• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Accident Updates

Biker dies after being hit by vehicle hired for Sambalpur RDC Office
ବାଇକ୍‌ରେ ଯାଉଥିଲେ, ସରକାରୀ ଗାଡ଼ି ଆସି ପିଟିଦେଲା...

ସମ୍ବଲପୁରରେ RDCଙ୍କ ସଚିବଙ୍କ ଗାଡ଼ି ଧକ୍କାରେ ଜଣଙ୍କର ମୃତ୍ୟୁ ହୋଇଛି। ଘଟଣାପରେ ଡ୍ରାଇଭର ଫେରାର ଅଛନ୍ତି। 

Bus Accident
ଘାଟିରେ ବସ୍ ଓଲଟି ୨ ମୃତ, ୧୫ ଆହତ

ପାତ୍ରପୁର ବ୍ଲକ କାନକଟା ଘାଟିରେ ଓଲଟି ପଡ଼ିଲା ବସ୍

9 killed in head-on collision between car and truck in Maharashtra
ଦ୍ରୁତ ଗତିରେ ଆସି କାର୍‌କୁ ଧକ୍କା ଦେଲା ଟ୍ରକ୍‌, ଗାଡ଼ି ପୁରା ଚୁର୍‌ମାର୍‌...ଅକାଳରେ ଚାଲିଗଲା ୯ ଜୀବନ

ଟ୍ରକ୍‌-କାର୍‌ ମୁହାଁମୁହିଁ ଧକ୍କା ହେବା ଯୋଗୁ ୯ ଜଣଙ୍କ ମୃତ୍ୟୁ ହୋଇଛି। ଆଜି ଭୋର ୫ଟାରେ ରେପୋଲି ଗାଁରେ ଏହି ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। 

Petrol Lamp
ଘରେ ଫାଟିଲା ପେଟ୍ରୋଲ୍‌ ଦୀପ, ପରିବାରର ୪ ଗୁରୁତର

ଚିକିତ୍ସା ପରେ ଦୁଇ ଜଣଙ୍କ ଅବସ୍ଥା ସଂକଟାପନ୍ନ ହେବାରୁ ସେମାନଙ୍କୁ ବ୍ରହ୍ମପୁର ବଡ଼ ମେଡିକାଲ ସ୍ଥାନାନ୍ତର କରାଯାଇଛି ।

  • Tuesday, 17 January 2023
  • Petrol
Plane Crash In Nepal
ନେପାଳରେ ଭୟଙ୍କର ବିମାନ ଦୁର୍ଘଟଣା, ରନ୍‌ୱେରେ ଅବତରଣ ବେଳେ ଜଳିଗଲା ବିମାନ...

ନେପାଳରେ ଏକ ଯାତ୍ରୀବାହୀ ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଛି। ପୋଖରା ବିମାନବନ୍ଦରର ରନ୍‌ୱେରେ ଅବତରଣ ବେଳେ ଦୁର୍ଘଟଣା ଘଟିଛି।

Stampede on T-Bridge during Makar Mela
ବଡ଼ମ୍ବା ଟି-ବ୍ରିଜରେ ଦଳାଚକଟା ପାଇଁ ଦାୟୀ କିଏ: ପବ୍ଲିକ୍ ନା ପୋଲିସ୍ ?

ସିଂହନାଥ ପୀଠରେ ଅସମ୍ଭାଳ ଭିଡ଼ ପାଇଁ ଦଳାଚକଟା ହୋଇଛି।

 ଟି-ସେତୁ ଉପରେ ଦଳାଚକଟା
ଟି-ସେତୁ ଉପରେ ଦଳାଚକଟା, ୧୨ ଗୁରୁତର

ମହାନଦୀ ଉପରେ କିଛି ମାସ ତଳେ ଲୋକାର୍ପିତ ହୋଇଥିଲା ଟି-ବ୍ରିଜ। 

10 people died after a bus carrying Sai Baba devotees collided with a truck
ବସ୍‌ରେ ଶିରିଡ଼ି ଯାଉଥିବା ବେଳେ ଭୟଙ୍କର ଦୁର୍ଘଟଣା, ୧୦ ଭକ୍ତ ମୃତ

