ଇଲୋ ବୋଉଲୋ...ଆରମ୍ଭରୁ ଏତେ ଫଁ ଫଁ କିଆଁ ହେଉଛନ୍ତି ମେୟର? ଇଏ କଣ ଏମିତି କହିଲେଣି, ଛୋଟ ମୋଟ ଆଲୋଚନା କରିବାନି ବୋଲି। ନାରଣ କେଉଁ କାମ ଛୋଟ କିରେ? ମାରିଦେଲୁରେ ନାରଣ...ଇଏ କଣ ରାଗିକି ପୂରା ଚିଡି ଗଲେଣି
ଟାଟା ପାୱାର କହିଛି, ଗତ ବର୍ଷ ମେଣ୍ଟେନାନ୍ସ ହୋଇ ନ ଥିବାରୁ ଏବେ ମେଣ୍ଟେନାନ୍ସ କାମ ଚାଲିଛି ।
ବିଜେପି କହିଛି ମନ୍ଦିର ବିକାଶ ନାଁରେ ଡ୍ରାମା ଓ ରାଜନୀତି କରିବା ଠିକ୍ ନୁହେଁ ବିଜେଡି ତାର ଜବାବ୍ ରଖିଛି ।
ବିବାହକୁ ଖେଳ ଘର ଭାବି ମଦ ପିଇ ମାତାଲ୍ ହୋଇ ନିଜ ବିବାହରେ ନିଜେ ନାଚି ନାଚି ବାରାତି ଯାଉଛି ବର ।
ସିଂହମୂର୍ତ୍ତିଟି ଆଜି ବି ସେମିତି ବାଲିମାଟିରେ ଲୋଟୁଥିବାବେଳେ ରାଜ୍ୟ ସରକାରଙ୍କ ଉପରେ ବର୍ଷିଛନ୍ତି ବିଜେପି ନେତା ସମ୍ବିତ୍ ପାତ୍ର ।
ଗତ ୨୦ ବର୍ଷ ମଧ୍ୟରେ ୪ ଶହରୁ ଅଧିକ ଥର ଦେଖାଦେଲାଣି ଏହି ଅଜ୍ଞାତ ଉଡ଼ନ୍ତା ବସ୍ତୁ । ପ୍ରମାଣ ସ୍ୱରୁପ କିଛି ଭିଡିଓ ଏବଂ ଫଟୋ ଦେଖାଇ ଏହି ଦାବି କରିଛି ଆମେରୀକିୟ ନୌସେନାର ଗୁଇନ୍ଦା ବିଭାଗ ।
ଜିନପିଙ୍ଗ୍ ଜୀବନରେ କେବେ ହାରିନାହାନ୍ତି। ଅନେକ ସଂଘର୍ଷ କରି ଆଜି ଚୀନରେ ହୋଇଛନ୍ତି ରାଷ୍ଟ୍ରପତି। ନିଜେ ଗୁମ୍ଫାରେ ରହିଥିଲେ, ବିଲରେ କାମ ବି କରିଥିଲେ। ଅପହଞ୍ଚ ଇଲାକାରୁ ଆସି ଚୀନର ରାଜପ୍ରସାଦରେ ରହିଲେ ଚୀନ ରାଷ୍ଟ୍ରପତି
ଭୂତ ଖାଉଛି ପିଡିଏସ ସାମଗ୍ରୀ। ହିତାଧରକାରୀଙ୍କ ମୃତ୍ୟୁର ୫ ବର୍ଷ ପରେ ବି ପରିବାରକୁ ଅନ୍ଧାରରେ ରଖି ପିଡିଏସ ସାମଗ୍ରୀ ଉଠାଣ ହୋଇଥିବା ଅଭିଯୋଗ ଆସିଛି। ଏବେ ଜିଲ୍ଲାପାଳଙ୍କ ନିର୍ଦେଶକ୍ରମେ ତଦନ୍ତ ଆରମ୍ଭ ହୋଇଯାଇଛି...
ମାରାତ୍ମକ ରୋଗରେ ପୀଡ଼ିତ ଅଛନ୍ତି ଚୀନ ରାଷ୍ଟ୍ରପତି ଜିନପିଙ୍ଗ୍? ତୃତୀୟ ଥର ରାଷ୍ଟ୍ରପତି ହେବାକୁ ନେଇ ବଢିଲା ସନ୍ଦେହ। ବ୍ରେନ ସର୍ଜରୀ କରିବାକୁ କାହିଁକି ରାଜି ହେଉନାହାନ୍ତି ଚୀନ ରାଷ୍ଟ୍ରପତି?
