• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

ଢେଙ୍କାନାଳସ୍ଥିତ IIMCରୁ ସାମ୍ବାଦିକତା ପଢ଼ିବା ପରେ ଓଡ଼ିଆ ଗଣମାଧ୍ୟମରେ ବୃତ୍ତିଗତ ଜୀବନ ...more

ଢେଙ୍କାନାଳସ୍ଥିତ IIMCରୁ ସାମ୍ବାଦିକତା ପଢ଼ିବା ପରେ ଓଡ଼ିଆ ଗଣମାଧ୍ୟମରେ ବୃତ୍ତିଗତ ଜୀବନ ଆରମ୍ଭ କରନ୍ତି। ଏହାପରେ କିଛି ଅଗ୍ରଣୀ ଖବରକାଗଜରେ କିଛିବର୍ଷ କାମ କରି ଏବେ ଓଟିଭିର ଡିଜିଟାଲ ବିଭାଗରେ କପିଏଡିଟର ଭାବେ କାର୍ଯ୍ୟରତ। ରିପୋର୍ଟିଂ ସହିତ ଜାତୀୟ, ଅନ୍ତର୍ଜାତୀୟ, କ୍ରୀଡ଼ା ଓ ରାଜନୀତି ଖବର ପରିବେଷଣରେ ବିଶେଷ ଋଚି। ଏଥିସହିତ ସାମୟିକ ଭାବେ ଖବରକାଗଜରେ ସ୍ତମ୍ଭ ଲେଖା ଜାରି ରହିଛି।

less

Posts by

laxmi-bilas
ବ୍ୟାଙ୍କ୍‌ରେ ଟଙ୍କା ବୁଡ଼ିଯିବା ଭୟରେ ଗ୍ରାହକ ଛାନିଆ, ATM ଆଗରେ ଲମ୍ବା ଲାଇନ୍

ଭୁବନେଶ୍ୱର: ଲକ୍ଷ୍ମୀ ବିଳାସ ବ୍ୟାଙ୍କକୁ ମୋରାଟୋରିୟମରେ ରଖାଯିବା ପରେ ଏହି ବ୍ୟାଙ୍କର ଗ୍ରାହକମାନେ ଛାନିଆ।ସେମାନଙ୍କ ଭୟ ହେଲେ ବ୍ୟାଙ୍କରେ ସେମାନେ ରଖିଥିବା ଜମା ଟଙ୍କା ସୁରକ୍ଷିତ ଅଛି।  ବ୍ୟାଙ୍କ ପୁରାପୁରି ବୁଡ଼ି ଯିବନି ତ। ଗତକାଲି ଏହି ବ୍ୟାଙ୍କକୁ ମୋରାଟୋରିୟମରେ ରଖିବାକୁ ନିଷ୍ପତ୍ତି ପରେ ଆଜି ଏଟିଏମ୍ ଆଗରେ...

saru
ଓଟିଭି ପକ୍ଷରୁ ଦାୟର ଏତଲାକୁ ଗ୍ରହଣ କର: କୋର୍ଟ

ଭୁବନେଶ୍ୱର: ସାରୁଅ ମାମଲାରେ ଓଟିଭି ପକ୍ଷରୁ ଦାୟର ଏତଲାକୁ ଗ୍ରହଣ କରିବାକୁ କୋର୍ଟଙ୍କ ନିର୍ଦ୍ଦେଶ।ବାଘମାରୀ ଥାନା ପୋଲିସକୁ କଡ଼ା ନିର୍ଦ୍ଦେଶ ଦେଲେ ଖୋର୍ଦ୍ଧା SDJM। ସମସ୍ତ ୩ଟି ଘଟଣାରେ ଦାୟର ଏତଲାକୁ ଗ୍ରହଣ କରିବାକୁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ୧- ଷ୍ଟୁଡିଓ ପାଚେରୀ ଭଙ୍ଗା ଓ ଜବରଦସ୍ତି ଭିତରେ...

