କୁକୁର ପାଇଁ ମଣିଷ କଣ କରିପାରେ? ମାଲିକକୁ ଛାଡ଼ି ଯିବା ପରେ କେତେ କଷ୍ଟ ହୁଏ? କେବେ ଭାବିଛନ୍ତି...ଏହାକୁ ଅନୂଭବ କରିଛନ୍ତି ? ଗଜପତି ପାରଳାଖେମୁଣ୍ଡିରେ ନିଜ ପୋଷା କୁକୁରର ମୃତ୍ୟୁ ପରେ ମାଲିକ ଶୋଭାଯାତ୍ରା କରିଛନ୍ତି। ଯେପରି ନିଜ ପ୍ରୀୟଜନର ମୃତ୍ୟୁରେ ଲୋକେ ଶୋଭାଯାତ୍ରା କରି ଶଶ୍ମାନକୁ ନିଅନ୍ତି ସେପରି ନେଇଛନ୍ତି। କୁକୁର ଅଞ୍ଜଳୀ ପାଇଁ ଜୀବନରେ ସଫଳତା ପାଇଥିଲେ ଟୁନା ଗୌଡ଼ା। ତେଣୁ ଅଞ୍ଜଳି ଯିବା ପରେ ଏବେ ଭାଙ୍ଗି ପଡ଼ିଛନ୍ତି।
Published: Chandan Shishu
Last updated: 08 August 2022, 04:41 PM IST
ଭାରତୀୟ ରେଳପଥର ଉତ୍ପତ୍ତି ୧୬୦ ବର୍ଷ ପୂର୍ବରୁ ଇଂରେଜ ଶାସନ ସମୟରୁ ଆରମ୍ଭ ହୋଇଥିଲା । ଭାରତରେ ପ୍ରଥମ ଯାତ୍ରୀବାହୀ ଟ୍ରେନ୍ ୧୮୫୩ ମସିହା ଏପ୍ରିଲ୍ ୧୬ ତାରିଖରେ ମୁମ୍ବାଇର ବୋରି ବନ୍ଦରରୁ ଥାନେ ପର୍ଯ୍ୟନ୍ତ ଚଳାଚଳ କରୁଥିଲା ।