• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Latest Videos

Special food in Balijatra 2022
ବାଲିଯାତ୍ରାରେ ଜମୁଛି ଭିଡ...ଭଳିକି ଭଳି ଖାଦ୍ୟ ପାଇଁ ଲାଗୁଛି ଲମ୍ବା ଲାଇନ୍‌

ବାଲିଯାତ୍ରା କାହା ପାଇଁ ବୁଲାବୁଲି ମଜା, ତ ଆଉ କାହାପାଇଁ କିଣାକିଣି। ହେଲେ ସମସ୍ତଙ୍କ ମନ ଟାଣେ ଖାଦ୍ୟର ପସରା ଆଡ଼କୁ। ଏ ବର୍ଷ ବାଲିଯାତ୍ରାରେ ତଳ ଓ ଉପର ପଡିଆକୁ ମିଶାଇ ପ୍ରାୟ ୬ ଶହରୁ ଅଧିକ ଫୁଡ୍ ଷ୍ଟଲ୍ ଖୋଲିଥିବା ବେଳେ, ସେଠି ମିଳୁଛି ଆମିଷ ନିରାମିଷର ଭଳି କି ଭଳି ଖାଦ୍ୟ।

  • Saturday, 12 November 2022
Before going to high school, students will have an aptitude test
ହାଇସ୍କୁଲ ଯିବା ପୂର୍ବରୁ ଦକ୍ଷତା ଯାଂଚ୍‌

କରୋନା ସମୟରେ ପ୍ରଭାବିତ ହୋଇଥିବା ପାଠପଢାକୁ କେତେ ଭରଣା କରିଛନ୍ତି ସ୍କୁଲ୍? ପ୍ରାଥମିକ ସ୍ତରରେ ପିଲାଙ୍କ ଦକ୍ଷତା କେତେ ବଢିଛି? ଏହା ଜାଣିବାକୁ ଗଣଶିକ୍ଷା ବିଭାଗ ପରୀକ୍ଷା ବ୍ୟବସ୍ଥା ଲାଗୁ କରିବାକୁ ଯାଉଛି

  • Saturday, 12 November 2022
Balasore man runs sex racket
ଦିନରେ ବସନ୍ତ, ରାତିରେ ବାସନ୍ତି

ଚିରଞ୍ଜିତ ଖିଲାର, ଘର ସୋର ଥାନା ଅନ୍ତର୍ଗତ ମୂଳିସିଂ ଗାଁ । ରହୁଥିଲେ ଗୁଜରାଟର ସୁରତ ସହରରେ । ପତ୍ନୀ ଆଗରେ ନିଜକୁ ଦର୍ଶାଇଥିଲେ ଇଞ୍ଜିନିୟର ବୋଲି । ସୁରତରେ କିନ୍ତୁ ରାତି ହେଲେ ନିଜକୁ ସଜାଉଥିଲେ ଦେହଜୀବୀ ଆଉ ପୁରୁଷଙ୍କ ବନୁଥିଲେ ଶଯ୍ୟା ସଙ୍ଗିନୀ, ଦେଖନ୍ତୁ ରିପୋର୍ଟ...

  • Saturday, 12 November 2022
President Of India
'ସର୍ବସାଧାରଣରେ କ୍ଷମା ମାଗନ୍ତୁ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ'

