ବାହାଘର ୨୫ ବର୍ଷ ପରେ ସ୍ୱାମୀ-ସ୍ତ୍ରୀଙ୍କ ମଧ୍ୟରେ କଳି। ସ୍ୱାମୀଙ୍କ ରାଗ...ଆମ ଝଗଡ଼ା ହେଲେ ଝିଅକୁ ସ୍ତ୍ରୀ ମାମୁଁଘରକୁ ନେଇଯାଉଛି। ଏଥିରେ ଝିଅ ଶିଖିବ କଣ? ଜାଣିଶୁଣି ଝିଅକୁ ମୋ ବିରୋଧରେ ଉସୁକାଉଥିବା କହୁଛନ୍ତି ସ୍ୱାମୀ। ତେବେ ପ୍ରକୃତରେ ଘଟଣା କ’ଣ?
ବଦହଜମି। ଆଜିକାଲି ପ୍ରାୟ ସମସ୍ତଙ୍କର ହେଉଛି। ତେବେ ଏହି ସାଙ୍ଘାତିକ ରୋଗରୁ କେମିତି ପାଇବେ ରକ୍ଷା? କଣ କଲେ ହେବନି ବଦହଜମି?
ସ୍କୁଲରେ ବଢୁଛି କରୋନା। ଏଥିପାଇଁ ଦାୟୀ କିଏ? ପ୍ରକୃତରେ ସ୍କୁଲ ପିଲା ନାଁ ଶିକ୍ଷକ...କିଏ ବାଣ୍ଟୁଛି କରୋନା? ଶୁଣନ୍ତୁ ଏନେଇ କଣ କହୁଛନ୍ତି ସ୍ୱାସ୍ଥ୍ୟ ବିଶେଷଜ୍ଞ
ସୁନାଖଣି ଜଙ୍ଗଲରେ ସୁନାର ମିଳିଛି କି ସନ୍ଧାନ? ୬ ମାସ ହେଲାଣି ଜଙ୍ଗଲ ମଧ୍ୟରେ ଚାଲିଛି ଖୋଳାତଡ଼ା...ସୁନା ଖଣି ନାଁ ଶୁଣି ଗାଁ ଲୋକଙ୍କ ମନରେ ବଢୁଛି ପ୍ରବଳ ଉତ୍କଣ୍ଠା...
ନିଜ ପର୍ସନାଲ ଆକାଉଣ୍ଟରୁ କଟିଗଲା ଟଙ୍କା। ଓଟିପି ଆସିନି, ହେଲେ ଲୁଟେରା ପାଇଗଲେ ପଇସା। ବ୍ୟାଙ୍କବାଲାଙ୍କ ପାଖକୁ ଦୌଡ଼ି ଦୌଡ଼ି ନୟାନ୍ତ ହେଲେଣି। କିନ୍ତୁ ସେମାନଙ୍କ ପାଖରେ କିଛି ଉତ୍ତର ନାହିଁ
ଶ୍ରଦ୍ଧାଞ୍ଜଳି ସଭାରେ ‘ଲେ… ଲେ… ଲେ ଲେ ମଜ୍ଜା’ ଗୀତରେ ଜବରଦସ୍ତ ନାଚ। ସୋସିଆଲ ମିଡ଼ିଆରେ ଭାଇରାଲ ହେଲା ଭିଡ଼ିଓ, ଦେଖନ୍ତୁ ଏହି ଦୃଶ୍ୟ...
ଆଲୋ ଆଲୋ...ଇଏ ବିଡ଼ିଓଙ୍କ ଉପରେ ଏମାନେ ଏମିତି କାହିଁକି ଚଢୁଛନ୍ତି କିରେ? ହଇରେ ଓଭରସ୍ମାର୍ଟ କିଏ ହେଲା? ନାରଣ କିଛି ବୁଝାପଡ଼ୁନି। ଆମ ରାଇଜରେ ଅଫିସର ବେଶି ସ୍ମାର୍ଟ, ହେଲେ ଇଏ ଶାସକ ଦଳ ନେତା କଣ ସ୍ମାର୍ଟ ହେବାରେ ପ୍ରତିବନ୍ଧକ ଲଗାଉଛନ୍ତି କିରେ?
