• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Latest Videos

Mahua flowers
ଚାରିଆଡେ ପେନ୍ଥା ପେନ୍ଥା ମହୁଲ ଫୁଲ..

କାହା ପାଇଁ ନିଶା ତ କାହାର ଭାତହାଣ୍ଡି । ସରକାରଙ୍କୁ ମହୁଲ କରୁଛି ମାଲାମାଲ୍.. ହେଲେ ଆମକୁ ମିଳୁନି ପାଉଣା..

  • Sunday, 19 March 2023
News Fuse
ଦେଖିଲେ ଦେଖିଲେ ପ୍ୟାଣ୍ଟ ଚୋରି କରି ନେଲେ

ଛି ଛି ଛି ...ଗେଟ୍‌ରେ ଶୁଖୁଥିଲା ଜିନ୍ସ ପ୍ୟାଣ୍ଟ । ଏଇ ବାବୁ ଆସି ଦେଖିଲେ ଦେଖିଲେ...ସାଙ୍ଗରେ ନେଇ ପଳାଇଗଲେ । ଏହେ...କାହାର କାଛୁକୁଣ୍ଡିଆ ହୋଇଥିବ...

  • Sunday, 19 March 2023
Want to do politics
ରାଜ୍ୟରେ ଚାଲିଛି କି ଅମଲା ଶାସନ ? ଅଫିସର୍ ରାଜରେ ପ୍ରଭାବିତ ମନ୍ତ୍ରୀ, ବିଧାୟକ !

ବିରୋଧୀଙ୍କ ଅଭିଯୋଗକୁ ନେଇ ବିଧାନସଭା ହୁଲସ୍ତୁଲ ହୋଇଥିବା ବେଳେ ମୁହାଁମୁହିଁ ହୋଇଛନ୍ତି ଶାସକ ଓ ବିରୋଧୀ । ମୁଖ୍ୟ ଶାସନ ସଚିବଙ୍କୁ ମନ୍ତ୍ରୀ ରୀତା ସାହୁ ଏକ ଚେକ୍ ଦେବା ସମୟର ଫଟୋକୁ ନେଇ ସରକାରଙ୍କୁ ଟାର୍ଗେଟ୍ କରିଥିଲେ କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର ।

  • Saturday, 18 March 2023
Matric Exam
ପୁଣି ମାଟ୍ରିକ୍‌ ବିଭ୍ରାଟ; ଦ୍ୱନ୍ଦ୍ୱରେ ପକାଇଲା ପ୍ରଶ୍ନପତ୍ର ତ୍ରୁଟି

ଆଜି ଥିଲା ସାମାଜିକ ବିଜ୍ଞାନ ପରୀକ୍ଷା । ଇତିହାସ ଓ ରାଜନୀତି ବିଜ୍ଞାନ ବିଷୟର ବି-ସେଟରେ କିଛି ତ୍ରୁଟି ଦେଖି ଘାବରାଇ ଯାଇଥିଲେ ପରୀକ୍ଷାର୍ଥୀ ।

  • Saturday, 18 March 2023
Drying Mahanadi
ମରୁ ପାଲଟିଗଲାଣି ମହାନଦୀ : ଜୀବନ ଜୀବିକା ଗୁରୁତର,ପିଇବା ପାଣି ପାଇଁ ହାହାକାର ସ୍ଥିତି

ଗ୍ରୀଷ୍ମ ଆରମ୍ଭରୁ ରାଜ୍ୟ ଜୀବନ ରେଖାର ଚିତ୍ର ଡରେଇଲା ଭଳି, ଥରେଇଲା ଭଳି।...ଯୁଆଡ଼େ ଚାହଁ, ଯେଉଁଠିକୁ ଚାହଁ ଗଣ୍ଡ ସ୍ଥାନରେ କେଉଁଠି କାଁଭାଁ ଅଳ୍ପ ପାଣିକୁ ଛାଡ଼ିଦେଲେ ଚାରି ଆଡ଼େ ଖାଲି ବାଲି ଆଉ ପଥର ।

