ରାଉଲକେଲା: ଆଜି ୧୨ ଘଣ୍ଟିଆ ବୀରମିତ୍ରପୁର ବନ୍ଦ। ହାଜତ ମୃତ୍ୟୁ ଘଟଣା ପ୍ରତିବାଦରେ ୧୨ ଘଣ୍ଟିଆ ବନ୍ଦ ଡାକରା ଦେଇଛି କଂଗ୍ରେସ। ରାଉରକେଲା ଜିଲ୍ଲା କଂଗ୍ରେସ ପକ୍ଷରୁ ସକାଳ ୬ରୁ ୧୨ ଘଣ୍ଟିଆ ବନ୍ଦ ପାଳନ କରାଯାଉଛି। ଜିଲ୍ଲା କଂଗ୍ରେସ ସଭାପତି ଜର୍ଜ ର୍ତିକୀଙ୍କ ନେତୃତ୍ୱରେ ଚାଲିଛି ବନ୍ଦ...
ଟିଟିଲାଗଡ଼: ରେଂଜରଙ୍କ ଘରେ ଭିଜିଲାନ୍ସ ରେଡ୍ ଆୟବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଟିଟିଲାଗଡ଼ ମୁରିବାହାଲ ରେଂଜର ପ୍ରଶାନ୍ତ ନାୟକଙ୍କ ଘରେ ରେଡ୍ କରିଛି ଭିଜିଲାନ୍ସ। ଆଜି ସକାଳୁ ଏକକାଳୀନ ୪ଟି ସ୍ଥାନରେ ଚାଲିଛି ଭିଜିଲାନ୍ସ ଚଢାଉ। ଟିଟିଲାଗଡ଼ ସ୍ଥିତ ହାଟପଦା ସ୍ଥିତ ଘର, ମୁରିବାହାଲ, ରେଞ୍ଜ ଅଫିସ୍ ଓ...
କୋରାପୁଟ: କୋରାପୁଟ ସୀମାରେ ଆନ୍ଧ୍ରର ବାରମ୍ବାର ଅନୁପ୍ରବେଶ ପରେ ଆଜି ଦୁଇ ରାଜ୍ୟର ପ୍ରଶାସନ ମଧ୍ୟରେ ହେବ ଆଲୋଚନା। କୋରାପୁଟ ଓ ବିଶାଖାପାଟନା ଜିଲ୍ଲା ପ୍ରଶାସନର ଅଧିକାରୀ ଏହି ବୈଠକରେ ଉପସ୍ଥିତ ରହିବେ। ରାଜସ୍ୱ, ବନ ବିଭାଗ ଟିମ୍ ଉପସ୍ଥିତ ରହି ସୀମା ବିବାଦକୁ ଗୁରୁତ୍ୱ ସହ ଆଲୋଚନା...
ଭୁବନେଶ୍ୱର: ନୟାଗଡ଼ର ପରୀ ହତ୍ୟା ପ୍ରସଙ୍ଗରେ ରାଜ୍ୟ ସରକାରଙ୍କୁ କେନ୍ଦ୍ର ମନ୍ତ୍ରୀ ପ୍ରତାପ ଷଡ଼ଙ୍ଗୀଙ୍କ ଟାର୍ଗେଟ୍। ଯଦି ପରୀ ନ୍ୟାୟ ନ ପାଇଲା ସରକାରଙ୍କ କ୍ଷମତାରେ ରହିବା ଅଧିକାର ନାହିଁ ବୋଲି ଆକ୍ଷେପ କରି କହିଛନ୍ତି ମନ୍ତ୍ରୀ। ଏହା ସହ ପରୀକୁ ନ୍ୟାୟ ଦେବା ପର୍ଯ୍ୟନ୍ତ ତୃଣମୂଳ ସ୍ତରରେ...
