• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Latest Videos

Train Accident
ପୁଣି ଭୟଙ୍କର ଟ୍ରେନ୍‌ ଦୁର୍ଘଟଣା; ୩ ମୃତ ସୂଚନା

କଣ୍ଟକାପାଲୀ ଓ ଆଲମଣ୍ଡା ଷ୍ଟେସନ୍ ମଧ୍ୟରେ ଟ୍ରେନ୍ ଦୁର୍ଘଟଣା ହୋଇଛି । ରାୟଗଡ଼ା ଯାଉଥିବା ପାସେଞ୍ଜର ପଲାସା ପାସେଞ୍ଜରକୁ ପିଟିବା ଫଳରେ ଲାଇନ୍‌ଚ୍ୟୁତ ହୋଇଛି ବଗି । ସେହିପରି ପଲାସାର ଗୋଟିଏ ବଗି ମେନ୍ ଲାଇନ୍‌ରେ ପଡ଼ିବାରୁ ଦୁର୍ଘଟଣା ହୋଇଛି । ଏହି ସମୟରେ ଦୁର୍ଘଟଣାଗ୍ରସ୍ତ ବଗିକୁ ଧକ୍କା ଦେଲା ମାଲବାହୀ ଟ୍ରେନ୍‌ ।

  • Sunday, 29 October 2023
demand reopening of all gates of Srimandi
କେବେ ଖୋଲିବ ଶ୍ରୀମନ୍ଦିର ଚାରିଦ୍ୱାର ?

ଧର୍ମ ମାସ କାର୍ତ୍ତିକରେ ମହାପ୍ରଭୁଙ୍କ ଶୃଙ୍ଖଳିତ ଦର୍ଶନ ପାଇଁ ତ୍ରାହି ତ୍ରାହି ଡାକିଲେଣି ଭକ୍ତ। ଶ୍ରୀମନ୍ଦିର ସେବାୟତ ବି ସରକାରଙ୍କ ଉପରେ ଝାଡ଼ିଲେଣି ଖୋଲା ଖୋଲି ଅସନ୍ତୋଷ। ଏହାରି ଭିତରେ ଚାରିଦ୍ୱାର ଖୋଲିବାକୁ ଦାବି ଏବେ ରାଜନୈତିକ ପ୍ରସଙ୍ଗ ପାଲଟିଲାଣି ।

  • Sunday, 29 October 2023
Train Accident
ପୁଣି ପାସେଞ୍ଜର ଟ୍ରେନ୍‌ ଦୁର୍ଘଟଣା; ୩ଟି ଟ୍ରେନ୍‌ ମଧ୍ୟରେ ଧକ୍କା

ବିଶାଖାପାଟଣା- ରାୟଗଡ଼ା ପାସେଞ୍ଜର ଟ୍ରେନ୍ ଲାଇନଚ୍ୟୁତ ହୋଇଛି । ଆଲମଣ୍ଡା ଷ୍ଟେସନ ନିକଟରେ କିଛି ବଗି ଲାଇନଚ୍ୟୁତ ହୋଇଥିବା ସୂଚନା ମିଳିଛି । ଘଟଣାସ୍ଥଳର କ୍ଷୟକ୍ଷତି ନେଇ ସବିଶେଷ ତଥ୍ୟ ମିଳି ପାରିନାହିଁ ।

  • Sunday, 29 October 2023
Brain Stroke
ଦିନକୁ ଦିନ ଘାତକ ହେଉଛି ବ୍ରେନ ଷ୍ଟ୍ରୋକ୍

ଘାତକ ସାଜିଛି ବ୍ରେନ ଷ୍ଟୋକ୍ । କ୍ଷଣିକରେ ନେଇ ଯାଉଛି ଜୀବନ। ନ ହେଲେ ସାରା ଜୀବନ ପାଇଁ କରିଦେଉଛି ଅଚଳ। ହେଲେ ସଠିକ୍ ସମୟରେ ସଠିକ୍ ଚିକିତ୍ସା କିଛି ମାତ୍ରାରେ ରୋଗକୁ ପ୍ରତିହତ କରିପାରୁଛି।

