• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Latest Videos

Social media love costs
ପାଗଳ କରିଥିଲା ପ୍ରେମ: ବାହା ହେବା ବେଳକୁ ଜଣାପଡ଼ିଲା ପ୍ରେମିକା ହେଉଛନ୍ତି ପୁଅ....

ଫେସବୁକ୍‌ରେ ପ୍ରେମ ହେଲା, ବାହାଘର ପାଇଁ ନିଷ୍ପତ୍ତି ହେଲା.. ଆଉ ବାହାଘର ବେଳେ ଜଣାପଡ଼ିଲା ପ୍ରେମିକା ଝିଅ ନୁହେଁ ବରଂ ପୁଅ.. ହାତରେ ମେହେନ୍ଦୀ ଲଗାଇ ଯୁବକଙ୍କୁ ଏମିତି ପାଗଳ କରିଥିଲେ ଏହି ଯୁବକ...ଏବେ ସବୁ ଜଣାପଡ଼ିବା ପରେ ଦେଖନ୍ତୁ ହେଲା କଣ?

  • Saturday, 28 May 2022
Bargarh farmers
ମଣ୍ଡିରେ ଅବ୍ୟବସ୍ଥା, ଖୋଲା ଆକାଶ ତଳେ ପଡିଛି ହଜାର ହଜାର ବସ୍ତା ଧାନ

ଏବେ ଖରିଫ ଧାନ ସଂଗ୍ରହ ଚାଲିଥିବା ବେଳେ ମନ୍ଥର ଗତିରେ ଚାଲିଛି ଧାନକିଣା। ବିକ୍ରୀ ପାଇଁ ମଣ୍ଡିକୁ ଧାନ ଆଣିଥିଲେ ହେଁ ମଣ୍ଡିରୁ ଧାନ ଉଠୁ ନ ଥିବା ଦେଖିବାକୁ ମିଳିଛି। ଫଳରେ ଖୋଲା ଆକାଶ ତଳେ ମଣ୍ଡିରେ ଧାନ ପଡି ରହିଛି। ଶୀଘ୍ର ଧାନ ନ ଉଠିଲେ ଆନ୍ଦୋଳନ ଧମକ ଦେଇଛନ୍ତି ଚାଷୀ...

  • Saturday, 28 May 2022
Prerana | Kadambari Mallick sets example of self-reliance
ବାଉଁଶ ବେତରେ ସୁନ୍ଦର ସୁନ୍ଦର ସାମଗ୍ରୀ କରିବାରେ ଏମାନେ ମାହିର...

ବାଉଁଶ ବେତ ବଞ୍ଚିବାର ଏମାନଙ୍କୁ ଦେଖାଇଛି ବାଟ। ପରିବେଶର ସାମଗ୍ରୀରେ ସ୍ୱାବଲମ୍ବୀ ହେବାର ନିଶା ୟାଙ୍କୁ ଘାରିଛି। ପରିବାର ଚଳାଉଛନ୍ତି, ପିଲାଙ୍କ କଥା ବୁଝୁଛନ୍ତି। ଆଉ ଏହାରି ମଧ୍ୟରେ ଭଲ ଦୁଇ ପଇସା ରୋଜଗାର ବି କରିପାରୁଛନ୍ତି...ଦେଖନ୍ତୁ କେମିତି ତିଆରି ଚାଲିଛି ଏଇ ସୁନ୍ଦର ସୁନ୍ଦର ସାମଗ୍ରୀ

  • Saturday, 28 May 2022
Khola Katha
ସ୍ୱାମୀଙ୍କ ସ୍ୱପ୍ନ କ’ଣ ଥିଲା? କେତେ ଦୂର ବିକାଶ କରିପାରିବେ ଅଳକା?

