• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Latest Videos

No respite from biting cold in Odisha, IMD issues yellow warning
ଅସହ୍ୟ ଥଣ୍ଡାରୁ ନାହିଁ ନିସ୍ତାର

ଅସହ୍ୟ ଥଣ୍ଡାରୁ ନାହିଁ ନିସ୍ତାର: ୧୦ ଡିଗ୍ରୀ ତଳେ ରାଜ୍ୟର ୨୧ ସହର, ୨ ଡିଗ୍ରୀ ସହ ସେମିଳିଗୁଡ଼ା ସବୁଠୁ ଥଣ୍ଡା...ଦାରିଙ୍ଗିବାଡ଼ିରେ ତୁଷାରପାତ, ୫ ଜିଲ୍ଲାକୁ କାଲି ପାଇଁ ୟେଲୋ ଓ୍ୱାର୍ଣ୍ଣି ଦେଲା ପାଣିପାଗ ବିଭାଗ, ରାତିରେ ଘରୁ ନବାହାରିବାକୁ ପରାମର୍ଶ

  • Sunday, 08 January 2023
Joshimath Tragedy
ଭୂସ୍ଖଳନ ବିପତ୍ତିରୁ ବର୍ତ୍ତିଲେନି ନିଜେ ଭୋଳାନାଥ

ରସାତଳଗାମୀ ହେବ କି ଉତ୍ତରାଖଣ୍ଡର ଯୋଶୀମଠ। ବିପଦସଂକୁଳ ୬ଶହରୁ ଅଧିକ ଘର, ସହର ଛାଡ଼ିଲେଣି ୭୦ ପରିବାର... ଭୂସ୍ଖଳନ ବିପତ୍ତିରୁ ବର୍ତ୍ତିଲେନି ନିଜେ ଭୋଳାନାଥ। ମୁଖ୍ୟମନ୍ତ୍ରୀ ଧାମିଙ୍କ ସହ କଥା ହେଲେ ମୋଦି, ତେଣେ ପିଏମ୍ଓରେ ଉଚ୍ଚସ୍ତରୀୟ ବୈଠକ।

  • Sunday, 08 January 2023
Despite cabinet decision of OCS exam in Odia language
କ୍ୟାବିନେଟ୍ ନିଷ୍ପତ୍ତି ସତ୍ତ୍ୱେ ପୂର୍ବପରି ଇଂରାଜୀରେ ପ୍ରଶ୍ନପତ୍ର ଆସିବା ନେଇ OPSCର ବିଜ୍ଞପ୍ତି

ଧୂଆଁବାଣ ସାଜିଲାକି ଓଡ଼ିଆରେ ଓସିଏସ୍ ପରୀକ୍ଷା। କ୍ୟାବିନେଟ୍ ନିଷ୍ପତ୍ତି ସତ୍ତ୍ୱେ ପୂର୍ବପରି ଇଂରାଜୀରେ ପ୍ରଶ୍ନପତ୍ର ଆସିବା ନେଇ OPSCର ବିଜ୍ଞପ୍ତି ପରେ ଓଡ଼ିଆ ଭାଷାପ୍ରେମୀଙ୍କ ଅସନ୍ତୋଷ। ଅନ୍ୟ ରାଜ୍ୟରେ ହେଉଥିଲେ ବି ଏଠି କାହିଁକି ହେବନି ବୋଲି ପ୍ରଶ୍ନ।

  • Sunday, 08 January 2023
Prerana | Meet young entrepreneur Romi Sahu who aims to fuse handloom with fashion
ଜିଦ୍ ପାଇଁ ସଫଳ ହେଲେ ରୋମୀ, ୪ଟି ଗାଁକୁ ପୋଷ୍ୟ ଭାବେ ଗ୍ରହଣ କଲେ...