ରାଷ୍ଟ୍ରମୁଖ୍ୟଙ୍କୁ ତାଚ୍ଛଲ୍ୟ। ମହାମହିମଙ୍କୁ ଅପମାନ। ଦେଶର ସର୍ବୋଚ୍ଚ ସାମ୍ବିଧାନିକ ପଦରେ ଅଧିଷ୍ଠିତା ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ପ୍ରତି ଏଭଳି ଅପମାନ ସୂଚକ ମନ୍ତବ୍ୟ ଦେଉଛନ୍ତି ପଶ୍ଚିମବଙ୍ଗର ମତ୍ସ୍ୟ ବିଭାଗ ମନ୍ତ୍ରୀ ଅଖିଳ ଗିରି। ନନ୍ଦିଗ୍ରାମରେ ଗତକାଲି ଅପରାହ୍ନରେ ଏକ ଜନସଭାରେ ଅଖିଳ କହିଥିଲେ-ରାଷ୍ଟ୍ରପତିଙ୍କ ଚେୟାରକୁ ସମ୍ମାନ ଦେଉଛୁ, ହେଲେ ଆମ ରାଷ୍ଟ୍ରପତି କେମିତି ଦେଖାଯାଉଛନ୍ତି ? ବ୍ୟଙ୍ଗାତ୍ମକ ଢ଼ଙ୍ଗରେ ତାଙ୍କର ଏ ପ୍ରଶ୍ନକୁ ନେଇ ସାରା ଦେଶରେ ପ୍ରତିବାଦର ନିଆଁ

  • Saturday, 12 November 2022
Padmpur
ବିଜେପିରୁ ପ୍ରଦୀପ ପୁରୋହିତ ଓ କଂଗ୍ରେରୁ ସତ୍ୟଭୂଷଣ ସାହୁ ହେଲେ ପଦ୍ମପୁର ଯୋଦ୍ଧା

ବିଜେପିରୁ ପ୍ରଦୀପ ପୁରୋହିତ ଓ କଂଗ୍ରେରୁ ସତ୍ୟଭୂଷଣ ସାହୁ ହେଲେ ପଦ୍ମପୁର ଯୋଦ୍ଧା । ବିଜେଡିରେ ଏଯାଏଁ କିନ୍ତୁ କିଏ ହେବ ପ୍ରାର୍ଥୀ ତାକୁ ନେଇ ଦ୍ୱନ୍ଦ୍ୱ ଲାଗି ରହିଛି

  • Saturday, 12 November 2022
helpless girl
ମୁଁ ଏକା ସମ୍ଭାଳୁଛି ମୋ ପରିବାରର ବୋଝ

ବାପା ଚାଲିଯାଇଥିଲେ ଗଲା ଦୀପାବଳି ପରେ ପରେ ମାଆ ପରି କରି ଆରପାରିକୁ ଚାଲିଗଲା । ଏବେ ଘରର ମୁରବୀ ସାଜିଛି କୁନି ଝିଅ ରୁବିନି । ଏଡିକି ବକୁଟେ ଝିଅ ମୁଣ୍ଡରେ ଏବେ ତିନି ଭାଇ ଭଉଣୀଙ୍କ ବୋଝ ।

  • Saturday, 12 November 2022
water crisis
ଜଳ ଯନ୍ତ୍ରଣାରେ ଛଟପଟ ଜୀବନ, ପିଇ ହେଉନି ଏ ପାଣି

ମାସେ ନୁହେଁ କି’ ଦୁଇମାସ ନୁହେଁ ବର୍ଷେ ପାଖାପାଖି ହେବ ନଳକୂଅରୁ ବାହାରୁଛି ଲୁଣିପାଣି l ଆଉ ପିଇବା ଉପଯୋଗୀ ପାଣି ମିଳୁନଥିବାରୁ ବହୁ ହଇରାଣ ହେଉଛନ୍ତି ଗ୍ରାମବାସୀ l ଭଦ୍ରକ ଜିଲ୍ଲା ବାସୁଦେବପୁର ବ୍ଲକ ବାଲିମେଦ ପଞ୍ଚାୟତର ବଳ ସାହି ଗାଁ ଲୋକେ ପାଣି ଟୋପେ ପାଇଁ ହେଉଛନ୍ତି ଡହଳ ବିକଳ ।

  • Saturday, 12 November 2022
Friends raising fund
ବନ୍ଧୁର ଜୀବନ ବଞ୍ଚାଇବା ପାଇଁ ସାଙ୍ଗମାନଙ୍କର ଭିନ୍ନ ଏକ ପ୍ରୟାସ ସମାଜ ପାଇଁ ଏକ ନୂଆ ଦିଗଦର୍ଶନ ଦେଇଛି

