ଅଦୃଶ୍ୟ ଲୁଟେରାର ମାୟା ଜାଲରେ ଛନ୍ଦି ହୋଇ ଯାଇଛନ୍ତି ସମସ୍ତେ। ଆଉ ଖୋଜୁଛନ୍ତି ମୁକୁଳିବାର ବାଟ । ହେଲେ ବନ୍ଦ ହୋଇଯାଇଛି ଖସିବାର ସମସ୍ତ ବାଟ । ଫ୍ରଡ୍ କଲ ପ୍ରତି ସାବଧାନ! ଅଜଣା ନମ୍ବରରୁ କଲ୍ ଆସିଲେ ସେମାନଙ୍କ ସହ କଥା ନହୋଇ ବ୍ଲକ ଲିଷ୍ଟରେ ପକାଇ ସାଇବର ସେଲରେ କମ୍ପ୍ଲେନ କରନ୍ତୁ....
ଆଉ କୋଉଠି କରିଥିଲେ କଣ ଏତେ ଭାଇରାଲ ହେଇଥାନ୍ତା ନା କଣ ? ସମସ୍ତଙ୍କ ନଜର ଯେତେବେଳେ ପୁରୀର ଐତିହାସିକ କରିଡର ପ୍ରକଳ୍ପ ଉପରେ ଆଉ ଏଇ ଭଉଣୀ ଜଣକ ବି ଟିକେ ଏଇଠି ଗୋଟେ ଜବରଦସ୍ତ ଧମାକାଦାର ଭିଡିଓ ଗୋଟେ ବନେଇ ଦେଲେ....
ଭାରତୀୟ ଉପଭୋକ୍ତା ଖୁବଶୀଘ୍ର ପାଇବାକୁ ଯାଉଛନ୍ତି ବହୁ ପ୍ରତୀକ୍ଷିତ 5G ସେବା । ଗତକାଲି ପ୍ରଥମ ଥର ପାଇଁ ଭାରତରେ ଫାଇଭ୍ ଜି ଟେକନୋଲଜିର ସଫଳ ପରୀକ୍ଷଣ ହୋଇଛି । କେନ୍ଦ୍ର ଆଇଟି ଓ ଯୋଗାଯୋଗ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ନିଜେ କଲ କରି ଏହାର ଟ୍ରାଏଲ କରିଛନ୍ତି ।
ନିଜ ରାଜନୈତିକ କ୍ୟାରିୟର ପାଇଁ କାଳ ହେବାକୁ ଯାଉଛି କି ପତ୍ନୀ ବର୍ଷାଙ୍କ ସହ କେନ୍ଦ୍ରାପଡ଼ା ସାଂସଦ ଅନୁଭବଙ୍କ ବିବାଦ ? ଗତକାଲି ସୋସିଆଲ୍ ମିଡିଆ ପୋଷ୍ଟରେ ଖୋଦ୍ ଅନୁଭବଙ୍କ ଶଙ୍କାଭରା ଭିଡିଓ ପରେ ଆଜି ପ୍ରତିକ୍ରିୟା ରଖିଛି ବିଜେଡି ।
ଦିନରେ ଉପଭୋକ୍ତାଙ୍କୁ ଲଣ୍ଠନ ଦେଖାଉଛି ଟାଟା ପାୱାର । କାରସାଦି କରି ବିଦ୍ୟୁତ୍ ବିଲ ଆଦାୟ କରାଯାଉଛି ଅଧିକ ଅର୍ଥ । ବାସ୍ତବ ଦେୟ ବାଦ୍ ବିଭିନ୍ନ ହେଡରେ ଏହି ଅର୍ଥ ନେଉଛି କଂପାନି । ତେବେ ଏସବୁ ଦେୟ କଣ ପାଇଁ କଂପାନି କର୍ତ୍ତପକ୍ଷ ବି ତାହା ସ୍ପଷ୍ଟ କରିପାରୁନାହାନ୍ତି ।
କେମିତି ହେଲା ବାଲେଶ୍ୱର ପ୍ରିନ୍ସ ରେସିଡେନ୍ସିଆଲ୍ କଲେଜ ଛାତ୍ରୀ ସାବିତ୍ରୀ ବେହେରାଙ୍କ ମୃତ୍ୟୁ ? ସତରେ କଣ ଦୁଇ ଶହ ଟଙ୍କା ଚୋରି ବିବାଦରୁ ଚାଲିଗଲା କି ମୟୁରଭଞ୍ଜ ଲୁହାକାନିର ପ୍ଲସଟୁ ଦ୍ୱିତୀୟ ବର୍ଷର ଛାତ୍ରୀଙ୍କ ଜୀବନ ? ଗୁରୁ ଯାଇ ଶୁକ୍ର ସରିଗଲା ସିନା ମୃତ୍ୟୁ ପଛର ପ୍ରମାଣ ଯୋଗାଡ଼ କରିପାରିନି ବାଲେଶ୍ୱର ପୋଲିସ ।
