• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Latest Videos

Deaf Making Ganesh Idol
କହି ପାରୁ ନାହାନ୍ତି କି ଶୁଣି ପାରୁ ନାହାନ୍ତି, ତଥାପି ତିଆରି କରୁଛନ୍ତି ଗଣେଶ ମୂର୍ତ୍ତି

ଦିବ୍ୟାଙ୍ଗ ସତ ହେଲେ ଅକ୍ଷମ ନୁହନ୍ତି । କାନକୁ ଶୁଣାଯାଉନି କି ପାଟିରୁ ପଦଟେ କଥା ବି ବାହାରୁନି, ହେଲେ ବି ଦୁଇ ହାତରେ ଗଢ଼ି ଦେଉଛନ୍ତି ଚମତ୍କାର ମୂର୍ତ୍ତି ।

  • Wednesday, 31 August 2022
Mundali
ମୁଣ୍ଡଳି ବ୍ରିଜ୍ ଉପରେ ଥୁଆ ହୋଇଥିଲା ସ୍କୁଟି-ହେଲମେଟ୍-ଚପଲ, ହେଲେ ଲୋକ କେଉଁଠି ?

ବ୍ରିଜ୍ ଉପରେ ପହଞ୍ଚିଥିଲେ ପୋଲିସ ଓ ଅଗ୍ନିଶମ ଟିମ୍ । ଆରମ୍ଭ ହୋଇଥିଲା ସର୍ଚ୍ଚ ଅପରେସନ୍ ।

  • Tuesday, 30 August 2022
NCRB Report
ରାଜ୍ୟରେ କ୍ରମାଗତ ଭାବେ ବଢ଼ି ଚାଲିଛି ମହିଳା ବିରୋଧୀ ଅପରାଧ

ଜାତୀୟ କ୍ରାଇମ୍ ରେକର୍ଡସ ବ୍ୟୁରୋ-ଏନ୍‌ସିଆର୍‌ବିର କ୍ରାଇମ୍-ଇନ୍ ଇଣ୍ଡିଆ ରିପୋର୍ଟର ତଥ୍ୟ ଅନୁଯାୟୀ ରାଜ୍ୟରେ 2020 ତୁଳନାରେ 2021ରେ ମହିଳା ବିରୋଧୀ ଅପରାଧ ମାମଲା ପାଖାପାଖି ୨୩ ପ୍ରତିଶତ ବଢ଼ିଛି ।

  • Tuesday, 30 August 2022
Farmers
ସାର ସଙ୍କଟ ବେଳେ ଚାଲିଛି କଳାବଜାରୀ, ବିକ୍ରି ହେଉଛି ଚଢ଼ା ଦରରେ

ସୋସାଇଟି କହୁଛି ସାର ନାହିଁ । ଖୋଲା ବଜାରକୁ ଗଲେ ୨୬୬ ଟଙ୍କାର ୟୁରିଆ ବିକ୍ରି ହେଉଛି ୫ ଶହ ଟଙ୍କାରେ ।

  • Tuesday, 30 August 2022
Ganesh Chaturthi
ଦୁଇ ବର୍ଷ ପରେ ବିନା କୋଭିଡ୍ କଟକଣାରେ ପୂଜା ପାଇବେ ବିଘ୍ନ ବିନାଶକ

ବଡ଼ଗଡ଼ ବ୍ରାଇଟ୍ ଷ୍ଟାର୍ କ୍ଲବ ଚଳିତ ବର୍ଷ ସର୍ବାଧିକ ୫୧ ଫୁଟର ଗଣେଶ ମୂର୍ତ୍ତି ତିଆରି କରିଥିବା ବେଳେ ନୟାପଲ୍ଲୀ ନୂଆସାହିରେ ଆଖଣ୍ଡଳମଣି କ୍ଲବ୍ ପକ୍ଷରୁ ତିଆରି ହୋଇଛି ୫୦ ଫୁଟ୍‌ର ମୂର୍ତ୍ତି ।

  • Tuesday, 30 August 2022
Making News
ବୋଲବମ୍‌ରେ ଦେଖା ହେବା ପରେ ଏବେ ପ୍ରେମ !