ମୋ ସ୍ୱାମୀ ଜନିପ୍ରିୟ ଥିଲେ କିନ୍ତୁ ଏତେ ଅଧିକ ସମର୍ଥନ ତାଙ୍କର ଥିଲା ମୁଁ ଭାବିନଥିଲି। ନିର୍ବାଚନୀ ସଭାରେ ଲୋକେ ମତେ ଭାବପ୍ରବଣ କରିଦେଉଛନ୍ତି। ଏବେ ପୋଷ୍ଟର ବୟ କିଏ? ନବୀନ ନା କିଶୋର...

  • Saturday, 28 May 2022
Khola Katha
ଅନୁଭୂତି ନା ସହାନୁଭୂତି? କାହାକୁ ଭୋଟ୍‌ ଦେବେ ବ୍ରଜରାଜନଗରବାସୀ

ବିଜେଡ଼ିର ବାଜିମାତ୍‌ର ଟ୍ରେଣ୍ଡକୁ ବ୍ରେକ୍‌ ଦେଇପାରିବେ କି ରାଧାରାଣୀ ପଣ୍ଡା? ଏଥର ଅନୁଭୂତି ନା ସହାନୁଭୂତି? କାହାକୁ ଭୋଟ୍‌ ଦେବେ ବ୍ରଜରାଜନଗରବାସୀ? ୩୦ ବର୍ଷ ହେଲାଣି ଲୋକଙ୍କ ସହ ଥିବାରୁ ଏଥର ବିଜୟୀ ହେବେ ବୋଲି କହୁଛନ୍ତି ରାଧାରାଣୀ...

  • Saturday, 28 May 2022
Khola Katha
ବ୍ରଜରାଜନଗରରେ କାହିଁକି ଯୁବକଙ୍କ ବଦଳରେ ପୁରୁଖାଙ୍କୁ ଦିଆଗଲା ଗୁରୁତ୍ୱ?

କଂଗ୍ରେସ କେବେ ଥକି ପଡ଼ିନି କି ଥକିବନି। ଶାସକ ଦଳ ବିରୋଧରେ ଏଠାରେ ପ୍ରବଳ ଅସନ୍ତୋଷ। ୨୨ ବର୍ଷରେ କିଛି ହୋଇନି। ବ୍ରଜରାଜନଗରରେ କାହିଁକି ଯୁବକଙ୍କୁ ଦିଆଗଲାନି ଗୁରୁତ୍ୱ?

  • Saturday, 28 May 2022
Apana Eka Nuhanti
ଗୋଟିଏ ମାସରେ ଚାଲିଗଲେ ବାପା-ମାଆ...ଭାତ ମୁଠାଏ ଖୁଆଇ ତିନି ପିଲାଙ୍କୁ ବଂଚାଇ ରଖିଛି ଆଈ...

ଗୋଟିଏ ମାସରେ ସାଙ୍ଗ ହୋଇ ଚାଲିଗଲେ ବାପା-ମାଆ। ଅନାଥ ହୋଇଗଲେ ତିନି ପିଲା। ଖାଇବାକୁ ନାହିଁ କି ପିଇବାକୁ ନାହିଁ। ସ୍କୁଲରେ ଯାଇ ପାଠ ପଢିବାର ଇଚ୍ଛା ଥିଲେ ବି ଅର୍ଥର ଘୋର ଅଭାବ। ତରକାରୀ ତ ମିଳୁନି ବରଂ ଶୁଖିଲା ଭାତ ଖୁଆଇ ପିଲାଙ୍କୁ ଏମିତି ବଂଚାଇ ରଖିଛି ବୁଢୀ ଆଈ...ସାହାଯ୍ୟ ମିଳିବେ ସୁଧୁରିଯାଆନ୍ତା ଏମାନଙ୍କ ଜୀବନ

  • Saturday, 28 May 2022
Cyber Crime | Beware of payment app frauds
ଟଙ୍କା ଦେବେ ବୋଲି କହିଲେ, କିନ୍ତୁ ଆକାଉଣ୍ଟରୁ ଟଙ୍କା ନେଇଗଲେ...