ଟ୍ରେନ୍ ଧକ୍କାରେ ପୁଣି ଗଲା ୩ ହାତୀଙ୍କ ଜୀବନ । କେନ୍ଦୁଝର ଜିଲ୍ଲା ବାଂଶପାଣୀ-ଜୁରୁଡ଼ି ରେଳ ଲାଇନରେ ଗତକାଲି ଘଟିଛି ଏହି ଦୁର୍ଘଟଣା । ଦୁର୍ଘଟଣାର କାରଣ ଖୋଜା ଆରମ୍ଭ ହୋଇଥିଲେ ବି ବନ ବିଭାଗ ଓ ରେଳ ମନ୍ତ୍ରଣାଳୟ ପରସ୍ପରକୁ ଦୋଷ ଲଦିବାରେ ବ୍ୟସ୍ତ ।
ମୁଁ ଏମିତି ତୁମର କଣ କରିଦେଲି ଯେ ତୁମେ ଧରମକୁ ସାକ୍ଷୀ ରଖୁଛ? ମୋର ପୂରା ଯୌବନ ପଲାଇଲାଣି କିନ୍ତୁ କିଛି ଲାଭ ହେଲାନି...ମତେ ପଇସା ଦେଖାଉଛ? ତୁମେ ରହୁଛ ରାଜା ଉଆସରେ ମତେ କିନ୍ତୁ ମିଳିପାରିଲାନି ଉଆସ। ବାଃ ବାଃ...
ମୁଁ ଏମିତି ତୁମର କଣ କରିଦେଲି ଯେ ତୁମେ ଧରମକୁ ସାକ୍ଷୀ ରଖୁଛ? ମୋର ପୂରା ଯୌବନ ପଲାଇଲାଣି କିନ୍ତୁ କିଛି ଲାଭ ହେଲାନି...ମତେ ପଇସା ଦେଖାଉଛ? ତୁମେ ରହୁଛ ରାଜା ଉଆସରେ ମତେ କିନ୍ତୁ ମିଳିପାରିଲାନି ଉଆସ। ବାଃ ବାଃ...
ଭଲ ପାଇ ମୁଁ ଭୁଲ୍ କରିଛି... ସେଥି ପାଇଁ ମୋତେ ଥାନା, କୋର୍ଟ କଚେରୀ ଯିବାକୁ ହେଉଛି। ହେଲେ ଏହାକୁ ନାଟକୀୟ ଢଙ୍ଗରେ ଦେଖାଉଛନ୍ତି କିଛି ମିଡିଆ। ଏମିତି କେବେ ହେଲେ କର ନାହିଁ। ତୁମେ ଯେତେବେଳେ ମୋ ଭଳି କଷ୍ଟ ପାଇବ, ଜାଣି ପାରିବ...
ମାଟ୍ରିକ ପରୀକ୍ଷାରେ ପ୍ରଥମ ଶ୍ରେଣୀରେ ଉତ୍ତୀର୍ଣ୍ଣ ହେବା ପରେ ବି କଲେଜ୍ ଯାଇପାରୁନାହାନ୍ତି ଲକ୍ଷ୍ମୀପ୍ରିୟା। ସାଙ୍ଗମାନେ ପାଠ ପଢୁଛନ୍ତି ଦେଖିଲେ କଷ୍ଟ ଲାଗେ କିନ୍ତୁ ଆର୍ଥିକ ସ୍ଥିତି ଖରାପ କାରଣରୁ ପାଠ ପଢାରେ ବନ୍ଧା ହେଲା ଡୋରି। ସାହାଯ୍ୟ ମିଳିଲେ କଲେଜ୍ ଯାଇପାରନ୍ତ ଲକ୍ଷ୍ମୀପ୍ରିୟା…
ଆମେ ଲଢେଇ ପାଇଁ ସବୁବେଳେ ପ୍ରସ୍ତୁତ। ଜଗନ୍ନାଥଙ୍କୁ ନେଇ ରାଜନୀତି କରିବା ଆଦୌ ଗ୍ରହଣୀୟ ନୁହେଁ... ପାଇଖାନା ପାଇଁ ୩୦ ଫୁଟ୍ ଗାତ କଣ ଦରକାର? ପିନାକୀ ବାବୁ କେବଳ ମିସଲିଡ୍ କରୁଛନ୍ତି…
ଆଲୋ ପାତେଳୀ ନାନି ସତରେ କ’ଣ ସ୍ୱାମୀ ଏମିତି? ତୁ ସବୁ ବେଳେ ଏମିତି ଚୁଗୁଲି କାହିଁକି କରୁଛୁ? ତୁ ତାଙ୍କ ଘରେ ଏମିତି କଳି ଲଗାଇ ଦେଲୁ ଯେ, ବୁଢା ମୁହଁ ପୂର୍ବକୁ ତ ବୁଢୀ ମୁହଁ ପଶ୍ଚିମକୁ। ଏବେ ଆଉ କାହା ପାଳି?
