• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Latest Videos

Plus 2 Exam
ଦ୍ୱାଦଶ ଛାତ୍ରଛାତ୍ରୀଙ୍କ ପାଇଁ କୋଶ୍ଚିନ୍ ବ୍ୟାଙ୍କ୍

ଦ୍ୱାଦଶ ଛାତ୍ରଛାତ୍ରୀଙ୍କ ପରୀକ୍ଷା ପ୍ରସ୍ତୁତିରେ ବଳ ଯୋଗାଇଲା କୋଶ୍ଚିନ୍ ବ୍ୟାଙ୍କ୍ । ପ୍ରଥମ ଥର ପାଇଁ ଚଳିତ ବର୍ଷ ପରୀକ୍ଷାର୍ଥୀଙ୍କୁ କୋଶ୍ଚିନ ବ୍ୟାଙ୍କ୍ ଯୋଗାଇବ ସିଏଚ୍ଏସ୍ଇ । ଏହାଫଳରେ ପିଲାଏ ଭଲ ଭାବେ ପରୀକ୍ଷା ପ୍ରସ୍ତୁତି କରିପାରିବେ । ଅପରପକ୍ଷେ ଇଣ୍ଟରନେଟ୍ ସୁବିଧା ନଥିବା ଅଞ୍ଚଳର ପରୀକ୍ଷାର୍ଥୀ କିପରି ଏହାକୁ ୱେବସାଇଟରୁ ପାଇବେ ସେନେଇ ଏବେଠୁ ଆଶଙ୍କା ପ୍ରକାଶ କଲେଣି ।

  • Saturday, 07 October 2023
Asian Games 2023
ହାଙ୍ଗଝୌ ଏସୀୟ କ୍ରୀଡ଼ାରେ ଭାରତର ନୂଆ କୀର୍ତ୍ତିମାନ

ଇସ୍ ବାର୍ ସୋ ପାର୍ । ଏଥର ୧୦୦ ପାର୍ । ସଫଳ ହୋଇଛି ଏହି ଅଭିଯାନ । ହାଙ୍ଗଝୌ ଏସିଆନ ଗେମ୍ସରେ ୧୦୦ରୁ ଅଧିକ ମେଡାଲ ଆଣି ନୂଆ କୀର୍ତ୍ତିମାନ ସ୍ଥାପନ କରିଛନ୍ତି ଭାରତୀୟ ଆଥଲେଟ୍ ।

  • Saturday, 07 October 2023
Tirtol MLA Bijaya Shankar Das
ବଢ଼ି ଚାଲିଛି ବିଜେଡି ବିଧାୟକ ବିଜୟ ଶଙ୍କରଙ୍କ ପ୍ରେମ-ପ୍ରତାରଣା ବିବାଦ

ବିବାଦରୁ ମୁକୁଳି ପାରୁ ନାହାନ୍ତି ବିଜେଡି ବିଧାୟକ ବିଜୟ ଶଙ୍କର । ପ୍ରେମ, ପ୍ରତାରଣା ଆଉ ବିବାହ ବିବାଦରେ ହରଡ଼ ଘଣାରେ ବିଜୟ ।

  • Saturday, 07 October 2023
Odia Jawans Martyred
ଭୁବନେଶ୍ୱରରୁ ଭୁବନ, ସବୁଠି ବୀର ପୁଅର ଝଲକ୍ ପାଇଁ ଭିଡ଼

ଯାହାଙ୍କ ପାଇଁ ଦେଶ ଗର୍ବିତ, ଜନ୍ମମାଟି ବି ପରିଚିତ । ସେଇ ସୁନା ପୁଅ ସହିଦ ସରୋଜ ଦାସଙ୍କୁ ଝୁରୁଛି ଢେଙ୍କାନାଳର କେନ୍ଦୁଢ଼ିପ ଗାଁ ।

  • Saturday, 07 October 2023
BJD Padayatra
ବିଜେଡିକୁ ଘାରିଛି ସମାନ୍ତରାଳ ପଦଯାତ୍ରା ଓ ଗୋଷ୍ଠୀକନ୍ଦଳ ଚିନ୍ତା

ଧାମନଗରରୁ ଏଥର କିଏ ହେବେ ବିଜେଡି ବିଧାୟକ ପ୍ରାର୍ଥୀ ? ଉପ-ନିର୍ବାଚନରେ ହାରିଥିବା ଅବନ୍ତୀ ଦାସ ?ନା ଦଳକୁ ଫେରିବେ ସ୍ୱାଧୀନ ପ୍ରାର୍ଥୀ ହୋଇଥିବା ରାଜେନ୍ଦ୍ର ଦାସ ?