କଟକ: ନୟାଗଡ଼ ପରୀ ହତ୍ୟା ନେଇ ହାଇକୋର୍ଟରେ ମାମଲା ପ୍ରସଙ୍ଗରେ ପରୀ ପରିବାରକୁ ସୁରକ୍ଷା ଦେବାକୁ ନିର୍ଦ୍ଦେଶ ଦେଲେ ହାଇକୋର୍ଟ। ପରୀର ପରିବାରକୁ ସୁରକ୍ଷା ଦେବାକୁ ନୟାଗଡ଼ ଏସ୍ପିଙ୍କୁ ନିର୍ଦ୍ଦେଶ ଦେଇଛନ୍ତି କୋର୍ଟ। ମାମଲାର ଅପଡେଟ୍ ଷ୍ଟାଟସ ରିପୋର୍ଟ ଦେବାକୁ ସରକାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ଆସନ୍ତା ୧୬ରେ ମାମଲାର...
ପିରାମିଡ ସାମ୍ନାରେ ‘ସେକ୍ସି’ ଫଟୋସୁଟ। ଫସିଲେ ମଡେଲଙ୍କ ସହ ଫଟୋଗ୍ରାଫର। ଏମିତିକି ଫଟୋ ଉଠାଇଥିବା ବ୍ୟକ୍ତିଙ୍କୁ ଶେଷରେ ଗିରଫ କରିବାକୁ ବାଧ୍ୟ ହୋଇଛି ପୋଲିସ। ଭାରତରେ ନୁହେଁ, ଏମିତି ଘଟଣା ଦେଖିବାକୁ ମିଲିଛି ମିଶରରେ। ବିଦେଶୀ ପୋଷାକ ପିନ୍ଧି ସଲମା-ଏଲ-ସିମି ପିରାମିଡ ଆଗରେ ଫଟୋସୁଟ କରିଥିଲେ। ଯାହାକୁ ସହଜରେ...
କରୋନାର କରୁଣ ଚିତ୍ର ଦେଖୁଛି ସାରା ବିଶ୍ୱ। ଏହି ମହାମାରୀ ପୁଣି ରିଟର୍ଣ୍ଣ କରିଛି। ଫଳରେ ସଂକ୍ରମଣ ବଢିବା ଆରମ୍ଭ ହୋଇଯାଇଛି। ଏତିକି ବେଳେ ଗୋଟିଏ କଥା ବିଶ୍ୱବାସୀକୁ ଆଶ୍ଚର୍ଯ୍ୟ କରିଛି। ବିଭିନ୍ନ ଦେଶ କରୋନାର ସ୍ଥାୟୀ ମୁକାବିଲା କରିବାରେ ଲାଗି ପଡିଥିବା ବେଳେ ଚୁପ ହୋଇ ବସିଛି...
ନୂଆଦିଲ୍ଲୀ: ଭାରତରୁ ୟୁଏଇକୁ ସ୍ଥାନାନ୍ତର ହେବ ଟି-ଟ୍ୱେଣ୍ଟି ବିଶ୍ୱକପ୍। କରୋନା ସ୍ଥିତିକୁ ଦେଖି ଏହି ନିଷ୍ପତ୍ତି ନିଆଯାଇଥିବା ବିସିସିଆଇ ସଭାପତି ସୌରଭ ଗାଙ୍ଗୁଲି କହିଛନ୍ତି। ଆଇସିସିକୁ ମଧ୍ୟ ଏ ସଂପର୍କରେ ଜଣାଇ ଦିଆଯାଇଛି। ସୌରଭ ଗାଙ୍ଗୁଲି କହିଛନ୍ତି, କ୍ରିକେଟର ଓ ଅଧିକାରୀଙ୍କ…