  • Sunday, 29 October 2023
Servitors launch campaign for decent dress code in Puri Srimandir
ହାଫ୍ ପ୍ୟାଣ୍ଟ ପିନ୍ଧା ଭକ୍ତଙ୍କୁ ଶାଳୀନତା ଶିଖେଇଲେ, ଧୋତି ପିନ୍ଧେଇ ଶ୍ରୀମନ୍ଦିର ଛାଡ଼ିଲେ ଯାତ୍ରୀପଣ୍ଡା

ଶାଳୀନତା ପୂର୍ଣ୍ଣ ପୋଷାକ ବିନା ଭକ୍ତଙ୍କୁ ଶ୍ରୀମନ୍ଦିର ମନା। ଆସନ୍ତା ନୂଆ ବର୍ଷଠୁ ଏଭଳି ନିୟମ କଡ଼ାକଡ଼ି ପାଳନ କରିବାକୁ ଯାଉଛି ଶ୍ରୀମନ୍ଦିର ପ୍ରଶାସନ। ହେଲେ ତା ପୂର୍ବରୁ ଆଜି କାର୍ତ୍ତିକ ଆରମ୍ଭରୁ ମାର୍ଜିତ ପୋଷାକ କଣ ତାର କିଛି ଝଲକ ଦେଖିବାକୁ ମିଳିଛି ସିଂହଦ୍ବାର ସାମ୍ନାରେ।

  • Sunday, 29 October 2023
Odisha Disaster Preparedness Day
ରାଜ୍ୟର ପ୍ରତି ଘରୁ ବାହାରିବେ ବିପର୍ଯ୍ୟୟ ଯୋଦ୍ଧା

ପ୍ରାକୃତିକ ହେଉ କି ମନୁଷ୍ୟକୃତ। ବିପର୍ଯ୍ୟୟର ସଫଳ ମୁକାବିଲା ଓ ଜିରୋ କାଜ୍ବାଲଟି ନୀତିର ସଫଳ ରୂପାୟନ ଲାଗି ଓଡ଼ିଶା କରୁଛି ବଡ଼ ବନ୍ଦୋବସ୍ତ। ସବୁ ଘରୁ ବାହାରିବେ ବିପର୍ଯ୍ୟୟ ଯୋଦ୍ଧା, ଭିତ୍ତିଭୂମିକୁ ସୁଦୃଢ଼ କରିବେ ରାଜ୍ୟ ସରକାର।

  • Sunday, 29 October 2023
Ollywood Controversy
ତୁଟିବ କି ଓଲିଉଡ୍ କଳି ? ସମାଧାନ ପାଇଁ ଆଗକୁ ଆସିଲେ ଅରିନ୍ଦମ୍

ଅଭିନେତା ମନୋଜ ମିଶ୍ରଙ୍କୁ ଓଲିଉଡ୍ ଷ୍ଟାର ଅରିନ୍ଦମ୍ ରାୟଙ୍କ ଏ ଯୋଡ଼ହସ୍ତ ନିବେଦନ ପରେ ଓଡ଼ିଆ ସିନେ ଇଣ୍ଡଷ୍ଟ୍ରି ବିବାଦରେ ପଡ଼ିବ କି ଯବନିକା ?

  • Sunday, 29 October 2023
Keral Blast
କେରଳ ବ୍ଲାଷ୍ଟ ପଛରେ ଅଛି କି ଇସ୍ରାଏଲ୍-ହମାସ୍ ଯୁଦ୍ଧ ଲିଙ୍କ୍ ?

