି ଘଟଣାରେ ଦୁଇ ଅଭିଯୁକ୍ତ...

crackers
ବାଣ ବିକ୍ରି ଓ ଫୁଟାଇବା ମନା

ଭୁବନେଶ୍ୱର: ଏଥର ବାଣ ବିକ୍ରି ଓ ଫୁଟାଇବା ଉପରେ କଟକଣା। ନଭେମ୍ବର ୧୦ରୁ ୩୦ ପର୍ଯ୍ୟନ୍ତ ବାଣ ବିକ୍ରି, ଫୁଟାଇବା ମନା। ବାଣ ଉପରେ କଟକଣା ଜାରି କଲେ ସ୍ୱତନ୍ତ୍ର ରିଲିଫ୍ କମିଶନର। ତେବେ କଟକଣା ଉଲ୍ଲଂଘନ କଲେ ଆଇନ ଅନୁସାରେ ଦଣ୍ଡ ଦିଆଯିବ। କରୋନା ସମୟରେ ବାଣ...

voting-india
ସରିଲା ଭୋଟ୍‌; ଏବେ ଅପେକ୍ଷା ଆସନ୍ତା ୧୦ ତାରିଖର ଗଣତିକୁ

ଭୁବନେଶ୍ୱର: ଗଣତନ୍ତ୍ରର ଗଣପର୍ବରେ ସାମିଲ ହୋଇ ସାମ୍ବିଧାନିକ ଅଧିକାର ସାବ୍ୟସ୍ତ କରିବାକୁ ଉତ୍ସାହିତ। ମତଦାତା ଯୁବଠୁ ବୟସ୍କ, ମହିଳାଙ୍କଠୁ ପୁରୁଷ, ଦିବ୍ୟାଙ୍ଗଠୁ ଗର୍ଭବତୀ ଯାଏଁ। କୋଭିଡ୍ ଭୂତାଣୁର ଭୟାବହତା ସତ୍ତ୍ୱେ ମନ ପସନ୍ଦର ପ୍ରାର୍ଥୀ ବାଛିବାକୁ ବ୍ୟଗ୍ର ଥିଲେ। ତିର୍ତ୍ତୋଲ ଏବଂ ବାଲେଶ୍ୱର ମତଦାତା ପ୍ରଥମେ ମକ୍‌ପୋଲିଂ କରି...

car
ନଦୀକୁ ଖସି ପଡ଼ିଲା ଅଟୋ ଓ କାର୍

କୋରାପୁଟ: ମୁହାଁମୁହିଁ ଧକ୍କା ହେବା ପରେ ନଦୀକୁ ଖସି ପଡ଼ିଲା ଅଟୋ ଓ କାର୍। କୋରାପୁଟ ପାଡୁଆ ଥାନା ଅଞ୍ଚଳରେ ଘଟିଛି ଏହି ମର୍ମନ୍ତୁଦ ଦୁର୍ଘଟଣା। ଏଥିରେ କାର ଭିତରୁ ଜଣେ ଯୁବତୀଙ୍କ ମୃତଦେହ ଉଦ୍ଧାର କରାଯାଇଛି। ଅଟୋରେ ଥିବା ସମସ୍ତ ୪ ଜଣଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର...

puri-nagarjuna
ଭକ୍ତର ଭାବକୁ ବୁଝିଲେ କି ଭାବଗ୍ରାହୀ ?

ପୁରୀ: ଭକ୍ତର ଭାବକୁ ଯେ ଭଲ କରି ଜାଣନ୍ତି ଭାବଗ୍ରାହୀ, ସେ କଥା ପୁଣି ପ୍ରମାଣିତ ହେବା ଭଳି ମନେ ହେଉଛି। କରୋନା କଟକଣା ଯୋଗୁଁ ନଭେମ୍ବର ୨୭ରେ ମହାପ୍ରଭୁଙ୍କ ଦୁର୍ଲଭ ନାଗାର୍ଜୁନ ବେଶ ଦର୍ଶନରୁ ବଞ୍ଚିତ ହେବାକୁ ଯାଉଥିବା ପ୍ରତିଟି ଜଗନ୍ନାଥ ଆଶ୍ରିତଙ୍କୁ ନିରାଶ ନହେବାକୁ ମିଳିଲାଣି...

