• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Latest Videos

Food prepared in unhealthy
ଯେଉଁଠି ପିଲାଙ୍କ ପାଇଁ ଛତୁଆ ତିଆରି ହେଉଛି, ସେଇଠି ପାରା କରୁଛି ମଳତ୍ୟାଗ

ପିଲାଙ୍କ ଜୀବନ ସହ ଖେଳ? ଯେଉଁଠି ସୁଷମ ଛତୁଆ ତିଆରି ହେଉଛି ସେଇଠି ପାରା କରୁଛି ମଳତ୍ୟାଗ !! ଦେଖନ୍ତୁ ଏହି ଭିଡିଓ

  • Sunday, 20 November 2022
Viral Vedio
ଆଶ୍ଚର୍ଯ୍ୟ ! ସିଗାରେଟ୍‌ ଟାଣି ଟାଣି ଚାଲିଲେ ୪୨ କିମି

ଆଶ୍ଚର୍ଯ୍ୟ ଲାଗିଲେ ବି ସତ...କିଛି ନଖାଇ ନପିଇ କେବଳ ସିଗାରେଟ୍‌ ଟାଣିଟାଣି ପଳାଇଲେ ୪୨ କିମି ରାସ୍ତା। ସୋସିଆଲ ମିଡିଆରେ ଭାଇରାଲ ହେଉଛି ଭିଡିଓ...

  • Sunday, 20 November 2022
Jail
ଇଏ ଜେଲ୍‌ ନା ମସାଜ୍‌ ସେଣ୍ଟର ! ମନ୍ତ୍ରୀଙ୍କୁ ଚାଲିଛି ଘଷାମୋଡ଼ା,ଭିଡିଓ ଭାଇରାଲ..

ଜେଲ୍ ଭିତରେ ମସାଜ୍ ମଜା । ଆମ୍ ଆଦମୀ ପାର୍ଟିର କଏଦୀ ମନ୍ତ୍ରୀଙ୍କୁ ଦିଆଯାଉଛି ଗୋଡ଼ଠୁ ମୁଣ୍ଡ ପର୍ଯ୍ୟନ୍ତ ସେବା । କିଏ ଗୋଡ଼ ମୋଡୁଛି ତ କିଏ ହାତ ଆଉ ମୁଣ୍ଡକୁ ମସାଜ କରୁଛି । ଜେଲ୍ ଚିନ୍ତା ଭୁଲାଇ ଅୟସ ଆରାମରେ ତିହାର ଜେଲ୍ ଭିତରେ ଦିନ କାଟୁଛନ୍ତି ଦିଲ୍ଲୀ ଆପ୍ ସରକାରର ମନ୍ତ୍ରୀ ସତ୍ୟେନ୍ଦ୍ର ଜୈନ...

  • Saturday, 19 November 2022
Padmpur
ପ୍ରଚାରରେ ବିଜେଡିର ମଙ୍ଗ ଧରିବେ ବିବାଦୀୟ ନେତା

ପଦ୍ମପୁର ପ୍ରଚାରରେ ବିଜେଡିର ମଙ୍ଗ ଧରିବେ ବିବାଦୀୟ ନେତା । ବାଦ୍ ପଡିଲେ କୋଟେରି ଗ୍ରୁପ, ଶାସକ ଦଳର ୪୦ ଜଣିଆ ଷ୍ଟାର ପ୍ରଚାରକ ତାଲିକାରେ ରହିଛି ଅନେକ ବିବାଦୀୟ ନେତାଙ୍କ ନାଁ । ମୁଖ୍ୟମନ୍ତ୍ରୀଙ୍କ ସହ ୧୦ ମନ୍ତ୍ରୀ ବର୍ଷାଙ୍କ ପାଇଁ ଭୋଟ ମାଗିବେ । ଅନ୍ୟପଟେ ୪ କେନ୍ଦ୍ରମନ୍ତ୍ରୀଙ୍କୁ ପ୍ରଚାର ମଇଦାନକୁ ଓହ୍ଲାଇବ ବିଜେପି...