ଭାରି ସୁଆଦିଆ ଛେନା ଭର୍ତା । ଜିରା, କଟା ପିଆଜ ଦେଇ ଗରମ ତେଲରେ ଟିକିଏ ଲଙ୍କା ଛୁଙ୍କ ଦେଇ ତିଆରି କରନ୍ତୁ ଛେନା ଭର୍ତା । ଟେଷ୍ଟ୍ ଏମିତି ହେବ ଯେ, ଥରେ ଖାଇଲେ ବାରମ୍ବାର ଖାଇବାକୁ ଇଚ୍ଛା ହେବ...
ଲଗାତାର ଦୁଇଦୁଇ ଥର ରାଷ୍ଟ୍ରପତି ହେବା ପରେ ପୁଣି ତୃତୀୟ ଥର ଲାଗି ରାଷ୍ଟ୍ରପତି ହେବେ କି ଜିନପିଙ୍ଗ୍? ନା ଏଥର ନୂଆ ରାଷ୍ଟ୍ରପତି ପାଇବ ଚାଇନା?
ମୁଁ କାମଦାମ ସାରି ଆଇଲି...ପାତେଳୀ ନାନି ତୁ ଆଇଛୁ କି? କହନି କହନି, ଏ ସ୍ୱାମୀ-ସ୍ତ୍ରୀ କଳି, ରାତି ପାହିଲା ବେଳକୁ ଯିବ ଟଳି। କହୁନୁ ବାହାଘର ପରେ କେମିତି ବଳ ହୁଏ ଟିକିଏ...
କରୋନାକୁ ସଠିକ୍ରେ ପରିଚାଳନା କରିପାରିଲେନି ଜିନପିଙ୍ଗ୍? ପଦରୁ ଇସ୍ତଫା ଦେଇପାରନ୍ତି ଚୀନ ରାଷ୍ଟ୍ରପତି....ଅନ୍ତର୍ଜାତୀୟ ଗଣମାଧ୍ୟମରେ ବଢିଲା ଚର୍ଚ୍ଚା
ରହିଛି ରହିବି ତୋ ସାଥୀରେ ମଲା ଯାଏଁ। ଆବେ ମୁଁ ଶାସକ ଦଳର ନେତା, ତତେ ପୁଣି ମୁଁ ନମସ୍କାର କରିବି? ମଦୁଆ ଗୁଡ଼ା ବଢିଲେଣି, ଏ ସିକ୍ୟୁରିଟି ୟାକୁ ଟେକିକି ଫୋପାଡ଼ି ଦେଲ
ଭାଇ ଚାଲିଯିବାର ଦୁଃଖକୁ ଗ୍ରହଣ କରିପାରୁନି ଭଉଣୀ। ଚିଠି ଲେଖି କହିଲା, ଏତେ ଶୀଘ୍ର ତୁମେ କାହିଁକି ଚାଲିଗଲ ? ଆମେ ଆଉ ଗୋଟିଏ ଦିନ ଏକାଠି ରହିଥାଆନ୍ତେ, ଆଉ ଟିକିଏ ଫୋନ୍ରେ କଥା ହୋଇ ଥାଆନ୍ତେ...କିନ୍ତୁ ତୁମେ ଠକିଦେଲ....ସାଇମଣ୍ଡଙ୍କ ଚାଲିଯିବା ଦୁଃଖରେ ଏମିତି ଚିଠି ଲେଖିଛନ୍ତି ତାଙ୍କ ଭଉଣୀ
ମଦକୁ ନେଇ ସ୍ୱାମୀ-ସ୍ତ୍ରୀଙ୍କ ସମ୍ପର୍କରେ ପଡ଼ିଥିଲା ଫାଟ। କିନ୍ତୁ ଝିଅର ଭବିଷ୍ୟତ ପାଇଁ ଏବେ ଏକାଠି ହେବାକୁ ନିଷ୍ପତ୍ତି ନେଲେ ଏଇ ଦମ୍ପତି। ସମସ୍ତଙ୍କ ସାମ୍ନାରେ ମଦ ଛାଡ଼ିବାକୁ କଥା ଦେଲେ ସ୍ୱାମୀ...ସେପଟେ ସ୍ତ୍ରୀ କହିଲେ....
