• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Latest Videos

Politics
ସୁକତେଲ ବାହାନା..ନେତା ମାରୁଛନ୍ତି ତେଲ

୨୩ ବର୍ଷର ସଂଘର୍ଷ ପରେ, ବଲାଙ୍ଗିର ଜିଲ୍ଳାର ଜୀବନରେଖା ଲୋୟର ସୁକତେଲ ଡ୍ୟାମ ଉଦଘାଟିତ ହେଲେ.. ସତ, କିନ୍ତୁ ପ୍ରକଳ୍ପ କାମ ଏବେ ବି ସରିନି..ସେପଟେ ବିସ୍ଥାପିତଙ୍କ ଥଇଥାନ ବ୍ୟବସ୍ଥାକୁ ନେଇ ଭୋଟ ପୂର୍ବରୁ ନେତାଙ୍କ ମହୁ ଲଗା ପ୍ରତିଜ୍ଞା ଆଉ ପ୍ରତିଶ୍ରୁତି ଦେଖିବାକୁ ମିଳିଛି..

  • Saturday, 06 January 2024
Tourist Place
କାଳ ଡ୍ୟାମରେ ଭୋଜିଟେ ହେବ..

ଏପଟେ ପକୋଡା ଛଣା ଚାଲିଛି.. ସେପଟେ ଅଦା, ରସୁଣ ଛେଚା ହେଉଛି.. ମସଲା ପ୍ରସ୍ତୁତ ହେଲେ ମଟନ କସାରେ ହେବ.. କାରଣ ଆଜି ଏମାନଙ୍କ ପିକନିକ୍.. ପରିବାର, ସମ୍ପର୍କୀୟଙ୍କୁ ନେଇ କପ୍ତିପଦା କାଳ ଡ୍ୟାମରେ ଡେରା ପକାଇଛନ୍ତି ଏମାନେ..

  • Saturday, 06 January 2024
Hi-Tech Medical
କାହାର ଅବହେଳା ପାଇଁ ସୃଷ୍ଟି ହେଲା ଦ୍ୱନ୍ଦ୍ୱ ?

ମୃତଦେହ ଚିହ୍ନଟ ଦ୍ବନ୍ଦ୍ବ ଭିତରେ ଅକାଳରେ ଝଡିପଡିଛି ଗୋଟିଏ ନିରୀହ ଜୀବନ । ସ୍ବାମୀ ଛାଡି ଚାଲିଯିବା କୋହରେ ଜୀବନ ହାରିଛନ୍ତି ପତ୍ନୀ । ପ୍ରଶ୍ନ ଉଠୁଛି, କେଉଁ ପରିସ୍ଥିତିରେ ଉପୁଜିଲା ଏଭଳି ସାଂଘାତିକ ଦ୍ୱନ୍ଦ୍ୱ ?

  • Friday, 05 January 2024
Odisha Politics, BJD
କଟକ ବିଜେଡି ନେତାଙ୍କୁ ପାଣ୍ଡିଆନଙ୍କ ଲଲିପପ୍

ଯିଏ ବଡ଼ ମାର୍ଜିନରେ ଜିତିବ, ତାଙ୍କୁ ନବୀନ ନିବାସରେ ମୁଖ୍ୟମନ୍ତ୍ରୀଙ୍କ ସହ ଚିହ୍ନା କରାଇବି । କଟକ ସଭାରେ ଦଳୀୟ ନେତାଙ୍କୁ ପାଣ୍ଡିଆନଙ୍କ ଏଭଳି ଅଫରକୁ ନେଇ ଜୋରଦାର ଚର୍ଚ୍ଚା।

  • Friday, 05 January 2024
Hi-Tech Medical
ହାଇଟେକ୍ ଡେଡବଡି ଦ୍ୱନ୍ଦ୍ୱକୁ ନେଇ ହଇଚଇ

ଭୁବନେଶ୍ୱର ହାଇଟେକ୍ ହସ୍ପିଟାଲରେ ଅନ୍ତହୀନ ଟ୍ରାଜେଡି। ସେଦିନର ବିସ୍ଫୋରଣ ଆଜି ଆହୁରି ବିସ୍ଫୋରକ ରୂପ ନେଇଛି। ମେଡ଼ିକାଲ୍ କିମ୍ବା ପୋଲିସର ଦାୟିତ୍ୱହୀନତା ପାଇଁ ହେଉ କିମ୍ବା ପରିବାରର ଅଜ୍ଞତାରୁ ହେଉ, ମୃତକଙ୍କ ପରିଚୟକୁ ନେଇ ସୃଷ୍ଟି ହୋଇଛି ବିରାଟ ଦ୍ୱନ୍ଦ୍ୱ ।

