• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Latest Videos

pok
ପୁଅ ମୁଣ୍ଡରେ ଟ୍ୟୁମର୍‌...ଚିକିତ୍ସା ପାଇଁ ମାଆ ଅଣ୍ଟିରେ ଧନ ନାହିଁ

ପୁଅ ପାଇଁ ପାଗେଳି ପରି କାନ୍ଦୁଛି ମାଆ...ଯାହା ପାଇଁ କାନ୍ଦବୋବାଳି ପଡିଛି ସିଏ ଖଟରେ ସେମିତି ଶୋଇଛି...ଛୋଟ ହେଲେ ବି ସାଇ ଚାହୁଁଛି ତା’ ବାପା-ମାଆ କେବେ ନକାନ୍ଦନ୍ତୁ। କେବେ କେବେ ସିନା କାଶୁଛି ନହେଲେ ପ୍ରାୟ ସମୟ ଚୁପ୍‌ ରହିଛି। ପୁଅ ମୁଣ୍ଡ ଉପରେ ଠାକୁରଙ୍କ ଫୁଲ ରଖି କାନ୍ଦୁଛି ମାଆ...

  • Thursday, 10 November 2022
 Apana Eka Nuhanti
ପୁଅ ମୁଣ୍ଡରେ ଟ୍ୟୁମର୍‌...ଚିକିତ୍ସା ପାଇଁ ମାଆ ଅଣ୍ଟିରେ ଧନ ନାହିଁ

ପୁଅ ପାଇଁ ପାଗେଳି ପରି କାନ୍ଦୁଛି ମାଆ...ଯାହା ପାଇଁ କାନ୍ଦବୋବାଳି ପଡିଛି ସିଏ ଖଟରେ ସେମିତି ଶୋଇଛି...ଛୋଟ ହେଲେ ବି ସାଇ ଚାହୁଁଛି ତା’ ବାପା-ମାଆ କେବେ ନକାନ୍ଦନ୍ତୁ। କେବେ କେବେ ସିନା କାଶୁଛି ନହେଲେ ପ୍ରାୟ ସମୟ ଚୁପ୍‌ ରହିଛି। ପୁଅ ମୁଣ୍ଡ ଉପରେ ଠାକୁରଙ୍କ ଫୁଲ ରଖି କାନ୍ଦୁଛି ମାଆ...

  • Thursday, 10 November 2022
Desi haat
ଏଇଟା ଦେଶୀ ହାଟ...ଏଠି ସବୁ ତାଜା ତାଜା ପରିବା

ଏଇଟା ଦେଶୀ ହାଟ। ଏଇଠି ମିଳେ ସବୁ ତାଜା ତାଜା ପରିବା...ବିନା ରାସାୟନିକ ସାରରେ ପୂରା ଜୈବିକ ପଦ୍ଧତିରେ ମିଳୁଛି ଭଳିକି ଭଳି ପରିବା...ପରିବା ପାଇଁ ଲୋକଙ୍କ ଲାଗୁଛି ଲମ୍ବା ଲାଇନ୍‌

  • Thursday, 10 November 2022
viral vedio
ଅନ୍ୟକୁ ଠେଲୁଥିଲେ..ନିଜେ ଗାଡିରୁ ପଡିଗଲେ

ଅନ୍ୟକୁ ଠେଲୁଥିଲେ....ନିଜେ କଚଡା ଖାଇ ଗାଡିରୁ ପଡିଗଲେ। ସୋସିଆଲ ମିଡିଆରେ ଭାଇରାଲ ହେଉଛି ଭିଡିଓ

  • Thursday, 10 November 2022
Body of girl student exhumed
ହତ୍ୟାର ୧୦ ମାସ ପରେ ହତ୍ୟାକାରୀକୁ ଧରାଇ ଦେଲା ବେନାମୀ ଚିଠି

