ସୁର ଭାଇ ସବୁବେଳେ ସାଙ୍ଗରେ , ଯିଏ ଯେଉଁଠି ଡାକିଲା ଓ କରିବେ ସୁର ଭାଇ I ଭାଇଙ୍କୁ ଭାଇ କରିଦେଲେ ରାନୀ ପଣ୍ଡା । ହାତରେ ବାନ୍ଧି ଦେଲେ ଭାଇ ଭଉଣୀର ପବିତ୍ର ବନ୍ଧନ ରାକ୍ଷୀ
ବାହା ହେଲେ ୫ ପିଲା ହେଲା । ପୁଣି ମନ ବୁଝିଲାନି ବୋଲି ବାହାରେ ଆଉ ଏକ ସ୍ତ୍ରୀ ସହ ୬ ବର୍ଷ ରହିଲେ । ଏବେ ପିଲା ବାର ଦୁଆର ହେଉଛନ୍ତି । ଦେଖନ୍ତୁ ପାରିବାରିକ କଳହର ଆଉ ଏକ କରୁଣ ପରିଣତି
ମୁଣ୍ଡଳିଠାରେ ମହାନଦୀ ଦେଖାଇଛି ତାର କରାଳ ରୂପ । ଏଠି ବିପଦ ସଙ୍କେତ ଉପରେ ପ୍ରବାହିତ ହେଉଛି ନଦୀ ।
ତିନି ଦିନ ଭୋକ ଉପାସରେ ଛଟପଟ ହେବା ପରେ କେମିତି ଖୋଲା ଆକାଶ ତଳେ ଘରର ଛାତ ପାଲଟିଛି ଅସ୍ଥାୟୀ ଗୃହ ଓ ରୋଷେଇ ସ୍ଥଳ ।
ଣିରେ ବୁଡ଼ି ରହିଛି ହଜାର ହଜାର ହେକ୍ଟର ଚାଷଜମି । ସେପଟେ ଚିତ୍ରୋତ୍ପଳା ନଦୀର ପାଣି ଯୋଗୁଁ ଡେରାବିଶ ଓ ମହାକାଳପଡ଼ା ବ୍ଲକର ବହୁ ପଞ୍ଚାୟତବାସୀ ଜଳବନ୍ଦୀ ହୋଇଛନ୍ତି ।
ସକାଳୁ ରାତି ଯାଏଁ ଅସମ୍ଭବ ଭିଡ଼ । ବନ୍ୟା ପାଣି ସହ ଜମୁଛି ସେଲ୍ଫି ସାଙ୍ଗସାଥୀ ସହ ମଜା କରୁଛନ୍ତି ସମସ୍ତେ । ନଦୀ କୂଳକୁ ଯାଇ ଫଟୋ ମଧ୍ୟ ଉଠାଉଛନ୍ତି ।
ବର୍ଷେ ନୁହେଁ କି ଦୁଇବର୍ଷ ନୁହେଁ ବରଂ ୩୮ ବର୍ଷ ପରେ ବରଫ ପାହାଡ ତଳୁ ମିଳିଲା ଯବାନଙ୍କ ମରଶରୀର। ଘରକୁ ଦିଆଗଲା ଖବର, ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ହେବ ଶେଷକୃତ୍ୟ
ସ୍ୱାମୀ ସ୍ତ୍ରୀ ଝଗଡାରେ ହନ୍ତସନ୍ତ ଦୁଇ ପରିବାର। ୫ ପିଲାବି ବାପା ମାଆ କଳିରେ ଅସହାୟ। ସ୍ତ୍ରୀ ଓ ୫ ପିଲାଙ୍କୁ ଛାଡି ସ୍ୱାମୀ ଅନ୍ୟ ଝିଅ ସହ ୬ବର୍ଷ ହେଲା ବାହାରେ । ପଚାରିଲାରୁ କହୁଛି ବିବାହ ପରେ ଅନ୍ୟ ସ୍ତ୍ରୀ ସହ ରହିଲେ କେସ୍ ହୁଏନି ବୋଲି ସେ ଜାଣି ନାହାନ୍ତି
ବର୍ଷା ଦିନ। ଘରେ ଗରମା ଗରମ କିଛି ହେଲେ ତାର ମଜା ଅଲଗା। ଆଜି ଦେଖନ୍ତୁ ଚୁଡାରେ ତିଆରି ମସଲା ପିଠା , ଯେତିକି ସୁଆଦିଆ ତିଆରି ବି ଭାରି ସହଜ
