• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Latest Videos

THE GREAT ODISHA POLITICAL CIRCUS
ତଥାଗତ ପାୱାରରେ ନାହାନ୍ତି, ତୁମ କାମ କରିବେ କେମିତି?

ଶୋଇଲା ଷଣ୍ଢର ଲାଙ୍ଗୁଡ଼ ଟାଣି କାହିଁକି ଉଠାଉଛ? ତଥାଗତ ବାବୁ କ’ଣ ଆଉ ପାୱାରରେ ଅଛନ୍ତି କି? ତୁମ କାମ କରିଦେବେ? ତୁମେ ଛୁଆ ଦେଖି ଭୂଆଁ ବୁଲାଉଛ...

  • Wednesday, 01 June 2022
High security registration plates
ହାଇ ସିକ୍ୟୁରିଟି ନମ୍ବର ପ୍ଲେଟ୍‌....କେଉଁ ଦିନ କେଉଁ ଗାଡ଼ିର ପଡ଼ିବ ପାଳି?

ହାଇ ସିକ୍ୟୁରିଟି ନମ୍ବର ପ୍ଲେଟ୍‌ ପାଇଁ ଆପଣ ଚିନ୍ତିତ କି? ଜମାରୁ ବ୍ୟସ୍ତ ହୁଅନ୍ତୁ ନାହିଁ....ଏଇ ତାରିଖରେ ଏଇ ସବୁ ଗାଡ଼ିର ଚେଞ୍ଜ ହେବ ନମ୍ବର ପ୍ଲେଟ୍‌। ପରିବହନ ବିଭାଗ ଦେଲା ପୂରା ସୂଚନା। ଏଇ ଆପ୍‌ରେ ରେଜିଷ୍ଟ୍ରେସନ କରି ଏତିକି ଦିନ ଭିତରେ ଲଗାଇ ଦିଅନ୍ତୁ ନମ୍ବର ପ୍ଲେଟ୍‌। ନହେଲେ ୧୦ ହଜାର ଦେବେ ଜୋରିମାନା

  • Wednesday, 01 June 2022
Octogenarian walks 10 kms
ଚାଲି ଚାଲି ୧୦ କିଲୋମିଟର ଯାଇ ଭତ୍ତା ଟଙ୍କା ଆଣୁଛନ୍ତି ୮୨ ବର୍ଷର ବୃଦ୍ଧା

ଭତ୍ତା ପାଇଁ ୧୦ କିଲୋମିଟର ଚାଲୁଛନ୍ତି ୮୨ ବର୍ଷର ବୃଦ୍ଧା। ବୟସର ଅପରାହ୍ନରେ ଚାଲିବାକୁ ବଳ ନଥିବା ବେଳେ ପେଟ ଚାଖଣ୍ଡକ ପାଇଁ ଯିବାକୁ ହେଉଛି ଏତେ ବାଟ। ବେଳେ ବେଳେ ଟଙ୍କା ଆସିନଥିବା ଶୁଣି ନିକାଶ ହେବାକୁ ପଡୁଛି...

  • Wednesday, 01 June 2022
man 'kills' wife before Sabitri Brata
ଇଏ କେମିତିକା ସତ୍ୟବାନ? ଓଷା ପୂର୍ବରୁ ସାବିତ୍ରୀଙ୍କୁ ମାରିଦେଲା....

ଯେଉଁ ସ୍ୱାମୀର ମଙ୍ଗଳ ମନାସି ସାବିତ୍ରୀ ବ୍ରତ କରିଥାଆନ୍ତା ପତ୍ନୀ....ସେଇ ସ୍ତ୍ରୀକୁ ସାବିତ୍ରୀ ବ୍ରତ ପୂର୍ବଦିନ ମାରିଦେଲା ସ୍ୱାମୀ। ୭ ଜନ୍ମର ସାଥୀ ହେବା ପାଇଁ କଥା ଦେଇଥିଲା....କିନ୍ତୁ ଗୋଟିଏ ଜନ୍ମ ପାଇଁ ଭଲ ସାଥୀଟିଏ ହେଲାନି। ବିଶ୍ୱାସରେ ଧୋକା ଦେଲା....ଯୌତୁକ ପାଇଁ ନିଜ ସ୍ତ୍ରୀକୁ ହତ୍ୟା କରିଦେଲା। ରାଜଧାନୀରୁ ସାମ୍ନାକୁ ଆସିଛି ଏମିତି ହୃଦୟଥରା ଘଟଣା