ଭୁବନେଶ୍ୱର: କୋଟିଏ କି ଦୁଇ କୋଟି ନୁହେଁ, ୧୦୬ କୋଟି ଟଙ୍କାର ଜାଲ୍ ବିଲ୍। ଛାତ୍ର, ଗୃହିଣୀ ଏପରିକି ଚାଷୀଙ୍କ ନାଁରେ ୧୪ଟି ନକଲି ଫାର୍ମ କରି କୋଟି କୋଟି ଟଙ୍କାର ରାଜସ୍ୱ ଚଳୁ। ଖୋର୍ଦ୍ଧା ବେଗୁନିଆରୁ ଏଭଳି ଜଣେ ଧୂୂର୍ତ୍ତ…
ନୂଆଦିଲ୍ଲୀ: ଚାରିଆଡୁ ସମାଲୋଚନା ଓ କାର୍ଯ୍ୟାନୁଷ୍ଠାନ ଦାବି ପରେ ଭାରତର ଭୁଲ ମ୍ୟାପକୁ ହଟାଇ ଦେଇଛି ଟ୍ୱିଟର। ନିଜର ୱେବସାଇଟରେ ଏହି ମାଇକ୍ରୋ ବଗିଂ କମ୍ପାନି ଜାମ୍ମୁ କାଶ୍ମୀର ଓ ଲଦାଖକୁ ଅଲଗା ଦେଶ ବୋଲି ଦର୍ଶାଇଥିଲା। ଜଣେ ୟୁଜର ଏ…
ମୁମ୍ବାଇ: ମୁମ୍ବାଇ ସମେତ ସମଗ୍ର ମହାରାଷ୍ଟ୍ରକୁ ମହାମାରୀର ତୃତୀୟ ଲହର ଆଶଙ୍କା ମଧ୍ୟରେ ବିଏମ୍ସି ପକ୍ଷରୁ ଆସିଛି ଚମକାଇ ଦେବା ଭଳି ଖବର। ବିଏମ୍ସି ପକ୍ଷରୁ କରାଯାଇଥିବା ସେରୋ ସର୍ଭେର ରିପୋର୍ଟ କହୁଛି ମୁମ୍ବାଇରେ ୫୧ ପ୍ରତିଶତ ପିଲାଙ୍କ ଶରୀରରେ ଆଣ୍ଟିବଡ଼ି…
ଭୁବନେଶ୍ୱର: ଆଜିଠାରୁ ଭୁବନେଶ୍ୱରରେ ସ୍ପୁଟନିକ୍ ଭି ଟିକା ପ୍ରଦାନ କରାଯିବ। ଭୁବନେଶ୍ୱର କେୟାର ହସ୍ପିଟାଲ ପକ୍ଷରୁ ପ୍ରଥମେ ସ୍ପୁଟିନିକ ଭି ଟିକା ଅଣାଯାଇଛି। ଡକ୍ଟର ରେଡି ଲ୍ୟାବ୍ର କର୍ମଚାରୀମାନଙ୍କୁ ପ୍ରଥମେ ଏହା ଦିଆଯିବ। ପ୍ରଥମ ଦିନରେ ୧୮ ବର୍ଷରୁ ଅଧିକଙ୍କୁ ୨୦ଟି…
ଭୁବନେଶ୍ୱର: ମେ ୫ରୁ ୧୯ ପ୍ରଥମ ପର୍ଯ୍ୟାୟ, ମେ ୧୯ରୁ ଜୁନ୍ ୧ ଦ୍ୱିତୀୟ ପର୍ଯ୍ୟାୟ, ୧ରୁ ଜୁନ୍ ୧୭ ଯାଏଁ ତୃତୀୟ ପର୍ଯ୍ୟାୟ ଲକଡାଉନ୍ ଜୁନ୍ ୧୭ରୁ ଜୁଲାଇ ୧ ସକାଳ ପର୍ଯ୍ୟନ୍ତ ଆଂଶିକ ଲକଡାଉନ୍। ତେବେ ୧ ପରେ…