୪୨୦ ନନ୍ଦିନୀ: ଦୁଇ ଦୁଇଟି ଥାନାରେ ଦାୟର ହେଲାଣି ମାମଲା। ଚଉଠି ରାତିରେ ଭିଣୋଇଙ୍କୁ ନ୍ୟୁଡ୍ କଲ କରିଥିବାର ଆସିଛି ସଙ୍ଗୀନ ଅଭିଯୋଗ। ଏବେ ପ୍ରଶ୍ନ ଘେରରେ ନନ୍ଦିନୀ...ମୁହଁ ଖୋଲି କହିବେ କି ଚଉଠି ରାତିରେ ହୋଇଥିଲା କଣ?
ଆପଣ ଏହି ଆପ୍ଲିକେସନ୍ ଡାଉନଲୋଡ୍ କରିଛନ୍ତି କି? ସାବଧାନ !! ନହେଲେ ଚାହୁଁ ଚାହୁଁ ଆକାଉଣ୍ଟ ହୋଇଯିବ ଖାଲି...
ମୋ ବୋଉଲୋ...ଇଏ ଦୁର୍ବଳରୁ ଦୋହଲୁଛନ୍ତି। କିନ୍ତୁ ଭୀମ ଚରିତ୍ରରେ ଆକ୍ଟିଂ କରୁଛନ୍ତି। ଆଲୋ ଇଏ କଣ? ଭୀମଙ୍କ ପାହାର ଖାଇ ଷ୍ଟେଜ୍ ତଳକୁ ଗଳିପଡ଼ିଲେ ଦୁର୍ଯ୍ୟୋଧନ...ଗଲା ଗଲା ମାରି ପକାଇଲା ରେ...ନାରଣ ରକ୍ଷା କର…
ଶିଖରଚଣ୍ଡୀ ପାହାଡ଼ରୁ ଅଧାପୋଡ଼ା ଅବସ୍ଥାରେ ମିଳିଲେ ଅବିନାଶ, ହସ୍ପିଟାଲ୍ ନେବା ବାଟରେ ମୃତ୍ୟୁ, ହ୍ୟାଣ୍ଡନୋଟରୁ ପ୍ରେମଜନିତ କାରଣ ଅନୁମାନ...ହତ୍ୟା ଅଭିଯୋଗ ଆଣିଲା ପରିବାର...
ସୋସିଆଲ୍ ମିଡିଆରେ ଭାବବିହ୍ୱଳ ଭିଡିଓ ପୋଷ୍ଟକୁ ନେଇ ଚର୍ଚ୍ଚା, କହିଲେ ଜୀବନସାଥୀ ବାଛିବାରେ କରିଛି ଭୁଲ୍, ନିଜ ରାଜନୈତିକ କ୍ୟାରିୟରକୁ ନେଇ ବି ସନ୍ଦିହାନ୍..