ଝିଅକୁ ହତ୍ୟା କରିବାର ୧୦ ମାସ ଗଲା ପରେ...ଘରକୁ ଆସିଲା ବେନାମୀ ଚିଠି। ବାସ୍‌ ଚିଠିରେ ଲେଖା ଥିଲା ହତ୍ୟାକାରୀଙ୍କ ନାଁ। ପୋଲିସ୍‌ ଏବେ ତଦନ୍ତ କରୁଛି, ହତ୍ୟାକାରୀଙ୍କ ସିନ୍‌ ରିକ୍ରିଏସନ୍‌ ବି କରୁଛି

  • Thursday, 10 November 2022
News Fuse
ଉପନିର୍ବାଚନ ଜିତିଲ ବୋଲି ସରକାର କରିବ ନାଁ କଣ?

ଆଲୋ ଇଏ କଣ? ମରୁଭୂମି କଣ ବର୍ଷା ହେଲା କି? ସୂର୍ଯ୍ୟ ଜିତିବା ପରେ ଏମାନେ ଏମିତି ଉତ୍ପାତ ହେଉଛନ୍ତି ...କିଲୋ କଣ କହିଲେଣି ଆମେ ସରକାର କରିବୁ ବୋଲି

  • Thursday, 10 November 2022
Draupadi Murmu
ଓଡ଼ିଶା ଆସିବେ ମହାମହିମ ରାଷ୍ଟ୍ରପତି

ବନ୍ଦେ ଉତ୍କଳ ଜନନୀର ବନ୍ଦନା ସାଙ୍ଗକୁ ହାତରେ ହାତ ଛନ୍ଦି ସାନ୍ତାଳୀ ନୃତ୍ୟର ଅଭ୍ୟାସ କରୁଛନ୍ତି ସ୍କୁଲ ପିଲା । ସ୍କୁଲ ପରିସର ବି ସଜେଇ ହେଉଛି ମହାମହିମଙ୍କ ସ୍ୱାଗତ ପାଇଁ ।

  • Wednesday, 09 November 2022
Kidney Patient
ଭିତରେ ମାରୁଛି ରୋଗ, ଉପରେ ମାରୁଛି ସରକାରୀ କ୍ରୁରତା

ବଞ୍ଚିବେ ନା ମରିବେ ଆଶା ଆଶଙ୍କାରେ ରାଜ୍ୟର ଶହ ଶହ କିଡନୀ ରୋଗୀ । ଭଦ୍ରକ ଅସୁରାଳି କାଶୀମପୁରର ମଞ୍ଜୁଲତା ମହାନ୍ତିଙ୍କ ଘରେ କିଡନୀ ରୋଗରେ ପଡିଛି ଭେଣ୍ଡିଆ ପୁଅ । ମାଆର ମମତା ଏତେ ଯେ, ପୁଅର ଜୀବନ ବଞ୍ଚାଇବାକୁ ଦେଇ ଦେଲେ ନିଜର ଗୋଟିଏ କିଡନୀ ।

  • Wednesday, 09 November 2022
Padmapur
ପଦ୍ମପୁର ଉପନିର୍ବାଚନରେ କିଏ ହେବେ ବିଜେଡ଼ି ପ୍ରାର୍ଥୀ?

ପଦ୍ମପୁର ଉପନିର୍ବାଚନରେ କିଏ ହେବେ ବିଜେଡି ପ୍ରାର୍ଥୀ ? କାହା ଉପରେ ଭରସା କରିବ ଦଳ ? ପ୍ରାର୍ଥୀ ଚୟନ ନେଇ ଧାମନଗରରେ ଯେଉଁ ଭୁଲ୍ ହୋଇଥିଲା, ତାହା ପଦ୍ମପୁରରେ ଯେପରି ରିପିଟ୍ ନହୁଏ ସେଥିପାଇଁ ଚାଲିଛି ଅଙ୍କକଷା ।

  • Wednesday, 09 November 2022
Elephant
ହାତୀ ପଲଙ୍କୁ କି ନିଦ?

