ଗୁଡ୍ଡୁ ମୁସଲିମ୍ ଲିଙ୍କରେ ରାଜାକୁ ୟୁପି STFର ଜେରା ପରେ ବିଜେପିର ଅଭିଯୋଗ, MLA ସୁଶାନ୍ତ ସିଂଙ୍କ ଘନିଷ୍ଠ ସହଯୋଗୀ ହେଉଛି ରାଜା, କଂଗ୍ରେସ ବି କଲା ଟାର୍ଗେଟ୍ , ବିଜେଡି ରଖିଲା ଜବାବ।
Published: Chandan Shishu
Last updated: 22 April 2023, 10:39 PM IST
ଆଗ ମାଆ ସୋନିଆ ଗାନ୍ଧୀ ଜିତିଲେ । ପରେ ଆମେଥି ଆସନରୁ ପୁଅ ରାହୁଲଙ୍କୁ ଛିଡା କରାଇ ଜିତାଇଲେ । ଏବେ ରାହୁଲ ଦୁଇଟି ଆସନରୁ ଜିତି ୱାୟନାଡ ଆସନରୁ ଇସ୍ତଫା ଦେଲେ। ଭଉଣୀ ପ୍ରିୟଙ୍କା ସେହି ଆସନରୁ ଉପନିର୍ବାଚନରେ ପ୍ରାର୍ଥୀ ହୋଇ ଜିତିଲେ । ଏବେ ସଂସଦରେ ନେହରୁ ଗାନ୍ଧୀ ପରିବାରର ୩ ଜଣ ସଦସ୍ୟ । ଭାରତ ଇତିହାସରେ ରେକର୍ଡ ।