• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Weather Updates

Cyclone
ବାତ୍ୟା ହେବନି କିନ୍ତୁ ପ୍ରବଳ ବର୍ଷିବ !

ଏଣେ ଅତିପ୍ରବଳ ବର୍ଷା ନେଇ ରାଜ୍ୟର ୪ ଜିଲ୍ଲାକୁ ରେଡ୍ ଓ୍ୱାର୍ଣ୍ଣିଂ ଜାରି କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର। କେନ୍ଦୁଝର, ଭଦ୍ରକ, ବାଲେଶ୍ୱର ଓ ମୟୂରଭଞ୍ଜ ଏମିତିକି ଏହି ଜିଲ୍ଲାମାନଙ୍କରେ ଅକସ୍ମାତ ବନ୍ୟା ଓ ପାହାଡ଼ି ଅଞ୍ଚଳରେ ଭୂସ୍ଖଳନର ବି ସମ୍ଭାବନା ରହିଛି।

Hirakud
୨୦ ଗେଟ୍‌ ଦେଇ ହୀରାକୁଦରୁ ଛଡ଼ାଯାଉଛି ବନ୍ୟାପାଣି...ମୁଣ୍ଡଳିରେ କମୁଛି ବନ୍ୟାଜଳ

ମୁଣ୍ଡଳିରେ ଏବେ ୯ ଲକ୍ଷ ୪୮ ହଜାର କ୍ୟୁସେକ୍ ଜଳ ପ୍ରବାହିତ ହେଉଛି। ମିଳିଥିବା ସୂଚନା ଅନୁସାରେ, ମୁଣ୍ଡଳି ତଳମୁଣ୍ଡରେ ମଧ୍ୟ ଜଳସ୍ତର କମିଛି। କିନ୍ତୁ ତଳସ୍ତରରେ ପଶିଥିବା ପାଣି ଲୋକଙ୍କର ଦୁର୍ଦ୍ଦଶାକୁ ଏବେ ଦ୍ୱିଗୁଣିତ କରିଛି।

flood victims
ବଡ଼ କଲବଲ କଲାଣି ଏ ବନ୍ୟା

ବର୍ଷା ସିନା ଛାଡ଼ି ଯାଇଛି ହେଲେ ଲୋକଙ୍କର ଦୁର୍ଦ୍ଦଶା ବଢ଼ି ଯାଇଛି... କେଉଁଠି ଛାତ ଉପରେ ଚୂଲି ତ କେଉଁଠି ଚୁଲି ଭିତରେ ପାଣି... କେଉଁଠି ଭାସି ଭାସି ଆସୁଛି ରନ୍ଧା ଖାଦ୍ୟ ତ ଆଉ କେଉଁଠି ଚୂଡା ଗୁଡ଼ ପାଇଁ ଅଶାନ୍ତି। ବନ୍ୟା ବିପନ୍ନଙ୍କ ଅବସ୍ଥା ସଚୋନୀୟ... ଦେଖନ୍ତୁ ସାରା ଓଡ଼ିଶାରୁ ଟିକିନିକି ଦୃଶ୍ୟ

Lightning strike
ସ୍କୁଲରେ ବଜ୍ରପାତ : ୧୦ରୁ ଊର୍ଦ୍ଧ୍ୱ ଛାତ୍ରଛାତ୍ରୀ ଗୁରୁତର

ସ୍କୁଲରେ ଘଟିଲା ବଡ଼ ଅଘଟଣ। ବଜ୍ରପାତ ହେବାରୁ ୧୦ରୁ ଊର୍ଦ୍ଧ୍ୱ ଛାତ୍ରଛାତ୍ରୀ ଗୁରୁତର ହୋଇଛନ୍ତି।  ତିଲେଇବଣି ବ୍ଲକ ପୁଟୁରାପଶି ୟୁପି ସ୍କୁଲରେ ବଜ୍ରପାତ ହୋଇଥିବା ନେଇ ସୂଚନା ମିଳିଛି