ଆପଣଙ୍କ ଫୋନ ପେ’ରେ ଅଫର ଅଛି। ଏମିକି କଲେ ମିଳିବ ଏତିକି ଟଙ୍କା। ବାସ୍‌ ମେସେଜ୍‌ ଶୁଣୁଶୁଣୁ ସ୍ୱିଚ୍‌ ଚିପିଦେଲେ। ସେପଟେ ଆକାଉଣ୍ଟରୁ କଟିଗଲା ଟଙ୍କା

  • Saturday, 28 May 2022
Epitome of love
ଏମିତି ମାଆକୁ ଶହେ ସଲାମ, ପିଠିରେ ଛୁଆ, ହାତରେ ଝାଡୁ

ସେ ମଦର୍ ଇଣ୍ଡିଆ। ପିଠିରେ ଝୁଲେଇଛି କଅଁଳା ଛୁଆ, ଆଉ ହାତରେ ଝାଡୁ ଧରି ମ୍ୟୁନିସିପାଲିଟିର ଝାଡୁଦାର ଡ୍ୟୁଟି କରୁଛି। ମଝିରେ ମଝିରେ ସମୟ ପାଇଲେ ପୁଅକୁ ଖାଇବାକୁ ଦେଉଛି ଓ ତା ସହ ଖେଳୁଛି। ଦୃଶ୍ୟ ଦେଖିଲେ ଆପଣ ବି କହିବେ, ଏମିତି ମାଆକୁ ଶହେ ସଲାମ୍। ଆସନ୍ତୁ ଭେଟିବା ଏହି ମାଆ ଲକ୍ଷ୍ମୀଙ୍କୁ।

  • Saturday, 28 May 2022
Minor girls
ବାପା ବାପା... ମୋ ମା କାଇଁ...

ଏ କଳିଙ୍ଗା ଘାଟି ଆଉ କେତେ ଜୀବନ ନେବ? କେତେ ଛୁଆଙ୍କଠାରୁ ମାଆକୁ ଛଡ଼େଇ ନେବ? ଏଇ କୁନି ଝିଅଟି ଜାଣି ନାହିଁ ଯେ, ତା ମାଆ ଆଉ ଏ ଦୁନିଆରେ ନାହିଁ। ଦୁର୍ଘଟଣା ତା ମାଆକୁ ସବୁଦିନ ପାଇଁ ଛଡ଼େଇ ନେଇଛି।

  • Saturday, 28 May 2022
News Fuse
ଚୌକି ଛାଡ଼ିବା ଦିନ ସୁଆଦିଆ ମିଠା ସାଙ୍ଗକୁ ଚା’ ପିଆଇଲେ ନିରଞ୍ଜନ

ପିସିସି ସଭାପତି ଚୌକି ପଦ ତ ଗଲା.. କିନ୍ତୁ ଇଏ କୋଉ ଖୁସିରେ ଏତେ ମିଠା ଆଉ ଚା’ ଦେଉଛନ୍ତି କିରେ ନିରଞ୍ଜନ ବାବୁ? ଦେଖୁନ...କେମିତି ଗୁରୁକୁ ଡାକି ମିଠା ଆଉ ଚା’ ପାଇଁ ଅର୍ଡର ଦେଉଛନ୍ତି ପଟ୍ଟନାୟକ ସାର୍‌

  • Saturday, 28 May 2022
Making News
ଅଧିଆ ଭାଇ ତୁମକ କଣ ବିନ୍ଧୁଛି? ଏମିତି କାହିଁକି ହେଉଛ?

ଅଧିଆ ଭାଇ ତୁମେ ଏମିତି ହେଉଛ କାହିଁ ପାଇଁ? ତୁମେ ସେକ ନେବ ଯେ ହେଲେ ହୋଇଛି କଣ? କାହିଁକି ଏମିତି ଟେକି ହେଉଛ? ବିକଳ ଟିଭିରେ ସତ କୁହ...

  • Friday, 27 May 2022
THE GREAT ODISHA POLITICAL CIRCUS
ଭାଇଲୋ ମୋ ଡଙ୍ଗା ରାଜଧାନୀରେ ଚାଲିବ...ତୁ କହ ଷ୍ଟପେଜ୍‌ ରହିବ କେଉଁଠି?