ଆରେ ଆରେ ତୁମ ମାନଙ୍କର ରିଲେସନ୍‌ କଣ? ତୁମକୁ ଏତେ ଗାଳି ଦେଉଛି, ହେଲେ ବି ମତେ ଫୋନ୍‌ କରୁଛ ! ତୁମେ ଏତେ ବାତରା ବୋଲି ମୁଁ ଜାଣିନଥିଲି...ନହେଲେ ତୁମକୁ ଜମାରୁ ନମ୍ବର ଦେଇ ନଥାନ୍ତି

  • Tuesday, 30 August 2022
Pakistan flood
ବନ୍ୟା ପରେ ପାକିସ୍ତାନ ସ୍ଥିତି ସଙ୍ଗୀନ...ଟମାଟୋ କିଲୋ ୫୦୦ ବେଳକୁ ପିଆଜ କିଲୋ ୪୦୦...

ବନ୍ୟା ପରେ ସଙ୍ଗୀନ ସ୍ଥିତିରେ ପାକିସ୍ତାନ। ଟମାଟୋ କିଲୋ ୫୦୦ ବେଳେ ପିଆଜ କିଲୋ ୪୦୦...କଣ ଖାଇବେ? କେମିତି ଖାଇବେ? ଚିନ୍ତାରେ ପାକ୍‌ବାସୀ...

  • Tuesday, 30 August 2022
ENEWS
ଆଶ୍ଚର୍ଯ୍ୟ !! ସିନେମାରେ ହିରୋଙ୍କ ସହ ଆକ୍ଟିଂ କରିବେ ବିଛା

ଆଶ୍ଚର୍ଯ୍ୟ ଲାଗିଲେ ବି ସତ...ସିନେମାରେ ହିରୋଙ୍କ ସହ ଆକ୍ଟିଂ କରିବେ ବିଛା...କିନ୍ତୁ ଯଦି କାମୁଡି ଦିଏ...ଦେଖନ୍ତୁ କେମିତି ଚାଲିଛି ସୁଟିଂ ସେଟ୍‌....

  • Tuesday, 30 August 2022
Rogue monkey
ମାଙ୍କଡ ପାଗଳା ହୋଇ ଯ଼ାଇଛି। ଯ଼ାହାକୁ ଦେଖୁଛି ତାକୁ କାମୁଡୁଛି

ହନୁ ଯାହାକୁ ଦେଖୁଛି ତାକୁ କାମୁଡୁଛି । ମାଙ୍କଡ ଭୟରେ ଲୋକେ ଘରୁ ପଦାକୁ ବାହାରୁ ନାହାନ୍ତି। ବନବିଭାଗକୁ ନାକେଦମ କଲା ପରେ ଶେଷରେ କାବୁ ହେଲା ମାଙ୍କଡ। ଦେଖନ୍ତୁ ସେ ମାଙ୍କଡ କି କାଣ୍ଡ କରିଛି...

  • Tuesday, 30 August 2022
5 die in mishap
ଏକା ସାଙ୍ଗରେ ଗାଁରେ ଜଳିଲା ୫ ଜୁଇ, କାନ୍ଦିଲା ପୂରା ଏରିୟା

ଏ ଦୃଶ୍ୟ ଦେଖିଲେ ଛାତି ଫାଟିଯିବ। ଏକା ସାଙ୍ଗରେ ୫ ଜଣଙ୍କ ପାଇଁ କୋକେଇ ବନ୍ଧା ହେଲା, ଗାଁ ଶ୍ମଶାନରେ ଜୁଇ ବି ଜଳିଲା। ମହୁଲ ତେଲ ପେଡିବା ହେଲା କାଳ...ରାସ୍ତା ଉପରେ ଚାଲି ଗଲା ୫ ଜଣଙ୍କ ପ୍ରାଣ। ଦେଖନ୍ତୁ ଆତ୍ମୀୟ ସୋଜନଙ୍କୁ ହରାଇ କେମିତି କାନ୍ଦୁଛି ପୂରା ପରିବାର...

  • Tuesday, 30 August 2022
 Lord Ganesh is worshiped for a month
୭୦୦ ବର୍ଷର ପରମ୍ପରା...ଏଇଠି ୩୦ ଦିନ ପୂଜା ପାଇବେ ଗଣେଶ

ରାତି ପାହିଲେ ଗଣେଷ ପୂଜା। କିନ୍ତୁ ଏଠିକାର ପରମ୍ପରା ବହୁ ପୁରୁଣା...ସେଇଥି ପାଇଁ ତ ଦିନେ ନୁହେଁ କି ଦୁଇ ନୁହେଁ ବରଂ ପୂରା ମାସେ କାଳ ପୂଜା ପାଇବା ପରେ ବିସର୍ଜନ ହୁଅନ୍ତି ଶ୍ରୀଗଣେଷ। ମାନସିକ କଲେ ପୂର୍ଣ୍ଣ ହୁଏ ମନସ୍କାମନା...

