ଭୁବନେଶ୍ୱର: ଟାର୍ଗେଟ୍ରେ ପାକିସ୍ତାନ ସୀମାଠାରୁ ମାତ୍ର ୧୪ କିଲୋମିଟର ଦୂରରେ ଥିବା ଅତି ସୁରକ୍ଷିତ ଜାମ୍ମୁ ଏୟାରପୋର୍ଟ। ଏହି ବିମାନବନ୍ଦର ଭାରତୀୟ ବାୟୁସେନା ନିୟନ୍ତ୍ରଣରେ ଥିବା ବେଳେ ଏଠାରେ ଯାତ୍ରୀବାହୀ ବିମାନ ବି ଚଳାଚଳ କରେ। ତେବେ ଗତକାଲି ମଧ୍ୟ ରାତିରେ…
ଭୁବନେଶ୍ୱର: ରାଜ୍ୟରେ IAS ସ୍ତରରେ ବଡ଼ ଧରଣର ଅଦଳବଦଳ ହୋଇଛି। ପ୍ରେମଚନ୍ଦ୍ର ଚୌଧୁରୀ ହେଲେ ପଶ୍ଚିମ ଓଡ଼ିଶା ବିକାଶ ପରିଷଦ ବା WODCର CEO ଭାବେ ନିଯୁକ୍ତ କରାଯାଇଛି। ସେପଟେ ମାଲକାନଗିରିର ଜିଲ୍ଲାପାଳ ପଦରୁ ଡକ୍ଟର ୱାଇ ବିଜୟଙ୍କୁ ହଟାଇ ବିଶାଲ…
ଭୁବନେଶ୍ୱର: ଚାଲିଛି ସ୍ୱାବ୍ ନମୁନା ସଂଗ୍ରହ। ଧାଡ଼ିରେ ଛିଡ଼ା ହୋଇଥିବା ପୁରୁଷ ଓ ମହିଳାଙ୍କର କରାଯାଉଛି RTPCR ଟେଷ୍ଟ। ଏ ଦୃଶ୍ୟ ଦେବଗଡ଼ ଜିଲ୍ଲା ବାରକୋଟ୍ ବ୍ଲକ ବସାଲଇ ଗାଁର। ଏହି ଗାଁରୁ ହିଁ ରାଜ୍ୟର ପ୍ରଥମ ଡେଲ୍ଟା ପ୍ଲସ ଭେରିଆଣ୍ଟ…
ବ୍ରହ୍ମପୁର: ଗଂଜାମ ଦିଗପହଣ୍ଡି ନିକଟ ଫାଶିଗୁଡ଼ାରେ ଅଘଟଣ। ଘୋଡ଼ାହାଡ଼ ଡ୍ୟାମ ନିକଟ ଫାଶିଗୁଡ଼ାରେ ପୋଖରୀର ପ୍ରୋଟେକ୍ସନ ଓ୍ୱାଲ୍ କାମ ଚାଲିଥିବା ବେଳେ ମାଟି ଅତଡ଼ା ଧସିବାରୁ ୪ ଜଣ ଶ୍ରମିକ ଫସି ରହିଥିଲେ। ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ସମସ୍ତ ଶ୍ରମିକଙ୍କୁ…
ଭୁବନେଶ୍ୱର: ରାଜ୍ୟର ୩୯ ଜଣ କ୍ରୀଡ଼ାବିତ୍ଙ୍କୁ ପୋଲିସ ବିଭାଗରେ ନିଯୁକ୍ତି ଦେଲେ ରାଜ୍ୟ ସରକାର। ୩୯ ଜଣଙ୍କ ମଧ୍ୟରୁ ୩୦ ଜଣ ମହିଳା ଏବଂ ୯ ଜଣ ପୁରୁଷ କ୍ରୀଡ଼ାବିତ। ଏହାପୂର୍ବରୁ ୬ଟି ପର୍ଯ୍ୟାୟରେ ଓଡ଼ିଶା ପୋଲିସର ବିଭିନ୍ନ ପଦବୀରେ ୯୬…