  • Saturday, 18 March 2023
electricity power cut
ଉପଭୋକ୍ତାଙ୍କ ଉପରେ ଦାଉ ସାଧୁଛି ଟାଟା ପାୱାର ! ମାଟ୍ରିକ ପରୀକ୍ଷା ବେଳେ ବିଜୁଳି ଯନ୍ତ୍ରଣା

ଠିକ୍ ମାଟ୍ରିକ ପରୀକ୍ଷା ବେଳେ ହିଁ ଉପଭୋକ୍ତାଙ୍କୁ ବିଜୁଳି ଛାଟ । ପିଲାଙ୍କ ଗୁରୁତ୍ୱପୂର୍ଣ୍ଣ ପାଠପଢ଼ା ସମୟରେ ହିଁ ଘରୁ ବିଜୁଳି ସଂଯୋଗ ବିଚ୍ଛିନ୍ନ । ଏବେ ସାରା ରାଜ୍ୟରେ ମାଟ୍ରିକ ପରୀକ୍ଷା ଚାଲିଥିବା ବେଳେ ଠିକ୍ ଏହି ସମୟରେ ହିଁ ବକେୟା ବିଲ ଆଦାୟ ପାଇଁ ଗାଁ ଗାଁରୁ ବିଜୁଳି କାଟ୍ ଅଭିଯୋଗ ।

  • Saturday, 18 March 2023
Owner abandons camel
କାନ୍ଦୁଛି ଓଟ...ସ୍ୱାର୍ଥପର ମଣିଷକୁ ମାଗୁଛି ଜବାବ୍‌

ଓଟ ଆଖିରେ ଲୁହ । କାମ ସରିଗଲା ବୋଲି ଅଧା ରାସ୍ତାରେ ଛାଡିଦେଲା ମାଲିକ । ବୁଲିବୁଲି ମାଲିକକୁ ଖୋଜୁଛି...ମନେ ମନେ କହୁଛି ରେ ସ୍ୱାର୍ଥପର ମଣିଷ କାମ ସରିଗଲା ପରେ ମତେ ପର କେମିତି କରିଦେଲୁ?

  • Saturday, 18 March 2023
5T in shambles
5-T ସ୍କୁଲ...ବାହାର ଚକ୍‌ଚକ୍‌, ଭିତର ଫମ୍ପା

ବାଃବାଃରେ ସରକାର । ଗୁମର ଖୋଲିଦେଲା ୫-ଟି ସ୍କୁଲର । ବାହାର ପୂରା କାଚମାର୍କା, ଭିତର ପୂରା ଫମ୍ପା । ଗୋଟିଏ କ୍ଲାସ୍‌ ରୁମ୍‌ରେ ଦୁଇଟି ଶ୍ରେଣୀର ପିଲାଏ ପଢୁଛନ୍ତି ପାଠ

  • Saturday, 18 March 2023
Unique Bond
ଏମିତି ଭାଇ ଜଗତେ ନାହିଁ । ଦିବ୍ୟାଙ୍ଗ ଭାଇର ସେବା କରୁଛି ଦିବ୍ୟାଙ୍ଗ ଭାଇ

ଭାଇ ଅଛି ଯାହାର, ତାକୁ ଡର କାହାର? ୨୫ ବର୍ଷ ହେଲାଣି ମାନସିକ ଅନଗ୍ରସର ଭାଇର ସେବା କରୁଛି ମୁକ ଭାଇ । ଗାଳିଦେଲେ ଖାଇବାକୁ ଦେଉଛି, ମାଡି ମାରିଲେ ଆଉଁସି ଦେଉଛି

  • Saturday, 18 March 2023
Driver Protest
୩ ଦିନ ପରେ ଡ୍ରାଇଭର ଆନ୍ଦୋଳନ ସ୍ଥଗିତ, ସରକାରଙ୍କୁ ଦେଲେ ୯୦ ଦିନର ମହଲତ

୩ ମାସ ଲାଗି ଆନ୍ଦୋଳନକୁ ସ୍ଥଗିତ ରଖି ଡ୍ରାଇଭର ମହାସଂଘର ଚେତାବନୀ । ‘ଦାବି ପୂରଣ ନହେଲେ ୯୧ ଦିନରେ ନବୀନ ନିବାସ ସାମ୍ନାରେ ଆତ୍ମାହୁତି’ ।

  • Friday, 17 March 2023
BJD
ବିଜେଡିର ସୋସିଆଲ୍ ମିଡିଆ କ୍ୟାଂପେନରେ ନାହାନ୍ତି ନବୀନ !

