• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

ଢେଙ୍କାନାଳସ୍ଥିତ IIMCରୁ ସାମ୍ବାଦିକତା ପଢ଼ିବା ପରେ ଓଡ଼ିଆ ଗଣମାଧ୍ୟମରେ ବୃତ୍ତିଗତ ଜୀବନ ...more

ଢେଙ୍କାନାଳସ୍ଥିତ IIMCରୁ ସାମ୍ବାଦିକତା ପଢ଼ିବା ପରେ ଓଡ଼ିଆ ଗଣମାଧ୍ୟମରେ ବୃତ୍ତିଗତ ଜୀବନ ଆରମ୍ଭ କରନ୍ତି। ଏହାପରେ କିଛି ଅଗ୍ରଣୀ ଖବରକାଗଜରେ କିଛିବର୍ଷ କାମ କରି ଏବେ ଓଟିଭିର ଡିଜିଟାଲ ବିଭାଗରେ କପିଏଡିଟର ଭାବେ କାର୍ଯ୍ୟରତ। ରିପୋର୍ଟିଂ ସହିତ ଜାତୀୟ, ଅନ୍ତର୍ଜାତୀୟ, କ୍ରୀଡ଼ା ଓ ରାଜନୀତି ଖବର ପରିବେଷଣରେ ବିଶେଷ ଋଚି। ଏଥିସହିତ ସାମୟିକ ଭାବେ ଖବରକାଗଜରେ ସ୍ତମ୍ଭ ଲେଖା ଜାରି ରହିଛି।

less

Posts by

saree
ଜଗଦଜନନୀଙ୍କୁ ଶାଢୀ ଉପହାର ଦେବା ପାଇଁ ୧୩ଟି ଭାଷାରେ ଲେଖିଲେ ମାଆ

ସୁବର୍ଣ୍ଣପୁର: ହସ୍ତସନ୍ତ କାରିଗର ରାଜେଶ ମେହର ପ୍ରସ୍ତୁତ କରିଛନ୍ତି ସ୍ୱତନ୍ତ୍ର ମାଆ ଶାଢୀ। ବାନ୍ଧ କଳାର କାରିଗରୀ ଏଥିରେ ବେଶ ବାରି ହୋଇ ପଡୁଛି। ମାଆକୁ ସମର୍ପିତ କରି ପ୍ରସ୍ତୁତ କରିଛନ୍ତି ଏହି ଶାଢୀ। ୧୩ଟି ଭାଷାରେ ଶାଢୀରେ ମାଆ ବୋଲି…

cow-dung
ଲୁଟେରାଙ୍କ ଟାର୍ଗେଟ୍‌ରେ ଗୋବର ! ରାତି ଅଧରେ ଲୁଟି ନେଲେ ୮୦୦ କେଜି

ରାୟପୁର: ଛତିଶଗଡ଼ର ଗ୍ରାମାଞ୍ଚଳକୁ ଘାରିଛି ଗୋବର ଚୋର ଆତଙ୍କ। ଟଙ୍କା, ସୁନା ଗହଣା କି ଅନ୍ୟ କୌଣସି ଦାମୀ ସାମଗ୍ରୀ ନୁହେଁ। ଏଇ ଗାଁରୁ ଚୋରି ହୋଇଯାଇଛି ଗୋବର। ରାତିକ ଭିତରେ ଚୋର ଲୁଟି ନେଇଛି ୮ କୁଇଣ୍ଟାଲ ଗୋବର। ଏଭଳି…

elephant
ଗାଁ ଭିତରକୁ ପଶି ଆସିଲା ଦନ୍ତା, ଲୋକେ ଆତଙ୍କିତ

ଭଦ୍ରକ: ଭଦ୍ରକ ଜିଲ୍ଲା ବନ୍ତ ବ୍ଲକର ବଗଦା କାଶୀପୁର ଗାଁର ବଗଦା ଶାସନରେ ହାତୀ ଆତଙ୍କ। ଆଜି ଭୋରରୁ ଗାଁ ଭିତରକୁ ଏକ ଦନ୍ତା ହାତୀ ପଶି ଆସି ଦୀର୍ଘ ସମୟ ଧରି ଆତଙ୍କ ସୃଷ୍ଟି କରିଥିଲା। ଗାଁ ଲୋକ ସକାଳୁ…