ଡେଲଟା ପ୍ଲସ୍ ଭାରିଏଣ୍ଟ ବିଶେଷ ଘାତକ ନୁହେଁ । ଯଦି ଘାତକ ହୋଇଥାନ୍ତା ତା ହେଲେ ଏହା ସାରା ଦେବଗଡ଼ ଜିଲ୍ଲାରେ ଏହା ବ୍ୟାପି ସାରନ୍ତାଣି । ତଥାପି ଆମକୁ ସତର୍କ ରହିବାକୁ ପଡ଼ିବ ବୋଲି ଜୀବ ବିଜ୍ଞାନ ପ୍ରତିଷ୍ଠାନର ନିର୍ଦ୍ଦେଶକ…
ସୁବର୍ଣ୍ଣପୁର: ନିଜ ମୁହଁକୁ ସୁନ୍ଦର କରିବା ପାଇଁ କିଏ ବା ନ ଚାହେଁ ! ମହିଳାମାନେ ସୁନ୍ଦର ଦେଖାଯିବା ଅନେକ ମେକ୍ଅପ ଶୈଳୀକୁ ଆପଣାଉଛନ୍ତି। କିନ୍ତୁ ମେକ୍ଅପ୍ ସମୟରେ ସତର୍କ ରହିବା ନିହାତି ଜରୁରୀ। ନହେଲେ ସୁନ୍ଦରୀ ହେବାକୁ ଯାଇ ଅସୁନ୍ଦରତାର…
ଭୁବନେଶ୍ୱର: ଡେଲଟା ପ୍ଲସ୍କୁ ନେଇ ଭୟଭୀତ ହୁଅନ୍ତୁନି। ରାଜ୍ୟରେ ଡେଲଟା ପ୍ଲସ ଭେରିଆଣ୍ଟ ଚିହ୍ନଟ ପରେ ଏକଥା କହିଛନ୍ତି ILS ନିର୍ଦ୍ଦେଶକ ଅଜୟ ପରିଡା। ସେ କହିଛନ୍ତି ଯେ ମେ ୨ୟ ସପ୍ତାହରେ ଜିନମ୍ ସିକୁଏନ୍ସିଂ କରାଯାଇଥିଲା। ଜିନମ୍ ସିକୁଏନ୍ସିଂ ପରେ…
ଭୁବନେଶ୍ୱର: ପୁଣି ୩ ମାସ ବଢିଲା ପାନ୍ କାର୍ଡ ସହ ଆଧାର ଲିଙ୍କ୍ ଅବଧି। ଆସନ୍ତା ସେପ୍ଟେମ୍ବର ୩୦ ତାରିଖ ଯାଏଁ ଏହି ଅବଧିକୁ ବଢାଇ ଦିଆଯାଇଛି। ପୂର୍ବରୁ ପାନ୍ ସହ ଆଧାର ଲିଙ୍କର ଡେଡଲାଇନ୍ ଜୁନ୍ ୩୦ ତାରିଖ ଥିଲା।…
ଭୁବନେଶ୍ୱର: କରୋନାକୁ ମାତ୍ ଦେବାକୁ ଟିକା ହିଁ ପ୍ରମୁଖ ଅସ୍ତ୍ର। ଟିକାର ଡବଲ୍ ଡୋଜ୍ ନେଇଥିଲେ କରୋନାରେ ଆକ୍ରାନ୍ତ ହେଲେବି ଗୁରୁତର ହେଉ ନାହାନ୍ତି ରୋଗୀ। ଓଡିଶାରେ ICMR ଦ୍ୱାରା କରାଯାଇଥିବା ଷ୍ଟଡିରୁ ଏହି ତଥ୍ୟ ଆସିବା ପରେ ମିଳିଛି ଆଶ୍ୱସ୍ତି।…