ନାସିକ-ଶିରିଡ଼ି ହାଇୱେରେ ଭୟଙ୍କର ଦୁର୍ଘଟଣା ଘଟିଛି। ଟ୍ରକ୍ ସହ ବସ୍ ଧକ୍କା ହେବାରୁ ଏହି ଦୁର୍ଘଟଣା ହୋଇଛି।

6 of family killed in LPG cylinder blast
ଜୀବନ ବଞ୍ଚାଇବା ପାଇଁ ପ୍ରାଣପଣେ ଉଦ୍ୟମ କଲେ, ହେଲେ ଖୋଲିଲାନି କବାଟ...ଗୋଟିଏ ପରିବାରର ୬ ମୃତ

ଖାଇବା ପ୍ରସ୍ତୁତ ବେଳେ ସିଲିଣ୍ଡରରେ ନିଆଁ ଲାଗି ଏହି ଭୟଙ୍କର ବିସ୍ଫୋରଣ ହୋଇଛି। ଘରର କବାଟ ନଖୋଲିବାରୁ ପରିବାରର ୬ ସଦସ୍ୟଙ୍କ ଜୀବନ ଚାଲିଯାଇଛି।

School Bus Accident In Umerkote
ସ୍କୁଲ୍‌ ବସ୍‌ ଦୁର୍ଘଟଣା, ଗାଡ଼ିରେ ଥିଲେ ୪୦ ଛାତ୍ରଛାତ୍ରୀ...

ଭାରସାମ୍ୟ ହରାଇ ଗଛରେ ପିଟି ହେଲା ସ୍କୁଲ୍‌ ବସ୍‌। ନବରଙ୍ଗପୁର ଜିଲ୍ଲା ଚନ୍ଦାହାଣ୍ଡି ବ୍ଲକ୍ ଅନ୍ତର୍ଗତ ମୋହରା ନିକଟରେ ଏହି ଦୁର୍ଘଟଣା ଘଟିଛି। 

Auto Accident
ରାସ୍ତାରେ ଛକିଥିଲା ଯମ...ମକର ସଜ ପାଇଁ ଯାଉଥିଲେ, ପ୍ରାଣ ହାରିଲେ

ବାରିପଦା ଦେଉଳି ରାସ୍ତାର ଛେନାଧୁଆ ଛକରେ ଯେଉଁ ଭୟଙ୍କର ଦୁର୍ଘଟଣାର ଦୃଶ୍ୟ ଦେଖିବାକୁ ମିଳିଛି ତାହାକୁ ନେଇ ଏବେ ସ୍ଥାନୀୟ ଅଂଚଳରେ ବେଶ ଚର୍ଚ୍ଚା । ରାସ୍ତାରେ ଅଟୋ ଯାଉଥିବା ବେଳେ ସାମ୍ନାରୁ ଧକ୍କା ଦେଇଥିଲା ପିକଅପ ଭ୍ୟାନ। ଦୁର୍ଘଟଣା ଏତେ ଭୟଙ୍କର ଥିଲା ଯେ ଅଟୋ ତଳେ ଚାପି ହୋଇ ୩ ଜଣଙ୍କ ପ୍ରାଣ ଯିବା ସହିତ ଜଣେ ଗୁରୁତର ଆହତ ହୋଇଛନ୍ତି।

Bengaluru Metro Pillar Comes Crashing Down
ଭୁଶୁଡ଼ି ପଡ଼ିଲା ନିର୍ମାଣାଧିନ କୋଠା : ପିଲର୍‌ ତଳେ ଚାପି ହୋଇ ଚାଲିଗଲା ମା’, ପୁଅଙ୍କ ଜୀବନ

ଖୁଣ୍ଟ ପଡ଼ିଯିବା ପରେ ଉଦ୍ଧାର କରିବା ପାଇଁ ଆମେ ସହାୟତା ମାଗିଥିଲୁ, କିନ୍ତୁ...

accident
Breaking News : ଅଟୋ-ପିକ୍ଅପ୍ ଭ୍ୟାନ ମୁହାଁମୁହିଁ ଧକ୍କା, ୩ ମୃତ

ମର୍ମନ୍ତୁଦ ଦୁର୍ଘଟଣା । ୩ ଜଣଙ୍କର ଜୀବନ ଚାଲିଗଲା ।

challenge
ମୁହଁରେ ୧୬ ଫ୍ରାକଚର୍‌, ଦୁଇ ଖଣ୍ଡ ହୋଇଗଲା ଜିଭ : ଭୟଙ୍କର ଦୁର୍ଘଟଣାରେ . . .

