• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Latest Videos

Taste of Odisha
କଟା ପିଆଜକୁ କଂଚା ଲଙ୍କା ଦେଇ ଏମିତି କରନ୍ତୁ ରୋହୀ ମାଛ ପୋସ୍ତ

ରୋହି ମାଛ ପୋସ୍ତ। ନା ଯେମିତି ଟେଷ୍ଟ ବି ସେମିତି। କଟା ପିଆଜକୁ କଂଚା ଲଙ୍କା ଦେଇ ଏମିତି ତିଆରି କରନ୍ତୁ ଏଇ ସୁଆଦିଆ ଡିସ୍‌। ଥରେ ଖାଇଲେ ବାରମ୍ବାର ଖାଇବାକୁ ହେବ ଇଚ୍ଛା

  • Friday, 10 June 2022
News Fuse
ନୂଆ ନୂଆ ଶପଥ ନେବା ପରେ କାଳିଆ ଦର୍ଶନ ପାଇଁ ବାହାରିଲେ ମନ୍ତ୍ରୀଗଣ....

ଆଲୋ ଆଲୋ...ମନ୍ତ୍ରୀ ପଦ ପାଉ ପାଉ କାଳିଆ ଶରଣରେ ପଶିଲେଣି ମନ୍ତ୍ରୀଗଣ। ଦେଖୁନାହାନ୍ତି ସିଂହଦ୍ୱାର ସାମ୍ନାରେ କେମିତି ଲାଇନ୍‌ ଲାଗିଲାଣି ମନ୍ତ୍ରୀଙ୍କର। ଜଣକ ପରେ ଜଣେ ଜଗା ଦର୍ଶନରେ ବ୍ୟସ୍ତ....ହେଲେ ଏଇଠି ମନ୍ତ୍ରୀ ମହୋଦୟଙ୍କୁ କିଏ ମୁଣ୍ଡିଆ ମାଇଲା କିରେ?

  • Friday, 10 June 2022
Corona
ପୁଣି ଡରେଇଲାଣି ମହାମାରୀ କରୋନା

ଦିନକରେ ଦେଶରେ ସଂକ୍ରମଣ ୪୦ ପ୍ରତିଶତ ବୃଦ୍ଧି । ଗୋଟିଏ ଦିନରେ ୭ ହଜାର ଟପିଲା ଆକ୍ରାନ୍ତଙ୍କ ସଂଖ୍ୟା।

  • Thursday, 09 June 2022
Naveen- pope
ନବୀନଙ୍କ ବିଦେଶ ଗସ୍ତକୁ ନେଇ ଚର୍ଚ୍ଚା

ଏଇ ମାସ ଶେଷ ଆଡ଼କୁ ରୋମ୍ ଯିବେ ମୁଖ୍ୟମନ୍ତ୍ରୀ । ରୋମରେ ଜାତିସଂଘ ଓ୍ୱାଲର୍ଡ ଫୁଡ୍ ପ୍ରୋଗ୍ରାମରେ ଯୋଗ ଦେବେ । ବଖାଣିବେ ଖାଦ୍ୟ ସୁରକ୍ଷାରେ ଓଡ଼ିଶା ସଫଳତାର କାହାଣୀ।

  • Thursday, 09 June 2022
Barabati stadium turns battlefield, crowd clash at ticket counter
ବାରବାଟୀରେ ଟିକେଟ ମହାଭାରତ

ଦ୍ୱିତୀୟ ଟି-ଟ୍ୱେଣ୍ଟିର ଟିକେଟ ପାଇଁ ଖଣ୍ଡଯୁଦ୍ଧ…

  • Thursday, 09 June 2022
The Great Odisha Political Circus
ବନ୍ଧ ବାନ୍ଧୁନ ଉପାସ ରହିବ, ଆମେ କଣ କରିବୁ?

ହଇରେ ଭାଇ ଆମ ସରକାର ବନ୍ଧ ବାନ୍ଧିଲେ ଆମେ ମାଛ ଖାଉଛୁ, ତୁମ ସରକାର କିଛି କଲେନି ତୁମେ ବାଲି ଖାଅ....

  • Thursday, 09 June 2022
TASTE OF ODISHA
ଚୁଡ଼ା ଚିତଉ….ଚୁଟ୍‌କିରେ ପ୍ରସ୍ତୁତ ହେବ, ଥରେ ଖାଇଲେ ପାଟିରୁ ଛାଡିବନି....