lekha
ମୁଁ ମହାପ୍ରଭୁ ଜଗନ୍ନାଥଙ୍କ ନାଁ ନେଇନାହିଁ: ଲେଖାଶ୍ରୀ

ଭୁବନେଶ୍ୱର: ବିଜେପି ସାଧାରଣ ସମ୍ପାଦିକା ଲେଖାଶ୍ରୀ ସାମନ୍ତସିଂହାରଙ୍କ ମନ୍ତବ୍ୟକୁ ଜାରି ରହିଛି ରାଜନୈତିକ ବାକ୍ ଯୁଦ୍ଧ। ଗତକାଲି ଲେଖାଶ୍ରୀଙ୍କୁ କଳାପାହାଡ଼ ଭଉଣୀର ଆଖ୍ୟା ଦେଇଥିବା ବିଜେଡି ନେତା ଅରୂପ ପଟ୍ଟନାୟକଙ୍କୁ ଆଜି ପାଲଟା ସମାଲୋଚନା କରିଛନ୍ତି ନିଜେ ଲେଖାଶ୍ରୀ। ବିଜେଡି ପାଖରେ ଏବେ ପ୍ରସଙ୍ଗ ନାହିଁ, ଯେଉଁମାନେ ଅପମାନିତ...

patnagarh
ପାଟଣାଗଡ଼ ଗଣହତ୍ୟା ମାମଲାର ପର୍ଦ୍ଦାଫାସ୍

ବଲାଙ୍ଗିର: ପାଟଣାଗଡ଼ ଗଣହତ୍ୟା ମାମଲାର ପର୍ଦ୍ଦାଫାସ୍। ୭ ଅଭିଯୁକ୍ତଙ୍କୁ ଗିରଫ କରିଛି ପୋଲିସ। ଗଣହତ୍ୟାରେ ୯ ଜଣଙ୍କ ସଂପୃକ୍ତି ଥିବା ସ୍ୱତନ୍ତ୍ର ପୋଲିସ ଟିମ୍ ସୂଚନା ଦେଇଛି। ଏବେବି ଅନ୍ୟ ୨ଜଣ ଫେରାର ଅଛନ୍ତି। ହତ୍ୟାରେ ବ୍ୟବହୃତ ଟାଙ୍ଗିଆ, ଖଣ୍ଡା, ରଡ୍, ଗଇଁତି, ଫାର୍ସା ଜବତ ହୋଇଛି। ସେହିପରି...

nauri-nayak
ବିଧାନସଭାରେ ପଜିଟିଭ, ଘରୋଇ ଟେଷ୍ଟିଂ ଲ୍ୟାବରେ 'କରୋନା' ନେଗେଟିଭ

ଭୁବନେଶ୍ୱର: ବିଧାନସଭାରେ ପଜିଟିଭ, ଘରୋଇ ଟେଷ୍ଟିଂ ଲ୍ୟାବରେ ନେଗେଟିଭ। କୋଭିଡ୍ ଟେଷ୍ଟ ରିପୋର୍ଟ ନେଇ ଏଭଳି ଅଭିଯୋଗ ଆଣିଛନ୍ତି ବିଜେପି ବିଧାୟକ ନାଉରୀ ନାୟକ। ଚଳିତମାସ ୧୯ ତାରିଖରେ ବିଧାନସଭାରେ ସେ କୋଭିଡ୍ ଟେଷ୍ଟ କରାଇଥିଲେ। ସେହିଦିନ ରାତିରେ ବିଧାନସଭା ସଚିବ ଫୋନ୍ କରି ତାଙ୍କର ପଜିଟିଭ ଥିବା...

low-pressure
ଲଘୁଚାପ ନେବ ଅବପାତ ରୂପ, ଓଡ଼ିଶାର ଏକାଧିକ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ

ଭୁବନେଶ୍ୱର: ଭାରତ ମହାସାଗର ଓ ଦକ୍ଷିଣପୂର୍ବ ବଙ୍ଗୋପସାଗରରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଛି। ପରବର୍ତ୍ତୀ ୪୮ ଘଣ୍ଟାରେ ଦକ୍ଷିଣ-ପଶ୍ଚିମ ବଙ୍ଗୋପସାଗରରେ ଏହା ଅବପାତ ରୂପ ନେବ। A LOW PRESSURE AREA HAS FORMED OVER EQUATORIAL INDIAN OCEAN AND ADJOINING CENTRAL PARTS OF...