ନୂଆବର୍ଷର ଦ୍ୱିତୀୟ ଦିନରେ ମର୍ମନ୍ତୁଦ ଦୁର୍ଘଟଣାର ଶିକାର ହୋଇଥିବା ଯୁବକଙ୍କୁ ନୂଆ ଜୀବନ ଦେଲେ ଦ୍ୱିତୀୟ ଭଗବାନ୍‌ । ଆଠ ଘଣ୍ଟାର ଅପରେସନ୍‌ ଆଉ . .

Biker Comes Under Truck Video Goes Viral
Viral Video: କାର୍‌ ଡୋର୍‌ରେ ପିଟି ହୋଇ ଟ୍ରକ୍‌ ଚକା ତଳେ ଫସିଗଲେ ଯୁବକ, ହେଲା ଏମିତି ଚମତ୍କାର...

କାର୍‌ ଡୋର୍‌ରେ ବାଇକ୍‌ ଚାଳକ ପିଟି ହେବା ଯୋଗୁ ଟ୍ରକ୍‌ ଚକା ତଳେ ଫସି ଯାଇଥିଲେ। ଯାହାକି ଭାଇରାଲ୍‌ ଭିଡିଓରେ ଦେଖିବାକୁ ମିଳିଛି।

Sultanpuri horror update
ଦିଲ୍ଲୀ ଅଞ୍ଜଳି ମୃତ୍ୟୁ ମାମଲା : ତେଜୁଛି ସିବିଆଇ ତଦନ୍ତ ଦାବି

ଦିଲ୍ଲୀରେ ବିଭିନ୍ନ ସ୍ଥାନରେ ରାଲି ଓ ବିକ୍ଷୋଭ

Delhi Car Horror
ଦିଲ୍ଲୀ ସୁଲତାନପୁରୀ ହିଟ୍ ଆଣ୍ଡ ରନ୍ ମାମଲା : ୫ ଅଭିଯୁକ୍ତଙ୍କ ସହ ଆଉ ଦୁଇ ଜଣଙ୍କ ରହିଛି ସମ୍ପୃକ୍ତି

ସିସିଟିଭି ଫୁଟେଜ ଖୋଲୁଛି ନୂଆ ନୂଆ ରହସ୍ୟ, ପୁରା ତଦନ୍ତରେ ପୋଲିସର ୧୮ଟି ଟିମ୍ ନିୟୋଜିତ

6 Devotees Dies As Their Vehicle Rams Into tree In Karnataka
ଦୁର୍ଘଟଣାରେ ୬ ଶ୍ରଦ୍ଧାଳୁ ମୃତ, ଅଧାରେ ରହିଗଲା ଦିଅଁ ଦର୍ଶନ...

ଭଗବାନଙ୍କ ଦର୍ଶନ ପାଇଁ ମନ୍ଦିର ବାହାରି ଥିବାବେଳେ ଦୁର୍ଘଟଣାରେ ୬ ଶ୍ରଦ୍ଧାଳୁଙ୍କ ମୃତ୍ୟୁ ହୋଇଛି। ପିକ୍‌ଅପ୍‌ ଭ୍ୟାନ୍‌ ଗଛରେ ପିଟି ହେବା ଯୋଗୁ ଦୁର୍ଘଟଣା ଘଟିଛି।

death
ଖାଲ ଦେଖୁ ଦେଖୁ ଗାଡ଼ିରୁ ଗଳି ପଡ଼ିଲେ ମହିଳା ସପ୍ଟୱେର ଇଞ୍ଜିନିୟର, ମାଡ଼ିଗଲା ଟ୍ରକ୍‌

ଭାଇକୁ କୋଚିଂ ଛାଡ଼ିବାକୁ ଯାଇ ଆଉ ଫେରିଲେନି ମହିଳା ସପ୍ଟୱେର ଇଞ୍ଜିନିୟର । ଝିଅକୁ ହରାଇ କାନ୍ଦୁଛି ପୂରା ପରିବାର ।