ବ୍ୟାଡମିଣ୍ଟନରେ ଭାରତକୁ ବଡ଼ ସଫଳତା । ବିଶ୍ୱ ପୁରୁଷ ଟିମ୍ ଚାମ୍ପିଅନସିପ୍ କୁହାଯାଉଥିବା ଥୋମାସ୍ କପ୍ ଇତିହାସରେ ପ୍ରଥମ ଥର ପାଇଁ ଟାଇଟଲ୍ ବିଜେତା ଭାବେ ନିଜ ନାମକୁ ଲିପିବଦ୍ଧ କରିଛି ଭାରତ ।
ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପକୁ ନେଇ ନିତି ନୂଆ ନୂଆ କେଁ । ସଦ୍ୟତମ ବିବାଦରେ ଏବେ ଯୋଡ଼ି ହୋଇଛି ନିର୍ମାଣାଧୀନ ଶ୍ରୀମନ୍ଦିର କାର୍ଯ୍ୟାଳୟର ପ୍ରଶାସନିକ କୋଠା ।
ଦାରିଦ୍ର୍ୟ ଦେଉଛି ବାଧା। ମାଟ୍ରିକ୍ରେ ଫାଷ୍ଟ କ୍ଲାସ୍ ପାଇବା ପରେ ବି କଲେଜ୍ ଯାଇପାରୁନି ଲକ୍ଷ୍ମୀପ୍ରିୟା। ସାଙ୍ଗମାନେ କଲେଜ ଗଲେ କଷ୍ଟ ଲାଗୁଛି, କାନ୍ଦୁଛି ଲକ୍ଷ୍ମୀ। ପର ଘରେ ମାଆ ମୂଲ ଲାଗିଲେ ଘରେ ଚୁଲି ଜଳିବ, ସେଠି ଝିଅର ପାଠପଢା ଚିନ୍ତା କରିବ ବା କେମିତି? ଆପଣମାନେ ସାହାଯ୍ୟ କଲେ କଲେଜ୍ ଯାଇପାରନ୍ତା ଲକ୍ଷ୍ମୀପ୍ରିୟା
ଆଶ୍ଚର୍ଯ୍ୟ !! ମରିବାର ୧୪ ବର୍ଷ ପରେ ସରକାରୀ ଅଫିସ୍ ଆସି ନେଇ ଗଲେ ସହାୟତା। ପରିବାର ଜାଣିବା ପରେ ପାଦ ତଳୁ ଖସିଗଲା ମାଟି। ଭାଇ କହିଲେ, ଭାଇ ତ ନାହିଁ...ସେ ଟଙ୍କା ଆଉ କିଏ ନେଇଯାଇଛି। ଆମ ପରିବାର ନାଁରେ ମିଛରେ କାଗଜପତ୍ର ହୋଇଛି।
ପାଠ ପଢାରେ ବାଧକ ସାଜିଲା ତଣ୍ଟିର ବଥ। ବାପା ଚାଲିଯିବା ପରେ ପରିବାରର ପୂରା ଦାୟିତ୍ୱ ମାଆ ଉପରେ। ଯେଉଁଠି ଖାଇବା କଷ୍ଟକର, ସେଇଠି ପୁଅର ଚିକିତ୍ସା କେମିତି କରାଇବ ମାଆ? ଡାକ୍ତରଖାନାରେ ଦେଖାଇ ନୟାନ୍ତ ହେଲେଣି ବିମଳା, ହେଲେ ଘା ଶୁଖୁନି କି ପୁଅ ଭଲ ହେଉନି। ସାହାଯ୍ୟ ମାଗୁଛି ଟଙ୍କଧର
ଯେଉଁ ବୟସରେ ବିବାହର ୨୫ ବର୍ଷର ପୂର୍ତ୍ତି ଉତ୍ସବ ପାଳନ କରିବା କଥା...ସେହି ବୟସରେ ସମ୍ପର୍କରେ ଦେଖା ଦେଲା ଫାଟ। ମଦ ପିଇ ସ୍ୱାମୀ କୁଆଡ଼େ ସ୍ତ୍ରୀଙ୍କୁ ପ୍ରବଳ ମାରୁଛନ୍ତି। ଦୁର୍ଘଟଣାରେ ପୁଅ ଚାଲିଯିବା ପରେ ଉଭୟଙ୍କ ମଧ୍ୟରେ ବଢିଲା ବିଶୃଙ୍ଖଳା। ୩ ବର୍ଷ ଭିତରେ ଏମିତି କଣ ହେଲା?