otv-jagi-mangat
ସରକାରଙ୍କ ଦୁର୍ନୀତି ମୁଖା ଖୋଲିବାରୁ ଓଟିଭିକୁ ଟାର୍ଗେଟ: ଜଗି

ଭୁବନେଶ୍ୱର: ସାରୁଅ ଜମି ବିବାଦ ସଂପର୍କିତ ଓଡ଼ିଶା ଇନ୍ଫ୍ରାଟେକ୍ ପ୍ରାଇଭେଟ୍ ଲିମିଟେଡ୍-OIPLର ଆବେଦନ ହାଇକୋର୍ଟରେ ଖାରଜ ପ୍ରସଙ୍ଗରେ ସ୍ପଷ୍ଟୀକରଣ ରଖିଛନ୍ତି ଓଟିଭିର ଏମ୍‌ଡି ତଥା ଓଆଇପିଏଲ୍‌ର ଅନ୍ୟତମ ପ୍ରମୋଟର୍ ଜଗି ମଙ୍ଗତ ପଣ୍ଡା। ସେ ଦର୍ଶାଇଛନ୍ତି ଯେ, ଗତ ୨ ମାସ ହେଲା ଓଡ଼ିଶା ପୋଲିସ ଓଟିଭି, ଏହାର...

invest
ଜାତୀୟ ସଂସ୍ଥା ଦ୍ୱାରା ତଦନ୍ତ ହେଉ- ଜଗି

ଭୁବନେଶ୍ୱର: ଓଟିଭି ବିରୋଧରେ ରାଜ୍ୟ ସରକାରଙ୍କ ଆକ୍ରୋଶ ପ୍ରସଙ୍ଗରେ ଓଟିଭି ଏମ୍‌ଡି ଜଗି ମଙ୍ଗତ ପଣ୍ଡା ପ୍ରତିକ୍ରିୟା ରଖିଛନ୍ତି। କୋର୍ଟରେ ମାମଲା ଖାରଜ ପ୍ରସଙ୍ଗରେ ଜଗି କହିଛନ୍ତି ଯେ ନିକଟରେ ଆମର ୫ ଜଣ କର୍ମଚାରୀଙ୍କୁ ଗିରଫ କରାଯାଇଥିବା ବେଳେ ସେମାନଙ୍କ ମଧ୍ୟରୁ ୨ ଜଣଙ୍କୁ ହାଜତରେ ଥିବା...

tara-bahini-pati
ମୁଣ୍ଡ ପିଟିଦେଲେ ତାରା

ଭୁବନେଶ୍ୱର: ବିଧାନସଭାରେ ସ୍କୁଲ ବନ୍ଦ ପ୍ରସଙ୍ଗରେ ଅପରାହ୍ନ ଅଧିବେଶନରେ ବିରୋଧୀ ପ୍ରବଳ ହଟ୍ଟଗୋଳ କରିଛନ୍ତି। କଂଗ୍ରେସ ଓ ବିଜେପି ସଦସ୍ୟ ଗୃହରେ ହୋହଲ୍ଲା ଓ ପାଟିତୁଣ୍ଡ କରିଥିଲେ। ଏମିତିକି ବାଚସ୍ପତିଙ୍କ ସମ୍ମୁଖ ଫାଇଭରରେ ମୁଣ୍ଡ ପିଟି ଦେଇଥିଲେ କଂଗ୍ରେସ ବିଧାୟକ ତାରା ପ୍ରସାଦ ବାହିନୀପତି। ଏହା ପରେ ବାଚସ୍ପତି...

puri
ହାଜତ ମୃତ୍ୟୁକୁ ନେଇ ବିଧାନସଭା ହୁଲସ୍ତୁଲ

ପୁରୀ: ତିନିଦିନ ପରେ ବି ଥମୁନି ପୁରୀ ହାଜତ ମୃତ୍ୟୁର ତାତି। ବିଧାନସଭା ହୁଲସ୍ତୁଲ। ରାଜରାସ୍ତାରେ ଜାରି ରହିଛି ଅଶାନ୍ତିର ନିଆଁ ପୁରୀରେ ବିଜେପିର ରାଷ୍ଟ୍ରୀୟ ମୁଖପାତ୍ର ସମ୍ବିତ ପାତ୍ରଙ୍କ ନେତୃତ୍ୱରେ ବିଜେପିର ହଲ୍ଲାବୋଲ୍। ଶୋଭାଯାତ୍ରା, ବିକ୍ଷୋଭ, କୁଶପୁତ୍ତଳିକା ଦାହ। ସମ୍ବିତ ପ୍ରଥମେ ମୃତ କେ.ରମେଶଙ୍କ ଘରେ ପରିବାର...