ଭାରି ସୁଆଦିଆ ଚୁଡ଼ା ଚିତଉ। ଟୁକୁଏ ଗୁଡ଼ ଓ ଗୋଲମରିଚ ଦେଇ ସାଙ୍ଗେ ସାଙ୍ଗେ ପ୍ରସ୍ତୁତ କରନ୍ତୁ ଏଇ ସ୍ୱତନ୍ତ୍ର ଡିସ୍‌...ଥରେ ଖାଇଲେ ଜମାରୁ ପାଟିରୁ ଛାଡ଼ିବନି

  • Thursday, 09 June 2022
Cyber Crime
ପାଖରେ ମୋବାଇଲ୍‌ ଫୋନ୍‌ ଥିବା ପରେ ବି ହ୍ୟାକ୍‌ ହେଲା ଫୋନ୍‌ ନମ୍ବର....ଚାହୁଁ ଚାହୁଁ ଟଙ୍କା....

ମୋବାଇଲ ଫୋନ୍‌ ପକେଟ୍‌ରେ ଅଛି। କିନ୍ତୁ ହ୍ୟାକ୍‌ ହୋଇଗଲା ନମ୍ବର। ପରେ ସାଙ୍ଗସାଥୀଙ୍କ ପାଖକୁ ଫୋନ୍‌ ଗଲା...ଟଙ୍କା ଦିଅ ବୋଲି କୁହାଗଲା। ହେଲେ ସତ ଜାଣିବା ପରେ....

  • Thursday, 09 June 2022
Young Scientist
ବାପାଙ୍କୁ ପ୍ରଶ୍ନ ପଚାରି ପଚାରି ପୁଅ ହେଲା ବୈଜ୍ଞାନିକ...

ଦିନରାତି ବାପାଙ୍କୁ ଅନ୍ତରୀକ୍ଷ ବାବଦରେ ବାପାଙ୍କୁ କରୁଥିଲେ ପ୍ରଶ୍ନ, ଆଜି ନିଜେ ହେଲେ ବୈଜ୍ଞାନିକ। କୋରାପୁଟ୍ର ଉଚ୍ଚ ପାହାଡ଼ ଉପରେ ଛିଡ଼ା ହୋଇ କରୁଥିଲେ ରିସର୍ଚ୍ଚ, ଆଉ ଏବେ ଇସ୍ରୋ ଦେଲା ସୁବର୍ଣ୍ଣ ସୁଯୋଗ। ପୁଅକୁ ନେଇ ଏବେ ଗର୍ବରେ ଫାଟି ପଡ଼ୁଛି ପୂରା ପରିବାର

  • Thursday, 09 June 2022
Making News
କଞ୍ଜୁସ୍‌ କିସମର ଲୋକ...ଜମାରୁ ଗାଧୋଉନୁ....

ସ୍ୱାମୀ ନାଁକୁ ୧୦୦ ଥର ଧରୁଛ, ହେଇଟି ହେଇଟି କଣ ଡାକି ପାରୁନୁ? ଇଏ କି ସ୍ତ୍ରୀ? ୩୬୫ ଦିନ ମୁଣ୍ଡିଆ ମାରି ମାରି ମୋ ଦିନ ଗଲାଣି....ଏମିତି ସ୍ତ୍ରୀକୁ କଣ କହିବି?

  • Thursday, 09 June 2022
OTV's first video journalist, Josnarani, was honored
ଏଇ କାର୍ଯ୍ୟକ୍ରମରେ ସମ୍ମାନିତ ହେଲେ ଓଟିଭିର ପ୍ରଥମ ଭିଡ଼ିଓ ଜର୍ଣ୍ଣାଲିଷ୍ଟ ଜ୍ୟୋସ୍ନାରାଣୀ....

ଲେଡିଜ୍ ଫୋରମର ପ୍ରତିଷ୍ଠା ଦିବସ...ସମ୍ମାନିତ ହେଲେ ଓଟିଭିର ଲେଡ଼ି ଭିଡ଼ିଓ ଜର୍ଣ୍ଣାଲିଷ୍ଟ ଜ୍ୟୋସ୍ନାରାଣୀ ଦଳାଇ...ଦେଖନ୍ତୁ ସେଇ ଭିଡ଼ିଓ

  • Thursday, 09 June 2022
Apana Eka Nuhanti
ଦୁଇ ଭାଇଙ୍କୁ ଦେଖାଯାଉନି....ପର ଘରେ ମୂଲ ଲାଗିଲେ ଚଳିବ ପରିବାର