ନା ସମାଲୋଚନା.. ନା କଟାକ୍ଷ.. କୌଣସି ପରିସ୍ଥିତିକୁ ତାଙ୍କର ଖାତିର୍ ନାହିଁ.. ନିଜର ଜିଦ୍ ପାଇଁ ଲକ୍ଷ୍ୟପଥରେ ଧିରେ ଧିରେ ଆଗକୁ ବଢୁଛନ୍ତି ମହିଳା ଉଦ୍ୟୋଗୀ ରୋମୀ

  • Sunday, 08 January 2023
News Fuse | Drunk Drivers’ Reaction After Being Caught By Police
ପିଇକି ଆସିଲେ, ଫାଇନ୍ ଦେଲେ..

ପିଇକି ଆସିଲେ, ଫାଇନ୍ ଦେଲେ...ଯାହାର ମେସିନ୍ ଯେତେ ନାଲି ତାର ଯୋଗଦାନ ବେଶୀ..

  • Sunday, 08 January 2023
Remembering Utkal Ghanta Jadumani Mahapatra
ମନେ ପଡ଼ନ୍ତି ଉତ୍କଳ ଘଣ୍ଟ ଯଦୁମଣି ମହାପାତ୍ର

ମନେ ପଡ଼ନ୍ତି ଉତ୍କଳ ଘଣ୍ଟ ଯଦୁମଣି ମହାପାତ୍ର ...ଅନେକ ଲୋକପ୍ରିୟ କବିତା ଲେଖି ସେ ଗାଁ ଗଣ୍ଡାରେ ପରିଚିତ.. ଆଜି ହେଉଛି ସେଇ ମହାନ କବି ଯଦୁମଣି ମହାପାତ୍ରଙ୍କ ଜନ୍ମ ଜୟନ୍ତୀ..

  • Sunday, 08 January 2023
Berhampur ITI students prepare 43 feet tall hockey stick made with automobile waste
ଅଳିଆ ଲୁହାରୁ ୪୩ ଫୁଟିଆ ହକି ଷ୍ଟିକ୍

ସାରା ରାଜ୍ୟରେ ଏବେ ହକି ଫିଭର୍‌। ଏହି ଫିଭର୍‌ ବର୍ତ୍ତମାନ ବ୍ରହ୍ମପୁରରେ ମଧ୍ୟ ରହିଛି। ଯାହାର ଝଲକ ଆପଣ ଦେଖିବାକୁ ପାଇବେ ବ୍ରହ୍ମପୁର ଆଇଟିଆଇରେ...

  • Sunday, 08 January 2023
Indian Hockey team’s defender Amit Rohidas’s family cherishes his childhood memories
ମଫସଲ ଗାଁରୁ ଟିମ୍ ଇଣ୍ଡିଆ ଭାଇସ୍‌ କ୍ୟାପଟେନ୍

ପୁଅ ଯେବେ ସଫଳତାର ଶୀର୍ଷରେ ପହଞ୍ଚେ ପରିବାରର ଖୁସି କହିଲେ ନ ସରେ...ଘରେ ସଫଳତାର ସାଇତା ସନ୍ତକ ସବୁକୁ ଦେଖିଲେ ଭାବ ବିହ୍ୱଳ ହୋଇ ପଡ଼ନ୍ତି ଆତ୍ମୟ ଓ ପରିଜନ

  • Sunday, 08 January 2023
Gurugram female fashion journalist abuses lady police officer after not paying parlour bill
ସାମ୍ବାଦିକାଙ୍କ ଟେମ୍ପର୍.. କହିଲେ ମୁଁ ଦେଶର ପ୍ରଧାନମନ୍ତ୍ରୀ..

ମହିଳା ପୋଲିସଙ୍କୁ ଅସଭ୍ୟ ଭାଷାରେ ଗାଳିଗୁଲଜ କରିବା ସହ କେମିତି ଧମକ୍ ଦେଉଛନ୍ତି ଶୁଣନ୍ତୁ.. ଭିଡିଓ ଭାଇରାଲ ହେବା ପରେ ସମସ୍ତେ କହିଲେ ଛି.. ଛି..