custodial
କେ. ରମେଶ ହାଜତ ମୃତ୍ୟୁ ମାମଲାରେ ନୂଆ ଟୁଇଷ୍ଟ

ପୁରୀ: କେ. ରମେଶ ହାଜତ ମୃତ୍ୟୁ ମାମଲାରେ ନୂଆ ଟୁଇଷ୍ଟ। ଭାଇରାଲ ମୋବାଇଲ ଭିଡିଓରୁ ମୃତକଙ୍କ ପରିବାର ସହ ଡିଲ୍ ହେଉଥିବା ଶୁଣାଯାଉଛି। ନିଜକୁ ହୋମଗାର୍ଡର ଆସିଷ୍ଟାଣ୍ଟ କମାଣ୍ଡାଣ୍ଟ କହି ଜଣେ ଡିଲ୍ କରୁଥିବା ଦେଖାଯାଉଛି। ଏହି ଭିଡିଓରେ ମୃତକଙ୍କ ପରିବାର ଲୋକଙ୍କୁ ସରକାରୀ ସ୍କିମ୍‌ରେ ଜାଗା ସହ...

arrest
ଆଡମିଶନ ନାଁରେ ଟଙ୍କା ନେଇ ଗିରଫ ହେଲେ ପୂର୍ବତନ କଲେଜ ଅଧ୍ୟକ୍ଷ

ଭୁବନେଶ୍ୱର: ମେଡିକାଲ କଲେଜରେ ଆଡମିଶନ ନାଁରେ ଟଙ୍କା ନେଇ ଗିରଫ ହେଲେ ପୂର୍ବତନ କଲେଜ ଅଧ୍ୟକ୍ଷ। ଗିରଫ ଡାକ୍ତର ହେଉଛନ୍ତି ଏକ ଘରୋଇ ଫିଜିଓ ଥେରାପୀ ମେଡିକାଲ କଲେଜର ପୂର୍ବତନ ଅଧ୍ୟକ୍ଷ ପ୍ରେମ ରଞ୍ଜନ ଓଝା। ରାଉରକେଲାର ଏକ ଘରୋଇ ମେଡିକାଲ କଲେଜର MBBS କୋର୍ସରେ ନାମ ଲେଖାଇ...

sahdebkhunta
କୁଖ୍ୟାତ ବ୍ରାଉନସୁଗାର ବେପାରୀ ଶେଖ ରାଜାର ଭିଣୋଇ ଗିରଫ

ବାଲେଶ୍ୱର: ଧରାପଡ଼ିଲା ବଡ଼ ଧରଣର ଡ୍ରଗ୍ସ କାରବାର। ଅଡ଼ର ବଜାରରୁ ୧୦୦ ଗ୍ରାମ ବ୍ରାଉନସୁଗାର ଜବତ। ଜବତ ବ୍ରାଉନସୁଗାରର ଆନୁମାନିକ ମୂଲ୍ୟ ପ୍ରାୟ ୧୦ ଲକ୍ଷ ଟଙ୍କା ଜଣାପଡ଼ିଛି। ବ୍ରାଉନସୁଗାର ସହ ୨୩ ଲକ୍ଷରୁ ଊର୍ଦ୍ଧ୍ୱ ନଗଦ ଟଙ୍କା ମଧ୍ୟ ଜବତ ହୋଇଛି। ଚଢ଼ାଉ କରି ସହଦେବଖୁଣ୍ଟା ପୋଲିସ...