  • Saturday, 19 November 2022
Padampur
ନବୀନ ସରକାରଙ୍କ ବଢୁଛି ଟେନସନ

ପଦ୍ମପୁର ଉପଖଣ୍ଡକୁ ନୂତନ ଜିଲ୍ଲାର ମାନ୍ୟତା ନେଇ ଉପନିର୍ବାଚନୀ କାର୍ଡ ଖେଳିଥିବା ନବୀନ ସରକାରଙ୍କ ବଢୁଛି ଟେନସନ । ଧର୍ମଗଡ଼ରୁ ଟିଟିଲାଗଡ଼, ରାଇରଙ୍ଗପୁରରୁ ଭୁବନେଶ୍ୱର । ନୂତନ ଜିଲ୍ଲା ଗଠନ ଦାବିରେ ରାଜ୍ୟର ଏଭଳି ୧୦ରୁ ଅଧିକ ସ୍ଥାନରେ ଦାବି ଉଠିଛି, ମୁଣ୍ଡ ଟେକିଛି ଆନ୍ଦୋଳନ...

  • Saturday, 19 November 2022
Garuda Stambha
ଆସ୍ଥାର ସ୍ତମ୍ଭ ଗରୁଡ଼ ସ୍ତମ୍ଭର ସ୍ଥାୟୀତ୍ୱକୁ ନେଇ ଚିନ୍ତା

ଶ୍ରୀମନ୍ଦିରରେ ଅନ୍ୟତମ ଆସ୍ଥାର ସ୍ତମ୍ଭ ଗରୁଡ଼ ସ୍ତମ୍ଭର ସ୍ଥାୟିତ୍ୱକୁ ନେଇ ଚିନ୍ତା । ବାରମ୍ବାର ଭକ୍ତଙ୍କ ସ୍ପର୍ଶ ଯୋଗୁଁ ଏହା ପତଳା ହୋଇଯାଉଥିବା ଦର୍ଶାଯାଇ ଏହାକୁ ରୂପା ଛାଉଣୀ କରିବାକୁ ଆସିଛି ପ୍ରସ୍ତାବ..

  • Saturday, 19 November 2022
BDA CDA
ଇଚ୍ଛାଧୀନ କୋଟା କେଳେଙ୍କାରୀକୁ ନେଇ ରାଜ୍ୟ ସରକାରଙ୍କ ୟୁଟର୍ଣ୍ଣ

ଇଚ୍ଛାଧୀନ କୋଟା କେଳେଙ୍କାରୀକୁ ନେଇ ରାଜ୍ୟ ସରକାରଙ୍କ ୟୁଟର୍ଣ୍ଣ । ୮ ବର୍ଷ ପୂର୍ବରୁ କ୍ୟାବନେଟ୍ ନିଷ୍ପତ୍ତିକୁ ପୁଣି ଥରେ ବଦଳାଇଦେଲେ.

  • Saturday, 19 November 2022
Love Story
ହ୍ୱିଲ ଚେୟାରରେ ବସି ପଡିଲା ହାତଗଣ୍ଠି

ପ୍ରେମ କେତେ ପବିତ୍ର ଏହି କାହଣା ହିଁ ବୟାନ କରୁଛି । ୭ ବର୍ଷ ପ୍ରେମରେ ବାଧକ ସାଜିପାରିନି ଦିବ୍ୟାଙ୍ଗ । ପଣ୍ଡିତଙ୍କ ବେଦମନ୍ତ୍ର ଉଚ୍ଚାରଣ ହେଉଛି ଦେବସ୍ମିତାଙ୍କ ମଥାରେ ସିନ୍ଦୁର ଦେଉଛନ୍ତି ଶୁଭ୍ରାଂଶୁ । କନିଆ ବେକରେ ବରଣମାଳାର ଅଦଳବଦଳ ବି ହେଉଛି, ଆଉ ଶେଷରେ ସାତ ଜନ୍ମ ପାଇଁ ସାଥି ହୋଇ ରହିବା ପାଇଁ ଅଗ୍ନିକୁ ସାକ୍ଷୀ ରଖି ଶୁଭ୍ରାଂଶୁ ୭ ଫେରା ନେଉଛନ୍ତି । ଆଉ ହ୍ୱିଲ ଚେୟାରରେ ବସିଛନ୍ତି ଦେବସ୍ମିତା ।

