ମହିଳା ଭକ୍ତ ତା’ ନିଜକୁ କଷ୍ଟ ଦେଇଦେଇ ସିଂହଦ୍ୱାରରେ ଦଣ୍ଡ ପ୍ରଣାମ କରି ଚାଲିଛି । ଆଉ ନିଜ ହୃଦୟରେ ପୂଜାକ ରୁଥିବା ତା’ ମନର ମୁରବିକୁ ଦେଖାକରି ସବୁ ଦୁଃଖକୁ କହିବାକୁ ଆଗେଇ ଚାଲିଛି ରତ୍ନ ସିଂହାସନ ପାଖକୁ ।
ପିପିଲିରେ ବାର୍ଡ ଫ୍ଲୁ ଆତଙ୍କ ! ଫାର୍ମରେ ମଲେଣି ହଜାର ହଜାର କୁକୁଡ଼ା । ଟିକେ ଭଲ ଭାବରେ ଦେଖନ୍ତୁ ଏହି ଦୃଶ୍ୟକୁ... କେମିତି କୁକୁଡ଼ା ଗୁଡ଼ିକ ମେରି ପଡ଼ିଛନ୍ତି ଫାର୍ମ ଭିତରେ ।
ବିରୋଧୀଙ୍କ ହାଲ୍ଲାବୋଲ... ସାଧାରଣ ଜନତାଙ୍କ ଆନ୍ଦୋଳନ... ଆଉ ଡାକ୍ତରମାନଙ୍କ ଏ ପ୍ରତିବାଦ । ମମତା ସରକାରଙ୍କୁ ମୁଣ୍ଡ ନୁଆଁଇବାକୁ ବାଧ୍ୟ କରିଛି ।
ଉଦବେଗଜନକ ପାଲଟିଛି ରାଜଧାନୀ ଭୁବନେଶ୍ବରର ସ୍ଥିତି। ବିଶେଷକରି କେନ୍ଦ୍ରମନ୍ତ୍ରୀ ଜୁଏଲ୍ ଓରାମଙ୍କ ପତ୍ନୀ ଝିଙ୍ଗିଆ ଓରାମଙ୍କର ଡେଙ୍ଗୁରେ ପରଲୋକ ପରେ ସାଧାରଣରେ ଚିନ୍ତା ବଢ଼ିଛି।
ବିଜେଡିକୁ ଗାଁ ଚିନ୍ତା । ଭୁଶୁଡୁଛି ପଞ୍ଚାୟତ ସଂଗଠନ । ଦଳ ଛାଡୁଛନ୍ତି ବିଜେଡି ସମର୍ଥିତ ପଞ୍ଚାୟତ ପ୍ରତିନିଧି । ସରପଞ୍ଚ ଓ ସମିତି ସଭ୍ୟଙ୍କୁ ଏକାଠି ରଖିବାକୁ ଦଳପତି ଆରମ୍ଭ କଲେ ରଣନୀତି ।
ଦୁଷ୍କର୍ମୀଙ୍କୁ ମିଳିବା ଦରକାର କି ଫାଶି ଠୁ ବି ବଳି ବିଭତ୍ସ ଶାସ୍ତି ? ଦୁଷ୍କର୍ମ ରୋକିବାକୁ ପର୍ଯ୍ୟାପ୍ତ ନୁହେଁ କି ଭାରତୀୟ ଦଣ୍ଡବିଧାନ ?
ସିମ୍ ବକ୍ସ ଚେର, ଲମ୍ବିଛି ଭୁବନେଶ୍ବରରୁ କଟକ। କେଶୁରା ସିମବକ୍ସ ମାମଲାରେ ରିମାଣ୍ଡରେ ଥିବା ଏଜେଣ୍ଟ ରାଜୁ ମଣ୍ଡଳକୁ ନେଇ ଆଜି କଟକ ମଧୁପାଟଣାର ଏକ ଭଡ଼ାଘରୁ ୫ଟି ସିମବକ୍ସ ଜବତ କରିଛି କମିଶନରେଟ୍ ପୋଲିସ।
ଦୁଇ ଦିନ ଭିତରେ ରାଜ୍ୟରେ ବଜ୍ରପାତରେ ଗଲାଣି ୧୬ ଜୀବନ। ଗତକାଲି ୧୦ ଜଣ ଏବଂ ଆଜି ୬ ଜଣଙ୍କ ଜୀବନ ଯାଇଛି, ଅନେକ ଆହତ ହୋଇଛନ୍ତି।
ନାଁ ତାଙ୍କର କନକଲତା । ଦିନେ ଘରର ସବୁ ପାଇଟି କରୁଥିଲେ...ସୁନା ଭଳି ଗରିବ କୁଡ଼ିଆର ସାଜିଥିଲେ ଆଶାର ଆଲୋକ । ହେଲେ ଆଜି ନିଜେ ଉଠିବାକୁ ବି ଅକ୍ଷମ । ସ୍ୱାମୀଙ୍କ ସହାୟତା ବିନା ନା ସେ ଉଠିପାରୁଛନ୍ତି ନା ଖାଇପାରୁଛନ୍ତି । ଆଉ ସ୍ୱାମୀ ବିଚରା ଅସହାୟ....