drowning
ଭଉଣୀକୁ ବଞ୍ଚାଇବାକୁ ଯାଇ ପାଣି ଭିତରକୁ ଚାଲିଗଲା ଭଉଣୀ

ମାଲକାନଗିରି: ଭଉଣୀକୁ ବଞ୍ଚାଇବାକୁ ଯାଇ ପାଣି ଭିତରକୁ ଚାଲିଗଲା ଭଉଣୀ, କେହି ଫେରିଲେନି।  ପୋଖରୀରେ ବୁଡ଼ି ୨ ଭଉଣୀଙ୍କ ସଲିଳ ସମାଧି। ଏହି ଅଭାବନୀୟ ଘଟଣା ଘଟିଛି ମୋଟୁ ଥାନା ଅନ୍ତର୍ଗତ ମୁକାନପାଲି ଗାଁରେ। ସୂଚନା ଅନୁସାରେ, ୨ ଝିଅଙ୍କୁ ସାଙ୍ଗରେ ନେଇ ମା ବିଲକୁ ଧାନ କାଟିବାକୁ...

school
ସ୍କୁଲ ମିଶ୍ରଣ ନେଇ ବଦଳିଲା ନିଷ୍ପତ୍ତି

ଭୁବନେଶ୍ୱର: ସ୍କୁଲ ମିଶ୍ରଣ ନେଇ ରାଜ୍ୟ ସରକାରଙ୍କ ନିଷ୍ପତ୍ତି ବଦଳିଲା। ସିଡୁଲ ଏରିଆରେ ସ୍କୁଲ ମିଶ୍ରଣ ନିଷ୍ପତ୍ତି ବଦଳାଇଲେ ସରକାର। ୨୦ ନୁହେଁ ଏଣିକି ୧୫ରୁ କମ୍ ପିଲା ଥିବା ସ୍କୁଲର ମିଶ୍ରଣ ନିଷ୍ପତ୍ତି ହୋଇଥିବା ସୂଚନା ଦେଲେ ଗଣଶିକ୍ଷା ମନ୍ତ୍ରୀ ସମୀର ଦାଶ। ସିଡୁଲ ଏରିଆରେ ଏଭଳି...

enclosure
କାହିଁକି ଏନ୍‌କ୍ଲୋଜରରେ ବାଘୁଣୀ ସୁନ୍ଦରୀ ?

ଭୁବନେଶ୍ୱର: କାହିଁକି ଏନ୍‌କ୍ଲୋଜରରେ ବାଘୁଣୀ ସୁନ୍ଦରୀ ? ସାତକୋଶିଆରେ ବାଘ ବଂଶ ବିସ୍ତାର ପାଇଁ କରାଯାଇଥିବା ଯୋଜନା କାହିଁକି ଫେଲ୍ ମାରିଲା? ଦୀର୍ଘଦିନ ପରେ ବି ସୁନ୍ଦରୀ ବାବଦରେ କାହିଁକି ନିଆଯାଇ ପାରୁନାହିଁ କୌଣସି ନିଷ୍ପତ୍ତି? ବାଘୁଣୀ ସୁନ୍ଦରୀର ଏଭଳି ଅବସ୍ଥା ସମ୍ପର୍କରେ ମଧ୍ୟପ୍ରଦେଶ ହାଇକୋର୍ଟରେ ରେଡ୍ ଲିଙ୍କସ୍...

pak-ji
ପାକିସ୍ତାନରୁ କେବେ ଫେରିବେ ବାପା ? ପରିଣତ ବୟସରେ ବି ଚାହିଁ ରହିଛି ପୁଅ

ଭଦ୍ରକ: ଦିନେ ବାପାଙ୍କ ଯିବା ବାଟକୁ ଅନେଇ ରହିଥିବା ଅବୋଧ ଶିଶୁ ବିଦ୍ୟାଧର ଏବେ ପରିଣତ ବୟସରେ ବି ସେମିତି ଅନେଇ ରହିଛନ୍ତି ତାଙ୍କ ଫେରିବା ବାଟକୁ। ଏଭିତରେ ବିତିଗଲାଣି ଦୀର୍ଘ ୫୫ ବର୍ଷ। ହେଲେ ନା ତାଙ୍କର ଆଉ ଦେଖା ମିଳିଛି, ନା ଖୋଜଖବର। ଭଦ୍ରକ ଜିଲ୍ଲା...

cyclone
ଆସୁଛି ବାତ୍ୟା, ୧୧୦ କିମି ବେଗରେ ବହିବ ପବନ !