america
ଆମେରିକାରେ ଚାଲିଛି ଭୋଟ୍ ଗଣତି: ଟ୍ରମ୍ପ-ବାଇଡେନ୍ ମଧ୍ୟରେ କଡ଼ା ଟକ୍କର

ୱାଶିଂଟନ୍: ଆମେରିକା ରାଷ୍ଟ୍ରପତି ନିର୍ବାଚନରେ ଦୁଇ ପ୍ରତିନ୍ଦ୍ୱନ୍ଦ୍ୱୀଙ୍କ ମଧ୍ୟରେ ଚାଲିଛି କଡା ଟକ୍କର। ରାଷ୍ଟ୍ରପତି ତଥା ରିପବ୍ଲିକାନ ପ୍ରାର୍ଥୀ ଡୋଲାନ୍ସ ଟ୍ରମ୍ପ ଏବଂ ଡେମୋକ୍ରୋଟିକ୍ ପ୍ରାର୍ଥୀ ଜୋ ବାଇଡେନ୍ ମଧ୍ୟରେ କଡା ମୁକାବିଲା ହେଉଛି। ଭୋଟ ଗଣତିରେ ଆମେରିକା ରାଷ୍ଟ୍ରପତି ତଥା ରିପବ୍ଲିକାନ ପ୍ରାର୍ଥୀ ଡୋନାଲ୍ଡ ଟ୍ରମ୍ପ ୧୬ଟି...

bus
ରାଜ୍ୟ ବସ୍ ଭଡ଼ା ବଢିଛି କି ? ସ୍ପଷ୍ଟ କଲେ ପରିବହନ କର୍ତ୍ତୃପକ୍ଷ

ଭୁବନେଶ୍ୱର: ରାଜ୍ୟରେ କିଛି ବସ୍ ଅଧିକ ଭଡା ଆଦାୟ କରୁଥିବା ନଜରକୁ ଆସିବା ପରେ ଏହାକୁ ଗୁରୁତର ସହ ନେଇଛନ୍ତି ରାଜ୍ୟ ପରିବହନ କର୍ତ୍ତୃପକ୍ଷ। ଯାତ୍ରୀମାନଙ୍କ ଠାରୁ ନିର୍ଦ୍ଧାରିତ ଦରଠାରୁ ଅଧିକ ଭଡା ଆଦାୟ କରିବା ପରମିଟ୍ ସର୍ତ୍ତର ଖୋଲାଖୋଲି ଉଲ୍ଲଂଘନ କରୁଛି। ଗତ ଜୁଲାଇ ପହିଲାରେ ଯେଉଁ...

anmol
ସୁନ୍ଦରୀ ପ୍ରତିଯୋଗିତାରେ ବ୍ରହ୍ମପୁରର କୁନି ଝିଅ ହେଲେ ପ୍ରଥମ

ବ୍ରହ୍ମପୁର: ଗ୍ଲୋବାଲ ବିଉଟି ଇଣ୍ଟରନ୍ୟାସନାଲ ସଂସ୍ଥା ପକ୍ଷରୁ ଅନୁଷ୍ଠିତ ଜୁନିଅର ବିଉଟି ପ୍ରତିଯୋଗିତାରେ ବ୍ରହ୍ମପୁରର କୁନି ଝିଅ ଅନମୋଲ ଭାରତରେ ପ୍ରଥମ ସ୍ଥାନ ଅଧତ୍କାର କରିଛନ୍ତି। ଅନ୍‌ମୋଲଙ୍କ ଘର ବ୍ରହ୍ମପୁର ରାମକୃଷ୍ଣ ନଗରରେ ତାଙ୍କର ଓଡ଼ିଶୀ ଡ୍ୟାନ୍ସ ଓ କ୍ୟାଟ୍ ୱାକ୍‌ର ଭିଡିଓ ଅନଲାଇନ୍ ମାଧ୍ୟମରେ ଦେଖିବା ପରେ...