  • Wednesday, 01 June 2022
Viral Video
ଅନ୍ଧାର ରାତିରେ ଆପେ ଚାଲୁଛି ଟ୍ୟୁବୱେଲ୍.. ଭିଡିଓ ଭାଇରାଲ୍ ହେବାପରେ ଭୁତକୁ ନେଇ ଚର୍ଚ୍ଚା

ଆପଣ ଭୁତପ୍ରେତରେ ବିଶ୍ୱାସ କରନ୍ତି କି? କରନ୍ତୁ ବା ନକରନ୍ତୁ, ଏଇ ଭିଡିଓଟି ଦେଖିଲେ ଆପଣଙ୍କ ଛାତିରେ ନିଶ୍ଚୟ ଛନକା ପଶିଯିବ। ଭିଡିଓଟିରେ କିଟ୍ କିଟ୍ ଅନ୍ଧାର ରାତିରେ ଗଛମୂଳେ ଥିବା ଏକ ଟ୍ୟୁବୱେଲ୍ ଆପେ ଆପେ ଚାଲୁଥିବା ଦେଖିବାକୁ ମିଳୁଛି। କଥାଟି ସତ କିମ୍ବା ମିଛ ଏବଂ ଏହା ପଛର ପ୍ରକୃତ ଘଟଣାଟି କ’ଣ ତାହା ଜାଣିବାକୁ ଦେଖନ୍ତୁ ଏଇ ଭିଡିଓଟି। ଭିଡିଓଟି ଦେଖିବା ପରେ ନିଶ୍ଚୟ ଲେଖିବେ, ଆପଣ ଭୁତପ୍ରେତରେ ବିଶ୍ୱାସ କରନ୍ତି ନା ନାହିଁ।

  • Wednesday, 01 June 2022
Making News
ମୁଁ ସକାଳୁ ଧୂପ ଦେଇ ଦୋକାନ ଖୋଲିବି ନାଁ ମହାପାତ୍ର ବାବୁଙ୍କ ଘରକୁ ରାସ୍ତା ବତେଇବି?

ଏମାନେ ମତେ ଜମାରୁ ଦୋକାନ ଖୋଲିବାକୁ ଦେଉନାହାନ୍ତି। ଧୂପ ଧୂପ ଦେଉ ରାସ୍ତା ପଚାରି ପଚାରି ମତେ ବିରକ୍ତ କରୁଛନ୍ତି। ସେପଟେ ମଉସା କହୁଛନ୍ତି ଯଦି ଲୋକ ରାସ୍ତା ପଚାରିଦେଲେ ତୁମର କଣ ମାରା ହୋଇଗଲା?

  • Wednesday, 01 June 2022
News Fuse
ଭିତରେ ଅପରାଧୀ...ଟେବୁଲ୍‌ ଉପରେ ଲକ୍‌ଅପ୍‌ ଚାବି ଥୋଇ ଘୁଙ୍ଗୁଡ଼ି ମାରୁଛନ୍ତି ଥାନା ବାବୁ...

ହାଜତ ଭିତରେ ଅପରାଧୀ ପସିଛି। ବାହାରେ ତାକୁ ଜଗିଛନ୍ତି ଅବକାରୀ ଥାନା ବାବୁ। ଦେଖୁନୁରେ ନାରଣ, ପେଟେ ପଖାଳ ଖାଇ ଏମିତି ଅଚିନ୍ତାରେ କେମିତି ଘୁଙ୍ଗୁଡ଼ି ମାରୁଛନ୍ତି ବାବୁ? ପୁଣି ଲକ୍‌ଅପ୍‌ ଚାବି ଟେବୁଲ ଉପରେ। ହଇରେ ନାରଣ...ପଚାରିବାରୁ ଇଏ କଣ ଆମ ଉପରେ ଗରମ ଦେଖାଉଛନ୍ତି?

