Advertisment

କେତେ ପରିମାଣର ଜାଲ୍ ନୋଟ୍ ବଜାରକୁ ଯାଇଛି?

ରାଉରକେଲା ସେକ୍ଟର-୧୭ ଅଂଚଳରେ ଚଢାଉ କରି ଏତେ ପରିମାଣର ନକଲି ନୋଟ୍ ଜବତ କରିଛି ପୋଲିସ ଓ ଏସଟିଏପ୍‌ ମିଳିତ ଟିମ୍। ବିଡା ବିଡା ପାଂଚ ଶହ ଟଙ୍କିଆ ନୋଟ୍। ଦୁଇ ଶହର ନୋଟ୍ ବି ଥାକ ମାରି ଥୁଆ ହୋଇଛି। ଜବତ ଟଙ୍କାର ଆନୁମାନିକ ମୂଲ୍ୟ ୧୬ ଲକ୍ଷ ୧୧ ହଜାର ହେବ।

author-image
Chandan Shishu

ରାଉରକେଲା ସେକ୍ଟର-୧୭ ଅଂଚଳରେ ଚଢାଉ କରି ଏତେ ପରିମାଣର ନକଲି ନୋଟ୍ ଜବତ କରିଛି ପୋଲିସ ଓ ଏସଟିଏପ୍‌ ମିଳିତ ଟିମ୍। ବିଡା ବିଡା ପାଂଚ ଶହ ଟଙ୍କିଆ ନୋଟ୍। ଦୁଇ ଶହର ନୋଟ୍ ବି ଥାକ ମାରି ଥୁଆ ହୋଇଛି। ଜବତ ଟଙ୍କାର ଆନୁମାନିକ ମୂଲ୍ୟ ୧୬ ଲକ୍ଷ ୧୧ ହଜାର ହେବ। 

Advertisment
Fake Currency Racket
Advertisment
Advertisment