  • Tuesday, 30 August 2022
News Fuse
ମନ୍ତ୍ରୀ ପଦ ଯିବା ପରେ ବିଲରେ ଚାଷ କରୁଛନ୍ତି ନେତା?

ଆଲୋ ଆଲୋ ଇଏ କଣ? ମନ୍ତ୍ରୀ ପଦ ଯିବା ପରେ ବିଲରେ କଣ ରୁଆ ପୋତା କରୁଛନ୍ତି ପୂର୍ବତନ ମନ୍ତ୍ରୀ? ନାରଣ, ମନ୍ତ୍ରୀ ଚୌକିଟା ଯିବା ପରେ ନେତାଙ୍କ ମନର ଅବସ୍ଥା ତୁ କଣ ବୁଝିପାରୁନୁ? ଦେଖୁନୁ ଏ ଭିଡ଼ିଓକୁ...

  • Tuesday, 30 August 2022
Illegal Stone Mining
ଖୋର୍ଦ୍ଧା ଜିଲ୍ଲାରେ ବଢୁଛି ପଥର ମାଫିଆଙ୍କ ରାଜୁତି

ସରକାରୀ ଅଧିକାରୀଙ୍କୁ ନାଲି ଆଖି ଦେଖାଇ ଦୌରାତ୍ମ୍ୟ ଚଳାଇଛନ୍ତି ପଥର ମାଫିଆ । ଇତିମଧ୍ୟରେ ଜିଲ୍ଲାର ବହୁ ଅଫିସର ମାଫିଆଙ୍କ ଆକ୍ରମଣର ଶୀକାର ହୋଇ ଲହୁଲୁହାଣ ହେଲେଣି ।

  • Monday, 29 August 2022
Illegal Structures
ଆକ୍ସନରେ ବିଳମ୍ବକୁ ନେଇ ବିଡିଏ-ବିଏମ୍‌ସି ଦୋଷ ଠେଲାଠେଲି

ଭୁବନେଶ୍ୱରରେ ଥିବା ବେଆଇନ ଅଟ୍ଟାଳିକାର ଭବିଷ୍ୟତ କଣ ହେବ? କଣ ଟ୍ୱିନ୍ ଟାଓ୍ୱାର ଭଳି ସେଗୁଡ଼ିକୁ ଭାଙ୍ଗି ଦିଆଯିବ? ସୂଚନା ଅନୁସାରେ ରାଜଧାନୀରେ ପାଖାପାଖି ୬ ହଜାର ଆପାର୍ଟମେଣ୍ଟ ବିରୋଧରେ କିଛି ନା କିଛି ବେଆଇନ ନିର୍ମାଣର ଅଭିଯୋଗ ଆସିଛି ।

  • Monday, 29 August 2022
Garbage Problem
ଡମ୍ପିଂୟାର୍ଡକୁ ଅଳିଆଗାଡ଼ି ନଛାଡ଼ିବା ଜିଦ୍‌ରେ ଅଟଳ ଦାରୁଠେଙ୍ଗ ଲୋକେ

ଆଶା ଥିଲା ଆଜି ସମସ୍ୟାର ସମାଧାନ ହୋଇଯିବ, ଆଉ ରାଜଧାନୀରୁ ଉଠିବ ଅଳିଆ । ହେଲେ ବିଏମ୍‌ସି ନିଷ୍ପତ୍ତିରେ ସହମତି ହୋଇପାରନୁନାହାନ୍ତି ଦାରୁଠେଙ୍ଗ ବାସିନ୍ଦା ।

  • Monday, 29 August 2022
Twins twor
ଟ୍ୱିନ ଟାୱାରର ଅଳିଆ ସଫା ପାଇଁ ଲାଗିବ ପୂରା ୩ ମାସ !

ମାତ୍ର ୯ ସେକେଣ୍ଡରେ ମାଟିରେ ମିଶିଲା ଟ୍ୱିନ ଟାୱାର। ଏତେ ମାତ୍ରାରେ ଅଳିଆ ବାହାରିଛି ଯେ ସଫା କରିବାକୁ ଲାଗିବ ପୂରା ୩ ମାସର ସମୟ....

