• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

ଢେଙ୍କାନାଳସ୍ଥିତ IIMCରୁ ସାମ୍ବାଦିକତା ପଢ଼ିବା ପରେ ଓଡ଼ିଆ ଗଣମାଧ୍ୟମରେ ବୃତ୍ତିଗତ ଜୀବନ ...more

ଢେଙ୍କାନାଳସ୍ଥିତ IIMCରୁ ସାମ୍ବାଦିକତା ପଢ଼ିବା ପରେ ଓଡ଼ିଆ ଗଣମାଧ୍ୟମରେ ବୃତ୍ତିଗତ ଜୀବନ ଆରମ୍ଭ କରନ୍ତି। ଏହାପରେ କିଛି ଅଗ୍ରଣୀ ଖବରକାଗଜରେ କିଛିବର୍ଷ କାମ କରି ଏବେ ଓଟିଭିର ଡିଜିଟାଲ ବିଭାଗରେ କପିଏଡିଟର ଭାବେ କାର୍ଯ୍ୟରତ। ରିପୋର୍ଟିଂ ସହିତ ଜାତୀୟ, ଅନ୍ତର୍ଜାତୀୟ, କ୍ରୀଡ଼ା ଓ ରାଜନୀତି ଖବର ପରିବେଷଣରେ ବିଶେଷ ଋଚି। ଏଥିସହିତ ସାମୟିକ ଭାବେ ଖବରକାଗଜରେ ସ୍ତମ୍ଭ ଲେଖା ଜାରି ରହିଛି।

less

Posts by

Young girl sells vegetable to support family in Mohana
ଅଞ୍ଜନା ଦୋରାଙ୍କୁ ଶହେ ସଲାମ, ପରିବା ବିକ୍ରି କରି ଅନ୍ୟକୁ ପଢାଉଛନ୍ତି ପାଠ

ନାରୀ ସମାଜରେ କେବେ ଦୁର୍ବଳ ନୁହନ୍ତି। ଯାହାକୁ ପ୍ରମାଣିତ କରି ଦେଖାଇବା ସହ ଅନ୍ୟମାନଙ୍କ ପାଇଁ ଏବେ ଉଦାହରଣ ସାଜିଛନ୍ତି ଦୁର୍ଗମ ଅଞ୍ଚଳର ଜଣେ ଝିଅ । ନିଜର ଦୃଢ଼ ଇଚ୍ଛା ଶକ୍ତି ସାମ୍ନାରେ ପତିରିସ୍ଥି ବି ହାର ମାନିଛି । ବାଇକରେ ଗାଁ ଗାଁ ବୁଲି ପରିବା...

Jharsuguda gears up for by-elections
ଝାରସୁଗୁଡ଼ା ଯୁଦ୍ଧ ମଇଦାନରେ ଲଢ଼େଇ ହେବ; ଘୁଞ୍ଚିଯା ଘୁଞ୍ଚିଯା ଖଣ୍ଡା ବୁଲିଲା

ଝାରସୁଗୁଡ଼ା ଉପନିର୍ବାଚନ ପାଇଁ ଏବେଠୁ ଚଳଞ୍ଚଳ ହେଲାଣି ମଇଦାନ । ଆଉ ମଇଦାନରେ ଶକ୍ତି ପ୍ରଦର୍ଶନ ପୂର୍ବରୁ ବଳ ଦେଖାଇଲେଣି ବିଜେଡି ପ୍ରାର୍ଥୀ ଦୀପାଳି ଦାସ । ନାରଣ କହିଲାଣି, ଝାରସୁଗୁଡ଼ା ଯୁଦ୍ଧ ମଇଦାନରେ ଲଢ଼େଇ ହେବ; ଘୁଞ୍ଚିଯା ଘୁଞ୍ଚିଯା ଖଣ୍ଡା ବୁଲିଲା...