Cyclone Update
ଗଭୀର ଅବପାତ ବାତ୍ୟାର ରୂପ ନେବ ନାହିଁ: IMD DG

ଆଜି ରାଜ୍ୟରେ ପ୍ରବଳରୁ ଅତି ପ୍ରବଳ ବର୍ଷା ସମ୍ଭାବନା । ଅବପାତ ଘନୀଭୂତ ହୋଇ ଗଭୀର ଅବପାତର ରୂପ ନେଇ ଉପକୂଳ ଛୁଇଁବ ।

Special story
ଅତି ପ୍ରବଳ ବର୍ଷିବ: ୪ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ

ପ୍ରଭାବରେ ୪ ଜିଲ୍ଲାର କିଛି ସ୍ଥାନରେ ଅତ୍ୟନ୍ତ ପ୍ରବଳ ବର୍ଷା ହେବ

Bhubaneswar Flood
ସହରୀ ବନ୍ୟା ! ଆପାର୍ଟମେଣ୍ଟ ଭିତରେ ଆଣ୍ଠୁଏ ପାଣି; ଘରଦ୍ୱାର ବୁଡିଛି, ଭାସୁଛି କଂସା ବାସନ

ସ୍ମାର୍ଟ ସିଟି ଭୁବନେଶ୍ୱର ଉପକଣ୍ଠ ବାଲିପାଟଣା ସ୍ଥିତି ବି ସଙ୍ଗୀନ । ଚାରିଆଡ଼େ ଖାଲି ପାଣି ଆଉ ପାଣି । ଗାଁ ବୁଡିଛି, ପାଣି ଘେରରେ ଘରଦ୍ୱାର, ମନ୍ଦିର ବି ବୁଡିଛି । ମୁଖ୍ୟ ରାସ୍ତାରେ ଚାଲିଛି ଅଣ୍ଟାଏ ଉଚ୍ଚର ବନ୍ୟା ଜଳ ।

Flood Situation
ଦୁର୍ଦ୍ଦଶା! ବନ୍ୟା ପାଣିରେ ମେଣ୍ଟୁଛି ବିପନ୍ନଙ୍କ ଶୋଷ, ହେଲେ ବଢ଼ାଉଛି ରୋଗ

ବନ୍ୟା, ବିପନ୍ନ ଆଉ ଦୁର୍ଦ୍ଦଶା । ଚିତ୍ର ଯେତେ ବଖାଣିଲେ ବି ସରୁନି ହେଲେ ବିପନ୍ନଙ୍କ ପାଇଁ ଜୀବନ ଏବେ ସବୁଠୁ ଅଧିକ ଦୁର୍ବିସହ । ବ୍ୟାପୁଥିବା ସଂକ୍ରାମକ ରୋଗକୁ ନେଇ ଘରେ ଘରେ ଏବେ ଜ୍ୱର-କାଶ-ଥଣ୍ଡା, ତାସାଙ୍ଗକୁ ଚର୍ମ ରୋଗ ।

Flood
ଭୟଙ୍କର ବନ୍ୟା ଆଁରେ ୧୨ ଜିଲ୍ଲା ! ପୁଣି ଲଘୁଚାପ ଆଶଙ୍କା, ଛାତିରେ ପଶିଲା ଛନକା

ବନ୍ୟାବେଳେ ଲଘୁଚାପ ବର୍ଷାକୁ ନେଇ ବଢୁଛି ଚିନ୍ତା । ୨୦ ତାରିଖରେ ଓଡ଼ିଶା ଓ ଛତିଶଗଡ଼କୁ ଦିଆଯାଇଛି ଅରେଞ୍ଜ ଓ୍ୱାର୍ଣ୍ଣିଂ ।

Flood
ପାଣି କମିଛି ହେଲେ ଦୁର୍ଦଶା କମିନି, ଚୁଲି ଚାଳ ବୁଡ଼ିଥିବାରୁ ଭୋକ ଉପାସରେ ବିପନ୍ନ

କମୁଛି ମହାନଦୀ ଜଳସ୍ତର । ହୀରାକୁଦକୁ ଜଳ ପ୍ରବେଶ କମିବା ପରେ କମୁଛି ଜଳସ୍ତର । ତଥାପି କଟକ, ଜଗତ୍ସିଂହପୁର, ପୁରୀ, କେନ୍ଦ୍ରାପଡ଼ାରେ ସ୍ଥିତି ସଂଗୀନ ।