ଶିବ-ମହାଦେବଙ୍କ ଦୁଃଖ କହିଲେ ନସରେ....ଭଗବାନଙ୍କ ନାଁ ପାଇଛନ୍ତି ସତ ହେଲେ ଦୃଷ୍ଟିବାଧିତ ଦୁଇ ଭାଇ। ୩୫ ବର୍ଷ ହେଲାଣି ଦୁନିଆ ଦେଖିନାହାନ୍ତି ଦୁଇ ଭାଇ। ଅନ୍ଧାରରେ ବିତିଗଲାଣି ଗୋଟିଏ ଯୁଗ...ସବୁ ଦେଖି ଆଖି ବୁଜି ବସିଛି ପ୍ରଶାସନ

  • Thursday, 09 June 2022
Marred by poverty
ଦୁଃଖ ଶୁଣୁନି ପ୍ରଶାସନ, ପାଲ ତଳେ ବିପଦପୂର୍ଣ୍ଣ ଭାବରେ ବିତୁଛି ୫ ଜୀବନ

ଝାଟିମାଟି କୁଡ଼ିଆ ଘର। ପବନ ଆଇଲେ ଦୋହଲୁଛି। ଘର ଖଣ୍ଡିଏ ପାଇଁ ବ୍ଲକ୍‌ ପ୍ରଶାସନ ପାଖକୁ ଦୌଡ଼ି ଦୌଡ଼ି ଗୋଡ଼ ଛିଡ଼ିପଡ଼ିଲାଣି କିନ୍ତୁ କେହି ଦୁଃଖ ଶୁଣୁନାହାନ୍ତି। ବିପଦ ଥିବା ଜାଣିବା ପରେ ବି ଏମିତି ପାଲ ଘେରା ଘରେ ରହୁଛନ୍ତି ପୂରା ପରିବାର। ଝଡ଼ବର୍ଷା ଆସିଲେ ଜୀବନ ବଞ୍ଚାଇବାକୁ ଦୌଡ଼ି ପଳାନ୍ତି ପଡ଼ିଶା ଘରକୁ...ହେଲେ ଏ ପର୍ଯ୍ୟନ୍ତ ଘର ଖଣ୍ଡିଏ ଦେଲାନି ପ୍ରଶାସନ

  • Thursday, 09 June 2022
Mohana CHC sets example by providing proper healthcare
ମେଡ଼ିକାଲ ପରିସରରେ ତିଆରି ହେଲା ପାର୍କ...ଉତ୍ତମ ଚିକିତ୍ସା ପାଉଛନ୍ତି, ପାର୍କରେ ବୁଲି ଥକା ମେଂଟାଉଛନ୍ତି ରୋଗୀ....

ରୋଗୀଙ୍କ ପାଇଁ ମେଡ଼ିକାଲ ପରିସରରେ ତିଆରି ହେଲା ପାର୍କ। ଉତ୍ତମ ଚିକିତ୍ସା ସେବା ସହ ପାର୍କରେ ବୁଲି ନିଜର ମନୋରଂଜନ କରୁଛନ୍ତି ରୋଗୀ। ସୁସ୍ଥ ପରିବେଶ ପୂରା ସମାଜକୁ ଦେଉଛି ଉଦାହରଣ....

  • Thursday, 09 June 2022
Police personnel take bribe from commuters in Kamakhyanagar
ଦୁଆର ଜଗିଛନ୍ତି ମାମୁଁ....ଏଇଠି ୧୦୦ ଟଙ୍କା ଭୋଗ ଦିଅ....ପୁଣି ଆଗକୁ ଯାଅ....

ହେଇଟି...ହାଉଲେ। ମାମୁଁ ବସିଛନ୍ତି ଦୁଆରେ, ଆଗେ ପକେଟ୍‌ରୁ ୧୦୦ କାଢ, ପରେ ଆଗକୁ ବଢ। ଆଲୋ ଆଲୋ, ଫୁଲ୍‌ ୟୁନିଫର୍ମରେ ଇଏ କଣ ବଟି ଆଦାୟ କରୁଛନ୍ତି। ନାରଣ, ତୁ ଜାଣିନୁ କି? ଚାକିରି କରିବ ପୋଲିସ୍‌ ଆଉ ମାଛ ଖାଇବ....

