• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

ଢେଙ୍କାନାଳସ୍ଥିତ IIMCରୁ ସାମ୍ବାଦିକତା ପଢ଼ିବା ପରେ ଓଡ଼ିଆ ଗଣମାଧ୍ୟମରେ ବୃତ୍ତିଗତ ଜୀବନ ...more

ଢେଙ୍କାନାଳସ୍ଥିତ IIMCରୁ ସାମ୍ବାଦିକତା ପଢ଼ିବା ପରେ ଓଡ଼ିଆ ଗଣମାଧ୍ୟମରେ ବୃତ୍ତିଗତ ଜୀବନ ଆରମ୍ଭ କରନ୍ତି। ଏହାପରେ କିଛି ଅଗ୍ରଣୀ ଖବରକାଗଜରେ କିଛିବର୍ଷ କାମ କରି ଏବେ ଓଟିଭିର ଡିଜିଟାଲ ବିଭାଗରେ କପିଏଡିଟର ଭାବେ କାର୍ଯ୍ୟରତ। ରିପୋର୍ଟିଂ ସହିତ ଜାତୀୟ, ଅନ୍ତର୍ଜାତୀୟ, କ୍ରୀଡ଼ା ଓ ରାଜନୀତି ଖବର ପରିବେଷଣରେ ବିଶେଷ ଋଚି। ଏଥିସହିତ ସାମୟିକ ଭାବେ ଖବରକାଗଜରେ ସ୍ତମ୍ଭ ଲେଖା ଜାରି ରହିଛି।

less

Posts by

Explosive comment by Actress Varsha Priyadarshini
ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀଙ୍କ ବିସ୍ଫୋରକ ବୟାନ: ମୋ ଜୀବନରେ ଝଡ଼ ଆସିଛି, ମୁଁ ପୀଡ଼ିତା

ମୋ ନାଁରେ ବହୁତ ମିଥ୍ୟା ଅପପ୍ରଚାର କରାଯାଇଥିଲା, ସେସବୁ ଭିତ୍ତିହୀନ ହୋଇଥିବାରୁ ମୁଁ ପ୍ରତିକ୍ରିୟା ରଖିନି ।

ଚର୍ଚ୍ଚରେ ପ୍ରଧାନମନ୍ତ୍ରୀ
ଦିଲ୍ଲୀ ସାକ୍ରେଡ୍ ହାର୍ଟ କ୍ୟାଥେଡ୍ରଲ କାଥୋଲିକ୍ ଚର୍ଚ୍ଚରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି

ଇଷ୍ଟର ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦିଲ୍ଲୀ ସ୍ଥିତ ସାକ୍ରେଡ୍ ହାର୍ଟ କ୍ୟାଥେଡ୍ରଲ କାଥୋଲିକ୍ ଚର୍ଚ୍ଚ ଗସ୍ତ କରି ପ୍ରଭୁ ଯୀଶୁଙ୍କ ଆଶୀର୍ବାଦ ଭିକ୍ଷା କରିଛନ୍ତି

ଲୋକସେବା ଭବନ
ରାଜ୍ୟରେ ଖୋଲିବ 'ଓଡ଼ିଶା ପରିବାର' ନିର୍ଦ୍ଦେଶାଳୟ

କଂଗ୍ରେସ କହିଛି ବିଜେଡିର ମୋ ପରିବାର ସଂଗଠନକୁ ସରକାରୀକରଣ କରିବାକୁ ସରକାରଙ୍କ ଇଏ ଏକ ଚାଲ।

wheelchair fencer
ବଣରେ ମିଳେଇଯିବ କି ବଣମଲ୍ଲୀର ମହକ?

ରାଜ୍ୟ ଓ ଜାତୀୟ ସ୍ତରର ହ୍ୱିଲଚେୟାର୍ ଫେନ୍ସିଂ ପ୍ରତିଯୋଗିତାରେ କମାଲ୍ ଦେଖାଇଥିଲେ ମଧୁସ୍ମିତା

Soon digital KYC verification for SIM cards
ସାବଧାନ ! ସିମ୍‌ କାର୍ଡରେ ଫ୍ରଡ୍‌ ରୋକିବାକୁ KYCରେ ଆସୁଛି ବଡ଼ ପରିବର୍ତ୍ତନ

ଯଦି କେହି ସିମ୍‌ ଅପବ୍ୟବହାର କରି ଧରାପଡ଼ନ୍ତି, ତାଙ୍କୁ ଜୋରିମାନା ସହ ଜେଲ୍‌ଦଣ୍ଡ ଭୋଗିବାକୁ ପଡ଼ିପାରେ।

Odisha man’s zeal & skill to speak reverse Odia
ଓଡ଼ିଆକୁ ଓଲଟାଇ ନନଷ୍ଟପ୍ କହୁଛନ୍ତି କାଳୀଚରଣ