  • Friday, 06 October 2023
Mahadev Betting AAP
ମହାଦେବ ବେଟିଂ ଆପ୍ ଚକ୍ରବ୍ୟୁହରେ ବଲିଉଡ୍ କଳାକାର

ଗତ ଫେବ୍ରୁଆରୀରେ ହୋଇଥିବା ଏ ରାଜକୀୟ ବିବାହ ଉତ୍ସବରେ ଖର୍ଚ୍ଚ ହୋଇଥିଲା ୨ ଶହ କୋଟି । ମୁମ୍ବାଇର ଏକ ଇଭେଣ୍ଟ ମ୍ୟାନେଜମେଣ୍ଟ କମ୍ପାନୀ ବିବାହ ଉତ୍ସବର ଆୟୋଜନ ପାଇଁ ନେଇଥିଲା ୧୧୨ କୋଟି ଟଙ୍କା । ବଡ଼ କଥା ହେଲା ପୁରା ଖର୍ଚ୍ଚ ହୋଇଛି ନଗଦରେ । ଯାହା ପଛରେ ହାୱଲା କାରବାର ସନ୍ଦେହ କରି ଇଡି ଆଖି ପକାଇଥିଲା ।

  • Friday, 06 October 2023
Cancer Treatment
ନିମ୍ବପତ୍ରରେ ଅଛି ବ୍ରେଷ୍ଟ କ୍ୟାନସରର ରାମବାଣ

ଏମିତିକି ସବୁଠୁ ବିପଦପୂର୍ଣ୍ଣ ଟ୍ରିପଲ ନେଗେଟିଭ ବ୍ରେଷ୍ଟ କ୍ୟାନସରକୁ ନିମ୍ବୋଲାଇଡ ମୂଳ ପୋଛ କରିବାର କ୍ଷମତା ରଖୁଛି, ଯାହା ପ୍ରି-କ୍ଲିନିକାଲ ଟ୍ରାଏଲରେ ମୂଷା ଓ ଜେବ୍ରା ଫିସ ଉପରେ ପ୍ରୟୋଗରୁ ଏହା ପ୍ରମାଣିତ ହୋଇଛି।

  • Friday, 06 October 2023
Sikkim Flood
ପ୍ରଳୟର ୩ଦିନ ପରେ ବି ସିକ୍କିମ ଆଖିରୁ ଶୁଖୁନି ଲୁହ

ଇଏ ସେଇ ସ୍ଥାନ ଯେଉଁଠି ୨୩ ଯବାନଙ୍କୁ ଗିଳି ଦେଇଥିଲା ତିସ୍ତାର ବନ୍ୟା । ଘଟଣାକୁ ୩ ଦିନ ବିତିଯାଇଥିବା ବେଳେ, ଏବେବି ପ୍ରାୟ ଅଧାରୁ ଅଧିକଙ୍କ ପତ୍ତା ମିଳୁନି। ୫-୬ଟି ଜେସିବି ଅହରହ ଅଣ୍ଡାଳି ଚାଲିଥିଲେ ବି, ସମୟ ଗଡ଼ିବା ସହ ଆଶା ବି ମଉଳି ମଉଳି ଯାଉଛି ।

  • Friday, 06 October 2023
Baby Swapping In Capital Hospital
ବଦନାମରୁ ବର୍ତ୍ତିଲା କ୍ୟାପିଟାଲ୍ ହସ୍ପିଟାଲ୍

ଘଟଣା ଦିନ ବି ଏସବୁର ଅନୁସରଣ କରାଯାଇଥିଲା । ତଥାପି ଅଭିଯୋଗକାରୀ, ତାଙ୍କର ପୁଅ ହୋଇଥିବା କହି ଅଡ଼ି ବସିଥିଲେ । ଜଣଙ୍କ ହୀନ ମାନସିକତା ପାଇଁ ହସ୍ପିଟାଲ ବଦନାମ ହେଲା । ତେଣୁ ଏଭଳି ବ୍ୟକ୍ତିଙ୍କ ବିରୋଧରେ ଆଇନଗତ କାର୍ଯ୍ୟାନୁଷ୍ଠାନର ସଂକେତ ଦେଇଥିଲେ ନିର୍ଦ୍ଦେଶକ ।

  • Friday, 06 October 2023
Anubhav Mohanty makes emotional appeal to wife Varsha on social media
‘ବିବାହ ବିଚ୍ଛେଦ ପରେ ଆମେ କ’ଣ ଭଲ ବନ୍ଧୁ ହୋଇ ରହିପାରିବା ନାହିଁ ?