ମାତ୍ର ୬ ମାସରେ ଚାଲିଗଲେ ବାପା-ମାଆ। ଅନାଥ ହୋଇଗଲେ ତିନି ଛୁଆ। ଖାଇବାକୁ ନାହିଁ କି ପିଇବାକୁ ନାହିଁ...ଅଭାବ ଅସୁବିଧାରେ କଟୁଛି ଦିନ। ସରକାରୀ ଭାବରେ ୨୦ କିଲୋ ମିଳୁଥିବା ଚାଉଳ ଏମାନଙ୍କର ସାହାଭରସା। ଇଚ୍ଛା ଥିଲେ ବି ପଢିପାରୁନାହାନ୍ତି ୩ ପିଲା...ରୋଷେଇ ଆସୁନଥିବାରୁ ପାଣି ପିଇ ରହୁଛନ୍ତି ଏମାନେ
୧୫ ବର୍ଷର ଝିଅ....”ସେ ଆମ ପାଇଁ ଭଗବାନଙ୍କ ଦାନ ଥିଲା। ମୁଁ ନିଜେ ଡାକ୍ତର, କିନ୍ତୁ ଝିଅର ରୋଗ ଜାଣିପାରିଲିନି”। ଝିଅକୁ ହରାଇ କାନ୍ଦି କାନ୍ଦି ଏମିତି କହୁଛି ମାଆ। ସମୃଦ୍ଧି ଚାଲିଗଲା ସିନା କିନ୍ତୁ ୨ ଜଣଙ୍କ ଜୀବନ ବଞ୍ଚାଇଦେଲା। ଗୋଟିଏ ପଟେ ଝିଅକୁ ହରାଇ ଭାଙ୍ଗି ପଡ଼ିଛନ୍ତି ବାପା-ମାଆ, ଏପଟେ ୨ ଜଣଙ୍କ ଜୀବନ ବଞ୍ଚିଥିବାରୁ ଗର୍ବ ମନେ କରୁଛନ୍ତି ଏହି ଦମ୍ପତି...
ଗୋରୀ ଟିକେ ହେଇ ଯାଉ ହେଇ ଯାଉ ଡିଜେ ବାଲା ଡ୍ୟାନ୍ସ। ଆଲୋ ମୋ ବୋଉ...କି ପ୍ରସେସନ୍ କିରେ? କେଡ଼େ ସୁନ୍ଦରିଆ ସାଜସଜ୍ଜା ହୋଇଛି, ପୁଣି ଡିଜେ ବାଜୁଛି...ନାରଣରେ, ଇଏ କଣ କହିଲେ ମୁଁ ଆଜି କିଛି କରିପାରିବିନି, ଆଜି ମୋ ବାହାଘର...
ଲୋକପ୍ରିୟ ଅଭିନେତ୍ରୀଙ୍କୁ ମହଙ୍ଗା ପଡ଼ିଲା ପ୍ଲାଷ୍ଟିକ ସର୍ଜରୀ। ଅପରେସନ୍ ପାଇଁ ଚାଲିଗଲା ଜୀବନ। ସର୍ଜରୀ ସମୟରେ ଫୁସଫୁସ୍ରେ ଜମିଥିଲା ପାଣି...ପରିବାର ଲୋକେ ଆଣିଲେ ସଙ୍ଗୀନ ଅଭିଯୋଗ। କହିଲେ, ଡାକ୍ତରଙ୍କ ଭୁଲ ପାଇଁ ଚାଲିଗଲା ଝିଅର ଜୀବନ
ଚିକିତ୍ସା ଆରମ୍ଭ ହେବା ପରେ ଡାକ୍ତର ତାଙ୍କୁ ବ୍ରେନ୍ ଡେଡ୍ ଘୋଷଣା କରିବା ମାତ୍ରେ ଝିଅର ଅଙ୍ଗଦାନ ନିଷ୍ପତ୍ତି ନେଇ ଅନ୍ୟମାନଙ୍କ ପାଇଁ ଉଦାହରଣ ସାଜିଛନ୍ତି ସୁନୀତା।
ଅପରାଧିକ ମାମଲା ଥିବା ବ୍ୟକ୍ତି, କୋଟିପତି ଓ ଦଶମ ପାସ୍ କରନିଥିବା ନେତା ହୋଇଛନ୍ତ ଜିଲ୍ଲା ପରିଷଦ ସଭ୍ୟ ।
ମଧ୍ୟାହ୍ନ ଭୋଜନର ବିକଳ ଚିତ୍ର, ପାଣିରେ ଭାସୁଛି ସୋୟା ବଡି । ତାକୁ ଲଗେଇ ଭାତ ଖାଉଛନ୍ତି ପିଲେ । ନିମ୍ନମାନର ଖାଦ୍ୟ ପରଷିବା ପଛର କାରଣ ଶୁଣିଲେ ମୁଣ୍ଡ ଚକ୍କର କାଟିବ ।
ତା’ପରଦିନ ଘରୁ ସୁନା, ଟଙ୍କା ଧରି ଖସିଯାଇଛନ୍ତି ନିଜ ବାପଘରକୁ ।
ଏ ଘଟଣା ପରେ ଚେତନାଙ୍କ ପରିବାର ଲୋକେ ହସ୍ପିଟାଲ ବିରୋଧରେ ଏତଲା ଦେଇଥିବା ବେଳେ ପୁଣି ଚର୍ଚ୍ଚାକୁ ଆସିଛି ସୁନ୍ଦରତା ବୃଦ୍ଧି ପାଇଁ କସ୍ମେଟିକ୍ ସର୍ଜରୀ ପ୍ରସଙ୍ଗ ।