ସୋସିଆଲ୍ ମିଡିଆରେ ଘୁରି ବୁଲୁଛି ଶ୍ରୀମନ୍ଦିରର ଡ୍ରୋନ୍ ଭିଡିଓ... ସାଢ଼େ ୫ ମିନିଟ୍ର ଭିଡିଓରେ ଅଛି ନୀଳଚକ୍ରଠୁ ନେଇ ସିଂହଦ୍ୱାର ପର୍ଯ୍ୟନ୍ତ ଦୃଶ୍ୟ
ଆପଣ ଥକି ଗଲେଣି, ବୋଧେ କିଛି ବୁଝି ପାରୁନାହାନ୍ତି। ମୁଖ୍ୟମନ୍ତ୍ରୀଙ୍କୁ ଆଜି କିଛି ଏମିତି ଢଙ୍ଗରେ କଡ଼ା ସମାଲୋଚନା କରିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ।ଗତକାଲି ପଦ୍ମପୁରକୁ ରେଳ ଲାଇନ୍ ପ୍ରସଙ୍ଗକୁ ନେଇ କେନ୍ଦ୍ର ମନ୍ତ୍ରୀଙ୍କୁ ଜବାବ ମାଗିଥିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ
ବର୍ଷାଙ୍କୁ ଅସମ୍ମାନ ନେଇ ବିଜେଡି ଆଣିଲା ଅଭିଯୋଗ। ମହିଳା ଅସୁରକ୍ଷିତ ଆରୋପ ପ୍ରତ୍ୟାରୋପକୁ ନେଇ ମୁହାଁମୁହିଁ । ଭୋଟର ଦିନକ ପୂର୍ବରୁ କାହିଁକି ଏମିତି ମହିଳା କାର୍ଡ ତାକୁ ନେଇ ଚର୍ଚ୍ଚା.....
ବଲାଙ୍ଗିର ତୁରେକେଲା ଜଙ୍ଗଲରୁ ମୃତଦେହ ଉଦ୍ଧାର ଘଟଣାର ପର୍ଦ୍ଦାଫାସ୍ । ପ୍ରେମିକାକୁ ଗୁଳି କରି ହତ୍ୟା ପରେ ମୃତଦେହ ଜାଳି ଦେଇଥିଲା ପ୍ରେମିକ। ଛତିଶଗଡ଼ ରାୟରପୁର ଅଭିଯୁକ୍ତକୁ ଗିରଫ କଲା ବଲାଙ୍ଗିର ପୋଲିସ....
ଓଟିପି ଖେଳ ହେଲା କାଳ। ଚାହୁଁ ଚାହୁଁ ଆକାଉଣ୍ଟରୁ ଉଡିଗଲା ୬ ଲକ୍ଷ ୫୦ ହଜାର ଟଙ୍କା..ଜାଣନ୍ତୁ କଣ ଥିଲା ପୂରା ଘଟଣା
ଶୀତୁଆ ସକାଳରେ ଦାରିଙ୍ଗବାଡିରେ ବୁଲା...ତା’ ସାଙ୍ଗକୁ ଗରମ ଗରମ ଚା’ ମାଡ...ପ୍ରକୃତିରାଣୀର କୋଳରେ କେତେବେଳେ ମନ ହଜିଯିବ ଯେ କେହି ଡାକିଲେ ବି କିଛି ଶୁଭିବନି। ଆସନ୍ତୁ ନା ଥରେ ବୁଲିଯିବା ଦାରିଙ୍ଗବାଡି
ଆଲୋ ଆଲୋ ନନା ପରା ସିଟିଂ ଏମପି। ତାଙ୍କୁ ପୋଲିସ ମୁଣ୍ଡିଆ ମାରିବନି ତ କଣ କରିବ? କିରେ ନାରଣ, ନନାଙ୍କ କାର୍ ଡିକି କଣ ଖୋଲିଲା? ନନା କଣ ନେଉଥିଲେ କିରେ?
କଇଁଛଙ୍କ ଅଣ୍ଡା ପାଇଁ ସମୁଦ୍ରରେ ଦିନରାତି ଡ୍ୟୁଟି କରୁଛନ୍ତି ୧୫ ଜଣିଆ ଟିମ୍। ସମୁଦ୍ର ଉପରେ ରହିଛି ତୀକ୍ଷ୍ଣ ନଜର। ମେସିନ୍ ବୋଟ୍ ଯାଉନି କି ଟ୍ରଲର ଷ୍ଟାର୍ଟ ହେଉନି। ସେପଟେ ସରକାରୀ ସହାୟତାକୁ ଅପେକ୍ଷା କରିବା ସହିତ କଇଁଛଙ୍କୁ ମାଆ କହୁଛନ୍ତି ମତ୍ସଜୀବୀ...