  • Saturday, 19 November 2022
Koraput old beautifull Road
ଇଏ ବ୍ରିଟିଶ ଅମଳର ରାସ୍ତା...ଥରେ ଯିଏ ଆସିଛି, ମନ ଛାଡି ଯାଇଛି

ଆଃ !! ପ୍ରକୃତି କେତେ ସୁନ୍ଦର? ଇଏ ପୁଣି ବ୍ରିଟିଶ ଅମଳର ରାସ୍ତା...ଶୀତୁଆ ସକାଳେ ଏଇ ରାସ୍ତା ଦେଇ ଯିଏ ଯାଇଛି ସିଏ ମନ ଦେଇ ବସିଛି

  • Saturday, 19 November 2022
News Fuse
ନିବାରଣ ରାଲିଲେ ନାଲିପାଣି ବୋତଲ !!

ଆଲୋ ଆଲୋ...ନିବାରଣ ରାଲିରେ ମଉସାଙ୍କ ମଦ ଦେଲା କିଏ? ଏଇଟା ଦେଶୀ ନା ବିଦେଶୀ? ଏମିତି ପ୍ରତିବାଦୀ ରହିଲେ ପୂରା ଶହେ ଶହେରେ ଖେଳ

  • Saturday, 19 November 2022
VIRAL VEDIO
ପେଟେ ମଦ ପିଇ ରାସ୍ତାରେ ଗଡୁଛନ୍ତି ଶିକ୍ଷକ...

ଦିନ ଦ୍ୱିପ୍ରହରେ ପେଟେ ନାଲିପାଣି ରାସ୍ତାରେ ଗଡୁଛନ୍ତି ଶିକ୍ଷକ। ନିଶା ଏମିତି ଯେ କଥା ବି କହିପାରୁନାହାନ୍ତି...ସାର୍‌ଙ୍କର ଭିଡିଓ ହେଉଛି ଭାଇରାଲ

  • Saturday, 19 November 2022
Pet Dogs
କେତେ ଯୁକ୍ତିଯୁକ୍ତ ବିଏମ୍ସିର ପ୍ରସ୍ତାବିତ ପେଟ୍ ଆନିମଲ ଗାଇଡଲାଇନ୍ସ ?

ପୋଷା କୁକୁର କାମୁଡ଼ାକୁ ନେଇ ମହାଭାରତ ପରେ ପେଟ ଆନିମାଲ ଗାଇଡଲାଇନ୍ସ ଆଣିବାକୁ ଯାଉଛି ବିଏମସି । ତେବେ ପ୍ରସ୍ତାବିତ ଗାଇଡଲାଇନ୍ସକୁ ନେଇ ଆରମ୍ଭ ହୋଇଛି ବିତର୍କ । କିଛି ଏହାକୁ ବିରୋଧ କରୁଥିବା ବେଳେ ଆଉ କିଛି ସମର୍ଥନ କରିଛନ୍ତି ..

  • Friday, 18 November 2022
private rocket
ଭାରତୀୟ ମହାକାଶ ଗବେଷଣା କ୍ଷେତ୍ରରେ ନୂଆ ସକାଳ

ଭାରତୀୟ ମହାକାଶ ଗବେଷଣା କ୍ଷେତ୍ରରେ ନୂଆ ସକାଳ । ସଫଳତାର ସହ ମହାକାଶ ଯାତ୍ରା କରିଛି ଘରୋଇ କଂପାନୀ ସ୍କାଏ ରୁଟ୍ । ଏରୋସ୍ପେଶ୍ର ବିକ୍ରମ-ଏସ୍ ରକେଟ୍ ଶ୍ରୀହରିକୋଟ୍ଟାସ୍ଥିତ ସତୀଶ ଧାଓ୍ୱନ ଲଞ୍ଚ ସେଣ୍ଟରରୁ ଏହି ଉତକ୍ଷେପଣ କରାଯାଇଛି...