  • Wednesday, 01 June 2022
Matrimony Marriage
ବାହାଘରର ମାସକରେ ନବବଧୂକୁ ମାରିଦେଲେ ?

ରାତି ପାହିଥିଲେ ହୁଏତ ପ୍ରଥମ ସାବିତ୍ରୀ ପାଳିଥାନ୍ତେ ନବବିବାହିତ ଦଂପତ୍ତି । ସ୍ୱାମୀକୁ ସତ୍ୟବାନ ଭାବି ନିର୍ଜଳା ଉପବାସ ସହ ଉତ୍ତମ ସ୍ୱାସ୍ଥ୍ୟ ଓ ନିରାମୟ ଜୀବନ କାମନା କରିଥାନ୍ତେ ପତ୍ନୀ । ହେଲେ ସେହି ରାତି ପାହିବା ଆଗରୁ ଅକାଳରେ ପତ୍ନୀ ଚାଲିଗଲେ ଆରପାରିକୁ ।

  • Tuesday, 31 May 2022
IAS - IPS - IFS
ସିଭିଲ୍ ସର୍ଭିସରେ କାହିଁକି କମୁଛି ଓଡିଆ ପିଲାଙ୍କ ସଫଳତା ହାର ?

ସର୍ବଭାରତୀୟ ପ୍ରଶାସନିକ ସେବା ପରୀକ୍ଷାରେ ପୁଣି ଓଡିଆ ପିଲାଙ୍କ ନୈରାଶ୍ୟଜନକ ପ୍ରଦର୍ଶନ । କେବଳ ଏଥର ନୁହେଁ, କ୍ରମାଗତ ଭାବେ ସଫଳତା ତାଲିକାରେ ଓଡିଆଙ୍କ ସଂଖ୍ୟା କମିବାରେ ଲାଗିଛି ।

  • Tuesday, 31 May 2022
MLA Quarter
ରାଜଧାନୀ ଛାତିରେ ବୃକ୍ଷ ବଳି ବିରୋଧରେ ବିରୋଧ ସ୍ୱର ଶାଣିତ

ଗଛ କହୁଛି ମୋତେ କାଟନି । ନିଜ ସର୍ବନାଶକୁ ଡାକନି । ନୂଆ ଏମଏଲଏ କଲୋନୀ କ୍ୱାର୍ଟର୍ସ ନିର୍ମାଣ ପାଇଁ ରାଜଧାନୀର ଛାତି ଉପରେ ଶହ ଶହ ବୃକ୍ଷ ବଳିକୁ ନେଇ ବିରୋଧ ଯେତିକି ତୀବ୍ର, ସ୍ଲୋଗାନ ବି ସେତିକି ଶାଣିତ ।

  • Tuesday, 31 May 2022
No Tobacco Day
ବିଶ୍ୱ ତମାଖୁ ବର୍ଜନ ଦିବସରେ ସବୁଠି ସଚେତନତା କାର୍ଯ୍ୟକ୍ରମ

ଜୀବନର ତାରୁଣ୍ୟରେ ତମାଖୁ ଖାଇ ଯେଉଁ ଭୁଲ କରିଥିଲେ, ଏବେ ତାର ପ୍ରାୟଶ୍ଚିତ କରୁଛନ୍ତି । ବୁଲି ବୁଲି ସମସ୍ତଙ୍କୁ ବୁଝାଉଛନ୍ତି ବିଷରୂପୀ ତମାଖୁ ସେବନର ଭୟବହତା ।

  • Tuesday, 31 May 2022
Narendra Modi
ମୋଦି ସରକାରଙ୍କ ଦ୍ୱିତୀୟ ପାଳିର ସରିଲା ୩ୟ ବର୍ଷ

୮ ବର୍ଷରେ ମୋଦି ସରକାର । ୨୦୧୪ରୁ ୨୦୧୯ ପର୍ଯ୍ୟନ୍ତ ୧.୦ । ୨୦୧୯ରେ ପୁଣି ଥରେ କ୍ଷମତାକୁ ଆସିବାପରେ ଆରମ୍ଭ ହେଲା ମୋଦୀ ସରକାରଙ୍କ  ୨.୦ । ଏବେ ପୁରିଛି ମୋଦି ସରକାରଙ୍କ ଦ୍ୱିତୀୟ ପାଳିର ତୃତୀୟ ବର୍ଷ ।