nandighosa-ratha
ଛୋଟ ହାତରେ ବଡ଼ ଠାକୁର: ଅଦରକାରୀ ଜିନିଷରେ ତିଆରି କଲେ ନନ୍ଦିଘୋଷ ରଥ

ରାଉଲକେଲା: ରାଉରକେଲା ଝିରପାଣି ଗାଁରେ ରହୁଥିବା ଅଷ୍ଟମ ଶ୍ରେଣୀର ଛାତ୍ର ପ୍ରୋନିତ ପଣ୍ଡା। ଅଦରକାରୀ ଜିନିଷରେ ତିଆରି କରିଛନ୍ତି ନନ୍ଦିଘୋଷ ରଥ। ରଥ ଉପରେ ମହାପ୍ରଭୁ ଜଗନ୍ନାଥ ମଧ୍ୟ ବିରାଜମାନ କରିଛନ୍ତି। ଏହି ରଥକୁ ତିଆରି କରିବା ପାଇଁ ପ୍ରୋନିତଙ୍କୁ ଲାଗିଛି…

DELTA-PLUS
ମହାରାଷ୍ଟ୍ରରେ ୨୧ଟି ନୂଆ ଡେଲ୍‌ଟା ପ୍ଲସ୍ ଭାରିଆଣ୍ଟ କେସ୍ ଚିହ୍ନଟ

ମୁମ୍ବାଇ: ଦେଶରେ ଏବେ ଚିନ୍ତା ବଢ଼ାଉଛି କରୋନା ଭୂତାଣୁର ଡେଲ୍‌ଟା ପ୍ଲସ୍ ଭାରିଆଣ୍ଟ। କାରଣ ଗୋଟିଏ ପରେ ଗୋଟିଏ ରାଜ୍ୟରେ ଚିହ୍ନଟ ହେଉଥିବାବେଳେ ମହାରାଷ୍ଟ୍ରରେ ୨୧ଟି ନୂଆ ମାମଲା ସାମ୍ନାକୁ ଆସିଛି। ଏନେଇ ସ୍ପଷ୍ଟ କରିଛନ୍ତି ମହାରାଷ୍ଟ୍ର ସ୍ୱାସ୍ଥ୍ୟମନ୍ତ୍ରୀ ରାଜେଶ ଟୋପେ।…

ODISHA-BOHU
ପ୍ରେମ ପାଇଁ ଓଡ଼ିଶା ଚାଲିଆସିଲେ ୟୁପିର ଯୁବତୀ

ପ୍ରେମ ପାଇଁ ଓଡ଼ିଶା ଚାଲିଆସିଲେ ୟୁପିର ଯୁବତୀ। ପୋଲିସ୍‌ ଆଗରେ ରୋକଠୋକ୍ କହିଲେ- ମୁଁ ବିବାହ କରିଛି, ଆଉ ଏଠାରେ ହିଁ ରହିବି। ଦୟାକରି ହଇରାଣ କରନି #Odisha

covid-death-part
କ୍ଷଣିକ ଭିତରେ ସବୁ ଶେଷ: ସହାୟତାର ଭିକ୍ଷା ମାଗିବା ପୂର୍ବରୁ ଚାଲିଗଲେ ସ୍ୱାମୀ

କେନ୍ଦ୍ରାପଡ଼ା ଜିଲ୍ଲା ମାର୍ଶାଘାଇ ବ୍ଲକ ଭଗବାନପୁର ଗାଁର ଉମାକାନ୍ତ ନାୟକ। କୋଭିଡ୍‌ରେ ଆକ୍ରାନ୍ତ ହୋଇ ଗୁରୁତର ଅବସ୍ଥାରେ ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲ୍‌ରେ ସେ ଭର୍ତ୍ତି ହୋଇଥିଲେ। ଡାକ୍ତରଙ୍କ ପରାମର୍ଶ କ୍ରମେ ରାଜ୍ୟ ବାହାରେ ଚିକିତ୍ସାର ଆବଶ୍ୟକତା ଥିବାରୁ ଆର୍ଥିକ ସହାୟତା…

dutee chand 1
ନୂଆ ଜାତୀୟ ରେକର୍ଡ କଲେ ଦୂତୀ ଚାନ୍ଦ

ନୂଆଦିଲ୍ଲୀ: ୧୦୦ ମିଟର ଦୌଡ଼ରେ ନୂଆ ଜାତୀୟ ରେକର୍ଡ କଲେ ଦୂତୀ ଚାନ୍ଦ। ପଟିଆଲାରେ ଇଣ୍ଡିଆନ୍ ଗ୍ରାଁ ପ୍ରିରେ ନିଜ ରେକର୍ଡ ଭାଙ୍ଗିଲେ ଦୂତୀ। ୧୦୦ ମିଟର ଦୌଡ଼କୁ ୧୧.୧୭ ସେକେଣ୍ଡରେ ଅତିକ୍ରମ କରି ସେ ରେକର୍ଡ କରିଛନ୍ତି। ପୂର୍ବରୁ ଦୂତୀଙ୍କ…