ବେଞ୍ଚ ପ୍ରତିଷ୍ଠା ବିରୋଧରେ ହାଇକୋର୍ଟ ବାରରେ ପ୍ରସ୍ତାବ ପାରିତ ପରେ ଦକ୍ଷିଣ ଓ ପଶ୍ଚିମ ଓଡ଼ିଶା ବିଭିନ୍ନ ଓକିଲ ସଂଘଙ୍କ ତୀବ୍ର ପ୍ରତିକ୍ରିୟା, ରାଜନୀତି ବି ଜୋର୍
ଏମାର ମଠ ଖନନ ସ୍ଥଳରେ ଫିଙ୍ଗା ପଡ଼ିଥିବା ପ୍ରାଚୀନ ସିଂହମୂର୍ତ୍ତକୁ ଉଦ୍ଧାର କରି କାର୍ଯ୍ୟାଳୟକୁ ନେଲା ଏଏସ୍ଆଇ,ଏପଟେ ଗଙ୍ଗ ରାଜତ୍ୱ ସମୟର କୀର୍ତ୍ତିରାଜି ବୟାନ ପାଇଁ ଅଧିକ୍ଷକଙ୍କ ବିରୋଧରେ ଥାନାରେ ଏତଲା
ମାସକ ବଦଳରେ ୨୫ରୁ ୨୭ ଦିନର ବିଲ୍ କରି ଅତି ଚତୁରତାର ସହ ଅଧିକ ଅର୍ଥ ନେଉଛି ବିତରଣକାରୀ କଂପାନୀ, ନିୟମର ଖୋଲା ଉଲ୍ଲଙ୍ଘନ ହେଉ ଥିଲେ ବି କାହିଁକି ଚୁପ୍ OERC ଉଠିଲା ପ୍ରଶ୍ନ...
ନିଜେ ଶିକ୍ଷକତା କରୁଛନ୍ତି, କିନ୍ତୁ ଆଜିର ଦୁନିଆରେ ପୋଲିସ୍ ଉପରେ ବିଶ୍ୱାସ କରୁନାହାନ୍ତି। ଘରୁ ସୁନା ଓ ଟଙ୍କା ଚୋରି ହେବା ପରେ ଦାଣ୍ଡରେ କଳସ, ନଡ଼ିଆ ଓ ସିନ୍ଦୂର ରଖି ଚୋର ଧରିବାକୁ ଚେଷ୍ଟା କରୁଛନ୍ତି ଏଇ ଦମ୍ପତି । ସେପଟେ ପୋଲିସ କହିଲା…
ମତେ ଭାରି ଚିନ୍ତା...ମୁଁ କେମିତି ଓଟ ଅଣ୍ଡାକୁ ବିକ୍ରି କରିବି? ମୁଁ ରସିକିଆ ଆଉ ରଙ୍ଗିଲା ବିଦେଶୀ...ଆପଣଙ୍କ ଭଲପାଇବା ଥିଲେ ଚୋରଣୀ ୨ କଣ ଚୋରଣୀ ୩..୪ ସବୁ ହେବ। ଖାଇବା ଚୋରି କରୁଛନ୍ତି ଶଙ୍କର...ଦେଖନ୍ତୁ ଏହି ମଜାଦାର ଦୃଶ୍ୟକୁ
କଲେକ୍ଟର ହେବ ତ ଏମିତି। ଅନାଥ ପିଲାଙ୍କୁ ମଲ୍ ବୁଲାଇ ନେଲେ, ମନପସନ୍ଦର ଡ୍ରେସ କିଣିଦେଲେ। ହଷ୍ଟେଲରୁ ମଲ୍ ଯାଇ ବେଶ୍ ଖୁସି ହେଲେ ପିଲେ। ଭଳି କି ଭଳି ଡ୍ରେସ ଦେଖି କାହାକୁ ନେବେ କାହାକୁ ନନେବେ କନଫ୍ୟୁଜ୍ ହେଲେ ପିଲେ । ଡ୍ରେସ ଦେଖାଇବାରେ କିନ୍ତୁ ହେଳା କରୁନଥିଲେ ମଲ୍ କର୍ମଚାରୀ
ପ୍ରେମରେ ଧୋକା ଖାଇବା ପରେ ଭିଡ଼ିଓରେ ସମାଜକୁ ବାର୍ତ୍ତା ଦେଲେ ପ୍ରେମିକ। କହିଲେ, ଏମିତି ଝିଅକୁ ଭଲପାଅନି କି ମୋ ପରି ପସ୍ତାଅନି। ୬ ବର୍ଷ ପ୍ରେମ ସମ୍ପର୍କ ପରେ ପ୍ରେମିକା ଅନ୍ୟ ଜଣେ ଯୁବକଙ୍କ ସହ ସମ୍ପର୍କ ରଖିବାରୁ ଥାନାରେ ମାମଲା ଦାୟର କରି ଏମିତି କହିଲେ ପ୍ରେମିକ, ଜାଣନ୍ତୁ କଣ ଥିଲା ପୂରା ଘଟଣା