ସରକାର ମେଡ଼ିକାଲ ତିଆରି କରିଦେଲେ, ନିଶା ବେପାରୀ ୟାକୁ ଲିଜ୍ରେ ନେବା ପରି ନିଜ ବେପାର ଆରମ୍ଭ କରିଦେଲେ। ଦିନରାତି ୨୪ ଘଣ୍ଟା ଏଠାରେ ପିଉଛନ୍ତି...ବୋତଲ ଫୋପାଡ଼ୁଛନ୍ତି, ନିଶା ବେପାର କରୁଛନ୍ତି। ଚିକିତ୍ସା ପାଉନାହାନ୍ତି ଲୋକେ
ମୋର ଲେଟ୍ ହୋଇଗଲାଣି। କାଳିଆ ଚଢିଛି, ଗଲେ ପୁଣି ମୁଁ ଚଢିବି। ଏ କେମିତିକା କଥା? ଝିଅ ପାଇଁ ଯେତେବେଳେ ଯାହା ପଠାଇଲି ଇଏ ସବୁ ଗାଏବ କରିଦେଉଛି। କିଛି ପହଞ୍ଚୁନି...ମୁଁ କଣ କରିବି?
ଆକାଉଣ୍ଟରୁ ଟଙ୍କା କଟିବା ପରେ ବ୍ୟାଙ୍କ ଦୌଡ଼ି ଦୌଡ଼ି ହତାଶ। କେମିତି ଓ କାହିଁକି ଆକାଉଣ୍ଟରୁ ଏତେ ଟଙ୍କା କଟିଲା ସେନେଇ କୌଣସି ପତ୍ତା ନାହିଁ। ବ୍ୟାଙ୍କକୁ ପଚାରିଲେ ସେମାନେ କହୁଛନ୍ତି ଆପଣଙ୍କ ଆକାଉଣ୍ଟରୁ ଟଙ୍କା ଉଠିଛି, ଆମେ କଣ କରିବୁ?
ପୃଥିବୀ ଆଡେ ମୁହାଁଇଛି ବିଶାଳକାୟ ଆଷ୍ଟ୍ରଏଡ। ଆସନ୍ତାକାଲି ଏହା ପୃଥିବୀ ପାଖାପାଖି ହେବ। ଯଦି ଏହା ପୃଥିବୀ ସହ ଧକ୍କା ହୁଏ, ତେବେ
ଭାରି ସୁଆଦିଆ ମାଛ ଆମ୍ବିଳ। ଟିକିଏ କଟା ପିଆଜ, ବଟା ଅଦା ଓ ରସୁଣ ପେଷ୍ଟ ଦେଇ ତେନ୍ତୁଳି ଛୁଙ୍କ ମାରନ୍ତୁ। ଚାହୁଁ ଚାହୁଁ ତିଆରି ହୋଇଯିବ ଏହି ସୁଆଦିଆ ଖାଇବା...
