• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

ଢେଙ୍କାନାଳସ୍ଥିତ IIMCରୁ ସାମ୍ବାଦିକତା ପଢ଼ିବା ପରେ ଓଡ଼ିଆ ଗଣମାଧ୍ୟମରେ ବୃତ୍ତିଗତ ଜୀବନ ...more

ଢେଙ୍କାନାଳସ୍ଥିତ IIMCରୁ ସାମ୍ବାଦିକତା ପଢ଼ିବା ପରେ ଓଡ଼ିଆ ଗଣମାଧ୍ୟମରେ ବୃତ୍ତିଗତ ଜୀବନ ଆରମ୍ଭ କରନ୍ତି। ଏହାପରେ କିଛି ଅଗ୍ରଣୀ ଖବରକାଗଜରେ କିଛିବର୍ଷ କାମ କରି ଏବେ ଓଟିଭିର ଡିଜିଟାଲ ବିଭାଗରେ କପିଏଡିଟର ଭାବେ କାର୍ଯ୍ୟରତ। ରିପୋର୍ଟିଂ ସହିତ ଜାତୀୟ, ଅନ୍ତର୍ଜାତୀୟ, କ୍ରୀଡ଼ା ଓ ରାଜନୀତି ଖବର ପରିବେଷଣରେ ବିଶେଷ ଋଚି। ଏଥିସହିତ ସାମୟିକ ଭାବେ ଖବରକାଗଜରେ ସ୍ତମ୍ଭ ଲେଖା ଜାରି ରହିଛି।

less

Posts by

corona
ଚିନ୍ତା ବଢାଇଲା ଦିଲ୍ଲୀରେ କରୋନା ସଂକ୍ରମଣ, ଆଜି ବସିବ ଗୁରୁତ୍ୱପୂର୍ଣ୍ଣ ବୈଠକ

ନୂଆଦିଲ୍ଲୀ: ଦିଲ୍ଲୀରେ କରୋନା ସଂକ୍ରମଣ ବୃଦ୍ଧି ପାଉଥିବାରୁ ଚିନ୍ତା ବଢିଛି। ସ୍ଥିତିର ଗମ୍ଭୀରତାକୁ ଦେଖି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ଆଜି ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଓ ଉପରାଜ୍ୟପାଳ ଅନୀଲ ବୈଜଲଙ୍କ ସହ ଆଲୋଚନା କରିବେ। କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରୀ ଡାକ୍ତର ହର୍ଷବର୍ଦ୍ଧନ...

court-oredre
ମାଲକାନଗିରି ଜିଲ୍ଲାପାଳଙ୍କ ନାଁରେ ହତ୍ୟା ମାମଲା

ମାଲକାନଗିରି: ମାଲକାନଗିରି ଜିଲ୍ଲାପାଳ ମନୀଷ ଅଗ୍ରୱାଲଙ୍କ ନାଁରେ ହତ୍ୟା ମାମଲା। କୋର୍ଟଙ୍କ ନିର୍ଦ୍ଦେଶରେ ମାମଲା ରୁଜୁ କଲା ମାଲକାନଗିରି ପୋଲିସ। ଜିଲ୍ଲାପାଳଙ୍କ ସହ ଆଉ ୪ ସହକର୍ମୀଙ୍କ ନାଁରେ ମଧ୍ୟ ମାମଲା ରୁଜୁ ହୋଇଛି। IPCର ୩୦୨, ୫୦୬, ୨୦୧, ୨୦୪, ୧୨୦(ବି), ୩୪ରେ ମାମଲା ରୁଜୁ ହୋଇଛି।...

examination
ବିନା ଟେଷ୍ଟ ପରୀକ୍ଷାରେ ଛାତ୍ରଛାତ୍ରୀ ଦେବେ କି ଦଶମ ଓ ଦ୍ୱାଦଶ ପରୀକ୍ଷା ?

ଭୁବନେଶ୍ୱର: ୨୦୨୦ରେ ଖୋଲିବନି ସ୍କୁଲ୍। ଶିକ୍ଷା ବର୍ଷ ସରିବାକୁ ଆଉ ମାତ୍ର ଦୁଇ ମାସ ହେଲେ ଏଯାଏ ମିଳୁନି ସମାଧାନର ବାଟ। ଚିନ୍ତାରେ ମାଟ୍ରିକ ଓ ଯୁକ୍ତ ଦୁଇ ଶେଷ ବର୍ଷ ଛାତ୍ରଛାତ୍ରୀ। ମାଟ୍ରିକ୍ ବୋର୍ଡ ପରୀକ୍ଷା ପୂର୍ବରୁ ଟେଷ୍ଟ ପରୀକ୍ଷା ହେବ ନା ନାହିଁ? କେଉଁ ମାସରେ...

airstrip
କେବେ କାର୍ଯ୍ୟକ୍ଷମ ହେବ ଜୟପୁର ଓ ରାଉଲକେଲା ଏୟାରଷ୍ଟ୍ରିପ୍ ?