patients
କରୋନା ନେଲା ୧୨ ଜଣଙ୍କ ଜୀବନ

ଭୁବନେଶ୍ୱର: କରୋନା ନେଲା ଆଉ ୧୨ ଜଣଙ୍କ ଜୀବନ। ଗତକାଲି ମଧ୍ୟ ୧୨ ଜଣ କରୋନାରେ ପ୍ରାଣ ହରାଇଥିଲେ। ଏହାକୁ ମିଶାଇ ରାଜ୍ୟରେ ମୋଟ୍‌ କରୋନା ମୃତ୍ୟୁ ସଂଖ୍ୟା ୧, ୩୬୪ରେ ପହଞ୍ଚିଛି। ଏ ନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ସୂଚନା ଦେଇଛି। Regret...

raid
କନିଷ୍ଠ ଯନ୍ତ୍ରୀଙ୍କ ଘରେ ଭିଜିଲାନ୍ସ ରେଡ୍‌

ଅନୁଗୁଳ: ଅନୁଗୁଳ ଜିଲ୍ଲା ବଇଣ୍ଡା ଗ୍ରାମ୍ୟ ଉନ୍ନୟନ ବିଭାଗର କନିଷ୍ଠ ଯନ୍ତ୍ରୀ ବସନ୍ତ କୁମାର ବସ୍ତିଆଙ୍କ ସରକାରୀ କାର୍ଯ୍ୟାଳୟ ଓ କ୍ୱାର୍ଟର୍ସରେ ଭିଜିଲାନ୍ସ ରେଡ୍‌। ବର୍ହିଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ ଏହି ଚଢ଼ାଉ ଚାଲିଥିବା ସୂଚନା ମିଳିଛି। କଟକ ଡିଭିଜନ ଏସ୍‌ପି ଶଶି ଭୂଷଣ ମିଶ୍ରଙ୍କ ନେତୃତ୍ୱରେ ଏହି...

BONDA
ବଣ୍ଡାଘାଟିରେ ମାସ ମାସ ଧରି ଦିଆଯାଉନାହିଁ ବାର୍ଦ୍ଧକ୍ୟ ଭତ୍ତା

ମାଲକାନାଗିରି: ବାର୍ଦ୍ଧକ୍ୟ ଭତ୍ତାକୁ ନେଇ ମାଲକାନଗିରି ଜିଲ୍ଲା ବଣ୍ଡାଘାଟିରୁ ଆସିଛି ସାଂଘାତିକ ଅଭିଯୋଗ। କରୋନା କଟକଣା ଯୋଗୁଁ ସରକାର ଆଗୁଆ ଭତ୍ତା ଦେବା ପାଇଁ ଘୋଷଣା କରିଥିବା ବେଳେ ବଣ୍ଡାଘାଟିରେ କିନ୍ତୁ ଓଲଟା ଚିତ୍ର ଦେଖିବାକୁ ମିଳିଛି। ବଣ୍ଡାଘାଟିରେ ମାସ ମାସ ଧରି ଦିଆଯାଉନାହିଁ ବାର୍ଦ୍ଧକ୍ୟ ଭତ୍ତା। ବିଶେଷ...

evm-vvpat
କଡ଼ା ସୁରକ୍ଷା ବଳୟ ଭିତରେ ଷ୍ଟ୍ରଙ୍ଗ ରୁମ୍‌ରେ ରହିଛି ପ୍ରାର୍ଥୀଙ୍କ ଭାଗ୍ୟ

ଭୁବନେଶ୍ୱର: ବାଲେଶ୍ୱର ସଦର ଓ ତିର୍ତ୍ତୋଲରେ ଉପନିର୍ବାଚନ ଶେଷ ହେବା ପରେ ଇଭିଏମ୍ ଓ ଭିଭିପ୍ୟାଟ୍ ଗୁଡିକୁ କଡ଼ା ସୁରକ୍ଷା ବଳୟ ଭିତରେ ଷ୍ଟ୍ରଙ୍ଗ ରୁମ୍‌ରେ ରଖାଯାଇଛି। ଉଭୟ ଆସନର ମୋଟ୍ ୧୫ ପ୍ରାର୍ଥୀଙ୍କ ଭାଗ୍ୟ ସିଲ୍ ହୋଇଛି ଇଭିଏମ୍‌ରେ। ଗତକାଲି ବାଲେଶ୍ୱର ଖ୍ରିଷ୍ଟିଆନ ହାଇସ୍କୁଲ ପରିସରରେ ପୋଲିଂ...

