ଆହତ ଦୁଇ ଜଣ ହେଲେ ସେହି ଗାଁର ପତିତ ନାୟକ ଏବଂ କାଳନ୍ଦୀ ନାୟକଙ୍କ ପୁଅ ଚନ୍ଦନ ନାୟକ । ପତିତଙ୍କ ବୟସ ୪୨ ବର୍ଷ ହୋଇଥିବାବେଳେ ଚନ୍ଦନଙ୍କ ବୟସ ୧୨ ବର୍ଷ ବୋଲି ଜଣାପଡ଼ିଛି l
ମୃତ ଛାତ୍ରୀଙ୍କ ନାଁ ଆଦ୍ୟାଶ୍ରୀ । ସେ ତୃତୀୟ ଶ୍ରେଣୀରେ ପାଠ ପଢ଼ୁଥିଲେ । ତାଙ୍କ ବୟସ ୮ ବର୍ଷ ।
ମୋବାଇଲ୍ ଯୋଗୁଁ ପେଟ୍ରୋଲ୍ ପମ୍ପରେ ଭୟଙ୍କର ଅଗ୍ନିକାଣ୍ଡ ଘଟିଥିବା ମଧ୍ୟ ନଜିର ରହିଛି । ଆଉ ଏଥିପାଇଁ ପେଟ୍ରୋଲ ପମ୍ପରେ ମୋବାଇଲକୁ ବାରଣ କରାଯାଇଥାଏ ।
ହେଲିକପ୍ଟର ବାହାରେ ସେଲ୍ଫି ନେବାବେଳେ ଅଧିକାରୀଙ୍କ ଜୀବନ ଚାଲିଗଲା ।
ଭୁବନେଶ୍ୱର ଚନ୍ଦ୍ରମା ଆପାର୍ଟମେଣ୍ଟରୁ ପଡ଼ି ଯୁବକ ମୃତ
ମସଜିଦରୁ ନମାଜ ପାଠ କରି ସାରିବା ପରେ ବଜାରରୁ ସଉଦାପତ୍ର କିଣି ସେ ଗୋଡିବନ୍ଧ ସ୍ଥିତ ସୁନାଖଣି ନିଜ ଭଡାଘରକୁ ଫେରୁଥିଲେ କିନ୍ତୁ ଫେରିବା ବାଟରେ ତାଳଚେର ବାଙ୍କଧରା ଛକ ନିକଟରେ ଏକ କୋଇଲା ଟ୍ରକ ସେମାନଙ୍କୁ ଧକ୍କା ଦେଇଥିଲା ।
୬ ଜଣଙ୍କ ସ୍ୱାସ୍ଥ୍ୟବସ୍ଥା ଗୁରୁତର ଥିବାରୁ ଜଣଙ୍କୁ ବ୍ରହ୍ମପୁର ମୁଖ୍ୟ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଥିବା ବେଳେ ଅନ୍ୟ ଆହତମାନଙ୍କୁ ପାରଳାଖେମୁଣ୍ଡି ମୁଖ୍ୟ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଛି।
ଦୁର୍ଘଟଣାରେ ୪ଜଣ ଯବାନ ସହିଦ ହୋଇଥିବା ସୂଚନା ମଳିଛି । ତେବେ କେଉଁ କାରଣରୁ ଏପରି ଦୁର୍ଘଟଣା ଘଟିଲା ତାହା ଜଣାପଡ଼ିନାହିଁ ।
ଗାଧୋଇବା ବେଳେ ରେମୁଣା ପତୁକାଶାସନ ଗାଁରେ ଏହି ଅଘଟଣ ଘଟିଛି ।
ଚିକିତ୍ସା କରାଇବା ପାଇଁ ହସ୍ପିଟାଲ ଆସିଥିବା ଲୋକଙ୍କ ଜୀବନ ନେଇଗଲା ନିଆଁ ।
ଉଭୟଙ୍କୁ ଆଠଗଡ଼ ଡାକ୍ତରଖାନାରେ ଚିକିତ୍ସା କରାଯାଉଛି । ଆହତ ହୋଇଥିବା ଦୁଇ ଜଣ ଛାତ୍ର ଯୁକ୍ତ ଦୁଇ ପ୍ରଥମ ବର୍ଷ କଳା ବିଭାଗର ବୋଲି ଜଣାପଡ଼ିଛି ।
ଭାରସାମ୍ୟ ହରାଇ ମାଛ ବିକାଳିଙ୍କ ଉପରେ ଚଢ଼ିଗଲା କଣ୍ଟେନର। ଫଳରେ ଘଟଣାସ୍ଥଳରେ ଜଣଙ୍କର ମୃତ୍ୟୁ ହୋଇଛି।