  • Thursday, 09 June 2022
Barabati
ଖେଳାଳିଙ୍କୁ ଭୁବନେଶ୍ୱର ଦେବ ଭବ୍ୟ ଆତିଥ୍ୟ

ଖେଳାଳି କଣ ଖାଇବେ? କଣ ସେମାନଙ୍କର ପସନ୍ଦ ? କେମିତି ଏଠି କୌଣସି ଅସୁବିଧା ଯେପରି ନହେବ ଏସବୁକୁ ଧ୍ୟାନ ଦେବା ପାଇଁ କଣ ସବୁ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଛି ଦେଖନ୍ତୁ 

  • Wednesday, 08 June 2022
Repo Rate
ଏବେ ଋଣ ନେବା ହେବ ମହଙ୍ଗା

ଏବେ ଋଣ ନେବା ହେବ ମହଙ୍ଗା। ରିଜର୍ଭ ବ୍ୟାଙ୍କ ବଢାଇଲା ରେପୋ ରେଟ୍ ।

  • Wednesday, 08 June 2022
Cancer Medicine
କ୍ୟାନସର ପାଇଁ ଆସିଲା ଔଷଧ

ଏବେ କ୍ୟାନସର ରୋଗକୁ ଚେକ୍ ଦେବାକୁ ଆସିଲା ଔଷଧ। ନ୍ୟୁୟର୍କରେ ଗତ କିଛି ଦିନ ଭିତରେ ଔଷଧ ଖାଇ ସୁସ୍ଥ ହେଲେଣି ଅନେକ ରୋଗୀ । ତେବେ କଣ ଏହି ଔଷଧ ? କେତେ ଏହାର ଦାମ୍ ? ଦେଖନ୍ତୁ ଏହି ଭିଡିଓ

  • Wednesday, 08 June 2022
Villagers crestfallen
ତୀର୍ଥଯାତ୍ରା ହେଲା ଶେଷଯାତ୍ରା....ଗୋଟିଏ ଗାଁରୁ ଏକା ସାଙ୍ଗରେ ଉଠିଲା ୨୬ କୋକେଇ....

ତୀର୍ଥଯାତ୍ରା ହେଲା ମହାଯାତ୍ରା। ପରିବାର ପାଇଁ ମଙ୍ଗଳମନାସୀବାକୁ ଯାଇଥିଲେ...ନିଜେ ଶବ ହୋଇ ଫେରିଲେ। ଏକା ସାଙ୍ଗରୁ ଘରୁ ବାହାରିଥିଲେ, ଏକା ସାଙ୍ଗରେ ଶ୍ମଶାନକୁ ଗଲେ। କାନ୍ଦବୋବାଳିରେ ଫାଟି ପଡ଼ୁଥିଲା ଗାଁ ଦାଣ୍ଡ....ରାମ ରାମ ସତ୍ୟ ହେ ଡାକରେ ଉଠିଲା ୨୬ କୋକେଇ....ଦେଖନ୍ତୁ ସେଇ ହୃଦୟ ବିଦାରକ ଦୃଶ୍ୟକୁ

  • Wednesday, 08 June 2022
Septuagenarian woman
ତଡ଼ି ଦେଲା ବିଏମ୍‌ସି...ଭିକ ମାଗିବାକୁ ଭୁବନେଶ୍ୱରରୁ ଯାଉଛନ୍ତି ରାଉରକେଲା

ଭିକ ମାଗିବାକୁ ଭୁବନେଶ୍ୱରରୁ ରାଉରକେଲା ଯାଉଛନ୍ତି ଭଗବତୀ। ବର୍ଷା ପବନରେ ଘର ଭାଙ୍ଗିଗଲା....ଧାର ଟଙ୍କା ସୁଝିବା ଲାଗି ରାଜଧାନୀ ମନ୍ଦିରରେ ଭିକ ମାଗୁଥିଲେ। କିନ୍ତୁ ବିଏମସି ମନ୍ଦିରରୁ ତଡ଼ି ଦେବା ପରେ ଟଙ୍କା ସୁଝିବା ପାଇଁ ରାଉରକେଲା ଗଲେ। ରାସ୍ତା କଡ଼ରେ ବସି ଭିକ ମାଗୁଛନ୍ତି, ଯେତିକି ଟଙ୍କା ହେଉଛି ତାକୁ ଧାନ ନେଇଥିବା ଲୋକକୁ ସୁଝୁଛନ୍ତି। ୮୫ ବର୍ଷ ବୟସରେ ବି ସ୍ୱାଭିମାନର ସହ ବଞ୍ଚିଛନ୍ତି ଭଗବତୀ...ଆଉ ତାଙ୍କ ଦୁଃଖ ଶୁଣିଲେ ଆପଣ ବି କାନ୍ଦିବେ...ଦେଖନ୍ତୁ ଏଇ ଭିଡ଼ିଓ ।

  • Wednesday, 08 June 2022
News fuse
ଇଏ ଶ୍ରଦ୍ଧାର ମାଡ଼....ସ୍ୱାମୀଙ୍କୁ ଏମିତି ରାସ୍ତାରେ ସେକିଲେ ଯେ ସେ ଆଉ ଉଠିବା ଅବସ୍ଥାରେ ନାହାନ୍ତି....