ସତରେ କ'ଣ ତ୍ରିରଙ୍ଗା ଉଡ଼ାଇଲା ଚଢ଼େଇ? ଜାଣନ୍ତୁ ଭାଇରାଲ ଭି଼ଡ଼ିଓ ପଛର କାହାଣୀ ।
ସାରା ଦେଶର ଆଖି ଦିଦିଙ୍କ ଉପରେ। ସାରା ଦେଶର ରାଜନୀତି କେନ୍ଦ୍ରୀଭୂତ ପଶ୍ଚିମବଙ୍ଗରେ। ଘଟି ଚାଲିଛି ଗୋଟିଏ ପରେ ଗୋଟିଏ ଅଘଟଣ। ପ୍ରତିବାଦର ନିଆଁରେ ଜଳୁଛି ପଶ୍ଚିମବଙ୍ଗ। ଧୀରେ ଧୀରେ ବ୍ୟାପୁଛି ଅରାଜକତା, ହିଂସା ଓ ପ୍ରତିହିଂସା। ହେଲେ ସମସ୍ୟାର ସମାଧାନ କରିବା ଛାଡ଼ି ନିଜ ସୁରକ୍ଷା ଚିନ୍ତାରେ ଡିଫେନ୍ସିଭ୍ ଖେଳୁଛନ୍ତି ମମତା ବାନାର୍ଜୀ।
ଗୋଟାଏ ଗୋଡ଼ ନାହିଁ । ଶାହା ବୋଇଲେ ଏଇ ଆଲୁମିନିୟମ ୱାକର ଖଣ୍ଡକ। ସେଇ ନ ଥିଲେ ଏଠୁ ସେଠିକୁ ଯିବା ବି ତାଙ୍କ ପାଇଁ କାଠିକା ପାଠ। ବେସ୍ ବିନ୍ଦାସ୍ ଥିଲେ କାମଦାମ କରି ପେଟ ପୋଷୁଥିଲେ । ମାଲିକକୁ ଖୁସି କରିବାକୁ ମୁଣ୍ଡ ଝାଳ ତୁଣ୍ଡରେ ମାରି ଜୀବନ କାଟିଲେ। ହେଲେ ଏଇ କାମ ନିଶାରେ ଲୁହା ଲୋଡ଼ରଟା ଗୋଡ଼କୁ ମାଡିଦେଲା। ବାସ୍ ସେଇଠୁ ସବୁ ସରିଗଲା।
କୋରାପୁଟରେ ଏବେ ସବୁଆଡେ ଛତୁର ପସରା । ଭଳିକି ଭଳି ଛତୁ ନେବା ପାଇଁ ଜମୁଛି ଭିଡ଼ । ବଜାରରେ ଯାହାର ଡିମାଣ୍ଡ ଯେତେ ତାର ରେଟ୍ ବି ସେମିତି । ଭଳିକି ଭଳି ଛତୁ ମଧ୍ୟରେ ରହିଛି ବଡ଼ା ଛତୁ, ଶ୍ରାବଣ କଢ଼, ବାଲି ଛତୁ ଓ ଜାମ୍ବ ଛତୁ ସହ ମହାନାଡ ଛତୁ ।
ଖଣି ଅଞ୍ଚଳ ବିକାଶ ନାଁରେ କେଉଁଠି ଏକାଧିକ ଥର ଅନୁଦାନ ମଞ୍ଜୁର ହୋଇଥିଲେ ବି ପ୍ରସ୍ତାବିତ ପ୍ରକଳ୍ପର ଅବସ୍ଥା ଯାହାକୁ ସେୟା, ଆଉ କେଉଁଠି ଜରୁରୀକାଳୀନ ପାଣ୍ଠି ଖର୍ଚ୍ଚକୁ ନେଇ ଘୋଟାଲା ଅଭିଯୋଗ।
ନିଜ ଛାଇକୁ ଦେଖିଲେ ଛନକା ପଶୁଛି । ନିଛାଟିଆ ଜାଗାରେ ଅଣନିଶ୍ବାସୀ ଲାଗୁଛି। ମହିଳା ଡାକ୍ତର ଓ ଡାକ୍ତରୀ ଛାତ୍ରୀଙ୍କ କଲିଜା ଥରାଇ ଦେଇଛି କୋଲକାତା 'ଅଭୟା' କାଣ୍ଡ।