  • Sunday, 08 January 2023
Subarnapur women weavers earn livelihood by stitching Bandha sarees
ରୋଜଗାର ଦେଲା ବାନ୍ଧ ଶାଢ଼ୀ

ନିଜର କୌଳିକ ବୃତ୍ତିକୁ ବଞ୍ଚାଇ ରଖିବା ସହ ପରିବାର ପ୍ରତିପୋଷଣର ବିନ୍ଧାଣୀ ସାଜିଛନ୍ତି ମହିଳା..

  • Sunday, 08 January 2023
Health benefits of Millets
କୋରାପୁଟ ମାଣ୍ଡିଆ, ସୁଆଁ ଓ କାଙ୍ଗୁରେ ଭରି ରହିଛି ପୌଷ୍ଟିକତା-ଗବେଷକ

ମାଣ୍ଡିଆ , ସୁଆଁ , କାଙ୍ଗୁ ଭଳି କୋରାପୁଟର ବଣପାହାଡରେ ଉତ୍ପାଦିତ ହେଉଥିବା ଖାଦ୍ୟ ଶସ୍ୟରେ ପୌଷ୍ଟିକତା ଭରି ରହିଛି ....

  • Saturday, 07 January 2023
Sushant Singh Rajput
ପୁଣି ଚମକିବ ଦିବଗଂତ ଅଭିନେତା ସୁଶାନ୍ତ ସିଂହ ରାଜପୁତଙ୍କ ଘର ...

ଖୁବଶୀଘ୍ର ସୁଶାନ୍ତଙ୍କ ଡୁପ୍ଲେକ୍ସରେ ଆସିବାକୁ ଯାଉଛନ୍ତି ନୂଆ ଅତିଥି। ନୂଆ ଭଡାଟିଆଙ୍କ ୱେଲକମ ଲାଗି ଚାଲିଛି ପ୍ରସ୍ତୁତି। ହେଲେ ସୁଶାନ୍ତଙ୍କ ମୃତ୍ୟୁ ପରେ ସେହି ଘରର ଭଡା ବୃଦ୍ଧି ପାଇଥିବା ଜଣାପଡିଛି।

  • Saturday, 07 January 2023
 Khandadhar waterfall
ପର୍ଯ୍ୟଟକ ଓ ପ୍ରକୃତିପ୍ରେମୀଙ୍କୁ ହାତଠାରି ଡାକେ ପ୍ରକୃତିର ଉପହାର ଖଣ୍ଡାଧାର

ଏବେ ପର୍ଯ୍ୟଟନ ଋତୁ ଚାଲିଛି, ଏମିତିରେ ବି ନୂଆ ବର୍ଷର ପ୍ରଥମ ସପ୍ତାହ । ଛୁଟି କାଟିବାକୁ ପ୍ରାକୃତିକ ସୌନ୍ଦର୍ଯ୍ୟର ଏହି ଗନ୍ତାଘରକୁ ପରିବାର ସହ ଧାଇଁ ଆସିଛନ୍ତି ଦେଶି ବିଦେଶୀ ପର୍ଯ୍ୟଟକ...

  • Saturday, 07 January 2023
Bahubali_Khalashi
ମୁଣ୍ଡରେ ବାଇକ, ସ୍କୁଟି ଓ ମୋଟର ସାଇକେଲ ମୁଣ୍ଡେଇ ଯାତ୍ରୀବାହୀ ବସ୍ ଉପରେ ରଖି ପାରନ୍ତି କୋରାପୁଟର ବାହୁବଳି ଖଲାସି...

ଜିମ୍ ଗଲେ ସୁନ୍ଦର ସ୍ୱାସ୍ଥ୍ୟ ହେବ ଜାଣିପାରି ତାଙ୍କ ମନରେ ବଡ଼ି ବିଲ୍ଡର ହେବାର ଇଚ୍ଛା ଥିଲା । ଏଥିରେ ସେ ସଫଳ ମଧ୍ୟ ହୋଇଛନ୍ତି ଏବେ କିନ୍ତୁ ପରିସ୍ଥିତିରେ ପଡ଼ି ବଦଳି ଯାଇଛି ତାଙ୍କ ଭାଗ୍ୟ....