  • Friday, 18 November 2022
Padmapur Bypoll
ପଦ୍ମପୁର ଉପନିର୍ବାଚନରେ ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଦ୍ଧାରଣ କରିବେ ଚାଷୀ

ପଦ୍ମପୁର ଉପନିର୍ବାଚନରେ ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଦ୍ଧାରଣ କରିବେ ଚାଷୀ । କାରଣ ଏଠିକାର ଅଧିକାଂଶ ଭୋଟର ହେଉଛନ୍ତି ଚାଷୀ,ସେମାନଙ୍କୁ ମନାଇ ଭୋଟ ହାସଲ ଲାଗି ପ୍ରୟାସ କରୁଛନ୍ତି ରାଜନୈତିକ ଦଳ । ମାତ୍ର ଚାଷୀ ବି ମୌକା ହାତଛଡା କରିବାକୁ ଚାହୁଁ ନାହାନ୍ତି...

  • Friday, 18 November 2022
Ragging video
ବ୍ରହ୍ମପୁର ବିନାୟକ ଆଚାର୍ଯ୍ୟ କଲେଜେରେ ରାଗିଂ ପଛରେ ରହିଛି ବିଜେଡି ଲିଙ୍କ୍

ବ୍ରହ୍ମପୁର ବିନାୟକ ଆଚାର୍ଯ୍ୟ କଲେଜେରେ ରାଗିଂ ପଛରେ ରହିଛି ବିଜେଡି ଲିଙ୍କ୍ । ରାଗିଂ ରିଂ ମାଷ୍ଟର ସାଜିଥିଲେ ଛାତ୍ର ବିଜେଡିର କଲେଜ ଆବାହକ, ବିବାଦ ପରେ ପଦରୁ ବିଦା କଲା ବିଜୁ ଛାତ୍ର ଜନତା ଦଳ..

  • Friday, 18 November 2022
Prabhat Tripathy
ପ୍ରଭାତ ତ୍ରିପାଠୀଙ୍କ ବାଲିଯାତ୍ରା ବିସ୍ଫୋରଣ

ପ୍ରଭାତ ତ୍ରିପାଠୀଙ୍କ ବାଲିଯାତ୍ରା ବିସ୍ଫୋରଣ । ବରିଷ୍ଠ ବିଜେଡି ନେତା ତଥା ପୂର୍ବତନ ବାଙ୍କୀ ବିଧାୟକ ଅଭିଯୋଗ କରିଛନ୍ତି, ‘ବାଲିଯାତ୍ରାରେ ବ୍ୟାପକ ଦୁର୍ନୀତି ହୋଇଛି’

  • Friday, 18 November 2022
Redhakhol
ଏଇ ଗନ୍ଧିଆ ଛତୁଆ ପିଲାଙ୍କୁ ଦେଉଛ, ତୁମେ ବି ନିଜେ ଖାଅ

ଏଇ ଛତୁଆ ଫିମ୍ପି ମାରିଗଲାଣି, ବାଦାମ ଲଡୁରୁ ଗନ୍ଧ ବାହାରୁଛି। ୟାକୁ ପିଲାମାନେ ଖାଇବେ କେମିତି? ସେମାନଙ୍କ କଥା ଛାଡ ନିଜେ ଆଗେ ଖାଅ...ସଭା ମଝିରେ ବଡବାବୁଙ୍କୁ ଏମିତି ଛତୁଆ ଖୁଆଇଲେ ସମିତିସଭ୍ୟ

  • Friday, 18 November 2022
Asika
ଦାଦନ ଯାଇଥିଲେ, ଟ୍ରେନ୍‌ରେ କଟିଗଲେ

ପିଲାଙ୍କୁ ଭଲରେ ରଖିବେ ବୋଲି ଦାଦନ ଯାଇଥିଲେ, ଟ୍ରେନ୍‌ରେ କଟିଗଲେ। ଏବେ ବିନା ଆଶାବାଡି ସହାୟତାରେ ପାଦେ ଚାଲିବା କଷ୍ଟ...ସବୁ ସ୍ନପ୍ନ ଚୁରମାର ହୋଇଗଲା। ସ୍ୱାମୀଙ୍କ ଯନ୍ତ୍ରଣା ଦେଖି ଭୋ ଭୋ କାନ୍ଦୁଛି ସ୍ତ୍ରୀ

  • Friday, 18 November 2022
NC Collage
ବିନା ଶୌଚାଳୟରେ ଚାଲିଛି କଲେଜ୍‌ !!