୨୪ ବର୍ଷ କ୍ଷମତାରେ ରହିବା ପରେ ବିଜେଡିକୁ କାହିଁକି ଶଙ୍ଖ ମୋ ଗର୍ବ ବୋଲି କହିବାକୁ ପଡ଼ିଲା ବୋଲି ପ୍ରଶ୍ନ ଉଠିଛି । କୁହାଯାଉଛି, ବିଜେଡିକୁ ଏବେ ଭବିଷ୍ୟତ ଚିନ୍ତା ଘାରିଥିବାରୁ, ସେଇଥିପାଇଁ ଏ କ୍ୟାମ୍ପେନ୍ । ସେପଟେ ବିଜେପି ବି ସୋସିଆଲ୍ ମଡିଆରେ ଏହାକୁ ଭିନ୍ନ ବାଗରେ କାଉଣ୍ଟର କରିଛି ।

  • Friday, 17 March 2023
Driver Protest
ଆସିଲା ପଚା ପରିବା, ଖାଉଟି ଉପରେ ପଡ଼ିଲା ଚଡ଼କ ! ଚଢ଼ା ଦରରେ ବିକିଲେ ବ୍ୟବସାୟୀ

ତୃତୀୟ ଦିନରେ ବି ସନ୍ତୁଳି ହେଉଛନ୍ତି ସାଧାରଣ ଜନତା । ଇନ୍ଧନ, ଅତ୍ୟାବଶ୍ୟକ ସାମଗ୍ରୀ ଓ ଯାତ୍ରୀ ପରିବହନ ସବୁଠି ପ୍ରଭାବ ।

  • Friday, 17 March 2023
Jaynarayan Mishra
ବିଧାନସଭାରେ ତମ୍ବିତୋଫାନ; ସିଏମଓ ରିଟାୟାର୍ଡ ଅଫିସର୍ସ କ୍ଲବ୍ ?

ଅସିତ ତ୍ରିପାଠୀଙ୍କଠୁ ବାଲକ୍ରିଷ୍ଣନଙ୍କ ପର୍ଯ୍ୟନ୍ତ ଗୋଟି ଗୋଟି କରି ନାଁ ନେଇ ସିଏମଓ ରିଟାୟାର୍ଡ ଅଫିସରଙ୍କ କ୍ଲବ୍ ପାଲଟିଲାଣି ବୋଲି କହିଥିଲେ ବିରୋଧୀ ଦଳ ନେତା ।

  • Friday, 17 March 2023
World Sleep Day
‘ଉତ୍ତମ ସ୍ୱାସ୍ଥ୍ୟ ପାଇଁ ନିଦ୍ରା ଜରୁରୀ’

ଉତ୍ତମ ସ୍ୱାସ୍ଥ୍ୟ ପାଇଁ ନିଦ୍ରାର ମହତ୍ତ୍ୱ ସଂପର୍କରେ ଲୋକଙ୍କୁ ସଚେତନ କରିବାକୁ ମାର୍ଚ୍ଚ ମାସର ତୃତୀୟ ଶୁକ୍ରବାରକୁ ବିଶ୍ୱ ନିଦ୍ରା ଦିବସ ଭାବେ ପାଳନ କରାଯାଉଛି । ଏ ବର୍ଷର ଥିମ୍ ରହିଛି ‘ଉତ୍ତମ ସ୍ୱାସ୍ଥ୍ୟ ପାଇଁ ନିଦ୍ରା ଜରୁରୀ’ ।

