• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

ଢେଙ୍କାନାଳସ୍ଥିତ IIMCରୁ ସାମ୍ବାଦିକତା ପଢ଼ିବା ପରେ ଓଡ଼ିଆ ଗଣମାଧ୍ୟମରେ ବୃତ୍ତିଗତ ଜୀବନ ...more

ଢେଙ୍କାନାଳସ୍ଥିତ IIMCରୁ ସାମ୍ବାଦିକତା ପଢ଼ିବା ପରେ ଓଡ଼ିଆ ଗଣମାଧ୍ୟମରେ ବୃତ୍ତିଗତ ଜୀବନ ଆରମ୍ଭ କରନ୍ତି। ଏହାପରେ କିଛି ଅଗ୍ରଣୀ ଖବରକାଗଜରେ କିଛିବର୍ଷ କାମ କରି ଏବେ ଓଟିଭିର ଡିଜିଟାଲ ବିଭାଗରେ କପିଏଡିଟର ଭାବେ କାର୍ଯ୍ୟରତ। ରିପୋର୍ଟିଂ ସହିତ ଜାତୀୟ, ଅନ୍ତର୍ଜାତୀୟ, କ୍ରୀଡ଼ା ଓ ରାଜନୀତି ଖବର ପରିବେଷଣରେ ବିଶେଷ ଋଚି। ଏଥିସହିତ ସାମୟିକ ଭାବେ ଖବରକାଗଜରେ ସ୍ତମ୍ଭ ଲେଖା ଜାରି ରହିଛି।

less

Posts by

school 1
ରାଜ୍ୟରେ ଏବର୍ଷ ଖୋଲିବନି ସ୍କୁଲ

ଭୁବନେଶ୍ୱର: ଏବର୍ଷ ଖୋଲିବନି ସ୍କୁଲ।  ଡିସେମ୍ବର ୩୧ ଯାଏଁ ରାଜ୍ୟରେ ସବୁ ସ୍କୁଲ ବନ୍ଦ। ଏ ନେଇ ସ୍କୁଲ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି। ବିଭିନ୍ନ ଷ୍ଟେକହୋଲ୍ଡରଙ୍କ ସହ ଆଲୋଚନା ପରେ ଏହି ନିଷ୍ପତ୍ତି ନିଆଯାଇଛି। କିଛି ରାଜ୍ୟରେ କୋଭିଡ୍‌ର ଦ୍ୱିତୀୟ ପ୍ରବାହ ଆରମ୍ଭ...

vaccani
ଓଡ଼ିଶାରେ ତିଆରି ହେବ କୋଭିଡ୍ ଭ୍ୟାକ୍ସିନ୍

ଭୁବନେଶ୍ୱର: ଓଡ଼ିଶାରେ ଖୁବଶୀଘ୍ର ଉତ୍ପାଦିତ ହେବ ଅତ୍ୟାଧୁନିକ ଭ୍ୟାକ୍ସିନ୍। ରାଜଧାନୀ ଉପକଣ୍ଠ ଅନ୍ଧାରୁଅରେ ଏହି ଅତ୍ୟାଧୁନିକ ଉତ୍ପାଦନକେନ୍ଦ୍ର ପ୍ରତିଷ୍ଠା ଲାଗି ରାଜ୍ୟ ସରକାର ନିଷ୍ପତ୍ତି ନେଇଛନ୍ତି। ଏ ନେଇ ଆଜି ଲୋକସେବା ଭବନରେ ଉଚ୍ଚସ୍ତରୀୟ ବୈଠକ ବସି ଏ ସମ୍ପର୍କରେ ଆଲୋଚନା କରାଯାଇଛି। ଏହି ଅବସରରେ ମୁଖ୍ୟ ଶାସନ...