ଭୁବନେଶ୍ୱର: କୋରାପୁଟ ଜିଲ୍ଲା ଜୟପୁରର ପ୍ରସ୍ତାବିତ ଏୟାରଷ୍ଟ୍ରିପ୍। ରନୱେ ପ୍ରସ୍ତୁତ, ଏଟିସି ତୟାର, ଯାତ୍ରୀଙ୍କୁ ସ୍ୱାଗତ ପାଇଁ ଟର୍ମିନାଲ୍ ବିଲ୍ଡିଂ ବି ଅପେକ୍ଷାରେ। ହେଲେ ରାଜ୍ୟ ସରକାରଙ୍କ ନିୟନ୍ତ୍ରଣରେ ଥିବା ଏହି ଏୟାରଷ୍ଟ୍ରିପ୍‌ରେ ନା ଲ୍ୟାଣ୍ଡିଂ କରୁଛି କୌଣସି ଯାତ୍ରୀବାହୀ ବିମାନ, ନା ଟେକ୍ଅପ୍ କରୁଛି। ଦୀର୍ଘ ଦିନ...

bput
'ଫାଇନାଲ ସେମିଷ୍ଟର ପରୀକ୍ଷା କର'

ଭୁବନେଶ୍ୱର: ରାଜଧାନୀ ଭୁବନେଶ୍ୱରରେ ବିପିୟୁଟି ଛାତ୍ରଛାତ୍ରୀଙ୍କ ବିକ୍ଷୋଭ। ବୈଷୟିକ ଶିକ୍ଷା ମନ୍ତ୍ରୀଙ୍କ ବାସଭବନ ଘେରିଲେ ଛାତ୍ରଛାତ୍ରୀ। ଫାଇନାଲ ସେମିଷ୍ଟର ପରୀକ୍ଷା କରିବା ଦାବିରେ ଛାତ୍ରଛାତ୍ରୀମାନେ ମନ୍ତ୍ରୀଙ୍କ ବାସଭବନ ଘେରାଉ କରିଛନ୍ତି। ଅଗଷ୍ଟରେ ହୋଇଥିବା ଅନଲାଇନ ପରୀକ୍ଷାରୁ ବହୁ ଛାତ୍ରଛାତ୍ରୀ ବଞ୍ଚିତ ହୋଇଛନ୍ତି। ସେତେବେଳ ବିଭାଗ ତରଫରୁ କୁହାଯାଇଥିଲା ଯେ...

bagala
ବଗଲା ବିବାଦ: ୨୩ ପ୍ରତିପକ୍ଷଙ୍କୁ ନୋଟିସ

ପୁରୀ: ବହୁଚର୍ଚ୍ଚିତ ବଗଲା ଧର୍ମଶାଳା ଜମି ବିକ୍ରି ମାମଲାରେ ୨୩ ପ୍ରତିପକ୍ଷଙ୍କୁ ନୋଟିସ ହୋଇଛି।  ହାଇକୋର୍ଟ ସମସ୍ତ ୨୩ ଜଣ ପ୍ରତିପକ୍ଷଙ୍କୁ ନୋଟିସ କରି ପ୍ରତିଜବାବ ଦାଖଲ ପାଇଁ ନୋଟିସ କରିଛନ୍ତି। ଶ୍ରୀମନ୍ଦିର ପ୍ରଶାସନ, ରାଜସ୍ୱ ପର୍ଷଦ ସଭ୍ୟ ସମେତ ୨୩ ପ୍ରତିପକ୍ଷଙ୍କୁ ନୋଟିସ କରାଯାଇଛି। ଏହି ୨୩...