ଓଲିଉଡ୍ ଅଭିନେତା ତଥା ସାଂସଦ ଅନୁଭବ ମହାନ୍ତିଙ୍କ ପୋଷ୍ଟକୁ ନେଇ ପୁଣି ଚର୍ଚ୍ଚା । ସୋସିଆଲ ମିଡିଆ ଏକ୍ସରେ ସେ ପତ୍ନୀ ବର୍ଷା ପ୍ରିୟଦର୍ଶିନୀଙ୍କ ପାଇଁ ବନ୍ଧୁତାର ସନ୍ଦେଶ ଦେଇଛନ୍ତି।

  • Friday, 06 October 2023
Man in Odisha’s Narasinghpur accused son of harassing him
ପରିଣତ ବୟସରେ ବାର ଦୁଆର ବୃଦ୍ଧ ବାପା

ପୁଅ ଜନ୍ମ କରିଥିଲେ କ’ଣ ମାଡ଼ ଖାଇବା ପାଇଁ । କେତେ ଆଶା ଥିଲା, କେତେ ସ୍ୱପ୍ନ ଥିଲା । ହେଲେ ସବୁ ସ୍ୱପ୍ନକୁ ଚୁରମାର୍‌ କରିଦେଲା କଳିଯୁଗର କୁଳାଙ୍ଗାର ପୁଅ। ବୁଢ଼ା ବୟସରେ ମୁହଁରେ ଆହାର ତ ଦେଲାନି ବରଂ ପିଠିରେ ଦେଲା ଶକ୍ତ ପାହାର...

  • Friday, 06 October 2023
Post Office building lies in dilapidated condition in Gopapur
ଡାକଘରକୁ ଯିବାକୁ ଡର ଲାଗୁଛି...

ଡାକ ଘର ଅଛି, ସାଇନ୍‌ବୋର୍ଡ ବି ଲଗାଯାଇଛି । ହେଲେ ଦିନକ ପାଇଁ ବି ଖୋଲୁନି । ଲୋକ ଏଠାକୁ ଆସୁଛନ୍ତି ଆଉ ଫେରିକି ଯାଉଛନ୍ତି ।

  • Friday, 06 October 2023
Woman in Bhubaneswar seeks financial assistance for treatment of husband and son
ଯନ୍ତ୍ରଣା ଦେଉଛି ଜୀବନ, ତଥାପି ହାରି ନାହାନ୍ତି ପୁଷ୍ପଲତା...

ଗୋଟିଏପଟେ ସିନ୍ଦୂର ବଞ୍ଚାଇବାକୁ ସଂଗ୍ରାମ ଅନ୍ୟପଟେ ସନ୍ତାନ ପାଇଁ ସଂଘର୍ଷ । ସ୍ୱାମୀଙ୍କୁ ଲିଭର ସିରୋସିସ୍, ଆଉ ଭେଣ୍ଡିଆ ପୁଅ ଅଟିଜିମର ଶିକାର। ଉଭୟଙ୍କ ଚିକିତ୍ସା ପାଇଁ ଘର ଡିହ ବିକି ସାରିଲଣି ସ୍ତ୍ରୀ ପୁଷ୍ପଲତା...

  • Friday, 06 October 2023
Odia Jawan Death
ସଂସାର ଉଜାଡ଼ି ଦେଲା ସିକ୍କିମ୍ ବନ୍ୟା

ଦୁଇ ଦିନ ଧରି ନିଖୋଜ ଥିବା ସରୋଜଙ୍କ ମୃତଦେହ ମିଳିବା ପରେ ଆଜି ତାଙ୍କ ପରିବାରକୁ ଫୋନ୍ ଯୋଗେ ସୂଚନା ଦିଆଯାଇଥିଲା । ଆଉ ଏ ଖବର ମିଳିବା ପରେ ସରୋଜଙ୍କ ପରିବାର ଉପରେ ଛିଡ଼ି ପଡ଼ିଛି ଆକାଶ । ହସଖୁସିର ସାଂସାର ଭିତରକୁ ମାଡ଼ି ଆସିଛି ଲୁହର ବନ୍ୟା ।

  • Thursday, 05 October 2023
Tirtol MLA
ସୋମାଲିକା ନୁହେଁ, ଅନ୍ୟଜଣଙ୍କୁ ବାହା ହେବେ ବିଧାୟକ ବିଜୟ ଶଙ୍କର

