• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

ଢେଙ୍କାନାଳସ୍ଥିତ IIMCରୁ ସାମ୍ବାଦିକତା ପଢ଼ିବା ପରେ ଓଡ଼ିଆ ଗଣମାଧ୍ୟମରେ ବୃତ୍ତିଗତ ଜୀବନ ...more

ଢେଙ୍କାନାଳସ୍ଥିତ IIMCରୁ ସାମ୍ବାଦିକତା ପଢ଼ିବା ପରେ ଓଡ଼ିଆ ଗଣମାଧ୍ୟମରେ ବୃତ୍ତିଗତ ଜୀବନ ଆରମ୍ଭ କରନ୍ତି। ଏହାପରେ କିଛି ଅଗ୍ରଣୀ ଖବରକାଗଜରେ କିଛିବର୍ଷ କାମ କରି ଏବେ ଓଟିଭିର ଡିଜିଟାଲ ବିଭାଗରେ କପିଏଡିଟର ଭାବେ କାର୍ଯ୍ୟରତ। ରିପୋର୍ଟିଂ ସହିତ ଜାତୀୟ, ଅନ୍ତର୍ଜାତୀୟ, କ୍ରୀଡ଼ା ଓ ରାଜନୀତି ଖବର ପରିବେଷଣରେ ବିଶେଷ ଋଚି। ଏଥିସହିତ ସାମୟିକ ଭାବେ ଖବରକାଗଜରେ ସ୍ତମ୍ଭ ଲେଖା ଜାରି ରହିଛି।

less

Posts by

arnab-goswami
ଅର୍ଣ୍ଣବଙ୍କ ଜାମିନ ଆବେଦନ ନାମଞ୍ଜୁର କଲେ ବମ୍ବେ ହାଇକୋର୍ଟ

ମୁମ୍ବାଇ: ବମ୍ବେ ହାଇକୋର୍ଟ ରିପବ୍ଲିକ୍ ଟିଭିର ମୁଖ୍ୟ ସମ୍ପାଦକ ଅର୍ଣ୍ଣବ ଗୋସ୍ୱାମୀଙ୍କୁ ମଧ୍ୟବର୍ତ୍ତୀକାଳୀନ ଜାମିନ ପ୍ରଦାନ କରିବାକୁ ମନା କରିଦେଇଛନ୍ତି ଜଷ୍ଟିସ୍ ଏସ୍ ସିନ୍ଦେ ଏବଂ ଏମ୍.ଏସ୍ କର୍ଣ୍ଣିକଙ୍କୁ ନେଇ ଗଠିତ ବେଞ୍ଚ ଆଜି ଏହି ଶୁଣାଣି କରିଥିଲେ। ଅର୍ଣ୍ଣବଙ୍କ ପକ୍ଷରୁ ଆଡଭୋକେଟ ହରିଶ ସାଲଭେ ଏବଂ ଅବଦ...

virat
ଭାରତୀୟ ଟେଷ୍ଟ ଦଳରେ ସାମିଲ ହେଲେ ରୋହିତ୍, ଫେରିଆସିବେ ବିରାଟ !

ଅଷ୍ଟ୍ରେଲିଆ ଗସ୍ତ ପାଇଁ ଭାରତୀୟ ଟେଷ୍ଟ ଦଳରେ ସାମିଲ ହୋଇଛନ୍ତି ରୋହିତ୍ ଶର୍ମା। ଆହତ କାରଣରୁ ରୋହିତଙ୍କୁ ପୂର୍ବରୁ ଭାରତୀୟ ଦଳରେ ସାମିଲ କରାଯାଇ ନ ଥିଲା। ତେବେ ତାଙ୍କ ଫିଟନେଶ ସ୍ଥିତିର ଅନୁଧ୍ୟାନ କଲା ପରେ ସିଲେକ୍ସନ୍ କମିଟି ରୋହିତଙ୍କୁ କେବଳ ଟେଷ୍ଟ ଦଳରେ ସାମିଲ କରାଯାଇଛି।...