ସଭାଗୃହ ଭିତରେ ଥିଲେ ପ୍ରାୟ ଅଢ଼େଇ ହଜାର ଲୋକ। କୋଚ୍ଚିଠୁ ମାତ୍ର ୧୦ କିଲୋମିଟର ଦୂରରେ ଘଟିଥିବା ଏହି ସିରିଏଲ୍ ବ୍ଲାଷ୍ଟରେ ଜଣେ ମହିଳାଙ୍କ ମୃତ୍ୟୁ ଘଟିଥିବା ବେଳେ, ୫୦ରୁ ଅଧିକ ଆହତ ହୋଇଛନ୍ତି ।

  • Sunday, 29 October 2023
Special Story
ଟଳିପଡ଼ିବା ପୂର୍ବରୁ ଡ୍ରାଇଭର ବଞ୍ଚାଇ ଦେଇଥିଲେ ୫୦ରୁ ଉର୍ଦ୍ଧ୍ୱ ଯାତ୍ରୀଙ୍କ ଜୀବନ

ବସ୍‌ରେ ଯାତ୍ରୀମାନଙ୍କୁ ନେଇ ଯାଉଥିବା ବେଳେ ଅଧାବାଟରେ ଟଳି ପଡ଼ିଛନ୍ତି ଚାଳକ। ଏକ ବଡ଼ ଦୁର୍ଘଟଣାରୁ ବର୍ତ୍ତିଯାଇଛନ୍ତି ଯାତ୍ରୀମାନେ।

  • Sunday, 29 October 2023
Sarve Bhabantu Sukhinah
ସବୁ କ୍ଷେତ୍ରରେ ଆଲୋଚନାର ଆବଶ୍ୟତା ରହିଛି, ପରସ୍ପରକୁ ସମୟ ଦିଅନ୍ତୁ

କିଛି ଲୋକଙ୍କୁ ସୁଧୁରି ଯିବ, କିଛି ଲୋକ ସୁଧୁରିବେନି। ତେବେ ଲୋକଙ୍କୁ କେମତି ସୁଧାରିବେ ? ସବୁ କ୍ଷେତ୍ରରେ ଆଲୋଚନାର ଆବଶ୍ୟତା ରହିଛି, ପରସ୍ପରକୁ ସମୟ ଦିଅନ୍ତୁ।

  • Sunday, 29 October 2023
Floating stone ,
ଖାଲି ଆଖିକୁ ଏହି ପଥର ଅତି ସାଧାରଣ ଦେଖାଯାଉଥିଲେ ମଧ୍ୟ ଏଥିରେ ରହିଛି ଅନେକ ମହାତ୍ମ୍ୟ

ଏଇ ପଥର, ଖାଲି ଆଖିକୁ ଏଇ ପଥର ଅତି ସାଧାରଣ ଦେଖାଯାଉଥିଲେ ମଧ୍ୟ ଏଥିରେ ରହିଛି ଅନେକ ମହାତ୍ମ୍ୟ । ସ୍ୱୟଂ ପ୍ରଭୁ ଶ୍ରୀରାମଚନ୍ଦ୍ର ଏହି ପଥର ବ୍ୟବହାର କରି ସେତୁବନ୍ଧ ବାନ୍ଧିଥିଲେ ବୋଲି ବିଶ୍ୱାସ କରାଯାଏ । ଏହି ପଥର ଆସିବାରୁ ଆମ ଗାଁରେ ଏବେ ଆଧ୍ୟାତ୍ମିକ ପରିବେଶ । ସମ୍ପୂର୍ଣ୍ଣ ଗାଁ ଏବେ ରାମ ନାମ ଜପୁଛି ।

  • Sunday, 29 October 2023
Locals in this Odisha village still have faith on Ayurveda
ଚେରମୂଳିରେ ଭଲ ହେଉଛି ଅସାଧ୍ୟ ରୋଗ!

ଦିନକୁ ଦିନ ବଦଳୁଛି ସମୟ । ଏସବୁ ମଧ୍ୟରେ ଆଜି ବି ଚେରମୂଳି ପ୍ରତି ରହିଛି ଅଗାଢ଼ ବିଶ୍ୱାସ । ଯାହାର ଚିତ୍ର ଦେଖିବାକୁ ମିଳିଛି କୋରାପୁଟ ଜିଲ୍ଲା ସର୍ବତି ଗ୍ରାମରେ ।

  • Sunday, 29 October 2023
Odisha will be divided in 2 parts if decision isn’t revoked, warns Congress’ Narasingha Mishra
ଓଲିଉଡ୍‌ କଳିରେ ପଶିଲା ରାଜନୀତି ! ଏମିତି ଚେତାବନୀ ଦେଲେ ବିଧାୟକ ନରସିଂହ ମିଶ୍ର...