କିଛି ନବୁଝିଲେ ବି କଥାବାର୍ତ୍ତାର ମଜା ଉଠାଇଥାନ୍ତି ଗ୍ରାହକ।

Odia Electric bill
ଏଣିକି ବିଦ୍ୟୁତ ଉପଭୋକ୍ତାଙ୍କୁ ଓଡ଼ିଆରେ ମିଳିବ ବିଲ୍‌

ବିଦ୍ୟୁତ ଗ୍ରାହକମାନେ ସଠିକ ଭାବେ ବୁଝିପାରିବେ ବୋଲି ଆଶା କରାଯାଇଛି। 

Man gives divorce to wife after turning victim of cyber fraud
ଟଙ୍କା ଲୁଟ୍ ଖବର ପାଇ ମହିଳାଙ୍କୁ ଫୋନ୍‌ରେ ତିନି ତଲାକ ଦେଲେ ସ୍ୱାମୀ

ମହିଳା ଜଣକ ଲୋଭର ବଶବର୍ତ୍ତୀ ୧.୭୦ ଲକ୍ଷ ରବି ଶର୍ମାକୁ ଫୋନପେ ଓ ବ୍ୟାଙ୍କ୍ ଆକାଉଣ୍ଟ ମାଧ୍ୟମରେ ପଠାଇଥିଲେ।

7 years old boy dies after school gate collapse in Athagarh
ସ୍କୁଲ ଫାଟକ ପଡ଼ି ୭ ବର୍ଷ ଶିଶୁର ମୃତ୍ୟୁ

ପୁଅକୁ ହରାଇ ଏବେ ଭାଙ୍ଗିପଡିଛି ପୁରା ପରିବାର।

3 killed in lightning strikes, thunderstorm in karanjia
ବଜ୍ରପାତ ନେଲା ୩ ମହିଳାଙ୍କ ଜୀବନ

ବଜ୍ରପାତରେ ଘରେ ନିଆଁ ଲାଗିଯାଇଥିବା ସୂଚନା ମିଳିଛି। 

ପବିତ୍ର ଗୁଡ ଫ୍ରାଇଡେ
ଯୀଶୁଖ୍ରୀଷ୍ଟଙ୍କ ବଳିଦାନର ଦିନକୁ ମନେ ପକାଇଲେ ଖ୍ରୀଷ୍ଟିଆନ ଭାଇ-ଭଉଣୀ

ପବିତ୍ର ଗୁଡ ଫ୍ରାଇଡେ, ଖ୍ରୀଷ୍ଟ ଧର୍ମାବଲମ୍ବୀଙ୍କ ଲାଗି ପବିତ୍ର ଦିନ। ଆଜିର ଦିନରେ ପ୍ରଭୁ ଯୀଶୁଖ୍ରୀଷ୍ଟଙ୍କୁ କ୍ରୁଶବିଦ୍ଧ କରାଯାଇଥିଲା । ସଂସାରରେ ସୁଖ ଶାନ୍ତି ଲାଗି ପ୍ରଭୁ ଯୀଶୁ ଆଜିର ଦିନରେ ପ୍ରାଣବଳୀ ଦେଇଥିଲେ। ପ୍ରଭୁ ଯୀଶୁଙ୍କ ଦେହାନ୍ତର ଏହି ଦିନକୁ ପବିତ୍ର ଦିନ ଭାବେ ପାଳନ କରନ୍ତି।...

CM Naveen Patnaik visits Nippon Steel's plant in Japan
ଜାପାନରୁ ମୁଖ୍ୟମନ୍ତ୍ରୀଙ୍କ ନୂଆ ଷ୍ଟିଲ ପ୍ଲାଣ୍ଟ ସ୍ୱପ୍ନ, ପୁରୁଣା ବହିରେ ନୂଆ ମଲାଟ କହିଲେ ବିରୋଧୀ

କେନ୍ଦ୍ରାପଡ଼ା ଓ ଜଗତସିଂହପୁରରେ ମିତ୍ତଲ ଓ ନିପ୍ପନର ଇସ୍ପାତ କାରଖାନା ବିରୋଧରେ ତେଜିବାରେ ଲାଗିଲାଣି ଅସନ୍ତୋଷ।

World Health Day
ଉତ୍କଳ ହସ୍ପିଟାଲ ପକ୍ଷରୁ ବିଶ୍ୱ ସ୍ୱାସ୍ଥ୍ୟ ଦିବସ ପାଳିତ

ଏହି ବର୍ଷ ବିଶ୍ୱ ସ୍ୱାସ୍ଥ୍ୟ ଦିବସର ସ୍ଲୋଗାନ ଥିଲା ସମସ୍ତଙ୍କ ପାଇଁ ସ୍ୱାସ୍ଥ୍ୟ।

Hacking Bank Account
ରିଚାର୍ଜ କଲେନି ବୋଲି ଖାଲି ହୋଇଗଲା ଆକାଉଣ୍ଟ?

ମୁଁ ଉଠେଇଲେ ମାନେ ମୋ ନମ୍ବର । ସମସ୍ତେ ଯେଉଁଠୁ ପାଆନ୍ତି, ମୁଁ ବି ପାଇଲି । ଲେ...ଲେ...ଆକାଉଣ୍ଟ ହ୍ୟାକ୍‌ କରିଛି । କଣ କରିବ ମୋର?