କେନ୍ଦ୍ରାପଡା: ସୁପ୍ରିମକୋର୍ଟରେ ପହଞ୍ଚିଲା କେନ୍ଦ୍ରାପଡ଼ା ବଳଦେବଜୀଉ ରଥଯାତ୍ରା ପ୍ରସଙ୍ଗ। ବଳଦେବଜୀଉଙ୍କ ରଥଯାତ୍ରା ଆୟୋଜନ ପାଇଁ ଅନୁମତି ଦେବାକୁ ଅନୁରୋଧ କରି ସର୍ବୋଚ୍ଚ କୋର୍ଟରେ ଦାଏର ହୋଇଛି ସ୍ପେଶାଲ୍ ଲିଭ୍ ପିଟିସନ୍। ରଥଯାତ୍ରା ସମ୍ପର୍କରେ ଓଡ଼ିଶା ହାଇକୋର୍ଟ ଦେଇଥିବା ରାୟକୁ ଚ୍ୟାଲେଞ୍ଜ କରି…
ଢେଙ୍କାନାଳ: କ୍ରେଡିଟ୍ କାର୍ଡ ଜାଲ କରି ଲକ୍ଷାଧିକ ଟଙ୍କା ଲୁଟୁଥିଲେ ବ୍ୟାଙ୍କ କର୍ମଚାରୀ। ଢେଙ୍କାନାଳ ଏଚଡିଏଫସି ବ୍ୟାଙ୍କ ଶାଖାର ଆସିଷ୍ଟାଣ୍ଟ ମ୍ୟାନେଜରଙ୍କ ବିରୋଧରେ ଆସିଛି ଏଭଳି ସାଂଘାତିକ ଅଭିଯୋଗ। ବ୍ୟାଙ୍କରେ ଥିବା ଅନେକ ଖାତାଧାରୀଙ୍କ ନାଁରେ କ୍ରେଡିଟ୍ କାର୍ଡ ପ୍ରସ୍ତୁତ କରି…
ଫୁଲବାଣୀ: ଶ୍ରମିକଙ୍କୁ ନେଇ କେରଳ ଯାଉଥିବା ବସ୍ କର୍ମଚାରୀଙ୍କୁ ସରପଞ୍ଚଙ୍କ ମାଡ଼ ଅଭିଯୋଗ। କନ୍ଧମାଳ କ.ନୂଆଗାଁ ବ୍ଲକ ଚାଞ୍ଚେଡ଼ି ପଞ୍ଚାୟତରେ ଘଟିଛି ଏହି ଘଟଣା। ସରପଞ୍ଚ ରାଜକିଶୋର ପ୍ରଧାନ ବସ୍ କର୍ମଚାରୀଙ୍କୁ ମା଼ଡ଼ ମାରିଥିବା ଅଭିଯୋଗ ହୋଇଛି। ଏ ନେଇ ଏକ…
ଭୁବନେଶ୍ୱର: ପୁଣି ନିଜ ଝିଅକୁ ପ୍ରତିନିଧି ଭାବେ ନିଯୁକ୍ତି ଦେଲେ ସ୍ୱାସ୍ଥ୍ୟମନ୍ତ୍ରୀ ନବକିଶୋର ଦାସ। ନୂଆ ନିଯୁକ୍ତି ପରେ ନବଙ୍କ ଝିଅ ଦୀପାଳି ଦାସ ଏବେ ଜିଲ୍ଲାର ବିଭିନ୍ନ ସମୀକ୍ଷା ବୈଠକରେ ମନ୍ତ୍ରୀଙ୍କ ପ୍ରତିନିଧି ଭାବେ ଯୋଗ ଦେଉଛନ୍ତି। ଗତ ୨୫…
ଭୁବନେଶ୍ୱର: ବରିଷ୍ଠ ସାମ୍ବାଦିକ ଜୀମୂତ ମଙ୍ଗରାଜ ଆଉ ନାହାଁନ୍ତି। ସଡ଼କ ଦୁର୍ଘଟଣାରେ ଆଜି ତାଙ୍କର ପରଲୋକ ହୋଇଯାଇଛି। ଭୁବନେଶ୍ୱର ଉପକଣ୍ଠ ଯାଆଁଳା ଛକ ନିକଟରେ ଦୁର୍ଘଟଣାରେ ତାଙ୍କର ବିୟୋଗ ଘଟିଛି। ସେ ଏକ ସ୍କୁଟର୍ରେ ଯାଉଥିବାବେଳେ ଦୁର୍ଘଟଣା ହୋଇଥିଲା। ସଂଧ୍ୟା ପ୍ରାୟ…