‘ଅଭିନେତା ମନୋଜ ମିଶ୍ରଙ୍କ ବାସନ୍ଦ ପ୍ରତ୍ୟାହାର ନକଲେ ଓଡ଼ିଶା ୨ ଭାଗ ହୋଇଯିବ’...ଖୋଲାଖୋଲି ଚେତାବନୀ ଦେଲେ ବିଧାୟକ ନରସିଂହ ମିଶ୍ର

  • Saturday, 28 October 2023
Locals express corruption over extortion of money in name of accommodation
ଟଙ୍କା ପାଇଛନ୍ତି ମିଛ ହିତାଧିକାରୀ

ଉଠାଦୋକାନୀଙ୍କୁ ଥଇଥାନ ନାଁରେ ସହାୟତା ରାଶି ହଡ଼ପ ।

  • Saturday, 28 October 2023
Women endures with limitless pain for 21 years in Balasore
ଅଞ୍ଜଳିଙ୍କ ଜୀବନରେ ଆଞ୍ଜୁଳା ଆଞ୍ଜୁଳା ଦୁଃଖ

ଅଞ୍ଜଳିଙ୍କ ଜୀବନରେ କେହି ଯେମିତି ଭରିଦେଇଛି ଆଞ୍ଜୁଳା ଆଞ୍ଜୁଳା ଦୁଃଖ । ସ୍ୱାମୀଙ୍କ ଦେହାନ୍ତ ପରେ ଦିବ୍ୟାଙ୍ଗ ପୁଅକୁ ନେଇ କଷ୍ଟରେ ଚଳୁଛନ୍ତି କିଡନୀ ରୋଗରେ ଆକ୍ରାନ୍ତ ଅଞ୍ଜଳି ।

  • Saturday, 28 October 2023
Girls observe Jahni Osa for well being of family and success of their brothers
ଆଧୁନିକତାରେ ହଜିନି ପରମ୍ପରା, ଏବେବି ଜହ୍ନି ଓଷା ପାଳନ କରୁଛନ୍ତି କୁଆଁରୀ...

ଜହ୍ନି ଓଷା ପାଳନ କଲେ ଭଲ ବର ଓ ଭଲ ଘର ମିଳିଥାଏ। ଏଭଳି ବିଶ୍ୱାସ ରହିଥିବାରୁ କୁଆଁରୀ କନ୍ୟାମାନେ ଜହ୍ନି ଓଷା ବ୍ରତ କରିଥାନ୍ତି। ବିଶେଷ କରି ଗଞ୍ଜାମ ଓ ଗଜପତି ଜିଲ୍ଲାର ଝିଅମାନେ ଏହି ବ୍ରତକୁ ଅତି ଧୁମଧାମରେ ପାଳନ କରିଥାନ୍ତି।

  • Saturday, 28 October 2023
Lunar Eclipse 2023
ରାତି ୧ଟା ୦୫ ମିନିଟ୍‌ରେ ଗ୍ରହଣ ସ୍ପର୍ଶ ହେବ, ଗ୍ରହଣ ସ୍ପର୍ଶର ୯ଘଣ୍ଟା ପୂର୍ବରୁ ପାକ ନିଷେଧ...