unt
୧୦ ଦିନ ହେଲା ଆମେ ଗୃହବନ୍ଦୀ: ଜଗୀଙ୍କ ବାପା

ଭୁବନେଶ୍ୱର: ଖୋର୍ଦ୍ଧା ସାରୁଅ ଜମି ମାମଲାରେ ପୋଲିସର ମାତ୍ରାଧିକ ଆକ୍ରୋଶକୁ ନେଇ ଗୃହ ମନ୍ତ୍ରୀ ଅମିତ ଶାହାଙ୍କ ହସ୍ତକ୍ଷେପ ଲୋଡ଼ିଛନ୍ତି ଓଟିଭି ଏମ୍‌ଡି ଜଗୀ ମଙ୍ଗତ ପଣ୍ଡାଙ୍କ ବାପା ରଣଧୀର ସିଂହ। ୧୦ ଦିନ ହେଲା ଗୃହବନ୍ଦୀ ଅବସ୍ଥାରେ ରହିଥିବା କହିଛନ୍ତି। ପିଲାଛୁଆ, କର୍ମଚାରୀମାନେ ସମସ୍ତେ ଏଠାରେ ବନ୍ଦୀ...

anirudha
ସାରୁଅ ସାଇଟ୍ ଇନ୍‌ଚାର୍ଜ ଅନିରୁଦ୍ଧ ପଣ୍ଡାଙ୍କୁ ମିଳିଲା ଜାମିନ

ଖୋର୍ଦ୍ଧା: ସାରୁଅ ଜମି ମାମଲାରେ ମାତ୍ରାଧିକ ଆକ୍ରୋଶ ରଖି ପୋଲିସ ଦ୍ୱାରା ଗିରଫ ହୋଇଥିବା ସାଇଟ୍ ଇନ୍‌ଚାର୍ଜ ଅନିରୁଦ୍ଧ ପଣ୍ଡାଙ୍କୁ ମିଳିଲା ଜାମିନ। ଖୋର୍ଦ୍ଧା ADJ-2 କୋର୍ଟ ତାଙ୍କୁ ଜାମିନ ପ୍ରଦାନ କରିଛନ୍ତି। ଗତକାଲି ରାତି ଅଧିଆ ପୋଲିସ ଖୋର୍ଦ୍ଧା ସାରୁଅ ସ୍ଥିତ ଓଟିଭି ଷ୍ଟୁଡିଓ କ୍ୟାମ୍ପସରେ ପଶି...

online
ନବମ ଓ ଦଶମ ଶ୍ରେଣୀ ଛାତ୍ରଛାତ୍ରୀଙ୍କୁ ମିଳିବ ଅନଲାଇନ୍ ଶିକ୍ଷା

ଭୁବନେଶ୍ୱର: ଏଣିକି ଅଧିକ ବ୍ୟବସ୍ଥିତ ଢଙ୍ଗରେ ନବମ ଓ ଦଶମ ଶ୍ରେଣୀ ଛାତ୍ରଛାତ୍ରୀଙ୍କୁ ମିଳିବ ଅନଲାଇନ୍ ଶିକ୍ଷା। ରାଜ୍ୟରେ ଆଦର୍ଶ ଓ ଉତ୍କର୍ଷ ସ୍କୁଲରେ ଅନଲାଇନ ଶିକ୍ଷା ପାଇଁ ଟିସିଏସ୍ ସହ ଚୁକ୍ତି କରିଛନ୍ତି ରାଜ୍ୟ ସରକାର। ଏନେଇ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ଏବଂ TCS ମଧ୍ୟରେ...

iic
ପୂର୍ବତନ ମହିଳା ଆଇଆଇସିଙ୍କୁ ୨ ବର୍ଷ ଥାନା ମନା

କେନ୍ଦୁଝର: ପାଟଣା ଥାନା ପୂର୍ବତନ ଆଇଆଇସିଙ୍କୁ ୨ ବର୍ଷ ଥାନା ପୋଷ୍ଟିଂ ମନା। କେନ୍ଦୁଝର ଜିଲ୍ଲା ପାଟଣା ଥାନା ପୂର୍ବତନ IIC ସଂଧ୍ୟାରାଣୀ ଜେନା। ଥାନାରେ ନିଯୁକ୍ତି ନେଇ ରାଜ୍ୟ ମାନବାଧିକାର କମିଶନ ଅଙ୍କୁଶ ଲଗାଇଛନ୍ତି। ଥାନା ଭିତରେ ଜଣେ ଯୁବକଙ୍କୁ ମାଡ଼ ମାରିବା ଘଟଣାକୁ ନେଇ ସଂଧ୍ୟାରାଣୀଙ୍କୁ...