  • Friday, 17 March 2023
News Fuse
ସେଦିନ ଲଡୁ, ଆଜି ଡାଲି ଖଟେଇ

ସେଦିନ ଲଡୁ, ଆଜି ଡାଲି ଖଟେଇ

  • Friday, 17 March 2023
Farmers turn barren land
ନିଜ ଉଦ୍ୟମରେ ଫଳାଇଲେ ସୁନାର ଫସଲ

ଦିନେ ଦୁବ ଘାସଟିଏ କଉଁଳୁ ନଥିଲା ଆଜି ସୁନାର ଫସଲ । ଚାରିପଟେ ପାହାଡ଼ ଥିଲେ ବି ନିଜ ଉଦ୍ୟମରେ ଗ୍ରାମବାସୀ ଜମିରେ ଫଳାଇଲେ ସୁନାର ଫସଲ..

  • Friday, 17 March 2023
talented Girl
ଝିଅ ଏଯାଏ ସ୍କୁଲ ଯାଇନି.. ରେକର୍ଡ ପରେ ରେକର୍ଡ କଲାଣି..

ଏଡିକି ବକଟେ ଛୁଆ. ଜାଣିଛି ଦୁନିଆ ଯାକର କଥା.. ଭଲକରି କଥା କହିପାରୁନି, ହେଲେ ଜିତୁଛି ଗୋଟିଏ ପରେ ଗୋଟିଏ ମେଡାଲ୍

  • Friday, 17 March 2023
Migrant labourer
ଆଶ୍ଚର୍ଯ୍ୟ ! ନିଜ ମୃତ୍ୟୁର ନିଜେ ରଚିଥିଲେ ଷଡଯନ୍ତ୍ର

ଇଏ କେମିତିକା ମଣିଷ? ନିଜ ମୃତ୍ୟୁର ନିଜେ ରଚିଥିଲେ ଷଡଯନ୍ତ୍ର । ଘରକୁ ପଠାଉଥିଲେ ଗୁରୁତର ଆହତ ହେବାର ଫଟୋ । ହେଲେ ସବୁ ସତ ଜାଣିବା ପରେ ବାନ୍ଧିଲା ପୋଲିସ୍‌

  • Friday, 17 March 2023
Hospital staff asks Rs 800 bribe
'ଯଦି ପୋଷ୍ଟମର୍ଟମ କରିବ, ତେବେ ୮ଶହ ବାହାର କର... ମାଲ୍‌ ମାରିକି ଶବ କାଟିଦେବୁ..’

ବାପା ଆଗରେ ଚାଲିଗଲା ପିଲା । ପୋଷ୍ଟମର୍ଟମ ପାଇଁ ମେଡିକାଲ ପହଞ୍ଚିବା ପରେ...ଶବ କାଟିବାକୁ ୮ ଶହ ଟଙ୍କା ମାଗିଲେ ମେଡିକାଲ କର୍ମଚାରୀ । ସିଧାସିଧା କହିଲେ ଟଙ୍କା ଦେବା ପରେ ଆମେ ମାଲ୍‌ ମାରିବୁ, ପରେ କାଟିବୁ । ଏବେ ଭାଇରାଲ ହେଲା ଭିଡିଓ

  • Thursday, 16 March 2023
Youth attempts to kill minor gir
ଛି ଛି ! ଏମିତି ପ୍ରେମିକକୁ ଶତଧିକ୍

ଏମିତି ପ୍ରେମିକ ଆପଣ ଜୀବନରେ ଦେଖିନଥିବେ। ପ୍ରେମିକା ସହ ଆରମ୍ଭ ହୋଇଥିବା ତା ପ୍ରେମ, ଶେଷରେ ଗୁଳିକାଣ୍ଡରେ ଶେଷ ହୋଇଛି… ପ୍ରେମ କଲା ଜଣକୁ, ବାହା ହେଲା ଆଉ ଜଣକୁ। ଆଉ ବାହା ହେଲାପରେ ପୁଣି ପ୍ରେମ କରୁଥିବା ଝିଅ ସହ ସଂପର୍କ ରଖିବାକୁ ଚାହିଁଲାରୁ ଏତେ କାଣ୍ଡ ହେଲା।

  • Thursday, 16 March 2023
News Fuse
ଇଏ ଥାନା ନା ଦାରୁଖାନା !