bjp-bjd
ଫଟୋ ପାଇଁ ମୁହାଁମୁହିଁ ହେଲେ ବିଜେପି-ବିଜେଡି

ଭୁବନେଶ୍ୱର: ତେଜିଲା ଟିକା ରାଜନୀତି। ମୁହାଁମୁହିଁ ହେଲେ ବିଜେପି-ବିଜେଡି। ତେବେ ଏଥର ଟିକା ଅଭାବକୁ ନେଇ ବରଂ ନୁହେଁ ଫଟୋ ପାଇଁ ରାଜ୍ୟର ବିଭିନ୍ନ ଟିକାକରଣ କେନ୍ଦ୍ରରେ କେବଳ ମୁଖ୍ୟମନ୍ତ୍ରୀଙ୍କର ଫଟୋ ଲାଗିବା ପରେ ସୃଷ୍ଟି ହୋଇଛି ଏଭଳି ସ୍ଥିତି। ପ୍ରଧାନମନ୍ତ୍ରୀଙ୍କର…

covid-violation
ମନ୍ଦିରରେ ଚାଲିଥିବା ବାହାଘରକୁ ଅଟକାଇଲା ପୋଲିସ

କଟକ: ମହାମାରୀ କରୋନାର ଦ୍ୱିତୀୟ ଲହରରେ ଏବେବି ଯାଇନି। ଏନେଇ ସରକାର ରାଜ୍ୟରେ ସ୍ୱତନ୍ତ୍ର କୋଭିଡ୍ କଟକଣା ଜାରିକରିଛନ୍ତି। ଏପରିକି ଶୁଦ୍ଧ କ୍ରିୟା ଓ ବିବାହ ଉତ୍ସବରେ ମାତ୍ର ୨୫ ଜଣଙ୍କୁ ନେଇ କରାଯିବାକୁ ମୁଖ୍ୟ ଶାସନ ସଚିବ ନିର୍ଦ୍ଦେଶନାମା ଜାରି…

jp-nadda.jpg-kolkata
ବିରୋଧୀ ନେତା ଏବେ କ୍ୱାରେଣ୍ଟିନ୍‌ରେ: ନଡ୍ଡା

ନୂଆଦିଲ୍ଲୀ: ବିଶ୍ୱର ସବୁଠୁ ବଡ଼ ଟିକାକରଣ କାର୍ଯ୍ୟକ୍ରମରେ ବାଧା ସୃଷ୍ଟି କରିବାକୁ ଚେଷ୍ଟା କରାଯାଉଛି। କିଛି ରାଜନୈତିକ ଦଳ ଏଣୁତେଣୁ ପ୍ରଶ୍ନ କରି ସମସ୍ୟା ସୃଷ୍ଟି କରୁଛନ୍ତି। ଆଜି କିଛି ଏଭଳି କହି ବିରୋଧୀଙ୍କୁ କଡ଼ା ଭାଷାରେ ସମାଲୋଚନା କରିଛନ୍ତି ବିଜେପି…

wtc-final
ଜେମିସନଙ୍କ ଘାତକ ବୋଲିଂ ଆଗରେ ଟିମ୍ ଇଣ୍ଡିଆ ଧରାଶାୟୀ

ସାଉଥମଟନ୍: ଭାରତ ଓ ନ୍ୟୁଜିଲ୍ୟାଣ୍ଡ୍ ମଧ୍ୟରେ ଚାଲିଥିବା ବିଶ୍ୱ ଟେଷ୍ଟ ଚାମ୍ପିୟନଶିପର ଫାଇନାଲରେ ଟିମ୍ ଇଣ୍ଡିଆ ପ୍ରଥମ ଇନିଂସରେ ୨୧୭ ରନ୍‌ରେ ଅଲଆଉଟ୍। କାଇଲ୍ ଜେମିସନଙ୍କ ଘାତକ ବୋଲିଂ ଆଗରେ ଟିମ୍ ଇଣ୍ଡିଆର କୌଣସି ବ୍ୟାଟ୍ସମ୍ୟାନ୍ ତିଷ୍ଠିପାରିନଥିଲେ। ଜେମିସନ୍ ଏକାକୀ ୫ଟି…

auto-plate
ଭୋକରେ ପେଟ ଜଳୁଛି, ବାହାରେ ଅଟୋ ଖତ ଖାଉଛି

ଭୁବନେଶ୍ୱର: ଚକ ଗଡ଼ିଲେ ସଂସାର ଗଡେ, ପେଟକୁ ଦିମୁଠା ଦାନା ମିଳେ। ରୋଗ ଦୁଃଖରେ ଖର୍ଚ୍ଚ ହୁଏ। କିଏ ଋଣ କିସ୍ତି ଦିଅନ୍ତି, ତ ଆଉ କିଏ ଘରଭଡ଼ା। ହେଲେ ନିଷ୍ଠୁର କରୋନା କୋପରେ ପ୍ରଭାବିତ ହୋଇଛି ଜୀବନ ଯାତ୍ରା। ବିଗିଡ଼ିଯାଇଛି…