ଏ ସମ୍ପର୍କ ଯୁଗ ଯୁଗର। ଏ ବନ୍ଧୁତ୍ୱ ଜନ୍ମ ଜନ୍ମର। ବନ୍ଧୁର ଜୀବନ ବଞ୍ଚାଇବା ପାଇଁ ସାଙ୍ଗମାନଙ୍କର ଭିନ୍ନ ଏକ ପ୍ରୟାସ ସମାଜ ପାଇଁ ଏକ ନୂଆ ଦିଗଦର୍ଶନ ଦେଇଛି।

  • Saturday, 12 November 2022
News Fuse
ଭୁବନେଶ୍ୱର ମେୟରଙ୍କ ହାତରେ ଅଳିଆ, ଚାଲିଛି ସଫେଇ ଅଭିଯାନ

ଅଳିଆ ପାଇଁ ତ ଆମ ଭୁବନେଶ୍ୱର ସ୍ମାର୍ଟ ସିଟି ତାଲିକାରେ ତଳକୁ ଖସିଗଲାଣି । ଅବଶ୍ୟ ଆମ ନୂଆ ମେୟର ଆଉ କମିଶନର ଯୋଉ ରେଟରେ ଅଳିଆ ସଫାରେ ଲାଗିଛନ୍ତି, ଆଉ କିଛି ସଫା ହେଉ କି ନ ହେଉ, ଅଳିଆ ହଟିବା ଥୟ ।

  • Saturday, 12 November 2022
paper boy
କୁନି ବୟସରେ କାନ୍ଧ ବୋହୁଛି ପରିବାରର ବୋଝ

ଯେଉଁ ବୟସରେ ସାଙ୍ଗସାଥି ମେଳରେ ଖେଳି ବୁଲି ସମୟ କାଟିବା କଥା, ସେହି ବୟସରେ କାନ୍ଧ ବୋହୁଛି ପରିବାରର ବୋଝ । ବାପ ଛେଉଣ୍ଡ ପରେ ରୋଗୀଣା ମାଆର ଦାୟିତ୍ୱ ସହ ସାନ ଭାଇର ଉତ୍ତରଦାୟିତ୍ୱ ତୁଲାଇବାକୁ ଅଣ୍ଟା ଭିଡିଛି ଜଣେ ଅଷ୍ଟମ ଶ୍ରେଣୀର ଛାତ୍ର । ପାଠ ପଢ଼ି ଦିନେ ଡାକ୍ତର ହେବାର ସ୍ୱପ୍ନ ଦେଖିଥିବାରୁ ସେଇ ସ୍ୱପ୍ନ ପୂରଣ ପାଇଁ ୧୩ ବର୍ଷ ବୟସରେ ଖବରକାଗଜ ହକର ସାଜି ସଂଘର୍ଷ କରୁଛି ବଲାଙ୍ଗିର ସହରର ଚୁମନ୍ ରାଓ

  • Saturday, 12 November 2022
Draupadi Murmu
ସ୍କୁଲ ବେଳର ସାଙ୍ଗଙ୍କୁ ଭେଟି ସୁଖଦୁଃଖ ହେଲେ ମହାମହିମ, କହିଲେ ଚୁନି କାହିଁ ?