Divyang man Gadadhar Sahu wins bronze
ଦିବ୍ୟାଙ୍ଗ ହେଲେ ବି ସେ ସକ୍ଷମ

ଟ୍ରେନ୍ ନେଇଗଲା ଦୁଇ ଗୋଡ଼, ତଥାପି ହାରିଲେନି ଗଦାଧର। ଦିବ୍ୟାଙ୍ଗ ହେଲେ ବି ସେ ସକ୍ଷମ କେବଳ ସକ୍ଷମ ନୁହେଁ ସଫଳତା ତାଙ୍କୁ ଦେଇଛି ନୂଆ ପରିଚୟ। ନୂଆଦିଲ୍ଲୀରେ ଆୟୋଜିତ ୨୦ତମ ନ୍ୟାସନାଲ ପାୱାରଲିଫ୍ଟଙ୍ଗରେ ତୃତୀୟ ସ୍ଥାନ ସହ ପଦକ ହାସଲ କରିଛନ୍ତି ଶେରଗଡ଼ର ଗଦାଧର।

 Artemis II Moon Mission
ପ୍ରଥମ ମହିଳା ଭାବେ ଚନ୍ଦ୍ରକୁ ଯିବେ ଖ୍ରୀଷ୍ଟିନା କୋଚ୍ 

ଚନ୍ଦ୍ରର କକ୍ଷପଥରେ ଭ୍ରମଣ ପରେ ପୁଣି ଫେରିବେ ମହାକାଶଚାରୀ

Nayagarh Dibas
ଭୁବନେଶ୍ୱରରେ ନୟାଗଡ଼ ଦିବସ: ପଠାଣି ସାମନ୍ତଙ୍କ ଜନ୍ମପୀଠରେ ସ୍ମାରକୀ ନିର୍ମାଣ ପାଇଁ ଦାବି

ସାମନ୍ତଙ୍କ ମୃତ୍ୟୁର ୧୨୦ ବର୍ଷ ବିତି ଯାଇଥିବାବେଳେ ତାଙ୍କ ବାସସ୍ଥାନ ଅତ୍ୟନ୍ତ ଜରାଜୀର୍ଣ୍ଣ ଅବସ୍ଥାରେ ପଡ଼ିରହିଛି।

ପୋଲିସ କମିଶନରେଟ୍ କାର୍ଯ୍ୟାଳୟ
ଉତ୍କଳ ଦିବସରେ ଉତ୍ସବ ମୁଖର ଭୁବନେଶ୍ୱର, ଝଲସୁଛି ମନ୍ଦିରମାଳିନୀ ସହର

ସ୍ୱତନ୍ତ୍ର ଉତ୍କଳ ପ୍ରଦେଶ ଗଠନରେ ପ୍ରମୁଖ ଭୂମିକା ଗ୍ରହଣ କରିଥିବା ବରପୁତ୍ରମାନଙ୍କୁ ମନେ ପକାଉଛି ଭୁବନେଶ୍ୱର। ଯୁଆଡ଼େ ଦେଖ, ରଙ୍ଗୀନ ଆଲୁଅରେ ଝଲସୁଛି ମନ୍ଦିରମାଳିନୀ ସହର...

morning school starts from 11th april
ଆସନ୍ତା ଏପ୍ରିଲ ୧୧ରୁ ସକାଳୁଆ ସ୍କୁଲ

ସୂଚନା ଓ ଲୋକସମ୍ପର୍କ ବିଭାଗ ପକ୍ଷରୁ ଏନେଇ ବିଜ୍ଞପ୍ତି ପ୍ରକାଶ ପାଇଛି।

IPL ମହାସମର
ରଙ୍ଗାରଙ୍ଗ କାର୍ଯ୍ୟକ୍ରମ ସହ ଆରମ୍ଭ ହେଲା IPL ମହାସମର

ଉଦ୍‌ଘାଟନୀ ସମାରୋହରେ ଷ୍ଟେଜ୍‌ ଉପରେ ଧମାଲ ମଚାଇଲେ ଅଭିନେତ୍ରୀ ରଶ୍ମିକା ମନ୍ଦାନା ଓ ତମନ୍ନା ଭାଟିଆ... ଅରିଜିତ୍‌ଙ୍କ ଗୀତରେ ଝୁମିଲେ ଦର୍ଶକ

Alcohol to become costlier
ମହଙ୍ଗା ହେବ ବିଦେଶୀ ମଦ, ସି-ବିଚ୍‌ରେ ଖୋଲିବ ଲିକର ସପ୍

ରାଜ୍ୟ ସରକାରଙ୍କ ନୂଆ ଅବକାରୀ ନୀତିକୁ କଡ଼ା ସମାଲୋଚନା କରିଛନ୍ତି ନିଶା ନିବାରଣ କର୍ମୀ।

Will CM Naveen Patnaik’s Japan tour yield?
କେତେ ଫଳପ୍ରଦ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ବିଦେଶ ଗସ୍ତ ?