Niladri-bije
କାଳିଆ ବେଶକୁ ଦେଖିବ ବୋଲି ଅନାଇ ବସିଛି ଭକ୍ତ

ଭୁବନେଶ୍ୱର: ପବିତ୍ର ସ୍ନାନ ଯାତ୍ରାରୁ ନୀଳାଦ୍ରି ବିଜେ। ଦୀର୍ଘ ୧ ମାସ ବ୍ୟାପୀ ହେବାକୁ ଥିବା ଶ୍ରୀଜିଉଙ୍କ ସମସ୍ତ ଯାତ୍ରା ଓ ନୀତିକାନ୍ତି ପାଇଁ ଧାର୍ଯ୍ୟ ହୋଇଛି ନୀତି ନିର୍ଘଣ୍ଟ। ଆଜି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଛତିଶା ନିଯୋଗର…

train
ଷ୍ଟେସନରେ ସିଙ୍ଗିଲ୍ ଏଣ୍ଟ୍ରି-ସିଙ୍ଗିଲ୍ ଏଗଜିଟ୍ ବ୍ୟବସ୍ଥା ଆରମ୍ଭ

ଭୁବନେଶ୍ୱର: ପ୍ରବାସୀ ଶ୍ରମିକଙ୍କ ଘର ବାହୁଡ଼ା ହେଉ ଅବା ପୁଣି କର୍ମ କ୍ଷେତ୍ରକୁ ଫେରିବା ଭୁବନେଶ୍ୱର ରେଳ ଷ୍ଟେସନରେ ଏବେ ଯାତ୍ରୀଙ୍କ ଯା ଆସ ବଢୁଛି। ତେବେ ଏହାକୁ ନେଇ ରେଳ ବିଭାଗ ପକ୍ଷରୁ ବ୍ୟବସ୍ଥା ଗ୍ରହଣ କରାଯାଇଛି। ଷ୍ଟେସନରେ ସିଙ୍ଗିଲ୍…

amriti
ଇକ୍‌ମୋ ଚିକିତ୍ସାରେ କେମିତି ଅଛନ୍ତି ଅମ୍ରିତ?

ଭୁବନେଶ୍ୱର: ନିୟନ୍ତ୍ରଣକୁ ଆସିଲାଣି ଅମ୍ରିତଙ୍କ ସଂକ୍ରମଣ। ତାଙ୍କ ଅମ୍ଲଜାନ ସ୍ତର ୮୫ରୁ ୯୦ ଭିତରେ ରହୁଛି। ଗତ ଦୁଇ ସପ୍ତାହ ହେଲା ଚେନ୍ନାଇର ଏକ ଘରୋଇ ହସ୍ପିଟାଲରେ ଇକମୋ ସହାୟତାରେ ଚିକିତ୍ସିତ ହେଉଥିବା ଅମ୍ରିତ ପ୍ରଧାନ ପ୍ରଧାନଙ୍କ ବାବଦରେ ଏହି ତଥ୍ୟ…

Ratha Jatra
ରଥଯାତ୍ରା ଲାଗି ଚୂଡ଼ାନ୍ତ ହେଲା ନୀତି ନିର୍ଘଣ୍ଟ

ପୁରୀ: ରଥଯାତ୍ରା ଲାଗି ଚୂଡ଼ାନ୍ତ ହୋଇଛି ନୀତି ନିର୍ଘଣ୍ଟ। ଛତିଶା ନିଯୋଗ ବୈଠକରେ ସ୍ନାନ ପୂର୍ଣ୍ଣିମା ଠାରୁ ନୀଳାଦ୍ରି ବିଜେ ପର୍ଯ୍ୟନ୍ତ ମହାପ୍ରଭୁଙ୍କ ନୀତି ନିର୍ଘଣ୍ଟ ଚୂଡାନ୍ତ ହୋଇଛି। ସ୍ନାନଯାତ୍ରା ଦିନ ରାତି ୧ଟାରେ ମଙ୍ଗଳାର୍ପଣ ହେବ। ରାତି ୧ଟାରୁ ୪ଟା…