jagi-OTV
ଓଟିଭି ଓ ଏହାର କର୍ମଚାରୀଙ୍କୁ ହଇରାଣ ନ କରିବାକୁ ମୁଖ୍ୟମନ୍ତ୍ରୀଙ୍କୁ ଜଗିଙ୍କ ଅପିଲ୍

ଭୁବନେଶ୍ୱର: ଓଡ଼ିଶା ଟେଲିଭିଜନ ଲିଃ (ଓଟିଭି) କର୍ମଚାରୀଙ୍କୁ ଅଯଥାରେ ହଇରାଣ କରି ସେମାନଙ୍କୁ ଇସ୍ତଫା ଦେବାକୁ ବାଧ୍ୟ କରନ୍ତୁ ନାହିଁ ବୋଲି ମୁଖ୍ୟମନ୍ତ୍ରୀଙ୍କୁ ଅପିଲ୍ କରିଛନ୍ତି ଓଟିଭିର ନିର୍ଦ୍ଦେଶିକା ଜଗି ମଙ୍ଗତ ପଣ୍ଡା। ଏକ ପ୍ରେସ୍ ବିଜ୍ଞପ୍ତି ଜାରି କରି ସେ ୮ଟି ପଏଣ୍ଟ ଦର୍ଶାଇଛନ୍ତି। ୧. ଓଟିଭି...

coronavirus-odisha
କୋଭିଡରୁ ସୁରକ୍ଷିତ ରହିବା ପାଇଁ ବିଶେଷଜ୍ଞଙ୍କ ପରାମର୍ଶ: ମାନିବାକୁ ପଡିବ ୯ ନିୟମ

ଭୁବନେଶ୍ଵର: କୋଭିଡରୁ ସୁରକ୍ଷିତ ରହିବା ପାଇଁ କଟକ SCBର ନିଶ୍ଚେତକ ବିଶେଷଜ୍ଞ ଡା. ନିବେଦିତା ପାଣି ପରାମର୍ଶ ଦେଇଛନ୍ତି। ଉଷୁମ ପାଣି ପିଅନ୍ତୁ, ଲେମ୍ବୁ, ମହୁ ମିଶାଇ ପିଅନ୍ତୁ।  ଦିନକୁ ୨ରୁ ୩ ଥର ଗରମ ବାମ୍ଫ ନିଅନ୍ତୁ।  କାଢ଼ା ପିଇଲେ ଭଲ। କାଶ ହେଉଥିଲେ ଡାକ୍ତରଙ୍କ ପରାମର୍ଶରେ...

doctor
ଡାକ୍ତର ବିଶ୍ଵଦୀପ ଜେନା ପିଏଚଡି ଏଣ୍ଟ୍ରାନ୍ସ ଟପ୍ପର

ଭୁବନେଶ୍ୱର: ଜାତୀୟ ସ୍ତରରେ ନାଁ କଲେ ଓଡ଼ିଆ ଡାକ୍ତର। ଓୟୁଏଟି ସ୍ଥିତ ଭେଟେରିନାରୀ କଲେଜର ସର୍ଜରି ବିଭାଗର ସହକାରୀ ପ୍ରାଧ୍ୟାପକ ଡାକ୍ତର ବିଶ୍ଵଦୀପ ଜେନା ପିଏଚଡ଼ି ଏଣ୍ଟ୍ରାନ୍ସ ପରୀକ୍ଷାରେ ଟପ୍ପର ହୋଇଛନ୍ତି। ଡ଼ାକ୍ତର ଶ୍ରୀ ଜେନା ଚଳିତ ବର୍ଷର ଭାରତୀୟ କୃଷି ଅନୁସନ୍ଧାନ ଓ ଗବେଷଣା ପରିଷଦ ଆନୁକୂଲ୍ୟରେ...

mahanadi river
ଡିସେମ୍ବର ୫ରେ ମହାନଦୀ ଜଳ ବିବାଦ ଶୁଣାଣି

ଭୁବନେଶ୍ୱର: ମହାନଦୀ ଟ୍ରିବ୍ୟୁନାଲରେ ମହାନଦୀ ଜଳ ବିବାଦ ମାମଲାରେ ଆଜିର ଶୁଣାଣି ଶେଷ। ଶୁଣାଣିରେ ମୁଖ୍ୟତଃ ଦୁଇଟି ଦାବି ରଖିଥିଲା ଓଡିଶା। ଅଣ ମୌସୁମୀ ସମୟରେ ଏକ ନିର୍ଦ୍ଦିଷ୍ଟ ପରିମାଣର ଜଳ ହୀରାକୁଦ ଜଳଭଣ୍ଡାରକୁ ଛାଡିବା ନେଇ ଓଡ଼ିଶାର ଅନ୍ତରୀଣ ଆବେଦନ ଉପରେ ବାରମ୍ବାର ବୈଠକ ବିଫଳ ହୋଇଛି।...