ଅବର୍ଣ୍ଣନୀୟ ଖୁସି ସାଙ୍ଗକୁ ଅତୁଳନୀୟ ସେ ଆନନ୍ଦ । କିଏ ରାଷ୍ଟ୍ରପତିଙ୍କ ସାନିଧ୍ୟ ପାଇବାର ଖୁସିରେ ବିଭୋର ତ ଆଉ କିଏ ନିଜ ରାଷ୍ଟ୍ରପତି ବାନ୍ଧବୀଙ୍କୁ ଭେଟିବା ଖୁସିରେ ଗଦ୍‌ଗଦ । ଦିନେ ଯେଉଁ ସ୍କୁଲରେ ପଢ଼ିଥିଲେ, ବଢ଼ିଥିଲେ, ଖେଳକୁଦରେ ଅୟୁତ ଅୟୁତ ଘଣ୍ଟାର ସମୟ ବିତେଇଥିଲେ । ରାଷ୍ଟ୍ରପତି ହୋଇ ସେଇ ସ୍କୁଲକୁ, ସେଇ ହଷ୍ଟେଲ୍‌କୁ ଆଜି ଆସିଥିଲେ ସେଦିନର ଦ୍ରୌପଦୀ । ସେଥିପାଇଁ ଖୁସିରେ ଝୁମୁଥିଲା ଭୁବନେଶ୍ୱର ୟୁନିଟ୍-୨ ଗାର୍ଲସ ହାଇସ୍କୁଲର ପରିସର ।

  • Friday, 11 November 2022
Archana Nag
ଇଡି ପରେ ଏବେ ଏସ୍‌ଆଇଟି; ଖୋଲିବ କି ଅର୍ଚ୍ଚନା ସହ ପାୱାର କରିଡର୍ ଲିଙ୍କର ମହାଗୁମର ?

ଚାନ୍ଦ ସାମ୍ରାଜ୍ୟ ଭିତରେ ପଶି ଘାଣ୍ଟୁଛି ଆକ୍ସନ ମୋଡ୍‌ରେ ଥିବା ଇଡ଼ି । ଗତକାଲି ଛଅ ଛଅଟି ସ୍ଥାନରେ ମାରାଥନ୍ ରେଡ୍ ଆଉ ଆଜି ବିଜନେସ୍ ପାର୍ଟନର୍ ଖଗେଶ୍ୱର ପାତ୍ରକୁ ଗିରଫ । ବିଜନେସ୍ ପାର୍ଟନରଙ୍କ ବିରୋଧରେ ଲାଗିଛି ସମାନ ୧୬ଟି ଦଫା । ଯାହା ଅର୍ଚ୍ଚନା ଆଉ ଜଗବନ୍ଧୁ ବିରୋଧରେ ବି ଲାଗିଛି ।

  • Friday, 11 November 2022
Vote Politics
କଂଗ୍ରେସ ପାଇଁ ପ୍ରାର୍ଥୀ ବାଛୁଛି ଶାସକ ଦଳ: ପ୍ରଦୀପ ପୁରୋହିତ

ପଦ୍ମପୁର ଉପନିର୍ବାଚନ ଲାଗି ସବୁ ଦଳର ପାଗ ଭିଡ଼ା। ଧାମନଗର ବିପର୍ଯ୍ୟୟ ପରେ ବିଜେଡି ଏଥର ଢିଲା ଦେବା ମୁଡ୍‌ରେ ନାହିଁ। ନିଜ ଗଡ଼କୁ ବଞ୍ଚାଇବାକୁ ନେତା, ମନ୍ତ୍ରୀ, ବିଧାୟକ ଆଜିଠାରୁ ପଦ୍ମପୁରରେ ଡେରା ପକାଇ ପ୍ରସ୍ତୁତ କଲେଣି ରଣନୀତି।

  • Friday, 11 November 2022
sc
ସୁପ୍ରିମକୋର୍ଟଙ୍କ ବଡ଼ ରାୟ : ଜେଲରୁ ମୁକୁଳିବେ ରାଜୀବ ଗାନ୍ଧୀଙ୍କ ହତ୍ୟାକାରୀ

ସୁପ୍ରିମକୋର୍ଟଙ୍କ ବଡ଼ ରାୟ : ଜେଲରୁ ମୁକୁଳିବେ ରାଜୀବ ଗାନ୍ଧୀଙ୍କ ହତ୍ୟାକାରୀ

  • Friday, 11 November 2022
Bolangir
ସ୍ୱପ୍ନ ପାଇଁ ଅଧରାତିରୁ ଆରମ୍ଭ ହେଲାଣି ସଂଘର୍ଷ...କଅଁଳ କାନ୍ଧରେ ଲଦି ହୋଇଗଲା ପରିବାର ବୋଝ