ମୋ ବୋଉଲୋ.....ପଳାରେ ନାରଣ। ଇଏ ପା’ ଶ୍ରଦ୍ଧାର ମାଡ଼। ନାରଣ ତୁ ଖାଉନୁ? ଇଲୋ ବୋଉ...ଇଏ ଯେତେ ଜୋର ବାଡ଼ି ଉଠାଉଛନ୍ତି ସେଇଠି ପିଠି ରହିବ ତ? ନାରଣ ଛାଡ଼ି ଦେ’...ନା ଆଉ ମଦ ପିଇବୁ?

  • Wednesday, 08 June 2022
Dukhadei Bisi
ଦୁଃଖଦେଇଙ୍କୁ ଉପହାସ କରୁଛି ସରକାରୀ ଯୋଜନା

ଉଈହୁଙ୍କା ଭଳି ଝୁମ୍ପୁଡ଼ିରେ ରହୁଛନ୍ତି ୭୦ ବର୍ଷୀୟ ବୃଦ୍ଧା । ୮ବର୍ଷ ଧରି ଅସହାୟ ବଲାଙ୍ଗିର ବାଲିପଟାର ଦୁଃଖଦେଇ । ଦୁଃଖଦେଇଙ୍କୁ ଉପହାସ କରୁଛି ସରକାରୀ ଯୋଜନା, ଓଟିଭିରେ ଖବର ପରେ ଚେତିଲା ପ୍ରଶାସନ।

  • Tuesday, 07 June 2022
Sanjay Panda
ବିସ୍ଫୋରକ ବୟାନ ଦେବା ପରେ ୟୁଟର୍ଣ୍ଣ

ପୁରୀ ଅବକାରୀ ଇନ୍ସପେରଙ୍କ ବଦଳିଲା ମତ। ମୁଁ ଜଣେ ମାନସିକ ରୋଗୀ ବୋଲି କହିଲେ ପୁରୀ ଅବକାରୀ ଇନ୍ସପେକ୍ଟର । ନିଶା ବେପାରୀଙ୍କଠୁ ପୁରୀ ପୋଲିସ ବଟି ନେଉଥିବା କହିଥିଲେ ସଂଜୟ।

  • Tuesday, 07 June 2022
Odisha Politics
ବିଜେପିକୁ ଚେକ୍ ଦେବାକୁ ରଣନୀତି ପ୍ରସ୍ତୁତ କରୁଛି କି ବିଜେଡି?

ବିଜେପିର ଦବଦବାରେ ଚେକ୍ ଦେବାକୁ ବିଜେଡିର ୨୪ ବ୍ଳୁ ପ୍ରିଣ୍ଟ I ପଶ୍ଚିମ ଓଡ଼ିଶାର ୭ ବିଧାୟକ ଓଜନଦାର ଡିପାର୍ଟମେଣ୍ଟର ମନ୍ତ୍ରୀ I ବିଜେପି ଓ କଂଗ୍ରେସର ନିଶାନା-ବିକାଶ ନାହିଁ, ଖାଲି ଭୋଟ୍ ପାଇଁ ଲକ୍ଷ୍ୟ।

  • Tuesday, 07 June 2022
The Great Odisha Political Circus।Man buys ‘Swacch bharat’ glasses
ତାଲିମ ଚଷମା ଥିଲା ଯେ....କିନ୍ତୁ ତାକୁ ମୁଁ ପାଣ୍ଡିଆନକୁ ଦେଇଦେଇଛି.....

ମୋ ଚଷମା ଦୋକାନ ଏଇଠି ଥିଲା କିନ୍ତୁ ବିଏମ୍‌ସି ଉଠେଇ ଦେଲା। ଏତେ ଚଷମା ରଖିଛି ଯେ, ପାଣ୍ଡିଆନ୍‌ ବାବୁ ବି ମୋ ପାଖରୁ କିଣୁଛନ୍ତି ଚଷମା...ମୁଁ କରିବି କ’ଣ?

  • Tuesday, 07 June 2022