ଦିନକ ତଳେ ଯୋଉ ହାତୀ ପଲ ଲୋକଙ୍କ ନିଦ ହଜେଇ ଦେଇଥିଲେ । ଡର, ଆତଙ୍କରେ ହୋଇ ହୋଇରେ କଂପୁଥିଲା ଖଣ୍ଡମଣ୍ଡଳ । ସେଇ ହାତୀପଲ ଏବେ ନିଘୋଡ଼ ନିଦରେ । ଗୋଟିଏ କି ଦୁଇଟି ନୁହେଁ, ଏକା ବେଳକେ ପଲେ ହାତୀ । କିଏ ଆଣ୍ଠୁ ମାଡ଼ିବା ଅବସ୍ଥାରେ ତ କିଏ ପୂରା ଚାରି ଗୋଡ଼ ଖୋଲି ।

  • Wednesday, 09 November 2022
Chhadakhai
ଆମିଷ ବଜାରରେ ଛାଡ଼ଖାଇ ଭିଡ଼

ଭୁବନେଶ୍ୱର, କଟକ, ପୁରୀ, ରାଉରକେଲା, ଜୟପୁର, ବାଲେଶ୍ୱର । ରାଜ୍ୟର ସବୁ ସହରାଞ୍ଚଳ ଆମିଷ ବଜାରରେ ଛାଡ଼ଖାଇ ଗହଳି । ଆଜି ବୁଧବାର ବାରିରେ ପଡ଼ିଥିଲା ଛାଡ଼ଖାଇ । ତେଣୁ କାର୍ତ୍ତିକରେ ଆମିଷ ଛାଡ଼ିଥିବା ଲୋକଙ୍କ ଭିଡ଼ ଲାଗିଥିଲା ଆମିଷ ମାର୍କେଟରେ ।

  • Wednesday, 09 November 2022
Sarbe Bhabantu Sukhina
ଭୁଲ ଜାଗାରେ ଟଙ୍କା ଲଗାଉଥିବାରୁ ଗରିବ ହେଉଛନ୍ତି ଅଧିକ ଗରିବ...

ରାତାରାତି ଧନୀ ହେବାକୁ ଯାଇ ଅଧିକ ଗରିବ ହେଉଛନ୍ତି ଲୋକ। ଜାଣନ୍ତୁ କେମିତି?

  • Wednesday, 09 November 2022
Naveen Patnaik
ପାୱାର ପାଇବା ପରେ ପାପ କରିଛନ୍ତି ପ୍ରଦୀପ !!

ନବୀନଙ୍କୁ ପୁଣି ଟାର୍ଗେଟ୍‌ କଲେ ପ୍ରଦୀପ। କହିଲେ, ଦଳ ପାଇଁ ଯିଏ କାମ କରେ ତାଙ୍କୁ ଗୁରୁତ୍ୱ ଦିଅନ୍ତି ନାହିଁ ନବୀନ ବାବୁ। ଏପର୍ଯ୍ୟନ୍ତ ଏୟାରପୋର୍ଟ ହେଲାନି କି ରେଲୱେର ବିକାଶ ବି ହେଲାନି। ହେଲେ ଚ୍ୟାଉ ପଟ୍ଟନାୟକଙ୍କୁ ଭୂରି ଭୂରି କଲେ ପ୍ରଶଂସା। ସେପଟେ ଚ୍ୟାଉ କହିଲେ ପାୱାର ପାଇବା ପରେ ପାପ କରିଛନ୍ତି ପ୍ରଦୀପ

  • Wednesday, 09 November 2022
Bolangir
ସ୍କୁଲ ପରିଚାଳନା ବୈଠକ ଲାଗି ସାମାଜିକ ବାସନ୍ଦ ହେଲେ ସାର୍‌

ସ୍କୁଲ ପରିଚାଳନା ବୈଠକରେ ଶିକ୍ଷକ-ସଦସ୍ୟଙ୍କ ମଧ୍ୟରେ ତୁ ତୁ ମେଁ ମେଁ। ଗାଁରେ ବସିଲା ବୈଠକ, ଶିକ୍ଷକଙ୍କୁ କରିଦେଲେ ସାମାଜିକ ବାସନ୍ଦ। ନିଆଁପାଣି ସହ କଥାବାର୍ତ୍ତା ବନ୍ଦ କରିଦେଲେ ଗାଁ ଲୋକେ। ଯଦି କିଏ କଥାବାର୍ତ୍ତା କଲା ସିଏ ଦେବ ୧୦ ହଜାର ଫାଇନ୍‌...