  • Friday, 05 January 2024
Srimandir Parikrama Project
ଜାନୁଆରୀ ୧୧ ତାରିଖ ଶେଷ କଣ୍ଟ

ପାଖେଇ ଆସୁଛି ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ଲୋକାର୍ପଣ ଉତ୍ସବ ସମୟ। ଏଥିପାଇଁ ତତ୍ପର ପ୍ରଶାସନ, ତତ୍ପର ସରକାର। ଜାନୁଆରୀ ୧୧ ସନ୍ଧ୍ୟା ସୁଦ୍ଧା ପ୍ରକଳ୍ପ କାମ ସାରି ହସ୍ତାନ୍ତର କରିବାକୁ ଆଜି ଓବିସିସିକୁ ଡେଡ୍ ଲାଇନ୍ ଦେଇଛନ୍ତି ମୁଖ୍ୟ ଶାସନ ସଚିବ।

  • Friday, 05 January 2024
Odisha BJP
ଓଡ଼ିଶା ପାଇଁ ବିଜେପିର ମାଷ୍ଟର ପ୍ଲାନ୍

ଓଡିଶା ପାଇଁ ବିଜେପିର ମାଷ୍ଟର ପ୍ଲାନ୍ । ନିର୍ବାଚନ ରଣନୀତିଠୁ ନେଇ ପରିଚାଳନା ଯାଏଁ ଦାୟିତ୍ବରେ ରହିବେ କେନ୍ଦ୍ରୀୟ ନେତା। ଫୋକସରେ ୧୦ ହଜାରରୁ କମ୍ ଭୋଟରେ ଦଳ ହାରିଥିବା ୪୦ ବିଧାନସଭା କ୍ଷେତ୍ର ।

  • Friday, 05 January 2024
Ayodhya Ram Mandir
ଆସୁଛି ବହୁ ପ୍ରତିକ୍ଷୀତ ଦିନ, ଆସିବେ ରାମଲାଲା

ଆସୁଛି ସେଇ ବହୁ ପ୍ରତିକ୍ଷୀତ ଦିନ, ଯେତେବେଳେ ଅଯୋଧ୍ୟାକୁ ଆସିବେ ରାମଲାଲା। ଭବ୍ୟ ମନ୍ଦିରରେ ବିରାଜିବେ, କୋଟି କୋଟି ରାମଭକ୍ତଙ୍କୁ ଦର୍ଶନ ଦେବେ। ଆଉ ଏଥିପାଇଁ ନିର୍ଘଣ୍ଟ ହୋଇଛି ୮୪ ସେକେଣ୍ଡର ଦିବ୍ୟ, ପବିତ୍ର ମୁହୂର୍ତ୍ତ।

  • Friday, 05 January 2024
News Fuse
ଏଠି ଜମ ବି ରହିବନି.. ଆମେ ଲୋକ ନୁହେଁ ପୋକ ଗୁଡ଼ା

ଛାତ ନାଁରେ ଭଣ୍ଡେଇ ଦେଲେ ସରକାର.. ଭାବୁଛନ୍ତି ଆମେ ବୋଧେ ଲୋକ ନୁହେଁ ପୋକ ଗୁଡ଼ା..

  • Friday, 05 January 2024
Farming Vegetables
ଦାଦନ ଖଟିବାକୁ ଗଲିନି.. ମୋ ଗାଁରେ ଚାଷୀ ହେଇଗଲି..

ଏମାନେ ଗରିବ ସତ..ହେଲେ ଦାଦନ ଖଟିବାକୁ ରାଜ୍ୟ ବାହାରକୁ ଗଲେନି.. ନିଜ ମାଟିରେ ରହି ରୋଜଗାର କରିବାକୁ ନିଷ୍ପତ୍ତି ନେଲେ.. ଆଉ ସ୍ୱାମୀ ସ୍ତ୍ରୀ ମିଶି ଚାଷୀ ପାଲଟିଗଲେ..

  • Friday, 05 January 2024
Family seeks financial aid for treatment of son in Odisha’s Bhadrak
୧୩ ବର୍ଷ ହେଲାଣି ଦଉଡ଼ିରେ ବନ୍ଧା ହୋଇ ପଡ଼ିଛି ଲିପୁନ.. ମାଆ ବାପା ତାକୁ ବାନ୍ଧିଛନ୍ତି..

ପରିସ୍ଥିତି ଏମିତି ହୋଇଗଲା ଯେ, ହୃଦୟରେ ପଥର ରଖି ଗେହ୍ଲା ପୁଅକୁ ବାନ୍ଧିବାକୁ ପଡ଼ିଲା.. ଜଣାନଥିଲା କେତେଦିନ.. କିନ୍ତୁ ଦେଖୁ ଦେଖୁ ୧୩ ବର୍ଷ ବିତିଗଲା.. ପୁଅର ଅବସ୍ଥା ସୁଧୁରିଲାନି କି ମାଆର ମମତା ବଦଳିଲାନି.. ଥକିପଡ଼ିନି ଏଇ ମାଆ.. ଏଇ ମାଆ ପୁଅଙ୍କ କାହାଣୀ ଜାଣିଲେ ଆଖିରୁ ଲୁହ ଝରିଯିବ..