ଥାନା ଭିତରେ ଚାଖଣା ତାଟିଆ କ’ଣ କରୁଛି ? ଖଟ ଉପରେ ଯେତିକି ବୋତଲ ଅଛନ୍ତି ତଳେ ବି ସେତିକି!

  • Thursday, 16 March 2023
5T
ବିଧାନସଭାରେ ଥମୁନି 5T ଝଡ଼

କାଉଣ୍ଟର ପାଇଁ ସୋସିଆଲ ମିଡିଆର ସାହାରା ନେଲା ବିଜେଡି

  • Wednesday, 15 March 2023
Odisha Drivers Mahasangh Launches Protest
ଡ୍ରାଇଭରଙ୍କ ଷ୍ଟିଅରିଂ ଛାଡ଼ ଧର୍ମଘଟ; ଠପ୍ ହୋଇଗଲା ଜୀବନଯାତ୍ରା !

ରାଜ୍ୟର ବିଭିନ୍ନ ସ୍ଥାନରେ ଘଂଟାଘଂଟା ଧରି ଅଟକି ରହିଲେ ଯାତ୍ରୀ। କେଉଁଠି ଛାତ୍ରଛାତ୍ରୀ ଓ ଅଧ୍ୟାପକ ତ କେଉଁଠି ତୀର୍ଥଯାତ୍ରୀ, ଗାଡି ନପାଇ ହନ୍ତସନ୍ତ ହୋଇଛନ୍ତି ସମସ୍ତେ ।

  • Wednesday, 15 March 2023
Forest Fire
ହୁତୁହୁତୁ ହୋଇ ଜଳୁଛି ଜଙ୍ଗଲ; ନିଆଁକୁ ନେଇ କେନ୍ଦ୍ର- ରାଜ୍ୟ ଦୋଷ ଠେଲାଠେଲି

ଜଙ୍ଗଲ ନିଆଁକୁ ନେଇ କେନ୍ଦ୍ର-ରାଜ୍ୟ ଦୋଷ ଠେଲା ଠେଲି ହୋଇଛନ୍ତି । ବିଜେପି କହିଛି, ଜଳୁଛି ଜଙ୍ଗଲ । ବଢ଼ୁଛି ତାପମାତ୍ରା । ନିଆଁ ଲିଭାଇବା ପାଇଁ ପଶ୍ଚିମା ଝଡ଼କୁ ଭରସା କରି ହାତ ଟେକି ବସିଛନ୍ତି ସରକାର ।

  • Wednesday, 15 March 2023
Odisha Drivers Mahasangh Launches Protest
ନିଆରା ଢ଼ଙ୍ଗରେ ଡ୍ରାଇଭର ସଙ୍ଘର ପ୍ରତିବାଦ; କେଉଁଠି ଫୁଲମାଳ ତ କେଉଁଠି ଚନ୍ଦନ ଟିକା..

ଗାଡ଼ି ଛାଡ଼ି ଗର୍ଜନ, ହଲ୍ଲାବୋଲ୍ ଏବଂ ହଳଦିଆ ନମ୍ବରପ୍ଲେଟ୍ ଗାଡ଼ିକୁ ଟାର୍ଗେଟ୍ । ୧୦ ଦଫା ଦାବିରେ ସାରା ରାଜ୍ୟରେ ଆଜି ଏମିତି ଢଙ୍ଗରେ ଆନ୍ଦୋଳନକୁ ଓହ୍ଲାଇ ପ୍ରତିବାଦ କରିଛି ଓଡ଼ିଶା ଡ୍ରାଇଭର ମହାସଂଘ ।

  • Wednesday, 15 March 2023