pinda-dan
ବିନ୍ଦୁସାଗରରେ ଏ ବର୍ଷ ପିଣ୍ଡଦାନ ବ୍ୟାନ୍

ଭୁବନେଶ୍ୱର: ବିନ୍ଦୁସାଗରରେ ଏ ବର୍ଷ ପିଣ୍ଡଦାନ ବ୍ୟାନ୍। ଲିଙ୍ଗରାଜ ମନ୍ଦିର ସିଂହଦ୍ୱାର ଓ ବିନ୍ଦୁସାଗରରେ ପୟାଶ୍ରାଦ୍ଧ, ପିଣ୍ଡଦାନ ବ୍ୟାନ୍ କଲା BMC।  ଲୋକ ଗହଳିକୁ ଦୃଷ୍ଟିରେ ରଖି BMC କଟକଣା ଲଗାଇଛି। ପ୍ରକାଶଥାଉକି କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ଭୁବନେଶ୍ୱରରେ ବିବାହ ଆୟୋଜନ ଉପରେ କଟକଣା ଲଗାଯାଇଛି। ବିବାହ...

Minor-raped 1
ଶିଶୁକନ୍ୟାକୁ ଦୁଷ୍କର୍ମ ପରେ ହତ୍ୟା !

ଢେଙ୍କାନାଳ: ଢେଙ୍କାନାଳ ଜିଲ୍ଲାରେ ଲଜ୍ଜା। ୪ ବର୍ଷର ଶିଶୁକନ୍ୟାକୁ ଦୁଷ୍କର୍ମ ପରେ ହତ୍ୟା ଅଭିଯୋଗ। ଏଭଳି ଲୋମଟାଙ୍କୁରା ଘଟଣା ଘଟିଛି ଢେଙ୍କାନାଳ ଜିଲ୍ଲା କଙ୍କଡ଼ାହାଡ଼ ଥାନା ଅଞ୍ଚଳରେ। କେହି ଦୁର୍ବୃତ୍ତ ଜଣେ ୪ ବର୍ଷର ଝିଅକୁ ଦୁଷ୍କର୍ମ ପରେ ନିର୍ମମ ଭାବରେ ହତ୍ୟା କରି ଫୋପାଡ଼ି ଦେଇଥିବା ଅଭିଯୋଗ...

pradeeep-maharthy
ପ୍ରଦୀପ ମହାରଥୀଙ୍କ ପରିବାର ପାଇବେ ବିଜେଡି ଟିକେଟ୍ !

ପୁରୀ: ବାଲେଶ୍ୱର ଓ ତିର୍ତ୍ତୋଲ ସରିଲା, ଆଗକୁ ପିପିଲି ଟେଷ୍ଟ। ତାରିଖ ଘୋଷଣା ହେଇନି, କିନ୍ତୁ ଉପନିର୍ବାଚନ ପାଇଁ ତେଜିଲାଣି ରାଜନୈତିକ ଗତିବିଧି। ମହାରଥୀଙ୍କ ଗଡ଼ରେ କେଉଁ ଦଳରୁ କିଏ ହେବେ ଯୋଦ୍ଧା ? ନେତାଙ୍କ କହିବାକଥା, ପିପିଲି ରାଜନୀତିର ମହାରଥୀ ଦିବଙ୍ଗତ ପ୍ରଦୀପ ମହାରଥୀଙ୍କ ପରିବାର ହିଁ...

vejal
ଭେଜାଲ ସାମଗ୍ରୀର ପେଣ୍ଠସ୍ଥଳୀ ପାଲଟିଛି କି କଟକ ?

କଟକ:  ଭେଜାଲ ସାମଗ୍ରୀର ପେଣ୍ଠସ୍ଥଳୀ ପାଲଟିଛି କି କଟକ ? ରାଜ୍ୟର ପ୍ରମୁଖ ବ୍ୟାବସାୟିକ ସ୍ଥଳରେ ବଢୁଛି କି ଅପମିଶ୍ରଣ କାରବାର? ଦୁଇ ଦିନ ଧରି କଟକ ମାଲଗୋଦାମ ଅଞ୍ଚଳରୁ ବିପୁଳ ପରିମାଣର ନକଲି ହଳଦୀ ଗୁଣ୍ଡ ଓ ଲଙ୍କା ଗୁଣ୍ଡ ଜବତ ହେବା ପରେ ଏ ନେଇ...