ବିଧାନସଭାରେ ଭଲ ପରଫର୍ମାନ୍ସ ଦେଖାଇ ଶ୍ରେଷ୍ଠ ବିଧାୟକ ହେବାକୁ ପାଠଶାଳାରେ ଜ୍ଞାନ ଦେଲେ ହେଭିୱେଟ୍ । ବିଧାନସଭାରେ ଦୁଇ ଦିନିଆ ଜ୍ଞାନ ସଂସ୍କାର କାର୍ଯ୍ୟକ୍ରମରେ ଯୋଗ ଦେଇ ବିଧାୟକମାନଙ୍କୁ ମନ୍ତ୍ର ଦେଲେ କେନ୍ଦ୍ର ସଂସଦୀୟ ବ୍ୟାପାର ମନ୍ତ୍ରୀ କିରନ ରିଜିଜୁ ।
ରାଜଧାନୀରେ ସିମବକ୍ସ ହଇଚଇ। ଖୋଲିଛି, ପାକିସ୍ତାନ, ଚୀନ ଓ ମଧ୍ୟପ୍ରାଚ୍ୟ ସହ ଗୁପ୍ତ ଫୋନ୍ କଲ୍ ପାଇଁ ବ୍ୟବହୃତ ସିମବକ୍ସର ଗୁମର।
ପଚା ନଳା ପାଣିରେ ଭାସିଲା ଶ୍ରୀମନ୍ଦିର ସିଂହଦ୍ବାର। ନାକ ଟେକିଲେ ସେବାୟତ ଓ ଦିଅଁ ଦର୍ଶନ ପାଇଁ ଯାଉଥିବା ଭକ୍ତ।
ଓଡ଼ିଶାକୁ ଦିଦି ଦେଲେନି ଆଳୁ, ଏବେ ଘର ଢିଙ୍ଗି ସାଜିଲା କୁମ୍ଭୀର । ଆଳୁ ନଦେଲେ କଲିକତା ବଜାରରେ ଆଳୁ ଉଭାନ ହୋଇଯିବ ବୋଲି ଚେତାବନୀ ଦେଇଛି ପଶ୍ଚିମବଙ୍ଗ ଅଳୁ ବ୍ୟବସାୟୀ ସମିତି ସଂଘ ।
ପଶ୍ଚିମବଙ୍ଗରେ ଥମୁନି ଜନତା ଗର୍ଜନ... କମୁନି କାର୍ଯ୍ୟାନୁଷ୍ଠାନ ଦାବିର ନିଆଁ । ମହିଳାମାନଙ୍କ ହାତର ମଶାଲ ଯେମିତି କହୁଛି ପୂରା ପଶ୍ଚିମବଙ୍ଗକୁ ଜାଳିପୋଡ଼ି ଧ୍ୱଂସ କରିଦେବ । ଆଉ ଦିଦିଙ୍କ ଅନ୍ୟାୟର ଟିକନିଖ ପ୍ରତିଶୋଧ ନେବ ।
ଅକ୍ଟୋବର ୪ରେ ଭୋଟ ଗଣତି ହେବ ବୋଲି ସୂଚନା ଦେଇଛନ୍ତି ମୁଖ୍ୟ ନିର୍ବାଚନ କମିଶନର ରାଜୀବ କୁମାର।
ଦଳ ଛାଡିଛନ୍ତି ଗତ ସାଧାରଣ ନିର୍ବାଚନ ପୂର୍ବରୁ ଦଳକୁ ବଳ ଦେଇଥିବା ବରିଷ୍ଠ କଂଗ୍ରେସ ନେତା ବିଜୟ ପଟ୍ଟନାୟକ।
ପୋଲିସ ସୂଚନା ଦେଇଛି, ଯେ, ମହାଦେବନଗରର ପ୍ଲଟ୍ ନମ୍ବର ୨୧୫୯/ ୭୦୧୦ରେ ଏକ ଘରେ ପ୍ରାୟ ୮ ମାସ ଧରି ଭଡ଼ାରେ ରହି ଆସୁଥିଲା ଓଡ଼ିଶା ବାହାରର ଜଣେ ବ୍ୟକ୍ତି।
ଭାରତୀୟ ଜନତା ପାର୍ଟିରେ ଯୋଗଦେଇ ସିଧା ମଧ୍ୟ ଭୁବନେଶ୍ୱର ବିଧାୟକ ଅନନ୍ତ ନାରାୟଣ ଜେନା ବା ବୁନୁଙ୍କୁ ନିଶାନା କରିଛନ୍ତି।
ରାଜ୍ୟ ପୋଲିସ ମୁଖ୍ୟ ଭାବେ ଖୁରାନିଆ ଦାୟିତ୍ବ ନେଉ ନେଉ, ଓଡ଼ିଆ ଅସ୍ମିତା ଅସ୍ତ୍ରରେ ରାଜ୍ୟ ସରକାରଙ୍କୁ ହମଲା କରିଛନ୍ତି ବିରୋଧୀ। ଯାହାର ଦୃଢ଼ ଜବାବ ରଖିଛି ଶାସକ ବିଜେପି।