ସ୍ୱପ୍ନ ପାଇଁ ଅଧରାତିରୁ ଆରମ୍ଭ ହେଲାଣି ସଂଘର୍ଷ...କଅଁଳ କାନ୍ଧରେ ଲଦି ହୋଇଗଲା ପରିବାର ବୋଝ

  • Friday, 11 November 2022
Woman halts express train
ଟ୍ରେନ୍‌ରେ ସିଟ୍‌ ମିଳିଲାନି ବୋଲି ଟ୍ରାକ୍‌ରେ ୨୦ ମିନିଟ୍‌ ଟ୍ରେନ ଅଟକାଇଲେ ମହିଳା

ଯାତ୍ରା ପାଇଁ ଟ୍ରେନ୍‌ରେ ସିଟ୍‌ କନଫର୍ମ ହେଲାନି ବୋଲି...ଟ୍ରାକ୍‌ରେ ୨୦ ମିନିଟ୍‌ ପର୍ଯ୍ୟନ୍ତ ଛିଡା ହୋଇ ଟ୍ରେନ୍‌ ଅଟକାଇଲେ ମହିଳା। ବୁଝାସୁଝା ପରେ ବି ଶୁଣିଲେନି..ଶେଷରେ ସିଟ୍‌ ମିଳିବା ପରେ ଟ୍ରେନ୍‌କୁ ଛାଡିଲେ ମହିଳା

  • Friday, 11 November 2022
woman alleges husband
ସ୍ୱାମୀ ମୋର..ଦିନରେ ବସନ୍ତ, ରାତିରେ ବାସନ୍ତୀ

ମୋ ସ୍ୱାମୀ ଦିନରେ ପୁଅ, ରାତିରେ ଝିଅ। ପୁଅ ଓ ଝିଅ ଉଭୟଙ୍କ ସହ ସେ ସେକ୍ସ କରନ୍ତି...ଗ୍ରୁପ୍‌ରେ ୩ ହଜାରରୁ ଅଧିକ ବ୍ୟକ୍ତିଙ୍କ ସହ କଥା ହୁଅନ୍ତି, ଆଉ ରେଟ୍‌ ଫାଇନାଲ କରନ୍ତି...ନିଜ ସ୍ୱାମୀ ଜଣେ ସମଲିଙ୍ଗୀ ବୋଲି ଅଭିଯୋଗ ଆଣି ଥାନାର ଦ୍ୱାରସ୍ଥ ହୋଇଛନ୍ତି ଏଇ ମହିଳା ଜଣକ

  • Friday, 11 November 2022
love sex and dhoka
ଗର୍ଭ ନଷ୍ଟ ପାଇଁ ରାଜି ହେଲାନି ବୋଲି ପ୍ରେମିକାକୁ..

ଗର୍ଭନଷ୍ଟ ପାଇଁ ରାଜି ହେଲାନି ପ୍ରେମିକା। କାଳେ ଅବୈଧ ଗର୍ଭ ସମ୍ପର୍କରେ କିଏ ଜାଣିଯିବ ...ସାଙ୍ଗମାନଙ୍କ ସହ ମିଶି ପ୍ରେମିକାକୁ ହତ୍ୟା କରି ପୋତି ଦେଲା ପ୍ରେମିକ। ହତ୍ୟାର ୧୦ ମାସ ପରେ...

  • Friday, 11 November 2022
lunar eclipse
ପରାଗ କି ଗ୍ରହଣ...ଏଇ ପୋଖରୀରେ ସ୍ନାନ କଲେ...

ଗ୍ରହଣ ହେଉ କି ପରାଗ...ଏଇ ପୋଖରୀରେ ସ୍ନାନ କରି ଖାଇଲେ ଏଇ ସବୁ ରୋଗ ହେବ ଦୂର...ଏସନ ବି ପ୍ରବଳ ଗହଳି ହୋଇଥିଲା ପୋଖରୀ ଘାଟରେ

  • Friday, 11 November 2022
News Fuse
ନନାଙ୍କର ଆଉ ଡ୍ରେସ୍‌ ନାହିଁ...