drown
ଘାଟରେ ବୁଡ଼ିଗଲେ ୩ ଯୁବକ

ବାଲେଶ୍ୱର: ଘାଟରେ ଗାଧୋଇବା ବେଳେ ଅଘଟଣ।  ବୁଡ଼ିଗଲେ ୩ ଯୁବକ। ମନ୍ଦାରପୁର ପଞ୍ଚାୟତ କାଠସଙ୍ଗଡ଼ା ଗାଁ ନିକଟ ତ୍ରିବେଣୀ ଘାଟରେ ଏହି ଅଘଟଣ ଘଟିଛି। ସୂଚନା ଅନୁସାରେ, ନୀଳଗିରିର ୫ ଯୁବକ ବୁଲିବାକୁ ଆସି ଏହି ଘାଟରେ ଗାଧୋଉଥିଲେ। କିନ୍ତୁ କୌଣସି କାରଣରୁ ଅଥଳ ପାଣିକୁ ଚାଲିଯାଇଥିଲେ। ତେବେ...

ohrc
'ବଦଳି କର, ନହେଲେ ପ୍ରମାଣ ନଷ୍ଟ କରିଦେବେ'

ମାଲକାନଗିରି: ମାଲକାନଗିରି ଜିଲ୍ଲାପାଳଙ୍କ ପିଏଙ୍କୁ ହତ୍ୟା ଅଭିଯୋଗ ମାମଲାରେ  ରାଜ୍ୟ ମାନବାଧିକାର କମିଶନଙ୍କ ଦ୍ୱାରସ୍ଥ ହେଲେ ମୃତକଙ୍କ ପତ୍ନୀ। ମୃତ ପିଏ ଦେବ ନାରାୟଣ ପଣ୍ଡାଙ୍କ ପତ୍ନୀ ବନଜା ପଣ୍ଡା OHRCର ଦ୍ୱାରସ୍ଥ ହୋଇଛନ୍ତି। ୪ ପୋଲିସ ଅଧିକାରୀଙ୍କ ବଦଳି ଦାବିରେ ସେ OHRCଙ୍କ ନିକଟକୁ ଯାଇଥିବା ଜଣାପଡ଼ିଛି।...

chhat-puja
ଏ ବର୍ଷ ଛଟ୍‌ ପୂଜା ବନ୍ଦ

ଭୁବନେଶ୍ୱର: କରୋନା ପାଇଁ ଛଟ୍ ପୂଜା ଉପରେ କଟକଣା ଲଗାଇଲେ ରାଜ୍ୟ ସରକାର। ନଭେମ୍ବର ୨୦ ଓ ୨୧ ପାଇଁ କଟକଣା ଲଗାଯାଇଛି। ନଦୀ ଘାଟରେ ଛଟ୍ ପୂଜା ଓ ସମୂହ ସ୍ନାନ ବନ୍ଦ କରିଯାଇଛି। ବନ୍ଦ ନେଇ ନିର୍ଦ୍ଦେଶ ଦେଇଛନ୍ତି ସ୍ୱତନ୍ତ୍ର ରିଲିଫ୍ କମିଶନର। ପ୍ରତିବର୍ଷ ମହାଆଡ଼ମ୍ବରରେ...

konark
ପ୍ରଦୂଷଣରେ ଅନ୍ୟ ସହରକୁ ଟପିଗଲା କୋଣାର୍କ

ଭୁବନେଶ୍ୱର: ଦୀପାବଳି ରାତିରେ ପ୍ରଦୂଷଣରେ ଅନ୍ୟ ସହରକୁ ଟପିଗଲା କୋଣାର୍କ। ରାଜ୍ୟର ପ୍ରମୁଖ ସହରରେ ପ୍ରଦୂଷଣ କମିଥିଲେ ବି କୋଣାର୍କରେ ବଢ଼ିଛି। ଦୀପାବଳିରେ ପ୍ରମୁଖ ସହରର AQI ନେଇ ରାଜ୍ୟ ପ୍ରଦୂଷଣ ବୋର୍ଡ ତଥ୍ୟ ଦେଇଛି। ଗତବର୍ଷ ଭୁବନେଶ୍ୱରରେ ଦୀପାବଳି ଦିନ AQI ୧୬୪ ଥିଲା ବେଳେ ଏବର୍ଷ...

water-project
ଓଡ଼ିଶା ଭିତରେ ପୁଣି ପାଣି ପାଇଁ କଳି

କେନ୍ଦ୍ରାପଡ଼ା: ଓଡ଼ିଶା ଭିତରେ ପୁଣି ପାଣି ପାଇଁ କଳି। କେନ୍ଦ୍ରାପଡ଼ାରେ ଘଟିଛି କାନ ଶୁଣି ନଥିବା କଥା। ସେହି ପାଣି କଳିର ଇଏ ଦୁଇଟି ଚିତ୍ର। ଗୋଟିଏ ଗତ ୧୦ ତାରିଖର ତ ଅନ୍ୟଟି ଗଲାକାଲିର ନଦୀ ରୂପୀ ମାଆ, ଖରସ୍ରୋତାର ସୁରକ୍ଷା ପାଇଁ ସ୍ଲୋଗାନ ଦେଇ ଦୁଇ...