ଭୁବନେଶ୍ୱର: କରୋନା ମହାମାରୀ କାଳରେ ଯୁକ୍ତ ୩ ଓ ପିଜି ପରୀକ୍ଷା କରିବା ନେଇ ସମସ୍ତ ଡିଗ୍ରୀ କଲେଜର ଅଧ୍ୟକ୍ଷଙ୍କ ଆଲୋଚନା କରିଛନ୍ତି ଉଚ୍ଚଶିକ୍ଷା ମନ୍ତ୍ରୀ ଅରୁଣ ସାହୁ। ପିଲାମାନେ ଏ ସ୍ଥିତିରେ କିଭଳି ପରୀକ୍ଷା ଦେବେ ସେନେଇ ଶିକ୍ଷକଙ୍କୁ ଦାୟିତ୍ୱ…
ନୂଆଦିଲ୍ଲୀ: ଓଡ଼ିଶାରେ ଗୋଟିଏ ଡେଲଟା ପ୍ଲସ ଭେରିଆଣ୍ଟ ଚିହ୍ନଟ ହୋଇଛି। ଡେଲଟା ପ୍ଲସ ଚିହ୍ନଟ ନେଇ କେନ୍ଦ୍ର ସରକାରଙ୍କ ପକ୍ଷରୁ ସୂଚନା ମିଳିଛି। ଦେଶରେ ଚିହ୍ନଟ ମୋଟ ୪୮ଟି କେସ୍ରୁ ଓଡ଼ିଶାରେ ଗୋଟିଏ ରହିଛି। ମହାରାଷ୍ଟ୍ରରେ ୨୦, ତାମିଲନାଡୁରେ ୯, ମଧ୍ୟପ୍ରଦେଶରେ…
ଭୁବନେଶ୍ୱର: ବିକଳ୍ପ ମୂଲ୍ୟାୟନ ଛାତ୍ରଛାତ୍ରୀଙ୍କୁ କେତେ ସନ୍ତୁଷ୍ଟ କରିବ? ପାସ୍ ହାର ବଢିବ ନା କମିବ? ଏସବୁ ଆଶଙ୍କା ଉପରୁ ଆସନ୍ତାକାଲି ପରଦା ହଟିବ ଯେତେବେଳେ ବୋର୍ଡ କାର୍ଯ୍ୟାଳୟରେ ମାଟ୍ରିକ୍ ରେଜଲ୍ଟ ପ୍ରକାଶ ପାଇବ। ରେଜଲ୍ଟ ଉଭୟ ୱେବସାଇଟ ଓ ଏସ୍ଏମ୍ଏସ୍…
ଭୁବନେଶ୍ୱର: ପାରିବାରିକ ବିବାଦ ମାମଲାକୁ ନେଇ ପୁଣି ଥରେ ମୁହାଁମୁହିଁ ସାଂସଦ ଅନୁଭବ ମହାନ୍ତି ଓ ପତ୍ନୀ ବର୍ଷା ପ୍ରିୟଦର୍ଶିନୀ। ଆଜି ଅନୁଭବ ଅଭିଯୋଗ କରିଥିଲେ ଯେ, ଦୁହିଙ୍କ ମଧ୍ୟରେ ଚାଲିଥିବା ମାମଲା ସରୁ ବୋଲି ବର୍ଷା ଚାହୁଁନାହାନ୍ତି ଏବଂ ଜାଣିଶୁଣି…
ଭୁବନେଶ୍ୱର: ପୁଣି କରୋନା ଗ୍ରାଫ୍ ଉପରମୁହାଁ। ୨୨ ଜୁନ୍- ୨୯୫୭, ୨୩ ଜୁନ୍- ୩୪୫୬, ୨୪ ଜୁନ୍-୩୬୫୦। ରାଜ୍ୟରେ ପୁଣି ଧୀରେ ଧୀରେ ବଢୁଛି କରୋନା ଆକ୍ରାନ୍ତ ସଂଖ୍ୟା। ଗତ ୨୪ ଘଣ୍ଟାରେ ୬୯ ହଜାର ୪୮୦ କୋଭିଡ୍ ଟେଷ୍ଟ ହୋଇଥିବା…