  • Saturday, 07 January 2023
Congress distributes Dahi Bara on new year
ବର୍ଷ ଆରମ୍ଭରୁ ଖଟା ଖୁଆଇଦେଲେ ସୁର

ସୁର ଖୁଆଇ ଦେଲେଣି.. ଶରତ ଭାଇ ବି ଖୁଆଇଦେଲେଣି.., ମୋ ନଜର ଲାଗିଯିବ ଲୋ...

  • Friday, 06 January 2023
Woman seeks financial assistance to cure husband suffering from kidney ailment in Bhadrak
ଦୟାକର... ବଞ୍ଚିଯିବ ମୋ ଶଙ୍ଖାସିନ୍ଦୂର

ସ୍ୱାମୀଙ୍କୁ ବଞ୍ଚାଇବାକୁ ସ୍ତ୍ରୀ ଅଣ୍ଟା ଭିଡିଛନ୍ତି.. ନିଜର ଗୋଟିଏ କିଡନୀ ଦେବାକୁ ନିଷ୍ପତ୍ତି ନେଇଛନ୍ତି..ହେଲେ ଅସ୍ତ୍ରୋପଚାର ପାଇଁ ୨୦ ଲକ୍ଷ ଟଙ୍କା ଆଣିବେ କେଉଠୁଁ ...

  • Friday, 06 January 2023
Jajpur man dies in police custody, family alleges foul play
ଗିରଫ ହୋଇ ଗଲେ, ଶବ ହୋଇ ଫେରିଲେ

ହାଜତରେ ୨ ଦିନ ବି ପୁରିଲାନି.. କାହିଁକି ଝୁଲିପଡିଲେ ଈଶ୍ୱର ?

  • Friday, 06 January 2023
Free rice distribution heats up politics in Odisha
ଗରିବଙ୍କ ଚାଉଳକୁ ନେଇ ଏତେ ରାଜନୀତି କାହିଁକି ?

ମାଗଣା ଚାଉଳକୁ ନେଇ ସରଗରମ ହୋଇଛି ରାଜନୀତି.. କିଏ ଚାଉଳ ଦେଇ ଗରିବଙ୍କ ମନ କିଣିବ ତାକୁ ନେଇ ଚାଲିଛି ଟଣାଓଟରା..ଏସବୁ ଭିତରେ ଚାଉଳ ରାଜନୀତିର ରଙ୍ଗ କଣ ହେବ ଦେଖନ୍ତୁ ସ୍ପେଶାଲ ରିପୋର୍ଟରେ..

  • Friday, 06 January 2023
Special Story | Deceased’s family allege medical negligence in Titilagarh
‘ଭୁଲ୍‌ ଇଞ୍ଜେକ୍ସନ ଦେଇ ମୋ ଝିଅକୁ ମାରିଦେଲେ..’

ସମ୍ପୂର୍ଣ୍ଣ ଭଲ ଥିଲେ.. କାଶ ଟିକେ ହେଉଥିଲା ବୋଲି ହସ୍ପିଟାଲକୁ ଆସିଥିଲେ.. ତା ପୁଣି ନିଜେ ଚାଲି ଚାଲି ଚିକିତ୍ସା ପାଇଁ ଆସିଥିଲେ.. କିନ୍ତୁ ଭଲ ହେବେ କଣ ଇଞ୍ଜେକ୍ସନ ନେବା ପରେ ଆଖି ବୁଜିଦେଲେ

  • Friday, 06 January 2023
Fraudster dupes on pretext of lottery
ଅନଲାଇନ୍ ଶପିଂ କରୁଥିଲେ.. ଲାଗିଗଲା ଲଟେରୀ ଚୁନ

ସ୍ତ୍ରୀଙ୍କୁ ଉପହାର ଦେବାକୁ ଅନଲାଇନରେ ଶାଢି ଅର୍ଡର କରିଥିଲେ.. ଉଠିଲା ଲଟେରୀ..କେମିତି ଲାଗିଲା ଚୁନ.. ଦେଖନ୍ତୁ..