ପୂର୍ବତନ ବାନ୍ଧବୀ ସୋମାଲିକା ଏନେଇ ବିବାହ ପଂଜୀକରଣ ଅଧିକାରୀଙ୍କଠାରେ ଅଭିଯୋଗ କରିବେ ବୋଲି କହିବା ସହ, ଥାନା ଓ କୋର୍ଟରେ ମାମଲା ସତ୍ତ୍ୱେ ପଦବୀ ଓ ପାୱାର ପାଇଁ ତାଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ହେଉନି ବୋଲି ଅଭିଯୋଗ କରିଛନ୍ତି ।

  • Thursday, 05 October 2023
Crackers Blast
ପୁଣି ବେଆଇନ୍ ବାଣ ତିଆରି ପାଇଁ ଅଘଟଣ, ରାସ୍ତାରେ ଶୁଖୁଥିବା ବାଣ ଉପରେ ମାଡ଼ିଯିବାରୁ ବିସ୍ଫୋରଣ

ସମୟ ପ୍ରାୟ ଦିନ ପ୍ରାୟ ୧୦ଟା। ଖଣ୍ଡିଆ ବନ୍ଧ ଗାଁରେ ଏଇ ମୁଖ୍ୟ ରାସ୍ତା ଦେଇ କେନ୍ଦ୍ରାପଡ଼ାରୁ କଟକ ଅଭିମୁଖେ ଯାଉଥିଲେ କେନ୍ଦ୍ରାପଡ଼ା ଜିଲ୍ଲା ମୁଖ୍ୟ ଡାକ୍ତରଖାନାର ଯୁବ ଡାକ୍ତର ସୁଜିତ କୁମାର ସାମଲ। କାରରେ ଯାଉଥିବା ବେଳେ ଠିକ୍ ଏଇ ସ୍ଥାନରେ ଘଟିଥିଲା ବିରାଟ ବିସ୍ଫୋରଣ।

  • Thursday, 05 October 2023
Student Election
ଛାତ୍ର ସଂସଦ ନିର୍ବାଚନ କାହିଁକି ବନ୍ଦ ?

ତେବେ କୋଭିଡ୍ ପରବର୍ତ୍ତି ସ୍ଥିତିରେ ଯେତେବେଳେ ସବୁ କିଛି ସ୍ୱାଭାବିକ ହୋଇଛି, ସେତେବେଳେ ଛାତ୍ର ସଂସଦ ନିର୍ବାଚନ କାହିଁକି ହେବନି ବୋଲି ଯୁକ୍ତି ବାଢି ABVP ପକ୍ଷରୁ ହାଇକୋର୍ଟରେ ଆବେଦନ କରାଯାଇଥିଲା ।

  • Thursday, 05 October 2023
DGP
କିଏ ହେବେ ରାଜ୍ୟ ପୋଲିସର ପରବର୍ତ୍ତୀ ମୁଖିଆ ?

୧୯୮୮ ବ୍ୟାଚର୍ ଆଇପିଏସ୍ ଅଫିସର୍ ମନୋଜ ଛାବ୍ରା ଚଳିତ ମାସରେ ଚାକିରିରୁ ଅବସର ନେଉଥିବାରୁ ତାଙ୍କ ନାଁ ବିଚାରକୁ ନିଆଯିବ ନାହିଁ ବୋଲି କୁହଯାଉଛି।

  • Thursday, 05 October 2023
Sikkim Flood
ପ୍ରଳୟଙ୍କରୀ ବନ୍ୟାରେ ୧୪ ମୃତ, ଶତାଧିକ ନିଖୋଜ

ଛାତିକୁ ପଥର କରି ସେଇ ବନ୍ୟା ପାଣିରେ ପଶି, ବିପଦ ଆଁରୁ ବିପନ୍ନଙ୍କୁ ଟାଣି ଆଣୁଛନ୍ତି ସେନାର ସିପାହୀ ।

  • Thursday, 05 October 2023
Sans bridge, locals cross stream on boat in Malkangiri
ନା ଅଛି ସୁରକ୍ଷା ନା ଅଛି ବିକଳ୍ପ, ଜୀବନ ଗଲେ ପଚାରିବାକୁ କେହି ନାହିଁ.