ଭୁବନେଶ୍ୱର: ବରିଷ୍ଠ IPS ସ୍ତରରେ ବଡ଼ ଧରଣର ଅଦଳ ବଦଳ ହୋଇଛି। ଭିଜିଲାନ୍ସ ନିର୍ଦ୍ଦେଶକ ଭାବେ ନିଯୁକ୍ତ ହୋଇଛନ୍ତି ଯଶୋବନ୍ତ ଜେଠୱା। ଦେବାଶିଷ ପାଣିଗ୍ରାହୀଙ୍କ ଦେହାନ୍ତ ପରେ ଭିଜିଲାନ୍ସ ନିର୍ଦ୍ଦେଶକ ପଦବୀ ଖାଲି ଥିଲା। କ୍ରାଇମବ୍ରାଞ୍ଚ ଓ ଆଇନଶୃଙ୍ଖଳା ଏଡିଜି ଥିବା…
ଭୁବନେଶ୍ୱର: ଲଗାଣ ବର୍ଷାରେ ବେହାଲ ହୋଇପଡିଥିଲା ଟ୍ୱିନ୍ ସିଟି। କଟକ ସହରର ବିଭିନ୍ନ ତଳିଆ ଅଞ୍ଚଳରେ ଘଣ୍ଟା ଘଣ୍ଟା ଧରି ଜମି ରହିଥିଲା ବର୍ଷା ଜଳ। ଏପରିକି ସହରର ପ୍ରମୁଖ ରାସ୍ତା ବାଦାମବାଡି ଏବଂ ପ୍ରମୁଖ ବ୍ୟବସାୟିକ ପେଣ୍ଠସ୍ଥଳୀ ମାଲଗୋଦାମରେ କିଛି…
ଭୁବନେଶ୍ୱର: ଭୁବନେଶ୍ୱର ରେଳ ଷ୍ଟେସନରେ ଆରମ୍ଭ ହେଲା AUTOMATED TICKET CHEAKING AND MANAGING AXIS SYSTEM ବା ଆତ୍ମା। କୋଭିଡ ସମୟରେ ସାମାଜିକ ଦୂରତା ରକ୍ଷା କରିବା ସହ ବିନା ଟିକେଟ ଛୁଇଁ ଏହା ଦ୍ୱାରା ଚେକିଂ ହୋଇପାରିବ। ପାରାଦୀପ…
ସାଉଥହମ୍ପଟନ: ବର୍ଷା ଯୋଗୁଁ ପ୍ରଭାବିତ ହୋଇଛି ଇଂଲଣ୍ଡର ସାଉଥହମ୍ପଟନ୍ରେ ଚାଲିଥିବା ବିଶ୍ୱ ଟେଷ୍ଟ ଚାମ୍ପିୟନସିପ ଫାଇନାଲ ଖରାପ ପାଗ ଯୋଗୁଁ ମ୍ୟାଚର ଦୁଇ ଦିନ ସମ୍ପୂର୍ଣ୍ଣ ଭାବେ ଧୋଇ ହୋଇଯାଇଥିବା ବେଳେ ଏହାର ଫଳାଫଳ ଉପରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ତେବେ…
ଭୁବନେଶ୍ୱର ଉପକଣ୍ଠ ତମାଣ୍ଡୋର ବେହେରା ଢାବା। ଆଉ କଟକ ଗୋପାଳପୁରର ବିଜୟ ଢାବା ସହରରେ ପ୍ରାୟତଃ ପରିଚିତ।ପୂର୍ବରୁ ହରଦମ ଗହଳି ଲାଗୁଥିବା ଦ୍ୱୈତନଗରୀର ଏ ଢାବା ଦୁଇଟି ଏବେ ଖାଁ ଖାଁ। ତନ୍ଦୁରୀ, ମଟନ ଓ ମୁଡ଼ିଘାଣ୍ଟ ପାଇଁ ବେଶ୍ ନାଁ…