bhanga
ଭଙ୍ଗା କୁଡିଆରେ ବିତୁଛି ଜୀବନ, ହିତାଧିକାରୀଙ୍କ ପାଇଁ କୁଆଡ଼େ ଗଲା ସରକାରଙ୍କ ଯୋଜନା ?

ନିଆଳୀ: ଯୋଗ୍ୟ ହିତାଧିକାରୀଙ୍କୁ ମିଳିପାରୁନି ସରକାରଙ୍କ ଯୋଜନାର ସୁଫଳ। ଫୋନି ବାତ୍ୟାରେ ଘର ଭାଙ୍ଗିଯିବା ପରେ ଏବେ ଭଙ୍ଗା କୁଡିଆରେ କାଳ କାଟୁଛନ୍ତି ହିତାଧିକାରି। କଟକ ଜିଲ୍ଲା ନିଆଳୀ ବ୍ଲକ ଅଂଚଳରେ ବହୁ ଗରିବ ପରିବାର ଭୋଗୁଛନ୍ତି ଏହି ସମସ୍ୟା। ତହସିଲ ପକ୍ଷରୁ ଆରଆଇମାନେ ଗାଁକୁ ଗାଁ ବୁଲି...

exit-polls
ଆସିଲା ଏକ୍‌ଜିଟ୍ ପୋଲ୍‌: ବିହାରକୁ କିଏ କରିବ ଦଖଲ ?

ପାଟନା: ବିହାର ବିଧାନସଭା ଲାଗି ମତଦାନ ଶେଷ ସହିତ ଆସିଲା ଏକଜିଟ୍ ପୋଲ୍। ସର୍ଭେ ରେଜଲ୍ଟ ଏବିପି-ସି ଭୋଟର ସର୍ଭେ ଅନୁଯାୟୀ ବିହାରରେ କୌଣସି ମେଣ୍ଟକୁ ମିଳିବନି ବହୁମତ। ଏନ୍‌ଡିଏକୁ ୧୧୬ ସିଟ୍ ମିଳିବା ନେଇ ଏହି ସଂସ୍ଥା ପୂର୍ବାନୁମାନ କରିଥିବା ବେଳେ ଆର୍‌ଜେଡି ସାମିଲ ଥିବା UPA...

chal
ସ୍ୱରୂପ ଦାଶଙ୍କୁ ବିଜେଡି ଟିକଟ୍ ମିଳିବା ପଛରେ ରହିଛି ଚାଲ୍!

ଭୁବନେଶ୍ୱର: ସ୍ୱରୂପ ଦାଶଙ୍କୁ ବିଜେଡି ଟିକଟ୍ ମିଳିବା ପଛରେ ରହିଛି ଚାଲ୍! ରବୀନ୍ଦ୍ର ଜେନା ହିଁ ସ୍ୱରୂପଙ୍କ ଟିକଟ୍ କରାଇଛନ୍ତି। ସ୍ୱରୂପ ପ୍ରାର୍ଥୀ ହେବା ଦ୍ୱାରା ବାଲେଶ୍ୱରରେ ବିହାର ଭଳି ରାଜନୀତି ହେବ। ବିଜେଡି-ବିଜେପି ଏକ୍। ଜୀବନ ପ୍ରଦୀପଙ୍କ ଏହି ଭାଇରାଲ୍ ଅଡିଓ ସାମ୍ନାକୁ ଆସିବାପରେ ତେଜିଛି ରାଜ୍ୟ...

matric-plus-two
ମୂଳରୁ ସ୍କୁଲ ଖୋଲିନି, କେମିତି ହେବ ପରୀକ୍ଷା?