  • Wednesday, 09 November 2022
IPS Officer
ସାବଧାନ !! ବେଶ ବଦଳାଇ ବୁଲୁଛନ୍ତି ଲେଡି ଅଫିସର୍‌, ଅଭିଯୋଗ ପାଇବା ମାତ୍ରେ...

ଠକଙ୍କୁ ଧରିବା ପାଇଁ ବେଶ ବଦଳାଇ ବୁଲୁଛନ୍ତି ଲେଡି IPS ଅଫିସର୍‌। ଥାନାକୁ ଫୋନ୍‌ କରୁଛନ୍ତି, ପୋଲିସ କେତେ ତତ୍ପରତା ତାହାକୁ ଦେଖୁଛନ୍ତି। କାର୍ଯ୍ୟରେ ଅବହେଳାର ସୁରାକ୍ ପାଇବା ମାତ୍ରେ କରୁଛନ୍ତି ସସ୍‌ପେଣ୍ଡ

  • Wednesday, 09 November 2022
Love
ପ୍ରେମରେ ଉବୁଟୁବୁ ହେଲେ ଖେଳ ଶିକ୍ଷୟିତ୍ରୀ। ଛାତ୍ରୀଙ୍କୁ ବାହା ହେବା ପାଇଁ ବଦଳାଇଲେ ନିଜର ଲିଙ୍ଗ….

ପ୍ରେମରେ ଉବୁଟୁବୁ ହେଲେ ଖେଳ ଶିକ୍ଷୟିତ୍ରୀ। ଛାତ୍ରୀଙ୍କୁ ବାହା ହେବା ପାଇଁ ବଦଳାଇଲେ ନିଜର ଲିଙ୍ଗ….

  • Wednesday, 09 November 2022
Special Story
ସ୍କୁଲ ପରିଚାଳନା ବୈଠକ ଲାଗି ସାମାଜିକ ବାସନ୍ଦ ହେଲେ ସାର୍‌

ସ୍କୁଲ ପରିଚାଳନା ବୈଠକରେ ଶିକ୍ଷକ-ସଦସ୍ୟଙ୍କ ମଧ୍ୟରେ ତୁ ତୁ ମେଁ ମେଁ। ଗାଁରେ ବସିଲା ବୈଠକ, ଶିକ୍ଷକଙ୍କୁ କରିଦେଲେ ସାମାଜିକ ବାସନ୍ଦ। ନିଆଁପାଣି ସହ କଥାବାର୍ତ୍ତା ବନ୍ଦ କରିଦେଲେ ଗାଁ ଲୋକେ। ଯଦି କିଏ କଥାବାର୍ତ୍ତା କଲା ସିଏ ଦେବ ୧୦ ହଜାର ଫାଇନ୍‌...

  • Wednesday, 09 November 2022
Making News
ଇୟା ସାଙ୍ଗରେ ଆସିଲେ ରାସ୍ତାରେ ଇଜ୍ଜତ ପଳାଇବ

ଆଇଲ ଆଇଲ ଦାନ୍ତଟାକୁ କାହିଁକି ନେଫେଡୋଉଛ? ଗାମୁଛା ଦେଇକି କଥା ହୁଅ...ସମୁଦୀ ଆପଣ କରନ୍ତି କଣ?

  • Wednesday, 09 November 2022
OTV News Fuse
ଏ କିଏ ରେ ନାରଣ . . . ନାଲିପାଣି ପିଇ ହାତ ଯୋଡ଼ୁଛନ୍ତି

ଆଲୋ ଇଏ କଣ? ସାନଭାଇ ହାତ ଯୋଡି ଭୁଲ ମାଗୁଛନ୍ତି, ହେଲେ ବଡଭାଇ କିଛି ଶୁଣୁନାହାନ୍ତି। ନାରଣରେ...ଇଏ କେମିତି କାନ୍ଦିଲେ କି ରାସ୍ତା ପୂରା ଓଦା?