ପୋସ୍କୋ ଓଡ଼ିଶାରୁ ଫେରିଯିବା ଘଟଣା ବିଦେଶରେ ରାଜ୍ୟ ପାଇଁ ଦୁର୍ନାମ ଆଣିଛି କହିଲେ ଶିଳ୍ପସଂଘ ଓ ବିଶେଷଜ୍ଞ

Fake Post using otv logo
ପୁଣି ଓଟିଭି ଲୋଗୋକୁ ବ୍ୟବହାର କରି ମିଥ୍ୟା ଖବର ଭାଇରାଲ

ଏଭଳି ମିଥ୍ୟା ଖବର କରି ଭାଇରାଲ୍ କରିବା ଆଇନତଃ ଅପରାଧ।

ପବିତ୍ର ରାମ ନବମୀ
ପବିତ୍ର ରାମ ନବମୀରେ ସବୁଠି ଶ୍ରଦ୍ଧେୟ ଶ୍ରୀରାମଙ୍କ ସ୍ମରଣ

ଧର୍ମର ପ୍ରତୀକ.. ଏକତାର ଆଦର୍ଶ.. ମର୍ଯ୍ୟାଦା ପୁରୁଷୋତ୍ତମ.. ପ୍ରଭୁ ଶ୍ରୀରାମ। ପବିତ୍ର ରାମ ନବମୀରେ ରାମ ମୟ ଚତୁର୍ଦ୍ଦିଗ। ରାମ ନାମ ଧ୍ବନିରେ କମ୍ପୁଛି ମନ୍ଦିର।

Black day for Jharsuguda
କଳାଦିନ '୨୯' ତାରିଖ ! ନବ ଦାସ ଗୁଳିକାଣ୍ଡର ୨ ମାସ ପରେ ନାବାଳକକୁ ହତ୍ୟା

ମନ୍ତ୍ରୀ ନବଦାସ ଗୁଳିକାଣ୍ଡ ହେଉ କି ନାବାଳକ ସମର୍ଥ ଅଗ୍ରୱାଲକୁ ଅପହରଣ ପରେ ଜଘନ୍ୟ ହତ୍ୟା। ଝାରସୁଗୁଡ଼ା ଜିଲ୍ଲା ପାଇଁ ଏ ଦୁଇଟି ଯାକ କଳଙ୍କିତ ଘଟଣାର ତାରିଖ ସମାନ...

omfed Price Hike
ଏପ୍ରିଲ୍ ୧ରୁ ମହଙ୍ଗା ହେବ ଓମଫେଡ୍ କ୍ଷୀର, ବଢିବ ଚା’ ସାଙ୍ଗକୁ ଦୁଗ୍ଧଜାତ ଦ୍ରବ୍ୟର ଦାମ୍

ମହଙ୍ଗା ମାଡ଼ରେ ଆକ୍ତାମାକ୍ତା ଖାଉଟି ଉପରେ ଏବେ ପଡ଼ିବ କ୍ଷୀର ଦରବୃଦ୍ଧି ଚଡ଼କ। କାରଣ ପ୍ରତି ଘରେ ସକାଳୁ ନିଇତି ଖୋଜା ପଡ଼ୁଥିବା କ୍ଷୀର ଦାମ୍ ଲିଟର ପିଛା ୪ ଟଙ୍କା ବଢ଼ାଇବାକୁ ନିଷ୍ପତ୍ତି ନେଇଛି ଓମଫେଡ୍।

13 Dead after Indore Temple Floor Collapses
ରାମ ନବମୀରେ ବଡ଼ ଅଘଟଣ: ମନ୍ଦିର କୂଅ ଧସି ୧୩ ମୃତ

ଧାର୍ମିକ କାର୍ଯ୍ୟକ୍ରମ ବେଳେ ମନ୍ଦିରରେ ଥିବା ପୁରୁଣା କୂଅର ଛାତ ଉପରେ ଶ୍ରଦ୍ଧାଳୁମାନେ ଛିଡ଼ା ହୋଇଥିଲେ। ଏହି ସମୟରେ ଘଟିଲା ଅଘଟଣ।

ରାଜଧାନୀରେ କୁତ୍ରିମ ବନ୍ୟା !
ଅସରାଏ ବର୍ଷାରେ ବେହାଲ୍ ରାଜଧାନୀ ଭୁବନେଶ୍ୱର

ରାଜଧାନୀରେ କୁତ୍ରିମ ବନ୍ୟା ! ଟିକିଏ ବର୍ଷା ହେଉ ହେଉ ରାସ୍ତା ଉପରେ ଆଣ୍ଠୁଏ ପାଣି। ଯାତାୟତ ଠପ୍...