ଆଜି କୁମାର ପୂର୍ଣ୍ଣିମା। ଆଉ ପୂର୍ଣ୍ଣିମାରେ ଏଥର ଚନ୍ଦ୍ରଗ୍ରହଣବି ଲାଗୁଛି। ରାତି ୧ଟା ୦୫ମି ୨୩ ସେକେଣ୍ଡରେ ଗ୍ରହଣ ସ୍ପର୍ଶ ହେବ। ଗ୍ରହଣ ସ୍ପର୍ଶର ୯ଘଣ୍ଟା ପୂର୍ବରୁ ପାକ ନିଷେଧ କରାଯାଇଛି । ଅପରାହ୍ନ ୪ଟା ୦୫ ରୁ ହାଣ୍ଡିଛାଡ଼ ଥିବା ବେଳେ ରାତି ୨ଟା ୨୩ ମିନିଟ୍ ପର୍ଯ୍ୟନ୍ତ ଭୋଜନ ଓ ଦେବନୀତି ସମ୍ପୂର୍ଣ୍ଣ ନିଷେଧ ରହିବ ।

  • Saturday, 28 October 2023
Lunar Eclipse
କାଲି ଗଜଲକ୍ଷ୍ମୀ ପୂଜା; ରାହୁଗ୍ରସ୍ତ ଖଣ୍ଡଗ୍ରାସ ଚନ୍ଦ୍ରଗ୍ରହଣ

ଆସନ୍ତାକାଲି ଗଜଲକ୍ଷ୍ମୀ ପୂଜା ତା ସାଙ୍ଗକୁ ଆଶ୍ୱିନପୂର୍ଣ୍ଣମୀ । ହେଲେ କାଲି ବି ପଡ଼ୁଛି ଚନ୍ଦ୍ର ଗ୍ରହଣ । ଏଥି ଯୋଗୁଁ ସୃଷ୍ଟି ହୋଇଛି ଦ୍ୱନ୍ଦ୍ୱ..

  • Friday, 27 October 2023
Onion Price Rise
ହୁ ହୁ ବଢୁଥିବା ପିଆଜ ଦରକୁ ନେଇ ଚିନ୍ତାରେ ଖଉଟି

ହୁ ହୁ ହୋଇ ବଢୁଛି ପିଆଜ ଦର । ସପ୍ତାହକ ତଳେ କିଲୋ ୩୦ରୁ ୩୫ ଟଙ୍କା ଥିବା ବେଳେ ଏବେ ୬୦ରୁ ୬୫ ଟଙ୍କା ହୋଇଛି । ଆଉ ଏହାକୁ ନେଇ ଖାଉଟିଙ୍କ ମଧ୍ୟରେ ଅସନ୍ତୋଷ ଦେଖା ଦେଇଛି..

  • Friday, 27 October 2023
Odia Music Director Swarup Nayak passes away
ଆଉ ନାହାନ୍ତି ପ୍ରଖ୍ୟାତ ସଂଗୀତ ନିର୍ଦ୍ଦେଶକ ସ୍ୱରୂପ ନାୟକ

ବିଶିଷ୍ଟ ଓଡ଼ିଆ ସଂଗୀତ ନିର୍ଦ୍ଦେଶକ ସ୍ୱରୂପ ନାୟକଙ୍କ ପରଲୋକ । ଦୀର୍ଘ ଦିନ ଧରି କ୍ୟାନସରରେ ପୀଡ଼ିତ ଥିଲେ । ଏକ ଘରୋଇ ହସ୍ପିଟାଲରେ ଚିକିତ୍ସିତ ହେଉଥିଲେ । ସେ ଏକଧାରାରେ ସଙ୍ଗୀତ ନିର୍ଦ୍ଦେଶକ, ଗାୟକ, ଅଭିନେତା, ଟେଲିଭିଜନ୍ ଜଜ୍ ଥିଲେ..

  • Friday, 27 October 2023
Aparajita Sarangi
ନେତାଙ୍କ ପରେ ସରକାରୀ କର୍ମଚାରୀଙ୍କର ପାଣ୍ଡିଆନ୍ ସ୍ତୁତି

ପାଣ୍ଡିଆନଙ୍କ ଜୟ ଜୟକାର ଏବେ ନେତାଙ୍କ ଭିତରେ ସୀମିତ ନାହିଁ । ସରକାରୀ କର୍ମଚାରୀ ବି କଲେଣି ଗୁଣଗାନ । ବିଭିନ୍ନ କର୍ମଚାରୀ ସଂଘ ଆଜି ନବୀନ ନିବାସକୁ ଯାଇ ଫାଇଭ୍ ଟି ଅଧ୍ୟକ୍ଷଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ଯାହାକୁ ନେଇ ଉଠିଛି ପ୍ରଶ୍ନ..