blast
ମହଙ୍ଗା ପଡ଼ିଲା ଖଟ ଉପରେ ମୋବାଇଲ୍ ରଖି ଶୋଇବା

କୋରାପୁଟ: ଫାଟିଗଲା ମୋବାଇଲ୍। ଚାର୍ଜରେ ବସିଥିବା ମୋବାଇଲ୍ ବିସ୍ଫୋରଣ ଘଟି ବର୍ଷକର ଶିଶୁ ଗୁରୁତର ଭାବେ ଆହତ ହୋଇଛି। ଏପରି ଅଘଟଣ ଘଟିଛି କୋରାପୁଟ ଲକ୍ଷ୍ମୀପୁର ଅଞ୍ଚଳରେ। ଗତକାଲି ସ୍ଥାନୀୟ ବିଲାଂସିଲ୍ ଗାଁରେ ରୋହିତ ନାଚିକା ତାଙ୍କ ମୋବାଇଲ ଫୋନକୁ ଚାର୍ଜରେ ବସାଇଥିଲୋ। ତେବେ ଚାର୍ଜ ହୋଇସାରିବା ପରେ...

lekhashreee
ଲେଖାଶ୍ରୀଙ୍କ ମନ୍ତବ୍ୟକୁ ନେଇ ତେଜିଲା ରାଜନୈତିକ ବିବାଦ

ଭୁବନେଶ୍ୱର: ବିଜେପି ସାଧାରଣ ସମ୍ପାଦିକା ଲେଖାଶ୍ରୀ ସାମନ୍ତସିଂହାରଙ୍କ ମନ୍ତବ୍ୟକୁ ନେଇ ତେଜିଲା ରାଜନୈତିକ ବିବାଦ। ଆଜି ବିଜେଡିର ବିଭିନ୍ନ ନେତା ଲେଖାଶ୍ରୀଙ୍କ ଉକ୍ତିକୁ ନିନ୍ଦା କରିବା ସହ ଏହାକୁ ଦାୟିତ୍ୱହୀନ ବୋଲି କହିଛନ୍ତି ବିଜେଡି ନେତା ଅରୁପ ପଟ୍ଟନାୟକ। ଆଜି ଏକ ସାମ୍ବାଦିକ ସମ୍ମିଳନୀର କରି ଲେଖାଶ୍ରୀ ନାଁ...

jagannath-temple
ବଢ଼ିଲା ଶ୍ରୀମନ୍ଦିର ଖୋଲିବା ନେଇ ଆଶା

ପୁରୀ: ବଢ଼ିଲା ଶ୍ରୀମନ୍ଦିର ଖୋଲିବା ନେଇ ଆଶା। ପରିଚାଳନା କମିଟି ବୈଠକରେ ଶ୍ରୀମନ୍ଦିର ଖୋଲିବା ନେଇ ଆଲୋଚନା ହୋଇଛି। ମନ୍ଦିର ଯଦି ଖୋଲେ ତେବେ କିପରି ପ୍ରସ୍ତୁତି ହେବ ? କେତେ ପରିମାଣର ଶ୍ରଦ୍ଧାଳୁ ଦର୍ଶନ କରିବେ ସେ ନେଇ ଆଲୋଚନା ହୋଇଛି। ଏହାକୁ ନେଇ ଏକ କମିଟି...

funrel
ଗାଁର ଶ୍ମଶାନ ଜମିକୁ ନେଇ ଦୁଇ ଗୋଷ୍ଠୀ ମୁହାଁମୁହିଁ

ଭୁବନେଶ୍ୱର: ଗାଁର ଶ୍ମଶାନ ଜମିକୁ ନେଇ ମୁହାଁମୁହିଁ ଦୁଇ ଗୋଷ୍ଠୀ। ଘର, ଜନବସତି ଆଗରେ ପୋଡ଼ା ହେଲା ମୃତଦେହ। ପୋଲିସ୍ ଓ ଶହ ଶହ ଲୋକଙ୍କ ଉପସ୍ଥିତିରେ ଜୋରଜବରଦସ୍ତ ଭାବେ ମୃତଦେହର ସତ୍କାର ହୋଇଛି। ଏଭଳି କିଛି ଘଟଣା ଘଟିଛି ଖୋର୍ଦ୍ଧା ଟାଙ୍ଗି ଥାନା ଟାନସିପାଟଣା ଅଞ୍ଚଳରେ। ଗାଁର...