Bus Overturns After Collision With Hyva Truck On Cuttack-Chandbali Road
ଭୁବନେଶ୍ୱର ଆସୁଥିବା ବେଳେ ଓଲଟି ପଡ଼ିଲା ବସ୍‌, ଗାଡ଼ିରେ ଥିଲେ ୭୦ ଯାତ୍ରୀ...

ବସ୍‌ଟି ଚାନ୍ଦବାଲିରୁ ଭୁବନେଶ୍ୱର ଅଭିମୁଖେ ଯାଉଥିଲା। ଏହି ସମୟରେ ଗାଡ଼ିଟି କଟକ-ଚାନ୍ଦବାଲି ରାସ୍ତାର ଛପୋଲିଆ ନିକଟରେ ରାସ୍ତା ତଳକୁ ଓଲଟି ପଡିଥିଲା।

Girl Rams Scooter Into Guard Wall After Break Fail In Live Video
LIVE ଦୁର୍ଘଟଣା: ଗଡ଼ାଣିରେ ଧରିଲାନି ବ୍ରେକ୍‌, ଗାର୍ଡ ୱାଲ୍‌ରେ ସିଧା ପିଟି ହୋଇ ସ୍କୁଟି ସହ ଓଲଟି ପଡ଼ିଲେ ଯୁବତୀ...

ଗଡ଼ାଣିରେ ଧରିଲାନି ବ୍ରେକ୍‌। ଫଳରେ ଘାଟି ରାସ୍ତାର ଗାର୍ଡ ୱାଲ୍‌ରେ ସିଧା ପିଟି ହୋଇ ସ୍କୁଟି ସହ ଓଲଟି ପଡ଼ିଲେ ଯୁବତୀ।

Two Dead After Scooter Hit Stationary Truck In Jajpur
ଦ୍ରୁତ ଗତିରେ ସ୍କୁଟିରେ ଆସିଲେ, ଟ୍ରକ୍‌କୁ ଧକ୍କା ଦେଲେ…୨ ମୃତ

ଦ୍ରୁତ ଗତିରେ ଆସି ରାସ୍ତାକଡ଼ରେ ଛିଡ଼ା ହୋଇଥିବା ଟ୍ରକ୍‌କୁ ଧକ୍କା ଦେଲା ସ୍କୁଟି। ଏଥିରେ ୨ ଜଣଙ୍କ ମୃତ୍ୟୁ ହୋଇଥିବାବେଳେ ଜଣେ ଗୁରୁତର ଆହତ ହୋଇଛନ୍ତି। 

murder
ତୀବ୍ର ବେଗରେ ଗାଡ଼ି ଦଉଡ଼ାଉଥିଲେ ୫ ସୈତାନ : ପିଚୁ ରାସ୍ତାରେ ଘୋଷାଡ଼ି ହୋଇ . . .

ରାଜଧାନୀ ଦିଲ୍ଲୀର ଲୋମଟାଙ୍କୁରା କାହାଣୀ . . ଝିଅକୁ ହରାଇଥିବା ପରିବାର ଲୋକ ଏବେ ସ୍ଥାଣୁ ପାଲଟି ଯାଇଛନ୍ତି ।

Suryanagari Express train derail
ଯାତ୍ରୀବାହୀ ଟ୍ରେନ୍‌ର ୮ ବଗି ଲାଇନଚ୍ୟୁତ; ୧୦ ଆହତ

ସୂର୍ଯ୍ୟନଗରୀ ଏକ୍ସପ୍ରେସର ୮ଟି ବଗି ଲାଇନଚ୍ୟୁତ(train derail)