ଦୁବାଇ ସ୍ଥିତ ଏକ ଆବାସିକ ବିଲ୍ଡିଂରେ ନିଆଁ ଲାଗି ୧୬ ଜଣଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି। ମୃତକଙ୍କ ମଧ୍ୟରେ ୪ ଭାରତୀୟ ଅଛନ୍ତି।
ଘାଟିକୁ ଖସିଲା ବସ୍। ଏଥିରେ ୧୩ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୨୫ ଜଣ ଆହତ ହୋଇଛନ୍ତି। ମୃତ୍ୟୁ ସଂଖ୍ୟା ଆଗକୁ ବଢ଼ିପାରେ ଆଶଙ୍କା କରାଯାଉଛି।
ଆମେରିକାର ଟେକ୍ସାସ୍ରେ ଘଟିଛି ଏହି ଅଭାବନୀୟ ଘଟଣା । ଟେକ୍ସାସ୍ର ଏକ ଫାର୍ମରେ ରହୁଥିବା ୧୮ହଜାର ଗାଈ ବିସ୍ଫୋରଣରେ ପ୍ରାଣ ହରାଇଥିବା ନେଇ ସୂଚନା ମିଳିଛି ।
ଅଧ ରାତିରେ ସମୁଦ୍ରରେ କେମିତି ବୁଡ଼ିଥିଲା ବିଶ୍ୱର ସବୁଠୁ ବଡ଼ ଜାହାଜ ଟାଇଟେନିକ୍ ? ବାରମ୍ବାର କ୍ୟାପଟେନ୍ଙ୍କୁ ସୂଚନା ଦିଆଯିବା ପରେ କାହିଁକି ଗତି ପରିବର୍ତ୍ତନ କରିନଥିଲେ ? ଏତେ ବଡ଼ ଜାହାଜରେ କାହିଁକି ନଥିଲା ଅଧିକ ଲାଇଫ୍ବୋଟ୍ ?
ମୋଟ୍ ଦେଶୀ ଡଙ୍ଗାରେ ୮ଜଣ ଯାତ୍ରୀ ଯାତ୍ରା କରୁଥିଲେ । ସମସ୍ତ ୮ଜଣ ମୁଖିଗୁଡ଼ାଇରୁ ତେନ୍ତୁଳିପଦର ଆସୁଥିଲେ ।
ଚାଲି ଚାଲି ଯାଉଥିବା ବେଳେ ଶ୍ରଦ୍ଧାଳୁଙ୍କ ଉପରେ ମାଡ଼ିଗଲା ଟ୍ରକ୍। ଭୟଙ୍କର ଦୁର୍ଘଟଣାରେ ୮ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଅନେକ ଆହତ ହୋଇଛନ୍ତି।
ସ୍ୱାମୀ ଅପେକ୍ଷା କରିଥିଲେ ବସ୍କୁ । ଠିକଣା ସମୟରେ ବସ୍ ଆସିଲା, ଆଉ ବସ୍ରୁ ସ୍ତ୍ରୀ ଓହ୍ଲାଇଲା ମଧ୍ୟ । ହେଲେ ଘରକୁ ଯିବା ଆଗରୁ ସବୁଦିନ ପାଇଁ ହାତ ଛାଡ଼ି ଚାଲିଗଲା ।
ରାସ୍ତାରେ ଯାଉଯାଉ ଓଲଟି ପଡ଼ିଲା ଅଙ୍ଗୁର ବୋଝେଇ ଟ୍ରକ
ମନ୍ଦିର ଭିତରେ ଶ୍ରଦ୍ଧାଳୁଙ୍କ ଉପରେ ପଡ଼ିଗଲା ଗଛ । ଏଥିରେ ୭ ଜଣ ପ୍ରାଣ ହରାଇଛନ୍ତି ।
ପୁଅକୁ ହରାଇ ଏବେ ଭାଙ୍ଗିପଡିଛି ପୁରା ପରିବାର।
ବଜ୍ରପାତରେ ଘରେ ନିଆଁ ଲାଗିଯାଇଥିବା ସୂଚନା ମିଳିଛି।
ଖଟରେ ବାପା ଶୋଇଛି, ସାହାଯ୍ୟ ଲାଗି କୁନି ଝିଅ ହାତ ଯୋଡୁଛି । କାମ ପାଇଁ ବଲାଙ୍ଗିର ଯାଇଥିଲେ...ଦୁର୍ଘଟଣାର ଶିକାର ହେବା ପରେ ଏବେ ସବୁ ସରିଗଲା । ଆପଣ ସାହାଯ୍ୟ କଲେ ଭଲ ହେବେ ଜୟନ୍ତ