Advertisment

କୁକୁର ଅନ୍ତିମ ସତ୍କାର ପାଇଁ ବିରାଟ ଶୋଭାଯାତ୍ରା

କୁକୁର ପାଇଁ ମଣିଷ କଣ କରିପାରେ? ମାଲିକକୁ ଛାଡ଼ି ଯିବା ପରେ କେତେ କଷ୍ଟ ହୁଏ? କେବେ ଭାବିଛନ୍ତି...ଏହାକୁ ଅନୂଭବ କରିଛନ୍ତି ? ଗଜପତି ପାରଳାଖେମୁଣ୍ଡିରେ ନିଜ ପୋଷା କୁକୁରର ମୃତ୍ୟୁ ପରେ ମାଲିକ ଶୋଭାଯାତ୍ରା କରିଛନ୍ତି।

author-image
Chandan Shishu

କୁକୁର ପାଇଁ ମଣିଷ କଣ କରିପାରେ? ମାଲିକକୁ ଛାଡ଼ି ଯିବା ପରେ କେତେ କଷ୍ଟ ହୁଏ? କେବେ ଭାବିଛନ୍ତି...ଏହାକୁ ଅନୂଭବ କରିଛନ୍ତି ? ଗଜପତି ପାରଳାଖେମୁଣ୍ଡିରେ ନିଜ ପୋଷା କୁକୁରର ମୃତ୍ୟୁ ପରେ ମାଲିକ ଶୋଭାଯାତ୍ରା କରିଛନ୍ତି। ଯେପରି ନିଜ ପ୍ରୀୟଜନର ମୃତ୍ୟୁରେ ଲୋକେ ଶୋଭାଯାତ୍ରା କରି ଶଶ୍ମାନକୁ ନିଅନ୍ତି ସେପରି ନେଇଛନ୍ତି। କୁକୁର ଅଞ୍ଜଳୀ ପାଇଁ ଜୀବନରେ ସଫଳତା ପାଇଥିଲେ ଟୁନା ଗୌଡ଼ା। ତେଣୁ ଅଞ୍ଜଳି ଯିବା ପରେ ଏବେ ଭାଙ୍ଗି ପଡ଼ିଛନ୍ତି।

Advertisment
Last Rites Of Dog
Advertisment
Advertisment