Aadhar-PAN
ପାନ୍- ଆଧାର ଲିଙ୍କ୍ ସମୟ ଆଉ ୩ ମାସ ବୃଦ୍ଧି

ପାନ୍- ଆଧାର ଲିଙ୍କ୍ ସମୟ ଆଉ ୩ ମାସ ବୃଦ୍ଧି। ମାର୍ଚ୍ଚ ୩୧ ଶେଷ ତାରିଖ ଥିବା ବେଳେ ଜୁନ୍ ୩୦କୁ ବୃଦ୍ଧି ହେଲା। ଧାର୍ଯ୍ୟ ଫାଇନ୍ ଦେଇ ଲିଙ୍କ୍‌ କରାଇ ପାରିବେ କାର୍ଡଧାରୀ।

youth collects coin last 20 years
୨୦ ବର୍ଷ ହେଲା ସଂଗ୍ରହ କରୁଛନ୍ତି କଏନ୍

ସେ ଜଣେ ଜୁଡିସିଆଲ୍ ସିନିୟର କ୍ଲର୍କ.. କିନ୍ତୁ ତାଙ୍କୁ ପିଲାଟି ଦିନରୁ କଏନ ସଂଗ୍ରହ କରିବା ନିଶା ରହିଛି.. ୩୧୦ରୁ ଉର୍ଦ୍ଧ୍ୱ ପ୍ରକାର କଏନ୍‌ ସଂଗ୍ରହ କରି ସେ ଓଏମ୍‌ଜି ବୁକ୍‌ ଅଫ୍‌ ରେକର୍ଡସ୍‌ରେ ସ୍ଥାନ ପାଇଛନ୍ତି।

Female cheetah from Namibia dies
ନାମିବ୍ୟାରୁ ଆସିଥିବା ଚିତା ବାଘ 'ଶାଶା'ର ମୃତ୍ୟୁ

ଚିତା ବାଘଙ୍କୁ ପ୍ରଧାନମନ୍ତ୍ରୀ ମୋଦି କୁନୋ ଜାତୀୟ ଉଦ୍ୟାନକୁ ଛାଡିଥିଲେ।

ବିଜେପିର ନୂଆ ରାଜ୍ୟ ସଭାପତି ମନମୋହନ ସାମଲ
ବିଜେପିର ନୂଆ ରାଜ୍ୟ ସଭାପତି ମନମୋହନ ସାମଲଙ୍କୁ ବିପୁଳ ସ୍ୱାଗତ

୨ ହଜାର ମସିହାରେ କଂଗ୍ରେସକୁ କ୍ଷମତାରୁ ହଟାଇଥିଲୁ, ଏବେ ବିଜେଡିକୁ ହଟାଇବାକୁ ଶପଥ ନେଇଛୁ। ବିଜେପି ରାଜ୍ୟ ମୁଖ୍ୟାଳୟରେ ଆଜି ସମ୍ବର୍ଦ୍ଧନା ଅବସରରେ ଏଭଳି ରଣହୁଙ୍କାର ଦେଇଛନ୍ତି ନୂଆ ସଭାପତି ମନମୋହନ ସାମଲ।

ଢେଙ୍କାନାଳସ୍ଥିତ IIMCରୁ ସାମ୍ବାଦିକତା ପଢ଼ିବା ପରେ ଓଡ଼ିଆ ଗଣମାଧ୍ୟମରେ ବୃତ୍ତିଗତ ଜୀବନ ଆରମ୍ଭ କରନ୍ତି। ଏହାପରେ କିଛି ଅଗ୍ରଣୀ ଖବରକାଗଜରେ କିଛିବର୍ଷ କାମ କରି ଏବେ ଓଟିଭିର ଡିଜିଟାଲ ବିଭାଗରେ କପିଏଡିଟର ଭାବେ କାର୍ଯ୍ୟରତ। ରିପୋର୍ଟିଂ ସହିତ ଜାତୀୟ, ଅନ୍ତର୍ଜାତୀୟ, କ୍ରୀଡ଼ା ଓ ରାଜନୀତି ଖବର ପରିବେଷଣରେ ବିଶେଷ ଋଚି। ଏଥିସହିତ ସାମୟିକ ଭାବେ ଖବରକାଗଜରେ ସ୍ତମ୍ଭ ଲେଖା ଜାରି ରହିଛି।