ଚାଲିଛି ରାମ ରାଜ୍ୟ । ଏଠି ପିସିରେ ଖେଳ ହେଉଛି। ଏଠି ରାମ ନାହାନ୍ତି । ରାବଣ ମାଳ ମାଳ ଆଉ ଚାଲିଛି ରାମରାଜ୍ୟ I ଏଠି ଗୋଡି ବାଲି ୱାର୍ଡ ମେମ୍ୱର ଖାଉଛି
ବଡମ୍ୱାର ମାଆ ଭଟ୍ଟାରିକା ମନ୍ଦିର ପାଣିରେ ବୁଡି ଯାଇଛି। ତିନି ଦିନ ଭିତରେ ପାଣି ୧୫ ଫୁଟି ଉଠି ମନ୍ଦିର ଭିତରେ ପାଣି ଲହଡି ଭାଙ୍ଗୁଛି। ମାଆଙ୍କୁ ବନ୍ୟା ଆଶ୍ରୟ ସ୍ଥଳକୁ ସ୍ଥାନାନ୍ତରିତ କରାଯାଇଛି। ବେହାଲ ଏ ପୀଠର ଅବସ୍ଥା
ଆଶ୍ଚର୍ଯ୍ୟ !! କିଏ କାନ୍ଦୁଛି ତ ପୁଣି କିଏ ହସୁଛି। ସ୍କୁଲରେ ୯ ଛାତ୍ରୀଙ୍କ ଦେହରେ ଲାଗୁଛି ଭୂତ। ତାନ୍ତ୍ରିକ ଆସି କରୁଛି ପୂଜାର୍ଚ୍ଚନା। ପିଲାଙ୍କୁ ସ୍କୁଲ କି ଟ୍ୟୁସନ ଛାଡ଼ିବାକୁ ରାଜି ହେଉନାହାନ୍ତି ଅଭିଭାବକ। (ବି-ଦ୍ର: ଓଟିଭି ଭୂତପ୍ରେତ ପରି ଅନ୍ଧ ବିଶ୍ୱାସକୁ ପ୍ରୋତ୍ସାହନ ଦିଏ ନାହିଁ। ଏହା କେବଳ ସଚେତନତା ପାଇଁ ପ୍ରସାରଣ କରାଯାଇଛି। ଆପଣମାନେ ମଧ୍ୟ ଅନ୍ଧବିଶ୍ୱାସକୁ ବିଶ୍ୱାସ କରନ୍ତୁ ନାହିଁ)
ବଡ ଦାଣ୍ଡରେ ଯେତିକି ପାଣି ପୁରା ଅବସ୍ଥା ବେହାଲ। ପାଣି ଭିତରେ କିଏ ସୁଅ ଚିରିକି ଯାଉଛି ତ କିଏ ମୁଣ୍ଡ କୁଣ୍ଡେଇଲାଣି।
ସ୍ୱାଧୀନତାର ଅମୃତ କାଳରେ ବିକଶିତ ଭାରତ ସହ ଗୋଲାମୀର ଦୁଃସ୍ୱପ୍ନରୁ ମୁକ୍ତି, ନିଜ ଐତିହ୍ୟ ଓ ପରମ୍ପରାକୁ ନେଇ ଗର୍ବ ଅନୁଭବ କରିବା ସହ ଏକଜୁଟ୍ ହୋଇ ନାଗରିକମାନେ ନିଜ ନିଜ କର୍ତ୍ତବ୍ୟ ପାଳନ କରିବା ଉପରେ ଗୁରୁତ୍ୱ ଦେଇଛନ୍ତି ମୋଦି।
ଲଘୁଚାପ ଜନିତ ଲଗାଣ ବର୍ଷା ସାଙ୍ଗକୁ ହୀରାକୁଦ ଗେଟ୍ ଦେଇ ଆସୁଥିବା ମହାନଦୀର ବନ୍ୟାପାଣି ମାଡ଼ି ଯିବାରୁ କେମିତି ଦୁଃସ୍ଥିତି ହୋଇଛି ବୌଦ୍ଧ ଜିଲ୍ଲାର ହରଭଙ୍ଗା ତାହା କହିବାକୁ ଶବ୍ଦ ନାହିଁ ।
ପ୍ରବଳ ବନ୍ୟା ହୋଇପାରେ ବୋଲି ଆଶଙ୍କା କରିଛନ୍ତି ଖୋଦ୍ ଏସ୍ଆର୍ସି ।
ତଳଠୁ ଉପର ପର୍ଯ୍ୟନ୍ତ ସବୁ ମିଳିମିଶି ହଡ଼ପ କରିଦେଲେ ହିତାଧିକାରୀଙ୍କ କୁଇଣ୍ଟାଲ୍ କୁଇଣ୍ଟାଲ୍ ଚାଉଳ... ତିନି ମାସ ହେବ ଆମେ ଚାଉଳ ପାଇନୁ, ହେଲେ ଆମ ନା ଏଣ୍ଟ୍ରି କରି କିଏ ନେଲା ବୋଲି ପ୍ରଶ୍ନ କରିଛନ୍ତି ଗ୍ରାମବାସୀ....