ଆଶ୍ଚର୍ଯ୍ୟ ଲାଗିଲେ ବି ସତ। ଗୋଟିଏ ଘରେ ତିନି ତିନି ଜଣ ଚାମ୍ପିଅନ୍...ବିଭିନ୍ନ ପ୍ରତିଯୋଗିତାରେ ବିଜୟୀ ହୋଇଛନ୍ତି ବାପ-ପୁଅ-ଝିଅ
ପଦ୍ମପୁରରେ ହାଇଭୋଲଟେଜ୍ ପ୍ରଚାର। ବିଜେଡି ପ୍ରାର୍ଥୀ ବର୍ଷା ଓ ମୁଖ୍ୟମନ୍ତ୍ରୀଙ୍କୁ ଟାର୍ଗେଟ୍ କଲେ ଅପରାଜିତା। ବର୍ଷାଙ୍କ ଶାଶୂଘର ସତ୍ୟବାଦୀ, ସେଠିକାର କଥା ସେ ଚିନ୍ତାକରନ୍ତୁ। ଝିଅ ବାହା ହେବା ପରେ ବାପ ଘରେ କେତେ ଦିନ ରହିପାରିବ? ମୁଁ ମୋ ବାପଘରକୁ କେବେ ଯାଇଥିଲି ଆଉ ମନେ ବି ନାହିଁ।
ପଦ୍ମପୁରରେ ପଦ୍ମ ଫୁଟାଇ ଉପ ନିର୍ବାଚନ ଜିତିବାକୁ ବିଜେପିର ଜୋରଦାର କସରତ । ପ୍ରଚାରର ଶେଷ ପର୍ଯ୍ୟାୟରେ ଦଳୀୟ ପ୍ରାର୍ଥୀ ପ୍ରଦୀପ ପୁରୋହିତଙ୍କ ମୈଦାନ୍ରେ ସାଂସଦ ଅପରାଜିତା ଷଡ଼ଙ୍ଗୀ । ଭେଉଁରିଆ, ପୁରେଣା, ଲୁହାରପାଲି, ବାରିକେଳ ପଦ୍ମପୁର ବ୍ଲକର ଚାରି ଚାରିିଟି ସ୍ଥାନରେ ମାରଥନ ପ୍ରଚାର ଆଉ ସବୁଠି ନିଶାନାରେ ମୁଖ୍ୟମନ୍ତ୍ରୀ, ରାଜ୍ୟ ସରକାର । ଆଉ ତା ସାଙ୍ଗକୁ ବିଜେଡି ପ୍ରାର୍ଥୀ ବର୍ଷା ସିଂ ବରିହା ।
ଏଏସ୍ଓ ପରୀକ୍ଷାର ପ୍ରତ୍ୟେକ ବିଷୟ ପାଇଁ ଓପିଏସସି କଟ୍ ଅଫ୍ ମାର୍କ ନିର୍ଦ୍ଧାରଣ କରିପାରିବ କି ନାହିଁ। ଏହି ପ୍ରଶ୍ନକୁ ନେଇ ହାଇକୋର୍ଟରେ ମୁହାଁମୁହିଁ ଓପିଏସସି ଓ ପରୀକ୍ଷାର୍ଥୀ। ପରୀକ୍ଷାର୍ଥୀଙ୍କ ଯୁକ୍ତି ହେଲା- ଏଏସ୍ଓ ନିଯୁକ୍ତିର ଲିଖିତ ପରୀକ୍ଷାର ପ୍ରତ୍ୟେକ ବିଷୟ ପାଇଁ ଅଲଗା ଅଲଗା ଭାବେ କଟ୍ ମାର୍କ ରଖିପାରିବ ନାହିଁ ଓପିଏସସି।
ପଦ୍ମପୁରରେ ନବୀନଙ୍କ ମାରାଥନ୍ ପ୍ରଚାର । ଝାରବନ୍ଧ, ପାଇକମାଳ ଓ ପଦ୍ମପୁରରେ ନବୀନଙ୍କ ନିର୍ବାଚନୀ ସଭା । ନିକଟ ଅତୀତରେ ହୋଇଥିବା ଏକାଧିକ ବାଏ ଲେକସନ୍ରେ ନବୀନ ପ୍ରଚାର କରିନଥିଲେ । ତେବେ ପ୍ରାୟ ୩ ବର୍ଷ ପରେ ମଇଦାନକୁ ଓହ୍ଲାଇଥିବା ବେଳେ ପଦ୍ମପୁରରେ ଜୋରଦାର ଢଙ୍ଗରେ ପ୍ରଚାର କରିଛନ୍ତି ।