baijant
ବୈଜୟନ୍ତଙ୍କୁ ଦିଲ୍ଲୀ, ଆସାମର ପ୍ରଭାରୀ ଦାୟିତ୍ୱ

ଭୁବନେଶ୍ୱର: ବିଜେପି ପକ୍ଷରୁ ବିଭିନ୍ନ ରାଜ୍ୟ ପାଇଁ ପ୍ରଭାରୀ ଓ ସହପ୍ରଭାରୀ ନିଯୁକ୍ତ କରାଯାଇଛି। ୩୬ଟି ସାଂଗଠନିକ ପ୍ରଦେଶ ପାଇଁ ବିଜେପି ପକ୍ଷରୁ ପ୍ରଭାରୀ ନିଯୁକ୍ତ କରାଯାଇଛି। ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବୈଜୟନ୍ତ ପଣ୍ଡାଙ୍କୁ ଦିଲ୍ଲୀ ଓ ଆସାମର ପ୍ରଭାରୀ ଦାୟିତ୍ୱ ମିଳିଛି। ରାଷ୍ଟ୍ରୀୟ ମୁଖପାତ୍ର ସମ୍ବିତ ପାତ୍ରଙ୍କୁ ମଣିପୁର...

nakali
ପୁଣି ଏକ ନକଲି ମସଲା କାରଖାନା ଠାବ

କଟକ: ପୁଣି ଏକ ନକଲି ମସଲା କାରଖାନା ଠାବ। କଟକ ଜଗତପୁର ଶିଳ୍ପାଞ୍ଚଳରେ ହଳଦୀ ଓ ଲଙ୍କା ଅପମିଶ୍ରଣକାରୀ କାରଖାନା ଠାବ ହୋଇଛି। ୫୦ କ୍ୱିଣ୍ଟାଲରୁ ଅଧିକ ଅପମିଶ୍ରିତ ହଳଦୀ ଓ ଲଙ୍କା ଗୁଣ୍ଡ ଜବତ ହୋଇଛି। ନାମୀଦାମୀ କଂପାନୀ ଷ୍ଟିକର ସହ ବିପୁଳ କଞ୍ଚାମାଲ୍ ଓ ମେସିନ୍...

pension
ପେନସନ୍‌ଭୋଗୀଙ୍କୁ ଯିବାକୁ ପଡ଼ିବନି ଟ୍ରେଜେରି !

ଭୁବନେଶ୍ୱର: କରୋନା ମହାମାରୀ ସମୟରେ ପେନସନ୍ ତଥା ପରିବାର ପେନସନଭୋଗୀମାନଙ୍କୁ ହାତ ପାହାନ୍ତରେ ସେବା ଯୋଗାଇବା ପାଇଁ ରାଜ୍ୟସରକାରଙ୍କ ଅର୍ଥବିଭାଗ ତରଫରୁ ସୁବିଧା କରାଯାଇଛି। ଟ୍ରେଜେରିକୁ ନଯାଇ ପେନସନ୍ ତଥା ପରିବାର ପେନସନଭୋଗୀମାନେ IFMS ପୋର୍ଟାଲରୁ ଫର୍ମ ୧୬( ଆୟକର ଟିକସ) ଅନଲାଇନରେ ଡାଉନଲୋଡ କରିପାରିବେ। ପେନସନଭୋଗୀମାନେ ବରିଷ୍ଠ...

naveen
ଶିଶୁ ଦିବସ ଓ ଦୀପାବଳିର ଶୁଭେଚ୍ଛା ଜଣାଇଲେ ନବୀନ

ଭୁବନେଶ୍ୱର: ଶିଶୁ ଦିବସ ଓ ଦୀପାବଳି ଅବସରରେ ପିଲାମାନଙ୍କୁ ମୁଖ୍ୟମନ୍ତ୍ରୀ ଶୁଭେଚ୍ଛା ଜଣାଇଛନ୍ତି। ସେ କହିଛନ୍ତି, ”କରୋନା ପାଇଁ ପିଲାମାନେ ତୁମେ ନାଚ, ଗୀତ, ଖେଳକୁଦ କରିପାରିଲ ନାହିଁ। ପିଲାମାନେ ମନ ଊଣା କର ନାହିଁ, ଟିକା ଆସିଲେ ଆର ବର୍ଷ ମଜାରେ ପାଳିବ।” ସେ ଆହୁରି କହିଛନ୍ତି...