vedenn2
ଥାନା ଆଗରେ ତୁମୁଳକାଣ୍ଡ, ପୋଲିସ୍ ଉପରକୁ ଢେଲା ମାଡ଼

ବରଗଡ: ବରଗଡ ଜିଲ୍ଲା ଭେଡେନ ଥାନା ଆଗରେ ଉତ୍ତେଜନା। ହତ୍ୟା ମାମଲାରେ ଅଭିଯୁକ୍ତଙ୍କୁ ଗିରଫ ଦାବି କରି ବିକ୍ଷୋଭ ବେଳେ ଉତ୍ତଜେନା ଦେଖାଦେଇଛି। ଲୋକମାନେ ଥାନା ଭିତରକୁ ଧସେଇ ପଶିବାକୁ ଉଦ୍ୟମ ବେଳେ ପୋଲିସ ସହ ଧସ୍ତାଧସ୍ତି ହୋଇଛି। ଗ୍ରାମବାସୀଙ୍କ ଢେଲାମାଡ଼ ପରେ ପୋଲିସ ଲାଠିଚାର୍ଜ କରିଥିବା ସୂଚନା...

mask
କରୋନାରୁ ଆରୋଗ୍ୟଙ୍କ ସଂଖ୍ୟା ୩ ଲକ୍ଷ ଟପିଲା

ଭୁବନେଶ୍ୱର: ରାଜ୍ୟରେ କରୋନା ସୁସ୍ଥ ସଂଖ୍ୟା ୩ ଲକ୍ଷ ଟପିଲା। ଆଜି ରାଜ୍ୟରେ ୧୩୧୫ ଆକ୍ରାନ୍ତ ସୁସ୍ଥ ହେଲେ। ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନା ସୁସ୍ଥ ସଂଖ୍ୟା ୩ ଲକ୍ଷ ୪୭୪କୁ ବୃଦ୍ଧି ହୋଇଛି। କେଉଁ ଜିଲ୍ଲାରୁ କେତେ:- କଟକରୁ ସର୍ବାଧିକ ୧୪୪ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି।...

bijay-sworup
ଶପଥ ନେଲେ ବିଜୟ, ସ୍ୱରୂପ

ଭୁବନେଶ୍ୱର: ଶପଥ ନେଲେ ୨ ନବ ନିର୍ବାଚିତ ବିଧାୟକ। ତିର୍ତ୍ତୋଲ ବିଧାୟକ ବିଜୟ ଶଙ୍କର ଦାସ ଓ  ବାଲେଶ୍ୱର ବିଧାୟକ ସ୍ୱରୂପ ଦାସ ଶପଥ ନେଇଛନ୍ତି। ନିର୍ବାଚିତ ବିଧାୟକଙ୍କୁ ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ର ଶପଥ ପାଠ କରାଇଛନ୍ତି।  ୨୦ ତାରିଖ ବିଧାନସଭା ଅଧିବେଶନରେ ଉଭୟେ ଭାଗ ନେବେ।

ଢେଙ୍କାନାଳସ୍ଥିତ IIMCରୁ ସାମ୍ବାଦିକତା ପଢ଼ିବା ପରେ ଓଡ଼ିଆ ଗଣମାଧ୍ୟମରେ ବୃତ୍ତିଗତ ଜୀବନ ଆରମ୍ଭ କରନ୍ତି। ଏହାପରେ କିଛି ଅଗ୍ରଣୀ ଖବରକାଗଜରେ କିଛିବର୍ଷ କାମ କରି ଏବେ ଓଟିଭିର ଡିଜିଟାଲ ବିଭାଗରେ କପିଏଡିଟର ଭାବେ କାର୍ଯ୍ୟରତ। ରିପୋର୍ଟିଂ ସହିତ ଜାତୀୟ, ଅନ୍ତର୍ଜାତୀୟ, କ୍ରୀଡ଼ା ଓ ରାଜନୀତି ଖବର ପରିବେଷଣରେ ବିଶେଷ ଋଚି। ଏଥିସହିତ ସାମୟିକ ଭାବେ ଖବରକାଗଜରେ ସ୍ତମ୍ଭ ଲେଖା ଜାରି ରହିଛି।