  • Tuesday, 31 May 2022
Special Story | Sundargarh boy designs paramotors, dreams to design aircraft in future
ପାରା ମୋଟର ତିଆରି କଲେ ଅଙ୍କିତ, ଆଗକୁ ରଖିଛନ୍ତି ବଡ ଲକ୍ଷ୍ୟ

ବାହାର ରାଜ୍ୟରୁ ଶିଖିବାକୁ ଆସୁଛନ୍ତି ଲୋକ । ପାରା ମୋଟର ତିଆରି କରି ରେକର୍ଡ ସୃଷ୍ଟି କରିଛନ୍ତି ସୁନ୍ଦରଗଡର ଯୁବକ ଅଙ୍କିତ । ଡ୍ରୋନ ତିଆରି କରି ଉଡାଉଛନ୍ତି । ଉଡାଜାହାଜ ତିଆରି କରି ଉଡାଇବା ଲକ୍ଷ୍ୟରେ ଅଛନ୍ତି ସେ ।

  • Tuesday, 31 May 2022
The Great Odisha Political Circus | Old war horse Sarat Pattanayak named OPCC prez
ମୁଁ ଯାଉଛି ତଳ ସାହି....ଟିକିଏ ଭାଗବତ ଶୁଣି ଆସିବି...

ଗୋସେଇଁ ଇଏ କୋଉ ଶ୍ଲୋକ? ମୋ କାନ ଉଠିବା ଦିନରୁ ମୁଁ ଏମିତି ଶ୍ଲୋକ ଶୁଣିନି? ହାତ ଚିହ୍ନ ଚରା ଚରମର ଅର୍ଥ କଣ? ବ୍ରଜବନ୍ଧୁ ତୁମେ ଜମାରୁ ବୁଝୁନ....

  • Tuesday, 31 May 2022
Asha Ra Aloka | Trust issues between man and his wife create dispute
ସାଙ୍ଗ ସହ ମାର୍କେଟ୍‌ ଗଲେ ସନ୍ଦେହ କରୁଛନ୍ତି ସ୍ୱାମୀ...

ସନ୍ଦେହ ଭାଙ୍ଗିଦେଲା ସମ୍ପର୍କ? ସାଙ୍ଗଙ୍କ ସହ ଗଲେ ବି ସନ୍ଦେହ କରୁଛନ୍ତି ସ୍ୱାମୀ। ଏମିତିକି ମାଉସୀଙ୍କ ସହ କଥା ହେଲେ ବି କରୁଛନ୍ତି ଡାଉଟ୍‌। କଥା ଏତିକି? କାହିଁକି ନିଜ ସ୍ତ୍ରୀଙ୍କୁ ସବୁବେଳେ ମାଡ଼ ମାରୁଛନ୍ତି ଚନ୍ଦନ?

  • Tuesday, 31 May 2022
Prerana – Meet Kadambari Mallik who sets an example of becoming self reliant
୨୦୦୮ ମସିହାରେ କାଦମ୍ବରୀଙ୍କ ଜୀବନ ବଦଳିଥିଲା....ଜାଣନ୍ତୁ କେମିତି?

ରୋଜଗାରର ବାଟ ଦେଖାଇଲା ବାଉଁଶ ବେତ। ବିଭିନ୍ନ ସାମଗ୍ରୀ ତିଆରି କରି ଭଲ ଦୁଇ ପଇସା ନିଜେ ରୋଜଗାର କରୁଛନ୍ତି ଆଉ ଅନ୍ୟକୁ ରୋଜଗାରର ରାସ୍ତା ବି ଦେଖାଇଛନ୍ତି...

  • Tuesday, 31 May 2022
Special Story | Stone packing washes away from embankment on Sona river
ପାଦ ପକାଇଲେ ଦୋହଲୁଛି ପଥର, ଇଏ କାଳେ ବନ୍ୟା ଅଟକାଇବ?