Domestic Animal
ଗୋସଂପଦକୁ ବନ୍ୟା ବିପଦ; ଭୋକରେ ଆଉଟୁ ପାଉଟୁ ଗୃହପାଳିତ ପଶୁ

ବନ୍ୟାରେ ଖାଲି ମଣିଷ ନୁହଁନ୍ତି, ଗାଈଗୋରୁ, ଛେଳି ମେଣ୍ଡା ଓ ଅନ୍ୟ ଗୃହପାଳିତ ଜୀବଜନ୍ତୁଙ୍କ ଜୀବନ ବି ଦୁର୍ବିସହ ହୋଇପଡ଼ିଛି । ଗୋସଂପଦ ପ୍ରଭାବିତ ହୋଇଥିବାରୁ ଏହା ଉପରେ ନିର୍ଭର କରି ଚଳୁଥିବା ଲୋକଙ୍କ ଆର୍ଥିକ ଅବସ୍ଥା ବି ଦୁର୍ବଳ ହେଉଛି ।

Relief
ବନ୍ୟା କ୍ଷତିଗ୍ରସ୍ତଙ୍କୁ ଦିଆଯିବ ୧୫ ଦିନର ରିଲିଫ୍‌

ବନ୍ୟା ଛାଡ଼ିବାର ୭ ଦିନ ମଧ୍ୟରେ କ୍ଷୟକ୍ଷତି ଆକଳନ କରିବାକୁ ମଧ୍ୟ ନିର୍ଦ୍ଦେଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ।

4 sluice gates of Hirakud Dam closed
ବନ୍ଦ ହେଲା ହୀରାକୁଦର ୪ ଗେଟ୍‌

ହୀରାକୁଦ ଜଳଭଣ୍ଡାରର ୪ଟି ଗେଟ୍ ବନ୍ଦ ହୋଇଛି। ଗେଟ୍ ବନ୍ଦ ନେଇ ଡ୍ୟାମ୍‌ କର୍ତ୍ତୃପକ୍ଷ ସୂଚନା ଦେଇଛନ୍ତି। 

Special story
ମହାନଦୀରେ ପାଣି କମୁଛି : ୩ଟା ପରେ ବନ୍ଦ ହୋଇପାରେ ହୀରାକୁଦର କିଛି ଗେଟ୍‌

ହୀରାକୁଦର ଜଳସ୍ତର ୬୨୪.୪୩ ଫୁଟ ଥିବାବେଳେ ୬୨୨କୁ ଖସାଇବାକୁ ଉଦ୍ୟମ କରାଯାଉଛି

Special story
ସନ୍ଧ୍ୟା ସୁଦ୍ଧା ହୀରାକୁଦ ଗେଟ୍ ବନ୍ଦ ନିଷ୍ପତ୍ତି : EIC

କିଛି ସମୟ ମଧ୍ୟରେ କମିଯିବ ଜଳସ୍ତର ,ହୀରାକୁଦରୁ ଛଡା ଯାଇଥିବା ପାଣି ମୁଣ୍ଡଳୀରେ ସନ୍ଧ୍ୟାରେ ପହଞ୍ଚିବ

Water enters Jagannath temple in Nuapada, idols of sibling deities relocated
ପଶିଲା ପାଣି, ମନ୍ଦିର ଛାଡ଼ିଲେ ମହାପ୍ରଭୁ

ଜଗନ୍ନାଥ ମନ୍ଦିରରେ ପଶିଲା ପାଣି, ସ୍ଥାନାନ୍ତର ହେଲେ ମହାପ୍ରଭୁ। କୋନାବିରା ଗାଁକୁ ଲୋୟର ଇନ୍ଦ୍ର ଜଳସେଚନ ପ୍ରକଳ୍ପର ପାଣି ପଶିବା ଯୋଗୁ କୋନାବିରା ଜଗନ୍ନାଥ ମନ୍ଦିରରେ ପାଣି ଭର୍ତ୍ତି ହୋଇଯାଇଥିଲା।

A Low Pressure Formed Over Bay of Bengal
ବଙ୍ଗୋପସାଗରରେ ସୃଷ୍ଟି ହେଲା ଲଘୁଚାପ କ୍ଷେତ୍ର, ୨୪ ଘଣ୍ଟାରେ ଡିପ୍ରେସନ୍‌ !