vaccanation
ପ୍ରତିଦିନ ୩ ଲକ୍ଷ ଟିକାକରଣ ରାଜ୍ୟ ସରକାରଙ୍କ ଲକ୍ଷ୍ୟ

ଭୁବନେଶ୍ୱର: ଆସନ୍ତାକାଲିଠୁ କ୍ୟାମ୍ପେନ ମୋଡ଼ରେ ଆରମ୍ଭ ହେବ ଟିକାକରଣ। କେନ୍ଦ୍ର ସରକାରଙ୍କ ନୂଆ ଟୀକା ନୀତି ଅନୁଯାୟୀ ଟୀକାକରଣ ହେବ ପ୍ରତ୍ୟେକ ଦିନ ୩ ଲକ୍ଷ ଟିକାକରଣ କରିବାକୁ ଟାର୍ଗେଟ ରଖିଛନ୍ତି ସରକାର। ଆସନ୍ତାକାଲି ରାଜ୍ୟର ସମସ୍ତ ବ୍ଲକ ଓ ମ୍ୟୁନିସପାଲିଟିରେ…

mehbooba
ଧାରା ୩୭୦ ଉଚ୍ଛେଦ ପରେ ଜାମ୍ମୁ ଓ କାଶ୍ମୀରରେ ପ୍ରଥମ ସର୍ବଦଳୀୟ ବୈଠକ

ଜାମ୍ମୁ: ଜାମ୍ମୁ ଓ କାଶ୍ମୀରର ରାଜନେତାଙ୍କୁ ସର୍ବଦଳୀୟ ବୈଠକ ପାଇଁ ଦିଲ୍ଲୀ ଡାକରା। ଜୁନ୍ ୨୪ରେ ପ୍ରଧାନମନ୍ତ୍ରୀ ମୋଦିଙ୍କ ସହ ତାଙ୍କ ବାସଭବନରେ ସର୍ବଦଳୀୟ ବୈଠକରେ ଭାଗ ନେବାକୁ ଜାମ୍ମୁ-କାଶ୍ମୀରର ରାଜନେତା ନ୍ୟାସନାଲ୍ କନଫରେନ୍ସ ମୁଖ୍ୟ ଫାରୁକ୍ ଅବଦୁଲ୍ଲା, ପିଡିପି ଅଧ୍ୟକ୍ଷା…

vaccine
ଉଭୟ ଡୋଜ୍ ଟିକା ନେବା ସତ୍ତ୍ୱେ କରୋନାରେ ଚାଲିଗଲେ, କାରଣ ଖୋଜିବ ବିଶେଷଜ୍ଞ ଟିମ୍

ଭୁବନେଶ୍ୱର: ବରିଷ୍ଠ ଆଇପିଏସ୍ ଅଫିସର ତଥା ଭିଜିଲାନ୍ସ ନିର୍ଦ୍ଦେଶକ ଦେବାଶିଷ ପାଣିଗ୍ରାହୀଙ୍କ ମୃତ୍ୟୁ। ଦୁଇ ଡୋଜ୍ ଟିକା ନେଇସାରିବା ପରେ ବି ସେ କୋଭିଡ୍‌ରେ ଆକ୍ରାନ୍ତ ହୋଇ ଗୁରୁତର ହେଲେ, ଆଉ ଶେଷରେ ଆଖି ବୁଜିଲେ। ଠିକ୍ ସେଭଳି ପୁରୀ ଆଇଡିଏଚ୍…

ଢେଙ୍କାନାଳସ୍ଥିତ IIMCରୁ ସାମ୍ବାଦିକତା ପଢ଼ିବା ପରେ ଓଡ଼ିଆ ଗଣମାଧ୍ୟମରେ ବୃତ୍ତିଗତ ଜୀବନ ଆରମ୍ଭ କରନ୍ତି। ଏହାପରେ କିଛି ଅଗ୍ରଣୀ ଖବରକାଗଜରେ କିଛିବର୍ଷ କାମ କରି ଏବେ ଓଟିଭିର ଡିଜିଟାଲ ବିଭାଗରେ କପିଏଡିଟର ଭାବେ କାର୍ଯ୍ୟରତ। ରିପୋର୍ଟିଂ ସହିତ ଜାତୀୟ, ଅନ୍ତର୍ଜାତୀୟ, କ୍ରୀଡ଼ା ଓ ରାଜନୀତି ଖବର ପରିବେଷଣରେ ବିଶେଷ ଋଚି। ଏଥିସହିତ ସାମୟିକ ଭାବେ ଖବରକାଗଜରେ ସ୍ତମ୍ଭ ଲେଖା ଜାରି ରହିଛି।