ନନା ତୁମେ ପରା ପୂର୍ବତନ କେନ୍ଦ୍ରମନ୍ତ୍ରୀ, ଦୁଇହଳ ଡ୍ରେସ୍‌ ରଖୁନ? ମଲା ସିଏ କଣ ଜାଣିଥିଲେ ଧାମନଗରରେ ସୂର୍ଯ୍ୟ ଉଇଁବ ବୋଲି? ଜାଗା ମୁଣ୍ଡରେ ତୁ କଣ କହିଲୁରେ ନାରଣ?

  • Friday, 11 November 2022
Draupadi Murmmu
ଶ୍ରୀଜିଉଙ୍କ ଦର୍ଶନ କରି କୃତ୍ୟକୃତ୍ୟ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ

ଜାତିର ଦେବତା...ମାଟିର ରାଷ୍ଟ୍ରପତି ...ଦେଶର ସର୍ବୋଚ୍ଚ ସାମ୍ବିଧାନିକ ପଦରେ ବସିବା ପରେ ପ୍ରଥମ ଥର ନିଜ ଜନ୍ମମାଟି ଓଡ଼ିଶା ପହଞ୍ଚି ଆଗ ଜାତିର ଆରାଧ୍ୟ ଜଗନ୍ନାଥଙ୍କ ଦର୍ଶନ ପାଇଁ ଆସୁଥିଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ...ତ ବଡ଼ଦାଣ୍ଡ ଛୁଉଁ ଛୁଇଁ ପଛ ହୋଇଯାଇଥିଲା ପ୍ରୋଟୋକଲ୍...ବଳଗଣ୍ଡି ଛକର ସାଲବେଗ ପୀଠ ଠାରୁ ଝିଅ ଇତିଶ୍ରୀ ମୁର୍ମୁଙ୍କ ସହ ହଠାତ୍ ବୁଲେଟ୍ ପ୍ରୁଫ୍ ଗାଡ଼ିରୁ ଓହ୍ଲାଇ ସାଧାରଣ ଭକ୍ତଟିଏ ଭଳି ଚାଲିବା ଆରମ୍ଭ କରିଦେଇଥିଲେ ରାଷ୍ଟ୍ରପତି

  • Thursday, 10 November 2022
ASO EXAM
ବଢୁଛି ASO ରେଜଲ୍ଟ ବିଭ୍ରାଟ ଅସନ୍ତୋଷ : ଓପିଏସସି ଅଧ୍ୟକ୍ଷଙ୍କ ଅଫିସ୍‌ ଆଗରେ ଆଶାୟୀଙ୍କ ଧାରଣା

ବଢୁଛି ASO ରେଜଲ୍ଟ ବିଭ୍ରାଟ ଅସନ୍ତୋଷ : ଓପିଏସସି ଅଧ୍ୟକ୍ଷଙ୍କ ଅଫିସ୍‌ ଆଗରେ ଆଶାୟୀଙ୍କ ଧାରଣା

  • Thursday, 10 November 2022
Archana Nag
ଅର୍ଚ୍ଚନାଙ୍କ ଘରେ ପଶିଲା ED, ମିଳିଲା ବଡ଼ ବଡ଼ିଆଙ୍କ ଲିଙ୍କ୍‌ ! ସମସ୍ତେ ସ୍କାନରରେ...

