Body Camera
ଥାନାର ରିସେପସନ୍ ଦାୟିତ୍ୱରେ ଥିବା ପୋଲିସ କର୍ମଚାରୀ ପିନ୍ଧିଥିବା ଏ ହେଉଛି ବଡି କ୍ୟାମେରା। ଯେଉଁଥିରେ ରେକର୍ଡ ହେଉଛି ଟିକିନିକି ଦୃଶ୍ୟ। ଏତଲାକାରୀ କଣ କହୁଛନ୍ତି, କିଭଳି ରହୁଛି ପୋଲିସର ବ୍ୟବହାର, ପ୍ରତି ମୁହୂର୍ତ୍ତର ଭିଡିଓ ଓ ଅଡିଓ କଏଦ୍ ହେଉଛି କ୍ୟାମେରାରେ। କ୍ୟାମେରାରେ ଲାଗିଥିବା ପ୍ୟାନିକ ବଟନ୍ ଚିପିବା କ୍ଷଣି
ସବୁ ରେକର୍ଡ ହେଉଛି। ଯାହାକୁ ସିଧାସଳଖ ଦେଖିପାରୁଛନ୍ତି ପୋଲିସ କମିଶନର ଓ ଡିସିପି। କମିଶନରେଟ୍ ପୋଲିସ ପକ୍ଷରୁ ରାଜଧାନୀର କିଛି ଥାନାରେ ଆରମ୍ଭ ହୋଇଛି ପାଇଲଟ୍ ପ୍ରୋଜେକ୍ଟ।
Advertisment
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)