ଚାଷୀଙ୍କ ପାଇଁ ବିଜେପିର ରଣହୁଙ୍କାର । ବିଧାନସଭା ବାହାରରେ କାନ୍ଧରେ ହଳ ଲଙ୍ଗଳ, ରାସ୍ତାରେ ଶଗଡ ଆଉ ଟ୍ରାକ୍ଟରରେ ବସି ବିଧାନସଭା ଆଡ଼େ ମୁହାଁଇଥିଲେ ବିଜେପି ନେତା, କର୍ମୀ ଓ ଚାଷୀ । ରାଜ୍ୟ ସରକାରଙ୍କ ନୀତିକୁ ବିରୋଧ କରି ରାଜଧାନୀରେ ବିଜେପି ଆଜି ଚାଷୀ ସମାବେଶ ଆୟୋଜନ କରିଥିଲା । ଚାଷୀଙ୍କୁ ଠିକ୍ରେ ଇନପୁଟ୍ ସବ୍ସିଡି ମିଳୁନି, ଚାଷୀ ସାରବିହନ ପାଉନାହାନ୍ତି ।
୬୦ ଦଶକର କଳାଧଳା ସିନେମା ଯୁଗରୁ ତାଙ୍କ କ୍ୟାରିଅର ଆରମ୍ଭ। ଝିଅଟିଏ ଘରୁ ଗୋଡ଼ କାଢ଼ିଲେ ଯେଉଁ ସମୟରେ ୧୨ କଥା ଶୁଣିବାକୁ ମିଳୁଥିଲା, ସେଇ ସମୟରୁ କଳା କ୍ଷେତ୍ରକୁ ତାଙ୍କ ପ୍ରବେଶ ଆଜିକୁ ପ୍ରାୟ ୬ ଦଶନ୍ଧି ତଳେ ଯେଉଁ କେତେଜଣେ ହାତ ଗଣତି ଅଭିନେତ୍ରୀ ଅଭିନୟ ପ୍ରେମରେ ପଡ଼ି କଳା ଜଗତକୁ ବରଣ କରିିଥିଲେ, ସେଇମାନଙ୍କ ଭିତରୁ ଜଣେ ଝରଣା ଦାସ। ଗତକାଲି ରାତି ପ୍ରାୟ ୨ଟା ୩୦ ମିନିଟରେ ସମସ୍ତଙ୍କୁ ବିଦାୟ ଜଣାଇ ଇହଲୀଳା ସମ୍ବରଣ କରିଛନ୍ତି ବର୍ଷିଆନ୍ ଅଭିନେତ୍ରୀ ଝରଣା ଦାସ ଓରଫ୍ ଝୁମୁ ଦିଦି।
ନିଆରା ବାହାଘର। ବେଦୀରେ ମନ୍ତ୍ର ପଢୁଥିଲେ ବ୍ରାହ୍ମଣ, ନିଜ ଅଫିସ କାମରେ ବ୍ୟସ୍ତ ଥିଲେ ବର। ଏମିତିକି ଆଶୀର୍ବାଦ ଦିଆଯାଉଥିବା ବେଳେ ଲାପଟପ୍ରେ ବ୍ୟସ୍ତ ଥିଲେ...ସୋସିଆଲ ମିଡିଆରେ ଭାଇରାଲ ହେଉଛି ଫଟୋ
ପଦ୍ମପୁରରୁ ନବୀନଙ୍କୁ ଟାର୍ଗେଟ୍ କଲେ ସୁରେଶ ପୂଜାରୀ। ୫ରେ ଭୋଟର ଛାଡିବେ ବ୍ରହ୍ମାସ୍ତ୍ର...ଟଳମଳ ହେବ ନବୀନ ବାବୁଙ୍କ ସିଂହାସନ। କେନ୍ଦ୍ର କୋଟି କୋଟି ଟଙ୍କା ଦେଉଛି, ରାଜ୍ୟ ସରକାର ସବୁ ଖାଇଦେଉଛି...ସୁଶାନ୍ତ କହିଲେ..