ସରକାର ମାଲ୍‌, ଦରିଆ ମେ’ ଡାଲ୍‌। ପାଦ ପକାଇଲା ମାତ୍ରେ ଦୋହଲୁଛି ପଥର। ନଇରେ ଆସୁଥିବା ବନ୍ୟାକୁ ଇଏ ରୋକିବ କେମିତି? ସେପଟେ ସରକାରୀ ବାବୁ କହୁଛନ୍ତି ଆମ କାମ ଉଚ୍ଚ ମାନର....ସବୁ ଠିକ୍‌ଠାକ୍‌ ଚାଲିଛି

  • Tuesday, 31 May 2022
Taste of Odisha- Know recipe of preparing special cake from Snake Gourd & Prawn
ଚିଙ୍ଗୁଡ଼ି ମାଛରେ ଅଦା, ରସୁଣ ପିଆଜ ଦେଇ ଏମିତି କରନ୍ତୁ ଛଚିନ୍ଦ୍ରା ଚିଙ୍ଗୁଡ଼ି ପିଠଉ....

ଚିଙ୍ଗୁଡ଼ି ମାଛରେ ଅଦା, ରସୁଣ, ପିଆଜ ବଟା ସାଙ୍ଗକୁ ଟିକିଏ ଗରମ ମସଲା ଦେଇ କଷି ଦିଅନ୍ତୁ ମାଛକୁ। ଚାଉଲ ବଟା ସାଙ୍ଗକୁ ହଳଦୀ ଗୁଣ୍ଡ ଦେଇ ଏମିତି ପ୍ରସ୍ତୁତ କରନ୍ତୁ ଏହି ଖାଇବା...

  • Tuesday, 31 May 2022
Special Story | Former sarpanch in Kantabanji village converts field into park with own expenses
ଖୋଲା ପଡ଼ିଆକୁ ଏମିତି ପାର୍କ କରିଦେଲେ ନେତା...ଏବେ ସକାଳୁ ସଞ୍ଜ ପର୍ଯ୍ୟନ୍ତ ଲାଗୁଛି ଭିଡ଼....

ନେତା ହେବ ତ ଏମିତି। ନିଜ ଉଦ୍ୟମରେ ପଡ଼ିଆକୁ କରିଦେଲେ ସୁନ୍ଦର ପାର୍କ। କୁଣ୍ଡ ଭିତରେ ଥିବା ଶିବ ମୂର୍ତ୍ତି ଦର୍ଶକଙ୍କୁ କରୁଛି ବିଭୋର। ସେଲଫି ନେବା ପାଇଁ ଯୁବକଙ୍କ ଲାଗୁଛି ଲାଇନ୍‌....ଦେଖନ୍ତୁ କେତେ ସୁନ୍ଦର ଦିଶୁଛି ପାର୍କ

  • Tuesday, 31 May 2022
ENews- Meet actress Cookies from sets of Tarang\'s upcoming movie \'Astika Nastika\'
ମୋ ପଛେ ସବୁ ରଙ୍ଗିଲା...ମୋ ପାଇଁ ଛକଛକରେ ଝାମେଲା....

ମୋ ପଛେ ସବୁ ରଙ୍ଗିଲା...ମୋ ପାଇଁ ଛକଛକରେ ଝାମେଲା....। ମୋ ଗୀତ ଯିଏ ଶୁଣିଲା ସିଏ ରାସ୍ତା ଉପରେ ଝୁମିଲା....ନଟିନଟି ମୋ ଷ୍ଟାଇଲ୍‌। ଫିଲ୍ମ ଆସ୍ତିକ ନାସ୍ତିକରେ ଏମିତି ଧମାଲ କରୁଛନ୍ତି ଅଭିନେତ୍ରୀ, ଦେଖନ୍ତୁ ତା’ର କିଛି ଝଲକ୍‌

  • Tuesday, 31 May 2022
Special Story | This \'Sabitri\' from Cuttack saves husband\'s life by donating kidney
ଇଏ ବି ଜଣେ ସାବିତ୍ରୀ...ସ୍ୱାମୀଙ୍କ ଜୀବନ ବଞ୍ଚାଇବା ଲାଗି ଦେଇଦେଲେ ନିଜ କିଡ଼ନୀ....

