Advertisment

ଆମେରିକା ରାଷ୍ଟ୍ରପତି ନିର୍ବାଚନରେ ଡୋନାଲ୍ଡ ଟ୍ରମ୍ପଙ୍କ ବୃହତ ବିଜୟ

ନିର୍ବାଚନରେ ବିଶ୍ବାସକୁ ନେଇଥିବାରୁ ଆମେରିକାବାସୀଙ୍କୁ ଧନ୍ୟବାଦ ଜଣାଇବା ସହ ଭିକଟ୍ରି ସ୍ପିଚରେ ମେକ୍ ଆମେରିକା ଗ୍ରେଟ୍ ଏଗେନ୍‌ର ଆହ୍ୱାନ ଦେଇଛନ୍ତି ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ।

author-image
Satyendu Shekher Mishra

ଆମେରିକା ରାଷ୍ଟ୍ରପତି ନିର୍ବାଚନରେ ଡୋନାଲ୍ଡ ଟ୍ରମ୍ପଙ୍କ ବୃହତ ବିଜୟ। କମଲା ହ୍ୟାରିସଙ୍କୁ ହରାଇ ୭୮ ବର୍ଷୀୟ ଟ୍ରମ୍ପ ବନିଛନ୍ତି ଆମେରିକାର ୪୭ ତମ ରାଷ୍ଟ୍ରପତି। ଦ୍ବିତୀୟ ଥର ପାଇଁ ଦଖଲ କରିଛନ୍ତି ହ୍ବାଇଟ୍ ହାଉସ। ନିର୍ବାଚନରେ ବିଶ୍ବାସକୁ ନେଇଥିବାରୁ ଆମେରିକାବାସୀଙ୍କୁ ଧନ୍ୟବାଦ ଜଣାଇବା ସହ ଭିକଟ୍ରି ସ୍ପିଚରେ ମେକ୍ ଆମେରିକା ଗ୍ରେଟ୍ ଏଗେନ୍‌ର ଆହ୍ୱାନ ଦେଇଛନ୍ତି ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ। 

Advertisment
Advertisment
Advertisment