ବର୍ଷା ଆସିଲେ ମୋ ଡଙ୍ଗା ଭୁବନେଶ୍ୱରରେ ଗଡ଼ିବ। ରସୁଲଗଡ଼ରୁ ଯାଇ ରାମ ମନ୍ଦିର ଅଫିସ ପରେ ମାଷ୍ଟର କ୍ୟାଣ୍ଟିନ୍‌ରେ ମାରିବ ଷ୍ଟପେଜ୍‌....ଆରେ ଆରେ....ଇଏ କେମିତିକା ଡଙ୍ଗା?

  • Friday, 27 May 2022
Apana Eka Nuhanti
ଆଭାସ ବଞ୍ଚିବାକୁ ହେଲେ ଦରକାର ୧୫ ଲକ୍ଷ...

ପୂର୍ବରୁ ଦୁଇ ପୁଅଙ୍କୁ ହରାଇଛନ୍ତି ବାପା-ମାଆ। ଏବେ ପୁଣି ତୃତୀୟ ପୁଅ ଆଭାସ୍‌ର ସାଙ୍ଘାତିକ ଦେହ ଖରାପ। ଡାକ୍ତର କହୁଛନ୍ତି ଦରକାର ଅପରେସନ୍‌। ହେଲେ ପରିବାର ପାଖରେ ପଇସା ନଥିବାରୁ ୧୫ ଲକ୍ଷ ଟଙ୍କା ଏମାନଙ୍କ ପାଇଁ ସ୍ୱପ୍ନ। କୁନି ପୁଅର ଜୀବନ ବଞ୍ଚାଇବାକୁ ଏମିତି କାନ୍ଦି କାନ୍ଦି ସାହାଯ୍ୟ ମାଗୁଛନ୍ତି ମାଆ-ବାପା

  • Friday, 27 May 2022
ENews
ଗୋଟେ କୋଟିପତି ଝିଅର ମନଚୋରି କରିବି, ୬ମାସ ଭିତରେ କୋଟିପତି ହେବି

ମାତ୍ର ୬ ମାସ ଭିତରେ ମୁଁ ହେବି କୋଟିପତି। ଗୋଟିଏ କୋଟିପତି ଝିଅର ମନ ଚୋରି କରିଦେଲେ କାମ ଶହେ ଶହେରେ ଜମିବ...ଆଉ ରାତିରେ ତା’ ନିଦରେ ପସିକି...

  • Friday, 27 May 2022
Cyber Crime
ଶୋଇଥିବା ବେଳେ ଆସିଲା ଫୋନ୍‌ କଲ...ରିସିଭ୍‌ କରୁ କରୁ କଟିଗଲା ଏତିକି ଟଙ୍କା...

ବେପାର ପାଇଁ ମାଲେସିଆରୁ ଚାନ୍ଦବାଲି ଆସିଥିଲେ। ମାଛ ଚାଷ ପାଇଁ ଟଙ୍କା ବି ଯୋଗାଡ଼ କରୁଥିଲେ। ଏତିକି ବେଳେ ଫୋନ୍‌ ପେ’ ହେଡ୍‌ ଅଫିସରୁ କଲ ଆସିଲା...ଏମିତି କରନ୍ତୁ କ୍ୟାସବ୍ୟାକ୍‌ ପାଇବେ। ବାସ୍‌ ଏତିକିରେ ଆକାଉଣ୍ଟରୁ କଟିଗଲା ୩୮ ହଜାର ଟଙ୍କା...ସତ ଜାଣିଲା ବେଳକୁ ଆଉ କିଛି ନାହିଁ

  • Friday, 27 May 2022
Navjot Sidhu
ରାଜଉଆସରୁ ଜେଲର ଅନ୍ଧାର ଘର...ଏବେ କିରାଣୀ କାମ କରିବେ ସିଦ୍ଧୁ...

