Advertisment

୨୦୨୭ ଡିସେମ୍ବର ସୁଦ୍ଧା ସରିବ ଭୁବନେଶ୍ବର ମେଟ୍ରୋ ରେଳ ପ୍ରକଳ୍ପ

ପ୍ରତି ୧୦ ମିନିଟ୍‌ରେ କଟକ ତ୍ରିଶୂଳିଆରୁ ଭୁବନେଶ୍ବର ଏୟାରପୋର୍ଟ ମଧ୍ୟରେ ଦୌଡ଼ିବ।

author-image
Satyendu Shekher Mishra

୨୦୨୭ ଡିସେମ୍ବର ସୁଦ୍ଧା ସରିବ ଭୁବନେଶ୍ବର ମେଟ୍ରୋ ରେଳ ପ୍ରକଳ୍ପ। ଏଥିପାଇଁ ମାଟି ପରୀକ୍ଷା ଓ ରାସ୍ତା ପ୍ରଶସ୍ତୀକରଣ କାମ ଜୋରସୋରରେ ଚାଲିଛି । ପ୍ରକଳ୍ପ ଲାଗି ୩ କୋଚ୍ ବିଶିଷ୍ଟ ୧୩ଟି ମେଟ୍ରୋ ଟ୍ରେନ୍ କିଣାଯିବାର ଯୋଜନା ରହିଛି। ଯାହାକି ପ୍ରତି ୧୦ ମିନିଟ୍‌ରେ କଟକ ତ୍ରିଶୂଳିଆରୁ ଭୁବନେଶ୍ବର ଏୟାରପୋର୍ଟ ମଧ୍ୟରେ ଦୌଡ଼ିବ।

Advertisment
Advertisment
Advertisment