ମାଲକାନଗିରି ଜିଲ୍ଲା ଚିତ୍ରକୋଣ୍ଡା ଅଞ୍ଚଳବାସୀଙ୍କ ଚିନ୍ତା ନଦୀ ପାର୍ ହୋଇ ଯା’ ଆସ କରିବା । ପ୍ରତିଦିନ ନିଜ ଜୀବନକୁ ବାଜି ଲଗାଇ ଏଠାକାର ବାସିନ୍ଦା ନଦୀ ପାର୍ ହୁଅନ୍ତି ।

  • Thursday, 05 October 2023
Marital Discord
ସ୍ୱାମୀ ଆଣିଲା ସଉତୁଣୀ

ସାତ ଜନ୍ମର ସାଥ୍ ଦେବାକୁ ଶପଥ ନେଇଥିଲା ସ୍ୱାମୀ । ଅଗ୍ନିକୁ ସାକ୍ଷୀ ରଖି ହାତ ଧରିଥିଲା । ଥକିବା ଯାଏ ବାଟ ଚାଲିବାକୁ କଥା ବି ଦେଇଥିଲା । ହେଲେ ନା କଥା ରଖିଲା ନା ବାଟ ଚାଲିଲା….

  • Thursday, 05 October 2023
Elderly man sells glasses for livelihood in Odisha's Baliguda
ବାଲିଗୁଡ଼ାର ପ୍ରିୟ ମଣିଷ

ରାସ୍ତା କଡ଼ରେ ଚଷମା ବିକି ପରିବାର ଚଳାଉଥିବା ଏହି ବ୍ୟକ୍ତି ବାଲିଗୁଡ଼ାର ପ୍ରିୟ ମଣିଷ । ନାଁ ତାଙ୍କର ଲିୟାକତ ଅଲ୍ଲୀ ବୟସ ୭୦ରୁ ଅଧିକ । କାହିଁକି ସେ ବାଲିଗୁଡ଼ାର ପ୍ରିୟ ମଣିଷ ଭାବେ ପରିଚିତ ?

  • Thursday, 05 October 2023
On Gandhi Jayanti, villagers in Koraput declares themselves liquor-free
ଗ୍ରାମବାସୀ ଶପଥ ନେଲେ ନିଶାଠୁ ଦୂରେଇ ରହିବେ ଏକ ସୁନ୍ଦର ଦେଶ ଗଢ଼ିବେ

ଗାନ୍ଧି ଓ ଶାସ୍ତ୍ରୀ ଜୟନ୍ତୀରେ ନିଶାକୁ ନା । ଗାନ୍ଧି ଜୟନ୍ତୀରେ ଗ୍ରାମବାସୀ ନେଲେ ମହାନ ପଦକ୍ଷେପ। ନିଜେ ନିଶା ଛାଡ଼ିବା ସହ ଅନ୍ୟମାନଙ୍କ ପାଇଁ ସାଜିଲେ ଉଦାହରଣ । ନିଶାଠୁ ଦୂରେଇ ରହିବା ଏକ ସୁନ୍ଦର ଦେଶ ଗଢ଼ିବା। ଏହି ଉଦ୍ଦେଶ୍ୟ ନେଇ ନିଜକୁ ନିଶାମୁକ୍ତ ଗ୍ରାମ ଭାବେ ଘୋଷଣା କରିଛି କୋରାପୁଟ ଜିଲ୍ଲା ନନ୍ଦପୁର ବ୍ଲକ୍ ଗୋଡ଼ିପୁଟ ଗାଁ...

  • Wednesday, 04 October 2023
‘Ram Kathi’ dance losing its essence due to modernisation
ଆଧୁନିକତାର ସ୍ପର୍ଶରେ ହଜିବାକୁ ବସିଛି ନିଆରା ଲୋକକଳା ରାମକାଠି ନୃତ୍ୟ

ଆଧୁନିକତାର ସ୍ପର୍ଶରେ ହଜି ଯିବାକୁ ବସିଛି ନୂଆପଡ଼ାର ସ୍ୱତନ୍ତ୍ର ଓ ନିଆରା ଲୋକକଳା ରାମକାଠି ନୃତ୍ୟ

  • Wednesday, 04 October 2023
Awas Yojana
ଜି ଆର୍‌ ଏସ୍‌ ବାବୁଙ୍କ ଦାଦାଗିରି; ଟଙ୍କା ଦିଅ ଘର ନିଅ

୨୦ ହଜାର ଟଙ୍କା ଦେଲେ ମିଳିବ ଆବାସ ଗୃହ । ଟଙ୍କା ନଦେଲେ ତାଲିକାରୁ କାଟି ଦିଆଯିବ ନାମ । ଜଣେ କି ଦୁଇଜଣ ନୁହେଁ ବରଂ ମାଳ ମାଳ ଅଭିଯୋଗ । ସରକାରଙ୍କ ଯୋଜନା ଏଠି ବାଟ ମାରଣା ହୋଇପଡ଼ିଛି …

  • Wednesday, 04 October 2023