  • Wednesday, 09 November 2022
Special Story
ପରକୁ ଆଲୁଅ ଦେବା ପାଇଁ…ନିଜ ଭବିଷ୍ୟତକୁ ଅନ୍ଧାର ଭିତରକୁ ଠେଲି ଦେଲେ

ପଂଚାୟତ ଲୋକଙ୍କୁ ଆଲୁଅ ଦେବାକୁ ଯାଇ ନିଜ ପରିବାରକୁ କରିଦେଲେ ଅନ୍ଧାର। ଫ୍ୟୁଜ୍ ବାନ୍ଧୁ ବାନ୍ଧୁ ହରାଇଲେ ହାତ ଆଉ ଆଖି…ଦିବ୍ୟାଙ୍ଗ ପୁଅର ଅଧାରେ ଅଟକିଗଲା ଚିକିତ୍ସା…ଏବେ ସରକାରୀ ସହାୟତାକୁ ଅପେକ୍ଷା

  • Wednesday, 09 November 2022
OTV Impact
ଓଟିଭିରେ ଖବର ବାଜିଲା… ଏବେ ନିରାଶ୍ରୟ ଶ୍ରୀୟା ଓ ସଂପୂର୍ଣ୍ଣା ଆଶା ପାଇଲେ

ବାପା-ମାଆ ଯିବା ପରେ ପର କରିଦେଲା ବଡ ଭାଇ। ବେସାହାରା କୁନି ଭଉଣୀଙ୍କୁ ମଣିଷ କରିବା ପାଇଁ ଅଣ୍ଟା ଭିଡିଥିଲା ସାନ ଭାଇ। ପର ଦୁଆରେ ମୂଲ ଲାଗି ଭଉଣୀଙ୍କ ମୁହଁରେ ଦେଉଥିଲା ଆହାର। ଆମେ ଏନେଇ ଖବର ପ୍ରସାରଣ ପରେ ଭାଇ-ଭଉଣୀଙ୍କ ପାଖରେ ପହଞ୍ଚିଲା ପ୍ରଶାସନ। ଏବେ ଦୁଇ ଭଉଣୀଙ୍କ ସ୍ୱପ୍ନ ପୂରଣ ପାଇଁ ସାହାଯ୍ୟର ହାତ ବଢାଇଲେ ବଡବାବୁ

  • Wednesday, 09 November 2022
Special Story
୬୦ ବର୍ଷ ହେଲାଣି ନିଜ ସଂଗ୍ରହାଳୟରେ ବହି ସାଉତୁଛନ୍ତି ହୋତା ସାର୍

ଚର୍ଚ୍ଚାରେ ହୋତା ସାର୍ଙ୍କ ସଂଗ୍ରହାଳୟ। ବର୍ଷେ କି ଦୁଇବର୍ଷ ନୁହେଁ ବରଂ ୬୦ ବର୍ଷ ହେଲାଣି ବହି, ପେପର୍ ଏବଂ ପୋଥିକୁ ସାଇତି ରଖୁଛନ୍ତି ସାର୍। ଦୁଇ ମହଲା ଘରେ ଯୁଆଡେ ଦେଖିବ ଖାଲି ବହି ଆଉ ବହି..ତଥ୍ୟ ପାଇଁ ଦୁଆରେ ଲାଗିଲାଣି ଲମ୍ବା ଲାଇନ୍

  • Wednesday, 09 November 2022
Padmapur Politics
ପଦ୍ମପୁର ପାଇଁ ବିଜେଡିର ପ୍ଲାନ୍‌ ଚେଞ୍ଜ, ବିଜେପି ବି ଆପଣାଇବ ବଡ଼ ଷ୍ଟ୍ରାଟେଜୀ