donald-trump
ରାଷ୍ଟ୍ରପତି ନିର୍ବାଚନକୁ ନେଇ ସାଂଘାତିକ ଅଭିଯୋଗ ଆଣିଲେ ଟ୍ରମ୍ପ

ୱାଶିଂଟନ୍: ଆମେରିକା ରାଷ୍ଟ୍ରପତି ନିର୍ବାଚନ ଭୋଟ ଗଣତି ଜାରି ରହିଥିବା ବେଳେ ନିଜ ବିଜୟ ନେଇ ପୁଣି ଦୃଢ଼ୋକ୍ତି କଲେ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ। ଆମେ ନିଶ୍ଚିତ ଭାବେ ଜିତିବୁ ବୋଲି ସେ କହିଛନ୍ତି। କିଛି କୁଚକ୍ରୀ ଭୋଟ ଚୋରି କରିଥିବା ସେ ଅଭିଯୋଗ କରିଛି ଟ୍ରମ୍ପ। ଯଦି...

arnab-goswami
ଅର୍ଣ୍ଣବଙ୍କୁ ଗିରଫ ପରେ ଏମିତି ପ୍ରତିକ୍ରିୟା ରଖିଲେ ଆତ୍ମହତ୍ୟା କରିଥିବା ଅନଭୟଙ୍କ ପତ୍ନୀ

ମୁମ୍ୱାଇ: ରିପବ୍ଲିକ୍ ଟିଭି ମୁଖ୍ୟ ସମ୍ପାଦକ ଅର୍ଣ୍ଣବ ଗୋସ୍ୱାମୀଙ୍କୁ ମୁମ୍ବାଇ ପୋଲିସ ଗିରଫ କରିବା ପରେ ପ୍ରତିକ୍ରିୟା ରଖିଛନ୍ତି ଆତ୍ମହତ୍ୟା କରିଥିବା ଅନଭୟଙ୍କ ପତ୍ନୀ ଅକ୍ଷିତା ନାୟକ। ବିଳମ୍ବରେ ହେଲେ ବି ଏବେ ତାଙ୍କୁ ନ୍ୟାୟ ମିଳିବ ବୋଲି ଆଶା ରଖିଛନ୍ତି ଅନଭୟ ନାୟକଙ୍କ ପତ୍ନୀ। ୨୦୧୮ ମସିହାରେ...

ekamra
ଗୋଟିଏ ଗଛ କାଟିଲେ ନବୀନ ନିବାସ ସମ୍ମୁଖରେ ସତ୍ୟାଗ୍ରହ ଚେତାବନୀ

ଭୁବନେଶ୍ୱର: ଏକାମ୍ର ଉଦ୍ୟାନ ପରିସରରେ ଥିବା ଜମି ସାଧାରଣ ପ୍ରଶାସନ ବିଭାଗକୁ ହସ୍ତାନ୍ତର ନିଷ୍ପତ୍ତିକୁ ବିରୋଧ କରି ବିଜେପି ପକ୍ଷରୁ ଫାର୍ମ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି। ଗୋଟିଏ ଗଛ କାଟିଲେ ନବୀନ ନିବାସ ସମ୍ମୁଖରେ ସତ୍ୟାଗ୍ରହ କରିବାକୁ ଚେତାବନୀ ଦେବା ସହ ସଂପୃକ୍ତ ଅଧିକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ...

jungle-boy
'ଜଙ୍ଗଲ ବଏ'ଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି

ମାଲକାନଗିରି: ମାଲକାନଗିରିର ଜଙ୍ଗଲ ବଏ ରାଜେଶ ମଣ୍ଡଳ ବନ୍ୟ ପ୍ରାଣୀ ଶିକାର ପାଇଁ ରାଜେଶ ପ୍ରୋତ୍ସାହିତ କରୁଛନ୍ତି। ଏପରି ଅଭିଯୋଗ ଆଣିଛନ୍ତି ସ୍ନେକ୍ ହେଲ୍ପ ଲାଇନ ସଦସ୍ୟ ଶୁଭେନ୍ଦୁ ମଲ୍ଲିକ। ଏନେଇ ଚିଫ୍ ଓ୍ୱାଇଲ୍ଡ ଲାଇଫ୍ ଓ୍ୱାର୍ଡେନଙ୍କୁ ଚିଠି ଲେଖି କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି। ବନ୍ୟ ପ୍ରାଣୀ ଶିକାର...