ଇଏ କେମିତିକା କଲେଜ୍‌? ଯେଉଁଠି ଛାତ୍ରୀଙ୍କ ପାଇଁ ନାହିଁ ଭଲ ଶୌଚାଳୟ...ସାଇକେଲ ଷ୍ଟାଣ୍ଡ ନାହିଁ କି ଭଲ ରୁମ୍‌ ନାହିଁ। ଅଟୋନମସ୍‌ ମାନ୍ୟତା ବି ହରାଇଲାଣି ଏଇ କଲେଜ୍‌। ସବୁ ଜାଣି ପ୍ରଶାସନ ସାଜିଛି ନିଦାବିଷ୍ଣୁ

  • Friday, 18 November 2022
Judge
ବାପାଙ୍କୁ ଚାପୁଡାର ପ୍ରତିଶୋଧ ନେଲା ପୁଅ...ଏବେ ଜଜ୍‌ ହୋଇ...

ବାପାଙ୍କୁ ଚାପୁଡା ମାରିଥିଲା ପୋଲିସ୍‌। ଏବେ ଜଜ୍‌ ହେଲା ପୁଅ...ଯେଉଁ ପୋଲିସ ବାପାଙ୍କୁ ଚାପୁଡା ମାରିଥିଲା ତାଙ୍କୁ....

  • Friday, 18 November 2022
Malkangiri
ଗଛମୂଳେ ଏକାଠି ଚାଲିଛି ସ୍କୁଲ ଓ ମେଡିକାଲ..

ବାଃ ବାଃରେ ସରକାର। ଏଇଠି ଗୋଟିଏ ଗଛ ମୂଳେ ଚାଲିଛି ମେଡିକାଲ ସାଙ୍ଗକୁ ସ୍କୁଲ...ସବୁ ଜାଣି ଚୁପ୍‌ ବସିଛି ପ୍ରଶାସନ...

  • Friday, 18 November 2022
 journey of this Judge
ବାପାଙ୍କୁ ଚାପୁଡାର ପ୍ରତିଶୋଧ ନେଲା ପୁଅ...ଏବେ ଜଜ୍‌ ହୋଇ...

ବାପାଙ୍କୁ ଚାପୁଡା ମାରିଥିଲା ପୋଲିସ୍‌। ଏବେ ଜଜ୍‌ ହେଲା ପୁଅ...ଯେଉଁ ପୋଲିସ ବାପାଙ୍କୁ ଚାପୁଡା ମାରିଥିଲା ତାଙ୍କୁ....

  • Friday, 18 November 2022
Viral vedio
ଆଶ୍ଚର୍ଯ୍ୟ !! ଗୋଟିଏ ସାଇକେଲ୍‌ରେ ୯ ଜଣ

ଆଶ୍ଚର୍ଯ୍ୟ !! ସାଇକେଲ ଗୋଟିଏ, ସବାର ହୋଇଛନ୍ତି ୯ ଜଣ...ସୋସିଆଲ ମିଡିଆରେ ଭାଇରାଲ ହେଉଛି ଭିଡିଓ

  • Friday, 18 November 2022
Hoax calls plague 108 emergency
୧୦୮ କୁ ଫେକ୍‌ କଲ, ଡାର୍ଲିଂ ଚାଲ ଆମେ ପଳେଇବା

୧୦୮ ନମ୍ବରକୁ ଆସୁଛି ଫେକ୍‌ କଲ୍‌। ଲୋକେ କହୁଛନ୍ତି, ଡାର୍ଲିଂ ଚାଲ ଆମେ ପଳେଇବା, ଆଉ କିଏ କିଏ ନମ୍ବର ମାଗୁଛନ୍ତି ଆଉ କହୁଛନ୍ତି ଅଢେଇ ହଜାର ଦିଅ...

  • Friday, 18 November 2022
News Fuse
ଟାୱାର ଉପରେ ଚଢିଲେ ନେତା, ହେଲେ କାହିଁକି?

ମୋ ପେପର୍‌ ଦେଲେ ମୁଁ ତଳକୁ ଓହ୍ଲାଇବି। ନହେଲେ ଏଇ ଟାୱାର ଉପରେ ବସିବି...ନିର୍ବାଚନ ଲଢିବାକୁ ନେଇ ହାଇଡ୍ରାମା

  • Friday, 18 November 2022