Binika family cries govt apathy as lone earner gets bedrid after accident
କାମ ପାଇଁ ଯାଇଥିଲେ , ରୋଗୀ ହୋଇ ଫେରିଲେ

ଖଟରେ ବାପା ଶୋଇଛି, ସାହାଯ୍ୟ ଲାଗି କୁନି ଝିଅ ହାତ ଯୋଡୁଛି । କାମ ପାଇଁ ବଲାଙ୍ଗିର ଯାଇଥିଲେ...ଦୁର୍ଘଟଣାର ଶିକାର ହେବା ପରେ ଏବେ ସବୁ ସରିଗଲା । ଆପଣ ସାହାଯ୍ୟ କଲେ ଭଲ ହେବେ ଜୟନ୍ତ

Medical Issue
ମାରିଦେବେ !! ଟ୍ୟୁମର ରୋଗୀକୁ ପ୍ରସୂତି ରୋଗୀ ପରି କରୁଥିଲେ ଚିକିତ୍ସା

ଇଏ କାଳେ ଦ୍ୱିତୀୟ ଭଗବାନ ! ୮ ମାସ ହେଲାଣି ପେଟରେ ବଢୁଥିଲା ଟ୍ୟୁମର । ଡାକ୍ତର ଦେଉଥିଲେ ଗର୍ଭବତୀ ହେବାର ମେଡ଼ିସିନ୍‌ । ଆଶାକର୍ମୀ ଓ ଅଙ୍ଗନବାଡ଼ି ଦିଦି ଛତୁଆ ବି ଖୁଆଉଥିଲେ। ଯନ୍ତ୍ରଣା ବଢିବାରୁ ଅଲଟ୍ରାସାଉଣ୍ଡ କଲେ ଡାକ୍ତର । ପେଟରେ ପିଲା ନୁହେଁ ଥିଲା...

କଟକରେ ବର୍ଷା
ସିଲିଭର ସିଟିରେ କାଳବୈଶାଖୀ କୋପ: ଜଳାର୍ଣ୍ଣବ ରାସ୍ତାଘାଟ, ତଳିଆ ଅଞ୍ଚଳରେ ପାଣି

କଟକ ବାସିନ୍ଦାଙ୍କୁ ବେହାଲ କରିଛି ପଶ୍ଚିମାଝଡ଼ ପ୍ରଭାବରେ ଅଦିନିଆ ବର୍ଷା। ସହରର ଅନେକ ସ୍ଥାନରେ ପ୍ରବଳ ବର୍ଷାରୁ ରାସ୍ତାରେ ପାଣି ଜମିଥିବା ଦେଖିବାକୁ ମିଳିଛି।

Havildar Rajesh Sahu
ହାବିଲଦାର ରାଜେଶ ସାହୁ; ସେନାରେ କ୍ୟାରିୟର ଚାହୁଁଥିବା ଯୁବପିଢିଙ୍କ ଦକ୍ଷ ଗୁରୁ

ତାଙ୍କ କ୍ୟାମ୍ପର ମୋଟ ୪୨ ପିଲାଙ୍କ ଭିତରୁ ୩୦ ଜଣ ଉଭୟ ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇଥିବାରୁ ରାଜେଶଙ୍କୁ ନେଇ ଜିଲ୍ଲା ବ୍ୟାପୀ ଚର୍ଚ୍ଚା।

Ollywood celebs attend Tarang Cine Award
ଏକାଠି ନଜର ଆସିଲେ ଓଲିଉଡର ଗ୍ଲାମର୍ସ କୁଇନ

ଗ୍ଲାମର୍ସ କୁଇନ... ତରଙ୍ଗ ସିନେ ଉତ୍ସବରେ ଏକାଠି ନଜର ଆସିଲେ ଓଲିଉଡର ଗ୍ଲାମର୍ସ କୁଇନ

ଢେଙ୍କାନାଳସ୍ଥିତ IIMCରୁ ସାମ୍ବାଦିକତା ପଢ଼ିବା ପରେ ଓଡ଼ିଆ ଗଣମାଧ୍ୟମରେ ବୃତ୍ତିଗତ ଜୀବନ ଆରମ୍ଭ କରନ୍ତି। ଏହାପରେ କିଛି ଅଗ୍ରଣୀ ଖବରକାଗଜରେ କିଛିବର୍ଷ କାମ କରି ଏବେ ଓଟିଭିର ଡିଜିଟାଲ ବିଭାଗରେ କପିଏଡିଟର ଭାବେ କାର୍ଯ୍ୟରତ। ରିପୋର୍ଟିଂ ସହିତ ଜାତୀୟ, ଅନ୍ତର୍ଜାତୀୟ, କ୍ରୀଡ଼ା ଓ ରାଜନୀତି ଖବର ପରିବେଷଣରେ ବିଶେଷ ଋଚି। ଏଥିସହିତ ସାମୟିକ ଭାବେ ଖବରକାଗଜରେ ସ୍ତମ୍ଭ ଲେଖା ଜାରି ରହିଛି।