ଓଡ଼ିଆ ପରମ୍ପରାରେ ଅକ୍ଷୟ ତୃତୀୟାର ବେଶ ମହତ୍ୱ ରହିଛି। କୃଷକ ଜମିରେ ପହଞ୍ଚି ଧରିତ୍ରୀ ଦେବୀ ଓ ଲକ୍ଷ୍ମୀ ଠାକୁରାଣୀଙ୍କ ଉଦ୍ଦେଶ୍ୟରେ ଭୋଗ, ନୈବେଦ୍ୟ ଅର୍ପଣ କରି ଲଙ୍ଗଳ ଚଳାଏ।
Published By: Chandan Shishu
Last updated: 02 May 2022, 08:34 PM IST
ଅଖି ମୁଠି ଅନୁକୂଳ ପାଇଁ ମହିଳାଙ୍କ ଦ୍ୱାରା ସଜ୍ଜିତ ଅଖି ଝୁଡି
ବିଲରେ ଅଖି ମୁଠି ବୁଣୁଛି ଚାଷୀ
ଆରମ୍ଭ ହେବ ଚନ୍ଦନ ଯାତ୍ରା, ଚାପ ଖେଳିବେ ମଧୁସୂଦନ
ରଥ କାଠ ଅନୁକୂଳ
ବିମାନରେ ବିରାଜିତ ଦୋଳଗୋବିନ୍ଦ