ସିଦ୍ଧୁଙ୍କ ଭାଗ୍ୟ ଖରାପ !! ଦିନେ ରାଜଉଆସରେ ରହୁଥିଲେ..ମନଇଚ୍ଛା କାମ କରୁଥିଲେ। ବେଶ୍‌ ସୌଖିନ ମଧ୍ୟ କରୁଥିଲେ। ହେଲେ ଏବେ ଜେଲରେ ତାଙ୍କୁ କରିବାକୁ ପଡ଼ୁଛି କିରାଣୀ କାମ। ଆଉ ଦିନକୁ ମିଳିବ ମାତ୍ର ୯୦ ଟଙ୍କା ବେତନ...

  • Friday, 27 May 2022
builds toilet for students
ସରକାର ଶୁଣିଲେନି, ନିଜସ୍ୱ ଖର୍ଚ୍ଚରୁ ପିଲାଙ୍କ ପାଇଁ ପାଇଖାନା ତିଆରି କରିଦେଲେ ରଞ୍ଜନ...

ବାରମ୍ବାର ଗୁହାରି ପରେ ବି ଶୁଣିଲାନି ପ୍ରଶାସନ। ନିଜସ୍ୱ ଖର୍ଚ୍ଚରୁ ସଞ୍ଚୟ କରି ପିଲାଙ୍କ ପାଇଁ ପାଇଖାନା ତିଆରି କରିଦେଲେ ରଞ୍ଜନ। ପିଲା କହିଲେ ଦୀର୍ଘଦିନର ସ୍ୱପ୍ନ ହେଲା ପୂରଣ...ସ୍ୱତନ୍ତ୍ର ଉତ୍ସବରେ ପୁରସ୍କୃତ ହେବେ ରଞ୍ଜନ

  • Friday, 27 May 2022
News Fuse
ଆଲୋ ଆଲୋ... ଡୋରଟା ହୁଗୁଳା ଥିଲା... ଷ୍ଟେଜରେ ପ୍ୟାଣ୍ଟ ଖୋଲିଗଲା

ଆଲୋ ଆଲୋ ଇଏ କଣ ହେଲା? ଷ୍ଟେଜ୍‌ ଉପରେ ଧନୁର୍ଦ୍ଧରଙ୍କ ପ୍ୟାଣ୍ଟ ଖୋଲିଗଲା। ଇଏ ଚିତ୍ରାଳୟ ବାଲା ବୋଧହୁଏ ପ୍ୟାଣ୍ଟ ଡୋରକୁ ଭଲରେ ଟାଇଟ୍‌ କରିନାହାନ୍ତି...ନାରଣ ତୁ କଣ ଦେଖିଲୁରେ?

  • Friday, 27 May 2022
Supreme Court
ବିଶ୍ୱବିଦ୍ୟାଳୟ ସଂଶୋଧନ ଅଧିନିୟମରେ ୩ ମାସ ପାଇଁ ରହିତାଦେଶ ଲଗାଇଛନ୍ତି ସୁପ୍ରିମକୋର୍ଟ

ଗ୍ରାଣ୍ଟ କମିଶନ, ୟୁଜିସି ମେ ୨୦ରୁ ସୁପ୍ରିମକୋର୍ଟ ରହିତା ଦେଶ ଲଗାଇଥିଲେ ମଧ୍ୟ ସୋସିଓଲୋଜି ଓ କମର୍ସ ବିଭାଗ ଆସିଷ୍ଟାଣ୍ଟ ପ୍ରଫେସର ପଦ ଲାଗି ଓପିଏସପି ନିଯୁକ୍ତି ପ୍ରକ୍ରିୟା ଜାରି ରଖିଛନ୍ତି ।

  • Thursday, 26 May 2022
Woman in 93 making clothes for Lord Jagannath
୯୩ ବର୍ଷରେ ହାତ ଥରୁଛି-ଆଖିକୁ ଦିଶୁନି- କାନକୁ ଶୁଭୁନି, ତଥାପି କାଳିଆ ସମର୍ପଣ ଭାବ

