/odishatv-khabar/media/post_attachments/uploadimage/library/16_9/16_9_0/IMAGE_1685727207.jpeg)
2 express trains derail in Balasore
/odishatv-khabar/media/post_attachments/uploadimage/library/16_9/16_9_0/IMAGE_1685727207.jpeg)
1/7
ବାଲେଶ୍ୱର ବାହାନଗା ନିକଟରେ ଦୁଇ ଏକ୍ସପ୍ରେସ ଦୁର୍ଘଟଣାଗ୍ରସ୍ତ।କରମଣ୍ଡଳ ଏକ୍ସପ୍ରେସ - ବେଙ୍ଗଲୁରୁ ହାୱଡ଼ା ଏକ୍ସପ୍ରେସ ଦୁର୍ଘଟଣାଗ୍ରସ୍ତ ହୋଇଛି ।
/odishatv-khabar/media/post_attachments/uploadimage/library/16_9/16_9_0/IMAGE_1685727377.jpeg)
2/7
ଘଟଣାସ୍ଥଳରେ ଉଦ୍ଧାରକାରୀ ଦଳ ପହଞ୍ଚି ଦୁର୍ଘଟଣାଗ୍ରସ୍ତ ରେଳବଗିରୁ ଯାତ୍ରୀଙ୍କୁ ଉଦ୍ଧାର କରୁଛନ୍ତି।
/odishatv-khabar/media/post_attachments/uploadimage/library/16_9/16_9_0/IMAGE_1685727663.jpeg)
3/7
ଅନେକ ଯାତ୍ରୀ ଟ୍ରେନ୍ ତଳେ ଚାପି ହୋଇ ରହିଛନ୍ତି, ଉଦ୍ଧାର କାର୍ଯ୍ୟ ପାଇଁ ମୁତୟନ ହୋଇଛନ୍ତି ଅଗ୍ନିଶମ ଦଳ, ଓଡ୍ରାଫ୍ ଓ ଏନ୍ଡିଆରଏଫ୍
4/7
ଆହତ ଓ ଗୁରୁତରଙ୍କୁ ଆମ୍ବୁଲାନ୍ସ ଯୋଗେ ହସ୍ପିଚାଲ ନିଆଯାଉଛି।
/odishatv-khabar/media/post_attachments/uploadimage/library/16_9/16_9_0/IMAGE_1685746331.jpg)
5/7
ମାଲବାହୀ ଟ୍ରେନ୍ ଉପରେ ଚଢିଯାଇଛି ଯାତ୍ରୀବାହୀ ଟ୍ରେନ୍
6/7
ରେଳ ଦୁର୍ଘଟଣା ସ୍ଥଳରେ ହୃଦୟ ବିଦାରକ ଦୃଶ୍ୟ, ପିକ୍ଅପ୍ ଭ୍ୟାନ୍ ଡାଲାରେ ଲୋଡ୍ କରି ବୁହା ହେଲା ଶବ
/odishatv-khabar/media/post_attachments/uploadimage/library/16_9/16_9_0/IMAGE_1685747560.jpg)
7/7
ମଣିଷପଣିଆ ! ଆହତଙ୍କୁ ରକ୍ତ ଦେବବାକୁ ମେଡିକାଲ ପରିସରରେ ଶହ ଶହ ସ୍ୱେଚ୍ଛାସେବୀ
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)