ଭୁବନେଶ୍ୱର: କରୋନା ସଂକ୍ରମଣର ଦ୍ୱିତୀୟ ଲହରି ଆଶଙ୍କାରେ ଡିସେମ୍ବର ୩୧ ଯାଏଁ ସ୍କୁଲ ବନ୍ଦ, ମାଟ୍ରିକ ଫର୍ମଫିଲପ୍ ବି ସ୍ଥଗିତ। ହେଲେ ଏବେ ପ୍ରଶ୍ନ-ଗଣଶିକ୍ଷା ବିଭାଗ ଅଧିନରେ ଆସୁଥିବା ମାଟ୍ରିକ୍ ଓ ଯୁକ୍ତ ଦୁଇ ଶେଷ ବର୍ଷ ପରୀକ୍ଷା କେବେ ଓ କେମିତି ହେବ ? ପ୍ରତିବର୍ଷ ଫେବୃଆରୀରେ...

joe biden
ଜୋ ବାଇଡେନ୍ କିଏ ? ୭୭ବର୍ଷର ଜୀବନ କାହାଣୀରେ ଲୁଚି ରହିଛି ଅଦୃଶ୍ୟ ରହସ୍ୟ

ଭୁବନେଶ୍ୱର: ବିଶ୍ୱର ସବୁଠୁ ଶକ୍ତିଶାଳୀ ଦେଶ ଆମେରିକାର ବସ୍ ବନିବାକୁ ଯାଉଥିବା ଜୋ ବାଇଡେନ୍ କିଏ ? ମାର୍କିନ୍ ରାଷ୍ଟ୍ରପତି ଚୌକି ଦଖଲର ବିରାଟ ସଫଳତାର ପହଞ୍ଚିଥିିବା ବାଇ଼ଡେନ୍‌ଙ୍କ ୭୭ବର୍ଷର ଜୀବନ କାହାଣୀ ଭିତରେ ଲୁଚି ରହିଛି କି କି ଅଦୃଶ୍ୟ ରହସ୍ୟ। କଣ ତାଙ୍କ ଜୀବନର ଅଜଣା...

joe
ଜୋ ବାଇଡେନ୍ ହେବେ ଆମେରିକାର ରାଷ୍ଟ୍ରପତି

ୱାଶିଂଟନ୍: ଆମେରିକା ରାଷ୍ଟ୍ରପତି ନିର୍ବାଚନରେ ଡେମୋକ୍ରାଟିକ୍ ପ୍ରାର୍ଥୀ ଜୋ ବାଇଡେନଙ୍କ ବାଜିମାତ୍। ରାଷ୍ଟ୍ରପତି ନିର୍ବାଚନ ଜିତିବା ପାଇଁ ଆବଶ୍ୟକ ୨୭୦ ଇଲେକ୍ଟୋରାଲ ଭୋଟରୁ ଯଥେଷ୍ଟ ଅଧିକ ଭୋଟ ପାଇ ସେ ନିର୍ବାଚନରେ ବିଜୟ ଲାଭ କରିଛନ୍ତି। ତେବେ ରିପବ୍ଲିକାନ ପାର୍ଟିର ପ୍ରାର୍ଥୀ ତଥା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଆଉ...

sc-st
ମାଟ୍ରିକ୍ ଛାତ୍ର ବୃତ୍ତିରେ ହେବନି ପରିବର୍ତ୍ତନ

ଭୁବନେଶ୍ୱର: ଏସ୍‌ସି -ଏସ୍‌ଟି ପିଲାଙ୍କ ମାଟ୍ରିକ୍ ଛାତ୍ର ବୃତ୍ତିରେ କୌଣସି ପରିବର୍ତ୍ତନ ହେବ ନାହିଁ। ବର୍ତ୍ତମାନର ପ୍ରଚଳିତ ହାରରେ ପିଲାମାନଙ୍କୁ ଛାତ୍ରବୃତ୍ତି ଦିଆଯିବ। ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ଆଜି ଏ ସମ୍ପର୍କରେ ସୂଚନା ଦିଆଯାଇଛି। SC/ST ଉନ୍ନୟନ ବିଭାଗର ଏ ସଂପର୍କିତ ପ୍ରସ୍ତାବକୁ ସ୍ଥଗିତ ରଖିବାକୁ ନିର୍ଦ୍ଦେଶ ଦେଇଛନ୍ତି...