ଘରେ ବନାନ୍ତୁ ଦେଶୀ ରେସିପି ‘ମହୁରାଳି ମାଛ ଘଡ଼ିପୋଡ଼ା’।
ଏ ଦେଶର ଇଂଜିନିୟର ସବୁ ଭାଙ୍ଗି ପଡ଼ିଲେ...ଏ ଦେଶର ଶିକ୍ଷକ ଭାଙ୍ଗି ପଡ଼ିଲେ....
ଏଇ ଅଟୋରେ କେତେ ପିଲା? ଅଟୋରେ ଖୁନ୍ଦାଖୁନ୍ଦି ହୋଇଯା ସ୍କୁଲ ଯାଉଛନ୍ତି ପିଲା। ଡ୍ରାଇଭର ଜଣଙ୍କ ଫୁଲ୍ କନଫିଡେଣ୍ଟରେ କହୁଛନ୍ତି ବେଶୀ ନୁହେଁ ୧୦ ଜଣଙ୍କୁ ନେଉଛି।
ବଲାଙ୍ଗିରର ବ୍ୟାଙ୍କ କୃଷି ଅଧିକାରୀ ଦିବ୍ୟରଂଜନ ମିଶ୍ରଙ୍କ ମୃତ୍ୟୁକୁ ନେଇ ବଢୁଛି ସସପେନ୍ସ ।
ହୀରାକୁଦ ଡ୍ୟାମର ଅଧିକ ଗେଟ୍ ଖୋଲିବା ଚାହୁଁଛି ବଘେଲ୍ ସରକାର, ଓଡ଼ିଶା କହିଲା ୩୪ରୁ ଅଧିକ ଖୋଲିବୁନି
ପାଣି ଘେରରେ କେନ୍ଦୁଝର ସହର...କାମାକ୍ଷାନଗରରେ କାନ୍ଥ ପଡ଼ି ମହିଳା ଓ ବାଲୁଗାଁରେ ପାଣିରେ ବୁଡ଼ି ଶିଶୁ ମୃତ
କରୋନା ବର୍ଷ ଭଳି କ୍ୱାଟର ଏଣ୍ଡ ନା ବର୍ଷ ଶେଷକୁ ଫାଇନାଲ୍ ଏକଜାମ୍...CHSE ସ୍ପଷ୍ଟ କରୁନଥିବାରୁ ବଢୁଛି ଛାତ୍ରଛାତ୍ରୀ ଓ ଅଧ୍ୟାପକଙ୍କ ସଂଶୟ
କୁନି ପିଲାଟିର ମୁଣ୍ଡ ବଢ଼ି ଚାଲିଛି। ପାଖ ଡାକ୍ତରଖାନାକୁ ଯାଇଥିଲେ ଯେ, ସେଠି କହିଲେ କଟକ ବଡ଼ ମେଡିକାଲ ନେଇ ଯାଅ। କିନ୍ତୁ ଆର୍ଥ ସମସ୍ୟା ପାଇଁ ପୁଅକୁ ଧରି ବାପା ଘରକୁ ପଳାଇ ଆସିଲେ...