ଗୁଗୁଲରେ ଆପଣ ଏହି ସବୁ ଜିନିଷ ଦେଖୁଛନ୍ତି କି ସର୍ଚ୍ଚ କରୁଛନ୍ତି କି ? ହୋଇଯାଆନ୍ତୁ ସାବଧାନ। ନଚେତ୍ ଆପଣଙ୍କୁ ବି ହୋଇପାରେ ଜେଲ୍, ଗଣିପାରନ୍ତି ମୋଟା ଅଙ୍କର ଜରିମାନା
କରୋନା ସମସ୍ତଙ୍କୁ ହେବ। ପିଲା ଜନ୍ମ ହେଉ ହେଉ ବି ତାଙ୍କୁ ହୋଇପାରେ କରୋନା। ୫ ବର୍ଷ ତଳର ପିଲାଙ୍କୁ ଦିଆଯିବ କି କରୋନା ଟିକା? ଶୁଣନ୍ତୁ କଣ କହୁଛନ୍ତି ବିଶେଷଜ୍ଞ
ଆଲୋ ଭାଇ ଇଏ କି ନାଚ? ଦେଖୁନ...କେମିତି ନାଗିନ ଗୀତରେ ଗଡ଼ି ଗଡ଼ି ନାଚୁଛନ୍ତି...ନାଚ ନିଶାରେ ଏମିତି ମଜିଛନ୍ତି ଯେ, ସେ ଭାଇଙ୍କୁ ଦୁଇ ଗୋଇଠା ଦେଲେ। ସିଏ ବି ଚିତ୍ପଟାଙ୍ଗ ମାରିଲେ ।
ଦୁର୍ନୀତିର ଚେର ଉପାଡ଼ିବାକୁ ପଣ କରିଛି ଭିଜିଲାନ୍ସ। ହେଲେ ସେହି ଭିଜିଲାନ୍ସ ବିଭାଗର ଅଧିକାରୀ ଏବେ ନିଜେ ପଡ଼ିଛନ୍ତି ଭିଜିଲାନ୍ସ ହାତରେ। ଏ ହେଲେ ଭିଜିଲାନ୍ସ ଇନ୍ସପେକ୍ଟର ମାନସୀ ଜେନା। ହଜାରେ କି ଲକ୍ଷେ ନୁହେଁ, ଲାଞ୍ଚ ନେଉଥିଲେ ୧୦ ଲକ୍ଷ ଟଙ୍କା।
ଫର୍ମଫିଲପ୍ ହୋଇଥିବା ୪୩ ହଜାରରୁ ଅଧିକ ଛାତ୍ରଛାତ୍ରୀ ମାଟ୍ରିକ୍ ପରୀକ୍ଷା ଦେଉନଥିବା ନେଇ ରାଜ୍ୟବ୍ୟାପୀ ସୃଷ୍ଟି ହୋଇଥିଲା ହଇଚଇ । ଏବେ ପଦାକୁ ଆସିଛି ତାଠୁ ବି ସାଂଘାତିକ ତଥ୍ୟ । ସ୍କୁଲ ଆସୁନାହାନ୍ତି ୩୦ ପ୍ରତିଶତ ଛାତ୍ରଛାତ୍ରୀ । ରାଜ୍ୟରେ ଡ୍ରପ୍ ଆଉଟ ସମସ୍ୟା କିଭଳି ଉତ୍କଟ ରୂପ ଧାରଣ କରିଛି, ତାହା ଏଥିରୁ ସ୍ପଷ୍ଟ ହେଉଛି ।
ଶ୍ରୀମନ୍ଦିର ଐତିହ୍ୟ କରିଡ଼ର କାମ ସ୍ଥଗିତ ରଖିବାକୁ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖି ଅପିଲ୍ କଲା INTACH । ଅସୁରକ୍ଷିତ ଐତିହ୍ୟସ୍ଥଳୀ ସଂରକ୍ଷଣ ଉପରେ କାର୍ଯ୍ୟରତ ସଂସ୍ଥା INTACH ଓଡ଼ିଶା ଚାପ୍ଟର ରାଜ୍ୟ ଆବାହକ ଅମିୟ ଭୂଷଣ ତ୍ରିପାଠୀ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଚିଠିରେ ଲେଖିଛନ୍ତି, ଜଗନ୍ନାଥ ମନ୍ଦିର ଚୌହଦିର ଶହେ ମିଟର ନିଷିଦ୍ଧାଞ୍ଚଳରେ ଚାଲିଥିବା ନିର୍ମାଣ କାମ ଏଏସ୍ଆଇ ଅନୁମତିରେ ହେଉନାହିଁ
ଜାତୀୟ ରାଜଧାନୀ ଦିଲ୍ଲୀରେ ପୁଣି ବଡ଼ ଧରଣର ଅଗ୍ନିକାଣ୍ଡ। ଅକାଳରେ ଚାଲିଗଲା ୩୦ରୁ ଅଧିକ ଜୀବନ। ପଶ୍ଚିମ ଦିଲ୍ଲୀର ମୁଣ୍ଡକା ମେଟ୍ରୋ ଷ୍ଟେସନ ନିକଟରେ ଧ୍ୱସଂସ୍ତୁପ ପାଲଟିଗଲା ତିନି ମହଲା କୋଠା।