ବଙ୍ଗୋପସାଗରରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଛି। ୨୪ ଘଣ୍ଟା ମଧ୍ୟରେ ଘନୀଭୂତ ହୋଇ ଏହା ଅବପାତର ରୂପ ନେବାର ସମ୍ଭାବନା ରହିଛି।

Odisha Flood
କମୁଛି ବନ୍ୟା ଜଳ, ତଥାପି ରୁହନ୍ତୁ ସତର୍କ

ଜଳସ୍ତର ବି ଧୀରେ ଧୀରେ କମିବାରେ ଲାଗିଛି। ତଥାପି ସମସ୍ତେ ସତର୍କ ରହିବାକୁ SRC ପ୍ରଦୀପ ଜେନା କହିଛନ୍ତି। ମହାନଦୀରେ ଏଯାଏ ୬ଟି ସ୍ଥାନରେ ଘାଇ ସୃଷ୍ଟି ହୋଇଛି। 

Very To Very Heavy Rainfall In 17 Districts Of Odisha
ଆଜିଠୁ ୩ ଦିନ ବର୍ଷିବ ! ୧୭ ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ସମ୍ଭାବନା

ବିଶେଷ କରି ୧୮, ୧୯ ଏବଂ ୨୦ ତାରିଖ ତିନି ଦିନ ବର୍ଷିବ। ତେବେ ବର୍ଷାର ପରିମାଣ ୧୯ ତାରିଖରେ ଅଧିକ ରହିବ। ୧୮ ତାରିଖରେ ୧୯ ଜିଲ୍ଲାରେ ପ୍ରବଳ ବର୍ଷାର ସମ୍ଭାବନା ଥିବାରୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି।

Floodwaters have washed away farmland
ପାଞ୍ଚଟା ଦିନ ଆଗରୁ ଏଠି ସୁନ୍ଦର ପରିବା କିଆରୀ ଥିଲା, ହେଲେ ଏବେ ?

ଯାହା ନଜରକୁ ଆସୁଛି, ତାକୁ ସହଜେ ବିଶ୍ୱାସ କରିବା କଷ୍ଟ।

Flood
ଆଖିରେ ଜକେଇ ଆସୁଛି ଲୁହ, ମନରେ ଅସମ୍ଭାଳ କୋହ

ପୁରୀ ଜିଲ୍ଲା ଷୋଳପୁର ଗାଁ ବାସିନ୍ଦା ଜୀବନ ବିକଳେ ଗାଈ ଗୋରୁ, ପିଲା ଛୁଆଙ୍କୁ ଧରି ଏକପ୍ରକାର ଅଖିଆ ଅପିଆ ଅବସ୍ଥାରେ ପଡ଼ିରହିଛନ୍ତି ।

Cuttack - Jagatsinghpur Flood
ବନ୍ୟାର କରାଳ ରୂପ, ନଈନାଳ ବିଲ ମାଳ ରାସ୍ତାଘାଟ ଘରଦ୍ୱାର ସବୁ ଏକାକାର

କଟକ ଜିଲ୍ଲାର ସବୁଠୁ ଅଧିକ ପ୍ରଭାବିତ ବାଙ୍କି ବ୍ଲକ୍ ଶିମିଳିପୁର ପଞ୍ଚାୟତ ସୁତାଖଳା ଗାଁର ସ୍ଥିତି ଅତି ଦୟନୀୟ ।

Flood situation due to heavy rains
ଛତିଶଗଡ ଓ ଓଡିଶାରେ ପ୍ରବଳ ବର୍ଷା ହେବା ପରେ ସୃଷ୍ଟି ହୋଇଛି ବନ୍ୟା ସ୍ଥିତି

ପୂର୍ବରୁ ୧୯୮୨, ୨୦୦୧, ୨୦୦୬, ୨୦୦୮, ୨୦୧୧, ୨୦୨୦ରେ ମହାନଦୀ ଅବବାହିକାରେରେ ବି ବଡ ବନ୍ୟା ଆସିଥିଲା।