bjd
BJD ରୁ ଇସ୍ତଫା ଦେଲେ ଜୀବନ ପ୍ରଦୀପ

ଭୁବନେଶ୍ୱର: BJD ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା ଦେଲେ ଜୀବନ ପ୍ରଦୀପ ଦାସ। ବାଲେଶ୍ୱର ପ୍ରେସ୍‌ମିଟ୍‌ରେ ନିଜର ଇସ୍ତଫା ଘୋଷଣା କଲେ ଜୀବନ। ସେ କହିଛନ୍ତି ଯେ ଅଭିଯୋଗ ଉପରେ ପକ୍ଷ ରଖିବାକୁ ସୁଯୋଗ ନଦେବାରୁ ଇସ୍ତଫା ଦେଇଛି। ଉପନିର୍ବାଚନରେ ଯାହା ଦାୟିତ୍ୱ ଦିଆଯାଇଥିଲା କରିଥିଲି ବୋଲି ସେ...

ojeee
ପ୍ରକାଶ ପାଇଲା ଚଳିତବର୍ଷର OJEE ରେଜଲ୍ଟ

ଭୁବନେଶ୍ୱର: ପ୍ରକାଶ ପାଇଲା ଚଳିତବର୍ଷର OJEE ରେଜଲ୍ଟ। ବୈଷୟିକ ଶିକ୍ଷା ଓ ଦକ୍ଷତା ବିକାଶ ମନ୍ତ୍ରୀଙ୍କ ଦ୍ୱାରା ଫଳ ପ୍ରକାଶ ପାଇଛି। ପରୀକ୍ଷା ଦେଇଥିବା ୪୯,୨୬୭ ପିଲାଙ୍କୁ ରାଙ୍କ୍ ମିଳିଛି। କିଏ ହେଲେ ଟପ୍ପର:- ବି. ଟେକ୍- ଶୋଭିତ ପଟେଲ   ଏମ୍.ଟେକ୍- ଶ୍ୟାମସୁନ୍ଦର ପଟେଲ   MBA- ଶୁଭକାନ୍ତ ସାହୁ...

high-court
୩ ପୋଲିସ୍ ଅଧିକାରୀଙ୍କ ନାଁରେ ମାମଲା କର: ହାଇକୋର୍ଟ

କଟକ: ମହିଳା ଥାନାର ୩ ଅଧିକାରୀଙ୍କ ନାଁରେ ମାମଲା କରିବାକୁ ନିର୍ଦ୍ଦେଶ ଦେଲେ ହାଇକୋର୍ଟ। ୩ ଅଧିକାରୀଙ୍କ ନାଁରେ ମାମଲା କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ଆଇଆଇସି, ଏସ୍ଆଇ ଓ ଏଏସ୍ଆଇଙ୍କ ନାଁରେ ମାମଲା ପାଇଁ ନିର୍ଦ୍ଦେଶ ଦିଆଯାଇଛି। ପୀଡ଼ିତାଙ୍କ ଅଭିଯୋଗକୁ ଏତଲା ଭାବେ ନେଇ ମାମଲା କରିବାକୁ କହିଛନ୍ତି...

ଢେଙ୍କାନାଳସ୍ଥିତ IIMCରୁ ସାମ୍ବାଦିକତା ପଢ଼ିବା ପରେ ଓଡ଼ିଆ ଗଣମାଧ୍ୟମରେ ବୃତ୍ତିଗତ ଜୀବନ ଆରମ୍ଭ କରନ୍ତି। ଏହାପରେ କିଛି ଅଗ୍ରଣୀ ଖବରକାଗଜରେ କିଛିବର୍ଷ କାମ କରି ଏବେ ଓଟିଭିର ଡିଜିଟାଲ ବିଭାଗରେ କପିଏଡିଟର ଭାବେ କାର୍ଯ୍ୟରତ। ରିପୋର୍ଟିଂ ସହିତ ଜାତୀୟ, ଅନ୍ତର୍ଜାତୀୟ, କ୍ରୀଡ଼ା ଓ ରାଜନୀତି ଖବର ପରିବେଷଣରେ ବିଶେଷ ଋଚି। ଏଥିସହିତ ସାମୟିକ ଭାବେ ଖବରକାଗଜରେ ସ୍ତମ୍ଭ ଲେଖା ଜାରି ରହିଛି।