ekalabya
ନମିତା ଟପ୍ପୋ ପାଇବେ 'ଏକଲବ୍ୟ'

ଭୁବନେଶ୍ୱର: ୨୦୨୦ ମସିହା ପାଇଁ ସମ୍ମାନଜନକ ଏକଲବ୍ୟ ପୁରସ୍କାର ପାଇବାକୁ ଯୋଗ୍ୟ ବିବେଚିତ ହୋଇଛନ୍ତି ଖ୍ୟାତନାମା ହକି ଖେଳାଳି ନମିତା ଟପ୍ପୋ। ନମିତା ଟପ୍ପୋ ୨୮ ତମ ଏକଲବ୍ୟ ପୁରସ୍କାର ବିଜେତା ଘୋଷଣା ହୋଇଛି। ଏକଲବ୍ୟ ପୁରସ୍କାର ଜୁରୀ କମିଟି ବୈଠକରେ ସର୍ବସମ୍ମତିକ୍ରମେ ତାଙ୍କୁ ଏକଲବ୍ୟ ପୁରସ୍କାର ବିଜେତା...

kovid
କରୋନାର ସେକେଣ୍ଡ ୱେଭ ସ୍ଥିତି ବିଗାଡ଼ିଦେବ କି ? କଣ କହିଲେ ବିଶେଷଜ୍ଞ, ଜାଣନ୍ତୁ

ଭୁବନେଶ୍ୱର: ରାଜ୍ୟରେ କରୋନାର ତଳମୁହାଁ ଟ୍ରେଣ୍ଡ। ସେପ୍ଟେମ୍ବର-ଅକ୍ଟୋବର ଅପେକ୍ଷା ନଭେମ୍ବରରେ କମିଛି କରୋନା ଆକ୍ରାନ୍ତଙ୍କ ସଂଖ୍ୟା। ହେଲେ ମୃତ୍ୟୁଧାରାରେ କିନ୍ତୁ ଲାଗୁନି ବ୍ରେକ୍। ଆଜି ୧୪୩୪ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବାବଳେ ୧୫ ଜଣଙ୍କ ଜୀବନ ନେଇଛି ଘାତକ ମହାମାରୀ। ବଡ଼ ପ୍ରଶ୍ନ, ଆଗକୁ କଣ ହେବ ସ୍ଥିତି?...

arrest
ନିଜର ଇଚ୍ଛା ପୂରଣ କରିବାକୁ ଯାଇ ଗିରଫ ହେଲେ ଡିଗ୍ରୀ ଛାତ୍ର

ହାଇଦ୍ରାବାଦ: ଯାତ୍ରୀଙ୍କୁ ଭୁଆଁ ବୁଲାଇ ବିମାନରେ ଉଡୁଥିଲେ। ଯାତ୍ରୀଙ୍କୁ ଠକି ବିମାନରେ ବୁଲୁଥିଲେ ୨୧ ବର୍ଷିୟ ଯୁବକ। ଏହି ଘଟଣା ଘଟିଛି ଆନ୍ଦ୍ରପ୍ରଦେଶ ଗୁନ୍ତୁର ଜିଲ୍ଲାରେ। ଏପରି କାମ ସେ କାହିଁକି କରନ୍ତି, ଏକଥା ଜାଣିଲେ ଆଶ୍ଚର୍ଯ୍ୟ ହୋଇଯିବେ। ଯୁବକ ଜଣଙ୍କ ନାଁ ହେଉଛି ମାଡେଲା ଭେଙ୍କଟ ଦିନେଶ...