ଭୁବନେଶ୍ୱର: ଦକ୍ଷିଣ ପୂର୍ବ ବଙ୍ଗୋପସାଗରରେ ଅବପାତ ଅଧିକ ଘନୀଭୂତ ହେଉଛି। ଆସନ୍ତା ୨୪ ଘଣ୍ଟାରେ ଅବପାତ ସାଇକ୍ଲୋନିକ ଷ୍ଟର୍ମ ରୂପ ନେଇପାରେ। ସାଇକ୍ଲୋନିକ ଷ୍ଟର୍ମ ପରେ ଉତ୍ତର-ପଶ୍ଚିମକୁ ମୁହାଁଇବା ସମ୍ଭାବନା ରହିଛି। ତାମିଲନାଡୁ ଓ ପୁଡୁଚେରୀ ଉପକୂଳ କରାଇକାଲ ଓ ମାମଲାପୁରମ ମଧ୍ୟରେ ଗତି କରିବ ପୂର୍ବାନୁମାନ କରାଯାଇଛି।...

high-court
କେତେ ଫି କମେଇବ କୁହ: ହାଇକୋର୍ଟ

କଟକ: ଘରୋଇ ସ୍କୁଲ୍ ଫି ହ୍ରାସ ଆବେଦନ ମାମଲାରେ ହାଇକୋର୍ଟଙ୍କ ଶୁଣାଣି ସ୍କୁଲ ଫି କେତେ ହ୍ରାସ କରାଯାଇପାରିବ, ସେନେଇ ରାଜ୍ୟ ସରକାରଙ୍କଠାରୁ ସ୍ପଷ୍ଟୀକରଣ ମାଗିଛନ୍ତି ହାଇକୋର୍ଟ। ହାଇକୋର୍ଟରେ ଏନେଇ ସତ୍ୟପାଠ ଦାଖଲ କରିବାକୁ ରାଜ୍ୟ ସରକାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି କୋର୍ଟ। ଆସନ୍ତା ଡିସେମ୍ବର ୨ରେ ମାମଲାର ପରବର୍ତ୍ତୀ...

strike
ବେଆଇନ ଧର୍ମଘଟକୁ ପ୍ରୋତ୍ସାହିତ କଲେ ଏଣିକି ଜେଲ୍ ଦଣ୍ଡ

ଭୁବନେଶ୍ୱର: ବେଆଇନ ଧର୍ମଘଟକୁ ପ୍ରୋତ୍ସାହିତ କଲେ ଏଣିକି ଭୋଗିବାକୁ ପଡ଼ିବ ଜେଲ୍ ଦଣ୍ଡ।ପ୍ରୋତ୍ସାହିତକାରୀଙ୍କୁ ୧ ବର୍ଷ ଜେଲ୍ କିମ୍ବା ୫ ହଜାର ଯାଏ ଜରିମାନା ଦେବାକୁ ପଡ଼ିବ। ଓଡ଼ିଶା ଅତ୍ୟାବଶ୍ୟକ ସେବା ସଂଶୋଧନ ବିଲ୍ ବିଧାନସଭାରେ ପାରିତ ହୋଇଛି। ନୂଆ ଅଧିନିୟମରେ ଅଗ୍ନି ନିରାପତ୍ତା ଓ ଜଙ୍ଗଲ ବିଭାଗ...

ଢେଙ୍କାନାଳସ୍ଥିତ IIMCରୁ ସାମ୍ବାଦିକତା ପଢ଼ିବା ପରେ ଓଡ଼ିଆ ଗଣମାଧ୍ୟମରେ ବୃତ୍ତିଗତ ଜୀବନ ଆରମ୍ଭ କରନ୍ତି। ଏହାପରେ କିଛି ଅଗ୍ରଣୀ ଖବରକାଗଜରେ କିଛିବର୍ଷ କାମ କରି ଏବେ ଓଟିଭିର ଡିଜିଟାଲ ବିଭାଗରେ କପିଏଡିଟର ଭାବେ କାର୍ଯ୍ୟରତ। ରିପୋର୍ଟିଂ ସହିତ ଜାତୀୟ, ଅନ୍ତର୍ଜାତୀୟ, କ୍ରୀଡ଼ା ଓ ରାଜନୀତି ଖବର ପରିବେଷଣରେ ବିଶେଷ ଋଚି। ଏଥିସହିତ ସାମୟିକ ଭାବେ ଖବରକାଗଜରେ ସ୍ତମ୍ଭ ଲେଖା ଜାରି ରହିଛି।