ବିଧାତାର ଖେଳ...ବଢିଲା ପୁଅ-ଝିଅ ଗୋଡରେ ପକାଇଦେଲା ବେଡି। ଯେଉଁ ବୟସରେ ପୁଅ ବାପାଙ୍କ ବୋଝ ଉଠାଇବାର କଥା ଆଜି ସେହି ବୟସରେ ବାପା ପାଇଁ ହେଲା ବୋଝ। ଆଉ ବଢିଲା ଝିଅ ବାରମ୍ବାର ଜୀବନ ହାରିବାକୁ କରୁଛି ଉଦ୍ୟମ। ଦୁଇ ଛୁଆଙ୍କ ଦୁଃଖ ଦେଖି ଛାତି ଫଟାଇ କାନ୍ଦୁଛି ମାଆ
ପୁରୁଣା ପ୍ରେମିକ ସାଙ୍ଗେ ମାଆ ପଳାଇଲା, ସ୍ତ୍ରୀକୁ ଝୁରିଝୁରି ସ୍ୱାମୀ ବି ଘର ଛାଡିଦେଲେ। ଏବେ ଖୋଲା ଆକାଶ ତଳେ ୪ ଭାଇ-ଭଉଣୀ। ଖାଇବାକୁ ନାହିଁ କି ଘର ନାହିଁ...ବୁଢୀ ମାଆ ଭିକ ମାଗିଲେ ପେଟକୁ ଯାଉଛି ଗଣ୍ଡିଏ ଦାନା...ପାଠ ପଢିବା ୟାଙ୍କ ପାଇଁ ସ୍ୱପ୍ନ
ସବୁ ସାରିଦେଲା ପାରାଲିସିସ୍। ୬ ବର୍ଷ ହେଲାଣି ହାତ ଚାଲୁନି କି ଗୋଡ ଚାଲୁନି...ରାସ୍ତା କଡରେ, ଝାଟିମାଟି ଘରେ ଜୀବନ ବିତାଉଛନ୍ତି ବସନ୍ତ...ସରକାରୀ ସାହାଯ୍ୟ ମିଳିଲେ ବଞ୍ଚିଯିବ ପୂରା ପରିବାର
ବର୍ଷା ସିଂ ବରିହା ନୁହେଁ, ବର୍ଷା ବଳିୟାର ସିଂ । ବିଜେଡି ପ୍ରାର୍ଥୀ ବର୍ଷା ଆଦିବାସୀ ନୁହଁନ୍ତି କହି କଡ଼ା ସମାଲୋଚନା କରିଛନ୍ତି ବିଜେପି ଆଦିବାସୀ ନେତା ତଥା ସୁନ୍ଦରଗଡ ସାଂସଦ ଜୁଏଲ୍ ..
ତିନି ଦିନ ପରେ ନିଜ ବିଧାୟକ ବାଛିବାକୁ ଯାଉଥିବା ପଦ୍ମପୁର ନିର୍ବାଚନ ମଣ୍ଡଳୀରେ ଏବେ ଜୋର୍ ଧରିଛି ଜାତି ରାଜନୀତି..
ରାଜ୍ୟ ସଂଗ୍ରହାଳୟରୁ ପ୍ରକାଶ ପାଉଥିବା ଓଡ଼ିଶା ହିଷ୍ଟୋରିକାଲ ରିସର୍ଚ୍ଚ ଜର୍ଣ୍ଣାଲରେ ମଧ୍ୟ ସଂଗ୍ରହାଳୟର ରେକର୍ଡ ମୁତାବକ ୩୭ ହଜାର ୨୭୩ଟି ତାଳପତ୍ର ପୋଥି ରହିଥିବା ଉଲ୍ଲେଖ ରହିଛି । ପୋଥି ସଂଖ୍ୟାକୁ ନେଇ ୱେବସାଇଟ୍ ଓ ଜର୍ଣ୍ଣାଲରେ ଗୋଟିଏ ତଥ୍ୟ ଥିବା ବେଳେ ପରବର୍ତ୍ତୀ ସମୟରେ ଏହା କମିଗଲା କିପରି?
ମହଙ୍ଗା ପଡ଼ିଲା ଲଢ଼େଇ, ଥାନାରେ ବନ୍ଧା ହେଲା କୁକୁଡ଼ା । ମାଲକାନଗିରି ଥାନା ଅନ୍ତର୍ଗତ ଦୁମାଲିଗୁଡ଼ାଠାରେ କୁକୁଡ଼ା ଲଢ଼େଇ ଚାଲିଥିବା ବେଳେ ପୋଲିସ ଚଢ଼ାଉ କରି କୁକୁଡ଼ା ସମେତ ୪ ଜଣଙ୍କୁ ଉଠାଇ ଆଣିଛି..
କୋଭିଡ୍ ମୃତ୍ୟୁ ତଥ୍ୟ; ସରକାର କୌଣସି ତଥ୍ୟ ଲୁଚାଇ ନାହାନ୍ତି ବୋଲି କହିଲେ ରାଜସ୍ୱ ମନ୍ତ୍ରୀ ପ୍ରମିଳା ମଲ୍ଲିକ