ଇଏ ବି ଜଣେ ସାବିତ୍ରୀ। କିଡ଼ନୀ ରୋଗରେ ଆକ୍ରାନ୍ତ ହୋଇ ମରଣ ସହ କରୁଥିଲେ ସଂଘର୍ଷ...ନିଜ ଜୀବନକୁ ବାଜି ଲଗାଇ ସ୍ୱାମୀଙ୍କୁ ଦାନ କଲେ କିଡ଼ନୀ...ଏବେ ହସ ଖୁସିରେ ଚଳୁଛି ପରିବାର

  • Tuesday, 31 May 2022
Special Story | Women residing in rehabilitation centre in Bolangir observe Sabitri Brata
ସ୍ୱାମୀ ଛାଡ଼ି ଦେଇଛନ୍ତି ସତ କିନ୍ତୁ ଏମାନେ ଏମିତି ବର୍ଷ ବର୍ଷ ହେଲାଣି କରୁଛନ୍ତି ସାବିତ୍ରୀ....

ଏ ସମସ୍ତଙ୍କୁ ସେମାନଙ୍କ ସ୍ୱାମୀ ଛାଡ଼ି ଚାଲିଯାଇଛନ୍ତି। କିନ୍ତୁ ବର୍ଷ ବର୍ଷ ଧରି ସେମାନଙ୍କ ଦୀର୍ଘାୟୁ କାମନା କରିବା ସହ ଶଙ୍ଖା, ସିନ୍ଦୂର ପିନ୍ଧି କରୁଛନ୍ତି ସାବିତ୍ରୀ ବ୍ରତ। ଅପେକ୍ଷା କରିଛନ୍ତି, କେବେ ସ୍ୱାମୀ ଫେରିବେ...ଆଉ ୟାଙ୍କୁ ସ୍ୱଧାର ଗୃହରୁ ହାତ ଧରି ସାଥୀରେ ନେଇଯିବେ...

  • Tuesday, 31 May 2022
Cyber Crime- Cyber fraudsters dupe businessman through PhonePe
ଫୋନ ପେ’ରେ ଟଙ୍କା ପାଇବେ କ’ଣ? ବରଂ ଏତିକି ଟଙ୍କା ଠକିନେଲେ ସାଇବର ଲୁଟେରା....

ନିଜର ଅସାବଧାନତା ପାଇଁ ହରାଇଲେ ହଜାର ହଜାର ଟଙ୍କା। ଫୋନ୍‌ ପେ’ ଅଫିସରୁ କଲ୍‌ କରିଥିବା କହି ଆକାଉଣ୍ଟରୁ ଲୁଟିନେଲେ ଏତିକି ଟଙ୍କା। ସତ ଜାଣିବା ପରେ....

  • Tuesday, 31 May 2022
News Fuse- Otter struggles to quench thirst, humans yet to realise importance of water #Watch
ମଣିଷ ବୁଝିଲାନି, ଓଧ ବୁଝିଲା ପାଣିର ମହତ...

ପାଣିର ଅଭାବ ମଣିଷ ବୁଝିନି। କିନ୍ତୁ ପଶୁ ବୁଝୁଛି। ଶୋଷ ମେଂଟାଇବା ପାଇଁ ଏମିତି କରୁଛନ୍ତି ସଂଘର୍ଷ...ଦେଖନ୍ତୁ ଏହି ଭିଡ଼ିଓ

  • Tuesday, 31 May 2022
Asha Ra Aloka - Child suffers when parents lack respect for each other
ବାପା-ମାଆ ଅଲଗା...ହେଲେ ପିଲା ରହିବ କାହା ପାଖରେ?

ବାପା-ମାଆଙ୍କ ଝଗଡ଼ାରେ ବଳି ପଡ଼ିଗଲା କି ଝିଅ? କେତେବେଳେ ବାପାଙ୍କ ପାଖରେ ରହିବାକୁ କହୁଛି ପୁଣି କେତେବେଳେ ମାଆଙ୍କ ପାଖରେ ରହିବାକୁ କହୁଛି ଝିଅ...ତେବେ ହେବ କ’ଣ?

  • Monday, 30 May 2022