  • Monday, 29 August 2022
Enews
ସହରରେ ମାତିଲେଣି ବିଛା ଗ୍ୟାଙ୍ଗ…ଆଉ ସର୍ଦ୍ଦାର ହେଉଛନ୍ତି..

ପାର୍ଟି ଆମ ସାର୍ଟ ତଳ ହାର୍ଟ ପୂରା ନିଆରା। ଥରେ ମନ ଦେଇକି ଦେଖ? ଏବେ ସହରରେ ସବୁ ଆଡେ ମାତିଛନ୍ତି ବିଛା ଗ୍ୟାଙ୍ଗ...ଦେଖନ୍ତୁ ଏମାନେ କଣ କରୁଛନ୍ତି ଅଧ ରାତିରେ?

  • Monday, 29 August 2022
PM Modi tops most popular world leader list
୨୨ ନେତାଙ୍କୁ ପଛରେ ପକାଇ ପୁଣି ବିଶ୍ୱର ନମ୍ବର ୱାନ ନେତା ହେଲେ ମୋଦି..

ରେକର୍ଡ ପରେ ରେକର୍ଡ କରୁଛନ୍ତି ମୋଦି। ବିଶ୍ୱର ୨୨ ନେତାଙ୍କୁ ପଛରେ ପକାଇ ନମ୍ବର ୱାନ ନେତା ହେଲେ ନରେନ୍ଦ୍ର ମୋଦି। ଜାଣନ୍ତୁ ମୋଦିଙ୍କ ପଛରେ ଅଛନ୍ତି କେଉଁ କେଉଁ ନେତା?

  • Monday, 29 August 2022
Women break society norms
ଦିନେ ସାଇକେଲ ଚଲାଇବାକୁ ଡରୁଥିଲେ, ଏବେ ଅଟୋ ଚଲାଉଛନ୍ତି…ଦାୟିତ୍ୱ ବଦଳାଇ ଦେଲା ପରିଚୟ

ଦିନେ ଏମାନେ ସାଇକେଲ ଚଲାଇବାକୁ ଡରୁଥିଲେ, ହେଲେ ଆଜି ଅଟୋ ଚଲାଇ ଗାଁ ଗାଁକୁ ବୁଲି ସଂଗ୍ରହ କରୁଛନ୍ତି ଅଳିଆ। ପରିବାର ଚଳାଇବାକୁ ଅଂଟା ଭିଡ଼ିଛନ୍ତି ଏଇ ଦୁଇ ମହିଳା। ମାସକୁ ୬ ହଜାରରୁ ଅଧିକ ରୋଜଗାର ବି କରୁଛନ୍ତି। ପଚାରିଲେ କୁହନ୍ତି…ପରିସ୍ଥିତି ଆସିଲେ ସବୁକିଛି କରିବା ସମ୍ଭବ…ଦେଖନ୍ତୁ ଏଇ ପ୍ରେରଣାଦାୟୀ କାହାଣୀ

  • Monday, 29 August 2022
people celebrate last Nuakhai
ଏସନ ଶେଷ…ଆର ବର୍ଷକୁ ପାଣିରେ ବୁଡ଼ିଯିବ ଗାଁ, ସେଇଥି ପାଇଁ ଏମିତି ନୂଆଖାଇ ପାଳୁଛନ୍ତି ଏଠିକା ଗାଁ ଲୋକ

ଏବର୍ଷ ଏ ଗାଁର ଶେଷ ନୂଆଖାଇ। ଦିନ କେଇଟା ପରେ ଏଇ ପଡା ପୂରା ପାଣିରେ ବୁଡିଯିବ। ପ୍ରତିବର୍ଷ ପରି ଏଥର ଉତ୍ସାହ ନାହିଁ, ହେଲେ ବି ପରମ୍ପରାକୁ ବଜାୟ ରଖିବା ପାଇଁ ଘର ଲିପା ଚାଲିଛି…ଧୁଆ ପଖଳା ବି ହେଉଛି। ଦେଖନ୍ତୁ ଗ୍ରାଉଣ୍ଡ ଜିରୋରୁ କେମିତି ଶେଷ ନୂଆଖାଇ ପାଇଁ ଚାଲିଛି ପ୍ରସ୍ତୁତି…

  • Monday, 29 August 2022
News Fuse
ପାଣିକୁ ପଶୁନାହାନ୍ତି…ଖାଲି ବଡ ପ୍ୟାକେଟ୍ ଧରିଛନ୍ତି…ହେଲେ ସେଥିଲେ ଅଛି କଣ?