delivery
ରାସ୍ତା ଉପରେ ପ୍ରସବ କଲେ ମହିଳା

ପାରଳାଖେମୁଣ୍ଡି: ରାସ୍ତା ଉପରେ ପ୍ରସବ କଲେ ମହିଳା। ଏଭଳି ଅଭାନୀୟ ଘଟଣା ଦେଖିବାକୁ ମିଳିଛି ପାରଳାଖେମୁଣ୍ଡି ରାଜନହର ସାମନା ମୁଖ୍ୟ ରାସ୍ତାରେ ମହିଳା ଜଣକ ଭିକ୍ଷାବୃତ୍ତି କରୁଥିବା ସୂଚନା ମିଳିଛି। ପ୍ରସବ ବେଦନା ଆରମ୍ଭ ହେବାରୁ ମେଡିକାଲ ଅଭିମୁଖେ ବାହାରିଥିବା ବେଳେ ସେ ରାସ୍ତାରେ ଶିଶୁକୁ ଜନ୍ମ ଦେଇଛନ୍ତି।...

database
କିଭଳି ଓ କେଉଁ ତଥ୍ୟକୁ ନେଇ ପ୍ରସ୍ତୁତ ହେବ ଚାଷୀଙ୍କ ଡାଟାବେସ୍?

ଭୁବନେଶ୍ୱର: ପ୍ରସ୍ତୁତ ହେବ ଚାଷୀଙ୍କ ଡାଟାବେସ୍। ମିଳିବ ପରିଚୟ ପତ୍ର। ରାଜ୍ୟ ସରକାରଙ୍କ ଏହି ନିଷ୍ପତ୍ତି ପରେ ପ୍ରଶ୍ନ, କିଭଳି ଓ କେଉଁ ତଥ୍ୟକୁ ନେଇ ପ୍ରସ୍ତୁତ ହେବ ଡାଟାବେସ୍? ଏବେ ପ୍ରଚଳିତ କାଳିଆ ଓ ବଳରାମ ଯୋଜନା ଲାଗି ସରକାରଙ୍କ ପାଖରେ ତାଲିକା ରହିଛି। ତାଛଡ଼ା ଧାନ...

amlan
ମହାନଦୀକୁ ଖସିପଡ଼ିଲେ ଅଭିନେତା ଅମ୍ଲାନଙ୍କ ପତ୍ନୀ

କଟକ:  ମହାନଦୀରୁ ଓଲିଉଡ ଅଭିନେତା ଅମ୍ଳାନଙ୍କ ପତ୍ନୀ ଉଦ୍ଧାର। କଟକ ମଧୁସୂଦନ ସେତୁ ନିକଟରୁ ସ୍ଥାନୀୟ ଲୋକ ଓ ପୋଲିସ୍ ତାଙ୍କୁ ପାଣିରୁ ଉଦ୍ଧାର କରିଛନ୍ତି।  ନଦୀରେ ପୂଜା ସାମଗ୍ରୀ ବିସର୍ଜନ କରୁଥିବା ବେଳେ ସେ ଖସିପଡ଼ିଥିବା ପୋଲିସ୍ ପକ୍ଷରୁ ସୂଚନା ମିଳିଛି। ଉଦ୍ଧାର କରାଯିବା ପରେ ସିଡିଏ...

ଢେଙ୍କାନାଳସ୍ଥିତ IIMCରୁ ସାମ୍ବାଦିକତା ପଢ଼ିବା ପରେ ଓଡ଼ିଆ ଗଣମାଧ୍ୟମରେ ବୃତ୍ତିଗତ ଜୀବନ ଆରମ୍ଭ କରନ୍ତି। ଏହାପରେ କିଛି ଅଗ୍ରଣୀ ଖବରକାଗଜରେ କିଛିବର୍ଷ କାମ କରି ଏବେ ଓଟିଭିର ଡିଜିଟାଲ ବିଭାଗରେ କପିଏଡିଟର ଭାବେ କାର୍ଯ୍ୟରତ। ରିପୋର୍ଟିଂ ସହିତ ଜାତୀୟ, ଅନ୍ତର୍ଜାତୀୟ, କ୍ରୀଡ଼ା ଓ ରାଜନୀତି ଖବର ପରିବେଷଣରେ ବିଶେଷ ଋଚି। ଏଥିସହିତ ସାମୟିକ ଭାବେ ଖବରକାଗଜରେ ସ୍ତମ୍ଭ ଲେଖା ଜାରି ରହିଛି।