  • Friday, 27 October 2023
Rajinikanth lookalike takes social media by storm
ଚା ବିକୁଛନ୍ତି ରଜନୀକାନ୍ତ!

ରାଜରାସ୍ତାରେ ସାଉଥ ସୁପରଷ୍ଟାର । ଚପଲ ଓ ସର୍ଟସ୍ ପିନ୍ଧି ବିକୁଛନ୍ତି ଚା’। ଯାହାର ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ୍ ହେବାରେ ଲାଗୁଛି। ଟିକେ ଭଲ କରି ଦେଖନ୍ତୁ ଏହି ଭିଡିଓକୁ । ଏ ବ୍ୟକ୍ତି ଜଣକ ହେଉଛନ୍ତି ସାଉଥ ସୁପରଷ୍ଟାର ରଜନୀକାନ୍ତଙ୍କ ଡୁପ୍ଲିକେଟ୍ ।

  • Friday, 27 October 2023
Al Jazeera journalist’s family killed in Gaza strike
ଶବର ଗଦା ଭିତରେ ଉଜୁଡା ପରିବାରକୁ ଦେଖିଲେ ସାମ୍ୱାଦିକ

ସାମ୍ୱାଦିକ ଭାବେ ନିଜ କ୍ୟାମେରାରେ ଯୁଦ୍ଧ ନିହତଙ୍କ ଦୃଶ୍ୟ କଏଦ କରୁଥିବା ବେଳେ ଶବଗଦାରେ ଭେଟିଥିଲେ, ନିଜ ପରିବାରକୁ । ହାତ ଥରି ଉଠିଥିଲା ଆଉ ଟଳିପଡିଥିଲା କ୍ୟାମେରା । ତାପରେ ଝିଅ ଓ ନାତିକୁ କୋଳେଇ ନେଇ ଭୋ ଭୋ କରି କାନ୍ଦିବାକୁ ଲାଗିଲେ।

  • Friday, 27 October 2023
Watch: Czech influencer drops 1 million Dollars from helicopter
ଆକାଶରୁ ଖସୁଛି ଟଙ୍କା

ଆପଣମାନେ ଜାଣନ୍ତି କି, ଆକାଶରୁ ମଧ୍ୟ ଟଙ୍କା ବର୍ଷା ହୋଇପାରେ । ଚେକ୍ ଗଣରାଜ୍ୟରେ ଘଟିଛି ଏପରି ଘଟଣା । ଦେଖନ୍ତୁ ଏହି ରିପୋର୍ଟ ।

  • Friday, 27 October 2023
Israel-Hamas war
ମୃତଦେହ ଚିହ୍ନାଇବ ବ୍ରେସଲେଟ୍

ଇସ୍ରାଏଲ-ହମାସ ଯୁଦ୍ଧରେ ହଜାର ହଜାର ଲୋକଙ୍କ ମୃତ୍ୟୁ ହେଉଛି । ଯୁଦ୍ଧରେ ଜୀବନ ଯାଉଥିବା ହଜାର ହଜାର ଲୋକଙ୍କ ମଧ୍ୟରେ ମୃତଦେହ ଚିହ୍ନଟ କରିବାରେ ଅସୁବିଧା ହେଉଛି । ସେଥିପାଇଁ ସହଜରେ ମୃତଦେହ ଚିହ୍ନଟ କରିବାକୁ ବ୍ରେସଲେଟ୍ ବ୍ୟବହାର କରିବାକୁ କହିଛି ପାଲେଷ୍ଟାଇନ୍ ।

  • Friday, 27 October 2023