  • Friday, 06 January 2023
Man chained from 8 years, family seeks financial assistance in Jajpur
୮ ବର୍ଷ ହେଲା ଶିକୁଳିରେ ବନ୍ଧା ହୋଇ ପଡ଼ିଛନ୍ତି

୮ ବର୍ଷ ହେଲା ଶିକୁଳିରେ ବନ୍ଧା ହୋଇ ପଡ଼ିଛନ୍ତି ଭୀମ।

  • Friday, 06 January 2023
 Elder sister looks after family
ପାଠପଢ଼ା ବୟସରେ ଗିର୍ଜନୀ ସମ୍ଭାଳୁଛନ୍ତି ପରିବାର

ମାଆ କୁଆଡ଼େ ଚାଲିଗଲେ । ବାପା ଖୋଜିଖୋଜି ମାନସିକ ଭାରସାମ୍ୟ ହରାଇ ସେ ମଧ୍ୟ କୁଆଡ଼େ ପଳାଇଛନ୍ତି। ଏବେ ଘରର ବଡ଼ ଝିଅ ଗିର୍ଜନୀ ଉପରେ ନିର୍ଭର ଅନ୍ଧ ବୁଢ଼ା ବାପା ଓ ୨ ସାନଭାଇ...

  • Thursday, 05 January 2023
 Raktatirtha
ରକ୍ତଭିଜା ମାଟିର କାହାଣୀ.. ତରଙ୍ଗ ପ୍ଲସର ନୂଆ ୱେବସିରିଜ୍

ଓଡ଼ିଆ ବୀର ଆଉ କ୍ରୁର ବ୍ରିଟିଶଙ୍କ କାହାଣୀ ନେଇ ଆସୁଛି ତରଙ୍ଗ ପ୍ଲସରେ ନୂଆ ଓ୍ବେବସିରିଜ୍ ରକ୍ତତୀର୍ଥ...

  • Thursday, 05 January 2023
tree man
୯୦ ବର୍ଷର ଗଛ ମଣିଷ... ତାଙ୍କ ଗଛରେ କେହିଁ ଲାଗନି..

୭୫ ବର୍ଷର ଗଛ ସହ ପ୍ରେମ , ବୟସର ଅପରାହ୍ନରେ ଲଗାଇ ଚାଲିଛନ୍ତି ଲକ୍ଷ ଲକ୍ଷ ଗଛ । ଚମ ଧୁଡୁ ଧୁଡୁ ହେଲାଣି ତଥାପି ପ୍ରତିଦିନ ଗଛ ଟିଏ ନ ଲଗାଇଲେ ମନ ବୁଝୁନି.. ଦେଖନ୍ତୁ ପ୍ରକୃତିର ସବୁଜିମା ଭିତରେ ହଜି ଯାଇଥିବା ଏମିତି ଜଣେ ଗଛ ମଣିଷର କାହାଣୀ ।

  • Thursday, 05 January 2023
Migratory foreign birds
ବିଦେଶୀ ପକ୍ଷୀଙ୍କୁ ଦେଖିବାକୁ ଆମେ ଚିଲିକା ଯାଉ.. ହେଲେ ଏଥର ସେମାନେ ଆମ ପୋଖରୀକୁ ଆସିଛନ୍ତି..

କେନ୍ଦୁଝରରେ ହଜାର ହଜାର ବିଦେଶୀ ଅତିଥି । ଏଇ ଦୁଇ ତିନି ଦିନ ହେଲା ମାଧପୁର ଫାର୍ମ ପୋଖରୀକୁ ଦଳ ଦଳ ହୋଇ ଆସିଛନ୍ତି.. ଜଳକ୍ରୀ଼ଡ଼ା କରୁଛନ୍ତି..

  • Thursday, 05 January 2023