ଆମେରିକା- ବ୍ରିଟେନ୍ ତଥ୍ୟରେ ତିଆରି କରୁଛନ୍ତି ପାଞ୍ଜି !
ଇଂରାଜୀ ନୂଆ ବର୍ଷକୁ ଆହୁରି ପ୍ରାୟ ୨ ମାସ ବାକି, ହେଲେ ବଜାରକୁ ଆସିଲାଣି ନୂଆ କ୍ୟାଲେଣ୍ଡର । ତେବେ ଗତ ବର୍ଷ ଭଳି ଆସନ୍ତାବର୍ଷ ବିଭିନ୍ନ ପର୍ବପର୍ବାଣୀକୁ ନେଇ ଦ୍ବନ୍ଦ୍ବ ରହିବ ନା ନିର୍ଭୁଲ ହେବ ତାକୁ ନେଇ ସଂଶୟ ଭିତରେ- ପାଞ୍ଜିକାର ପରିଶ୍ରମ ନକରି ନକଲରେ ମାତୁଥିବାରୁ ଏଭଳି ସମସ୍ୟା ଉପୁଜୁଥିବା ନେଇ ଶଙ୍କାରାଚାର୍ଯ୍ୟଙ୍କ ମନ୍ତବ୍ୟ ସୃଷ୍ଟି କରିଛି ହଲଚଲ୍ ।
Advertisment
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)