aditi
ସିଡିଏସ୍-ଟୁରେ ଓଡ଼ିଆ ଝିଅଙ୍କ ସଫଳତା

ଭୁବନେଶ୍ୱର: ସିଡିଏସ୍-ଟୁରେ ଓଡ଼ିଆ ଝିଅଙ୍କ ସଫଳତା। କମ୍ବାଇନ୍‌ଡ ଡିଫେନ୍ସ ସର୍ଭିସ୍-ଟୁ ୨୦୧୯ ମହିଳା ବର୍ଗରେ ଟପ୍ପର୍ ହୋଇଛନ୍ତି ଅଦିତି ପରିଡ଼ା। ପ୍ରଥମ ଓଡ଼ିଆ ଝିଅ ଭାବେ ଅଦିତିଙ୍କୁ ଏହି ସଫଳତା ମିଳିଛି। ଅଦିତିଙ୍କ ବାପା ଜଣେ ଆର୍ମି ବ୍ରିଗେଡିଅର ଥିବା ସୂଚନା ମିଳିଛି। ସିଡିଏସ୍-ଟୁରେ କୃତକାର୍ଯ୍ୟ ୬୭ ଜଣ...

cow
ପ୍ରଦୁଷଣମୁକ୍ତ ପରିବେଶ ପାଇଁ ଓଡ଼ିଆ ଯୁବକଙ୍କ ନିଆରା ପଦକ୍ଷେପ, ଗାଈ ଗୋବରରୁ ତିଆରି କଲେ ଦୀପ

ଭୁବନେଶ୍ୱର: ବାୟୁ ପ୍ରଦୁଷଣ ଏବେ ଦେଶ ପାଇଁ ଚିନ୍ତାର କାରଣା ଦେଶର ପ୍ରମୁଖ ସହର ରାଜଧାନୀ ଦିଲ୍ଲୀ କିଭଳି ବିଷ ବଳୟରେ ରହିଛି ତାହା କାହାକୁ ବା ଅଜଣା। ଏହି ସ୍ଥିତି ଆହୁରି ଗମ୍ଭୀର ହୋଇଯାଏ, ଯେତେବେଳେ ଦୀପାବଳି ଆସୋ କିଛି ସମୟର ମୁହୂର୍ତ୍ତ ସିନା ଆମକୁ ଖୁସି...

kali-puja
କାଳି ପୂଜା କଟକଣା: ୪ ଫୁଟରୁ ଅଧିକ ହେବନି ମା'ଙ୍କ ମୂର୍ତ୍ତି

କଟକ: କଟକରେ କାଳି ପୂଜା କଟକଣା। ଅଧିକ ଉଚ୍ଚର ମୂର୍ତ୍ତି ହେବନି। ନାଚ ଗୀତ ଓ ବାଣ ଫୁଟା ବାରଣ। ଏନେଇ ସୂଚନା ଦେଇଛନ୍ତି ଡିସିପି ପ୍ରତୀକ ସିଂହ। ସୂଚନା ଅନୁସାରେ ଦୁର୍ଗା ପୂଜା ବେଳେ ଯେପରି କଟକଣା ହୋଇଥିଲା ତାହା ଲାଗୁ କରାଯିବ:- ମୂର୍ତ୍ତି ୪ ଫୁଟରୁ...

ଢେଙ୍କାନାଳସ୍ଥିତ IIMCରୁ ସାମ୍ବାଦିକତା ପଢ଼ିବା ପରେ ଓଡ଼ିଆ ଗଣମାଧ୍ୟମରେ ବୃତ୍ତିଗତ ଜୀବନ ଆରମ୍ଭ କରନ୍ତି। ଏହାପରେ କିଛି ଅଗ୍ରଣୀ ଖବରକାଗଜରେ କିଛିବର୍ଷ କାମ କରି ଏବେ ଓଟିଭିର ଡିଜିଟାଲ ବିଭାଗରେ କପିଏଡିଟର ଭାବେ କାର୍ଯ୍ୟରତ। ରିପୋର୍ଟିଂ ସହିତ ଜାତୀୟ, ଅନ୍ତର୍ଜାତୀୟ, କ୍ରୀଡ଼ା ଓ ରାଜନୀତି ଖବର ପରିବେଷଣରେ ବିଶେଷ ଋଚି। ଏଥିସହିତ ସାମୟିକ ଭାବେ ଖବରକାଗଜରେ ସ୍ତମ୍ଭ ଲେଖା ଜାରି ରହିଛି।