ପଦ୍ମପୁର ପାଇଁ ଆରମ୍ଭ ହେଲାଣି କସରତ । ନେତାଙ୍କୁ ବଣ୍ଟାଗଲାଣି ଦାୟିତ୍ୱ । ଧାମନଗର ଜୋସ୍‌ରେ ପଦ୍ମପୁରରେ ବି ପଦ୍ମ ଫୁଟାଇବା ପାଇଁ ବିଜେପିର ଲକ୍ଷ୍ୟ । ଏପଟେ ଧାମନଗର ଧକ୍କାର ବଦଲା ପଦ୍ମପୁରରେ ନେବାକୁ ରଣନୀତି ପ୍ରସ୍ତୁତ କରିଛି ବିଜେଡି ।

  • Tuesday, 08 November 2022
Lohia Academy
ପରାଗଠୁ ବଳିଗଲା ଗ୍ରହଣରେ ଖାଦ୍ୟ ଭକ୍ଷଣ ବିବାଦ ! ମାରପିଟ୍-ଠେଲାପେଲା-ଲାଠି ଚାର୍ଜ, ଦେଖନ୍ତୁ ଭିଡିଓ...

ଆଗରୁ କ୍ୟାମେରା ଆଗରେ ତୁ ତୁ ମେଁ ମେଁ ହେଉଥିଲେ, ହେଲେ ଆଜି ସିଧା ଖଣ୍ଡଯୁଦ୍ଧକୁ ଓହ୍ଲାଇଲେ । ଘଣ୍ଟ ପିଟା- ଗୋବର ମାଡ଼- ବିଧା ଗୋଇଠା- ଲାଠି ପାହାର । ସୂର୍ଯ୍ୟୋପରାଗକୁ ବଳିଗଲା ଚନ୍ଦ୍ରଗ୍ରହଣ । ପାକତ୍ୟାଗ ବେଳେ ଖାଦ୍ୟ ଭକ୍ଷଣକୁ ନେଇ ଭୁବନେଶ୍ୱର ଓ ବ୍ରହ୍ମପୁରରେ ହେତୁବାଦୀ-ପଂରପରାବାଦୀଙ୍କ ମଧ୍ୟରେ ତୁମୁଳକାଣ୍ଡ

  • Tuesday, 08 November 2022
Lord Jagannath
ଜଗାକୁ ଛାଡ଼ି ଯିବାକୁ ହବିଷ୍ୟାଳିଙ୍କ ହେଉନି ମନ, ଲୁହରେ ଭିଜିଯାଉଛି ଆଖି

କାଳିଆ ଭାବରେ ଗୋଟିଏ ମାସ ବନ୍ଧା ପଡ଼ିବା ପରେ ଆଉ ଶ୍ରୀକ୍ଷେତ୍ର ଛାଡ଼ିବାକୁ ଚାହୁଁନି ମନ । ଜଗା ସହ ବନ୍ଧନର ସେ ମୋହ ତୁଟାଇବାକୁ ଟିକିଏ ବି ଇଛା ନାହିଁ । ହେଲେ ଚାହୁଁ ଚାହୁଁ କାର୍ତ୍ତିକ ଶେଷ ହେବା ପରେ ଏବେ ଘର ବାହୁଡ଼ା ସମୟ । ଧର୍ମମାସ କାର୍ତ୍ତିକରେ ପୁରୀ ଶ୍ରୀକ୍ଷେତ୍ରରେ ମାସେବ୍ୟାପୀ ଭଜନ, କୀର୍ତ୍ତନ, ଜଣାଣ ଓ ନିଷ୍ଠାର ସହ ବ୍ରତ, ଉପାସନା ପରେ ଆଜି ପୁରୀ ଛାଡ଼ିଛନ୍ତି ରାଜ୍ୟର ବିଭିନ୍ନ ସ୍ଥାନରୁ ଆସିଥିବା ୩୦ ହଜାରରୁ ଅଧିକ ହବିଷ୍ୟାଳୀ ।

  • Tuesday, 08 November 2022