ଏ ବୟସରେ ଥକି ଯାଇନି ଶରୀର କି କମିଯାଇନି ଜଗନ୍ନାଥଙ୍କ ପ୍ରତି ଉତ୍ସର୍ଗୀକୃତ ମନୋଭାବ। ଏକ ମନ ଏକ ପ୍ରାଣରେ ଓ ଦୃଢ଼ ଏକାଗ୍ରତା ସହ ଚରଖାରୁ କାଟୁଛନ୍ତି ସୂତା। ଏ ବୃଦ୍ଧାଙ୍କ ନାଁ ହେଉଛି ଆସେଲି ଦାସ।

  • Thursday, 26 May 2022
Srimandir
ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପକୁ ଚାରି ଆଡୁ ବିରୋଧ

ହାଇକୋର୍ଟରୁ ନ୍ୟାୟ ନ ମିଳିବାରୁ କାମ ବନ୍ଦ ପାଇଁ ସୁପ୍ରିମ୍‌କୋର୍ଟରେ କେଶ୍ ଫାଇଲ୍ କରିଛି ଶ୍ରୀମନ୍ଦିର ସୁରକ୍ଷା ଅଭିଯାନ ।

  • Thursday, 26 May 2022
Brajarajnagar
କମ୍ପୁଛି ବ୍ରଜରାଜନଗରର ପ୍ରଚାର ମୈଦାନ, ଚାଲିଛି ଜବରଦସ୍ତ କସରତ

କିଏ ଗଳିକୁ ଗଳି ଯାଇ ପ୍ରଚାର କରୁଛନ୍ତି ତ ଆଉ କିଏ ସଭା ସମିତି କରି ମତଦାତାଙ୍କୁ ଆକର୍ଷିତ କରୁଛନ୍ତି । ସବୁଥର ଭଳି ଏଥର ବି ବହୁ ଆଶା ଦେଖାଉଛନ୍ତି, ଅନେକ ପ୍ରତିଶ୍ରୁତି ଦେଉଛନ୍ତି ।

  • Thursday, 26 May 2022
Onion farmers
ଚାଷୀଙ୍କ ପାଇଁ କେବେ ହେବ ପିଆଜ ଘର, ଅଭାବୀ ବିକ୍ରିର ଶିକାର

କେତେବେଳେ ବିହନ ସମସ୍ୟା। ଆଉ କେତେବେଳେ ଅଭାବୀ ବିକ୍ରି। ଏବେ ସଂରକ୍ଷଣ ବ୍ୟବସ୍ଥାକୁ ନେଇ ଉଠିଛି ପ୍ରଶ୍ନ। ଯାହାକୁ ନେଇ ଅସନ୍ତୋଷ ଜାହିର କରିଛନ୍ତି ପିଆଜ ଚାଷୀ। ପାଞ୍ଚ ଟଙ୍କାରେ ପିଆଜ ନ ବିକି ଜମିରେ ପିଆଜ ଗଦା କରିଛନ୍ତି ବଙ୍ଗୋମୁଣ୍ଡା ଅଂଚଳର ଚାଷୀ...

  • Thursday, 26 May 2022
Edible oil prices fall
ସରକାର ନେଲେ ବଡ଼ ନିଷ୍ପତ୍ତି, ଶସ୍ତାରେ ମିଳିବ ଖାଇବା ତେଲ

ଯାହା ପାଇଁ ଚିନ୍ତାରେ ଥିଲେ ଗ୍ରାହକ, ସେ ଚିନ୍ତା ଗଲା। ଦୁଇ ବର୍ଷ ପାଇଁ ଶସ୍ତା ହୋଇଯିବ ଖାଇବା ତେଲ। ସରକାର ଏମିତି ବଡ଼ ନିଷ୍ପତ୍ତି ନେବା ପରେ ଆଶ୍ୱସ୍ତ ହୋଇଛନ୍ତି ଦେଶର କୋଟି କୋଟି ଖାଉଟି

  • Thursday, 26 May 2022