ମଲା...ତୁମେ ପାଣିକୁ ନଓହ୍ଲାଇ ବନ୍ୟା ଦୁର୍ଦ୍ଦଶା ବୁଝିବ କେମିତି? ଆଲୋ ଆଲୋ କଂଗ୍ରେସିଆ ଏଡେ ଏଡେ ଜରି ପ୍ୟାକେଟ୍‌ରେ କଣ ଆଣିଛନ୍ତି ରୁହ ରୁହ ଖୋଲିକି ଦେଖିବା। ରହରେ ନାରଣ...ଆମେ ଦେଖୁ ଆଗେ ତା ଭିତରେ କିଛି ଅଛି ନା ଖାଲି ଏମିତି ଧରେଇ ଦେଇ ଗଲେ...

  • Monday, 29 August 2022
Khola Katha
ଦଳରେ ରହିବେ କିନ୍ତୁ ବିରୋଧ କରିବେ?

କଂଗ୍ରେସର ଯାହା ସ୍ଥିତି ଏହି ଦଳରେ ରହି ଆଗକୁ ଯିବେ ନା ପାଗ ଦେଖି ଦଳଠୁ ଡିଭର୍ସ ନେବେ କଂଗ୍ରେସ ବିଧାୟକ ମହମ୍ମଦ ମୋକିମ୍‌? ଦଳରେ ରହି ଏମିତି ବିରୋଧ ପ୍ରଦର୍ଶନ କଲେ ଦଳ ସହିବ ତ? ଶୁଣନ୍ତୁ ଏନେଇ କଣ କହୁଛନ୍ତି ବିଧାୟକ ମହମ୍ମଦ ମୋକିମ?

  • Sunday, 28 August 2022
Taste Of Odisha
କଖାରୁ କୋରାକୁ ଗୁଜୁରାତି ଦେଇ ଏମିତି ବନାନ୍ତୁ କଖାରୁ ପିଠା...

କଖାରୁ ପିଠା କେବେ ଖାଇଛନ୍ତି କି? ଯଦି ନା, ତେବେ ଏବେ ସାଙ୍ଗେ ସାଙ୍ଗେ କରନ୍ତୁ ପିଠା। କଖାରୁ କୋରାରୁ ଗୁଡ, ଗୁଜୁରାତି ଦେଇ ପାଗ କରନ୍ତୁ। ପରେ ଅଟା ଦେଇ କଡେଇରେ ଏମିତି ଛାଣନ୍ତୁ କଖାରୁ ପିଠା। ଓଃ ଏ ବର୍ଷା ପାଗରେ ଖାଇକି ଥରେ ଖାଲି ଦେଖନ୍ତୁ..ପରେ....

  • Sunday, 28 August 2022
LED bulb designed to capture
ଏଣିକି ସିସିଟିଭି ନୁହେଁ ବରଂ ବଲବରେ ରେକର୍ଡ ହେବ ସବୁ ଭିଡ଼ିଓ...ଦାମ ମାତ୍ର...

CCTV ର ଯୁଗ ଶେଷ !! ଏଣିକି LED ବଲବ୍‌ରେ ରେକର୍ଡ ହେବ ସବୁ ଭିଡ଼ିଓ। ଦାମ୍‌ ମାତ୍ର ଏତିକି ଟଙ୍କା...ଜାଣନ୍ତୁ କଣ କଣ ରହିଛି ଫିଚର୍ସ...

  • Sunday, 28 August 2022
Yojana Ra Na Hariloot
ଭେଣ୍ଡିଂ ଜୋନ୍‌ କରିବେ କହି ଖାଇଗଲେ ୨୦ ଲକ୍ଷ !

ବାଃ ବାଃ !! ଭେଣ୍ଡିଂ ଜୋନ୍‌ରେ ବି ଦୁର୍ନୀତି? ଷ୍ଟଲ ତିଆରି କରିବା ନାଁରେ ଖାଇଗଲେ ୨୦ ଲକ୍ଷ…ଦେଖନ୍ତୁ କେମିତି ହେଉଛି ଲୁଟ୍‌...

  • Sunday, 28 August 2022