ଟ୍ରୋଲ ପମ୍ପରେ ତେଲ ନାହିଁ, ରାସ୍ତାରେ ଯାତ୍ରୀ ବୋହିବାକୁ ବସ୍ ଗଡୁନି ଆଉ ବଜାରରେ ପର୍ଯ୍ୟାପ୍ତ ଜିନିଷ ପହଞ୍ଚି ପାରୁନଥିବାରୁ ଦର ଆକାଶଛୁଆଁ । ୧୦ ଦଫା ଦାବିରେ ଡ୍ରାଇଭର ମହାସଂଘ ଆନ୍ଦୋଳନର ତୃତୀୟ ଦିନରେ ସଙ୍ଗୀନ ହୋଇଥିଲା ସାଧାରଣ ଲୋକଙ୍କ ଅବସ୍ଥା । ଆଜି ସକାଳୁ ଦିନ ତମାମ ସ୍ମାର୍ଟ ସିଟିର ବିଭିନ୍ନ ପେଟ୍ରୋଲ ପମ୍ପରେ ତେଲ ସରିଯିବା ଆଶଙ୍କାରେ ପ୍ରବଳ ଭିଡ଼ ଜମାଇଥିଲେ ଲୋକେ । ଯାତ୍ରୀ ପରିବହନ ବ୍ୟବସ୍ଥା ସମ୍ପୂର୍ଣ୍ଣ ଠପ୍ ହୋଇଥିବା ଦେଖାଯାଇଥିଲା ।
Published: Tanmay Kumar Mahalik
Last updated: 17 March 2023, 09:47 PM IST
ପୂର୍ବରୁ ଉକ୍ତ ଓଲାଗି ବାନର ଦର ୨୦୦ଟଙ୍କା ଥିଲା । ଶ୍ରୀମନ୍ଦିର ପ୍ରଶାସନର ଅର୍ଥ ସବକମିଟିର ନିଷ୍ପତ୍ତିକ୍ରମେ ଦର ବୃଦ୍ଧି କରାଯାଇଛି ବୋଲି ଶ୍ରୀମନ୍ଦିର ନୀତି ପ୍ରଶାସକ କହିଛନ୍ତି ।