ବହୁଚର୍ଚ୍ଚିତ ହନିଟ୍ରାପ୍ କୁଇନ୍ ଅର୍ଚ୍ଚନା ନାଗ୍‌ଙ୍କ ଆର୍ଥିକ ସାମ୍ରାଜ୍ୟରେ ପଶିଲା ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ । ହନିଟ୍ରାପ୍ ଓ ବ୍ଲାକ୍‌ମେଲିଂ କରି କାହାଠୁ କେଉଁ ଉପାୟରେ ବହୁ କୋଟିର ଧନସଂପତ୍ତି ହାସଲ କରିଥିଲେ ନାଗ-ଚାନ୍ଦ ଦମ୍ପତ୍ତି ? ତାର ଖୋଳତାଡ଼ ଆରମ୍ଭ କରିଛି ଇଡି । ଅର୍ଚ୍ଚନାଙ୍କ ବାପ ଘରଠୁ ଶାଶୁଘର, କଳାହାଣ୍ଡିରୁ କ୍ୟାପିଟାଲ୍ ଯାଏଁ ଏକକାଳୀନ ଇଡି ଛାପା ମାରିଛି

  • Thursday, 10 November 2022
Special story
ବିକଟାଳ ହସ , ବିଦ୍ରୁପ ସଂଳାପ. . . ବରଗଡ଼ ଟାଉନ ହଲରେ କଂସ ଚରିତ୍ର ପାଇଁ ଫାଇନାଲ୍ ଅଡିସନ୍

କଟାଳ ହସ, ବିଦ୍ରୁପ ସଂଳାପ । କଂସ ମହାରାଜଙ୍କ ଡାଇଲଗରେ କମ୍ପୁଛି ବରଗଡ଼ । ବିଜୁ ପଟ୍ଟନାୟକ ଟାଉନ ହଲ ପରିସର ବରଗଡ଼ର ବିଶ୍ୱ ପ୍ରସିଦ୍ଧ ଧନୁଯାତ୍ରା ଲାଗି ଆଜି ଶେଷ ହେଉଛି, ଯାତ୍ରାର ମୁଖ୍ୟର ଆକର୍ଷଣ କଂସ ମହାରାଜ ଚରିତ୍ର ପାଇଁ କଳାକାର ଚୟନ ପ୍ରକ୍ରିୟା । କଂସ ଚରିତ୍ରରେ ଅଭିନୟ ପାଇଁ ଆବେଦନ କରିଥିବା ମୋଟ ୫୬ କଳାକାରଙ୍କ ମଧ୍ୟରୁ ଆଜି ଅଡିସନ୍ ପାଇଁ ଆସିଥିଲେ ୪୩ ଜଣ, ଯାହାଙ୍କ ମଧ୍ୟରେ ଥିଲେ ବହୁ ନବୀନଙ୍କ ସହ ପ୍ରବୀଣ କଳାକାର

  • Thursday, 10 November 2022
Padmapur Bypoll
ପଦ୍ମପୁର ଉପନିର୍ବାଚନ; ଚାଷୀଙ୍କ ହାତରେ ନେତାଙ୍କ ଭାଗ୍ୟ ଡୋରୀ

ପଦ୍ମପୁର ରାଜନୀତିରେ ଏବେ ବଡ଼ ପ୍ରସଙ୍ଗ ଚାଷ ଓ ଚାଷୀ ସମସ୍ୟା । ଚାଷୀମାନେ ହିଁ ନିର୍ଣ୍ଣାୟକ ଭୂମିକାରେ ଥିବାରୁ ସବୁ ଦଳର ଫୋକସ୍‌ରେ ଅନ୍ନଦାତା । ବିଭିନ୍ନ ଚାଷୀ ସଂଗଠନ ଫସଲ ବୀମା ପ୍ରସଙ୍ଗରେ ଆନ୍ଦୋଳନ ଜାରି ରଖିଥିବା ବେଳେ ଗତକାଲି ବିଜେପି ନେତା ପ୍ରଦୀପ ପୁରୋହିତ ଆନ୍ଦୋଳନକାରୀଙ୍କୁ ଭେଟିଥିଲେ । ସେହିଭଳି ଆଜି ବିଜେଡି ବିଧାୟକ ସୁଶାନ୍ତ ସିଂ ଚାଷୀ ନେତାଙ୍କୁ ଭେଟି ଆଲୋଚନା କରିଛନ୍ତି ।

  • Thursday, 10 November 2022