  • Friday, 05 January 2024
drink water
ସେମାନେ ପିଇବେ ସଫା..ଏମାନଙ୍କୁ ଗୋଳିଆ.. ପୋଚରା

ଛି.. ଦେଖିଲେ ହାତ ଧୋଇବାକୁ ବି ଇଚ୍ଛା ହେଉନି.. ଆଉ ଏଇ ପାଣିକୁ ଏଠି ମଣିଷ ପିଉଛନ୍ତି.. ଟିକେ ଏ କୂଅ ବି ଦେଖନ୍ତୁ.. ପାଣି କେମିତି ଆମ୍ବରସ ଭଳି ଦେଖାଯାଉଛି.. ଏବେ ଏଇ କୂଅଟିକୁ ମଧ୍ୟ ଦେଖନ୍ତୁ.. କେତେ ଅସନା ଆଉ ଅପରିଷ୍କାର..ଏଇ ସବୁ ପାଣିକୁ କେମିତି ବା ମଣିଷ ବ୍ୟବହାର କରିପାରିବ ? ଆପଣଙ୍କୁ ଯଦି ଏଇ ପାଣି ପିଇବାକୁ ଦିଆଯାଏ ଆପଣ ପିଇବେ ତ ?

  • Friday, 05 January 2024
Odisha's Dhenkanal
୪୦ ହଜାର ଔଷଧୀୟ ବୃକ୍ଷ ସହିତ ଦିନଟିଏ କାଟନ୍ତୁ..

ଏସିଆ ମହାଦେଶର ସବୁଠାରୁ ବଡ଼ ଔଷଧୀୟ ଅରଣ୍ୟ..ତାସହ ଓ୍ୱାଟର୍ ପାର୍କ, ସୁଇମିଂ ପୁଲ୍, ବଣଭୋଜି କରିବା ଲାଗି ସବୁ ବ୍ୟବସ୍ଥା, ରାତ୍ରିଯାପନ ଲାଗି କଟେଜ ଆଉ ଏକ ବିରାଟ ଗୋଶାଳା ବି ଅଛି.. ପୂରା ଇକୋଟୁରିଜିମର ମଜା ନେଇପାରିବେ..ଚାଲନ୍ତୁ ଯିବା.. ପିକନିକ୍ କରିବା..

  • Friday, 05 January 2024
Road mishap
ତୁହାକୁ ତୁହା ଉତ୍ତେଜନା... ପୋଲିସ ଜନତା ମୁହାଁମୁହିଁ

ବୁଝାସୁଝା ପରେ ଆନ୍ଦୋଳନ ଥମୁଥିଲା କିଛି କ୍ଷଣ ପରେ ପୁଣି ତେଜୁଥିଲା ।

  • Thursday, 04 January 2024
Bharat Sankalpa Rath
ଭାରତ ସଂକଳ୍ପ ରଥକୁ ବିଭିନ୍ନ ସ୍ଥାନରେ ବିରୋଧ

ଡ୍ରାଇଭର ଓ କର୍ମଚାରୀଙ୍କୁ ଗାଳିଗୁଲଜ, ଗାଡି ନ ରଖିବାକୁ ଧମକ ।

  • Thursday, 04 January 2024
Chit Fund Politics
୨୪ ନିର୍ବାଚନ ପୂର୍ବରୁ ତେଜିଲା ଚିଟ୍‌ଫଣ୍ଡ ରାଜନୀତି

ଯାହାକୁ ନେଇ ଅଡୁଆରେ ରାଜ୍ୟ ସରକାର।

  • Thursday, 04 January 2024
Deep fake
ନେତାଙ୍କୁ ଘାରିଛି ଡିପ୍ ଫେକ୍ ଆଶଙ୍କା

କେନ୍ଦ୍ର ସରକାରଙ୍କ ତତ୍ପରତା ପରେ ସମ୍ଭାବ୍ୟ ସମସ୍ୟାକୁ ପ୍ରତିହତ ପାଇଁ ବ୍ଲୁ ପ୍ରିଣ୍ଟ ପ୍ରସ୍ତୁତ କରିଛି କମିଶନରେଟ୍ ପୋଲିସ ।

  • Thursday, 04 January 2024
Narendra Modi
ଜୀବନରେ ରୋମାଂଚ ଦରକାର ତ ଲାକ୍ଷାଦ୍ବୀପ ଆସ

ଲାକ୍ଷାଦ୍ବୀପ ଗସ୍ତରେ ଥିବା ପ୍ରଧାନମନ୍ତ୍ରୀ ଆଜି ସକାଳୁ ସମୁଦ୍ର କୂଳରେ ଭ୍ରମଣର ମଜା ନେଇଥିଲେ।

  • Thursday, 04 January 2024
Air Quality
ଧୂଆଁ... ଧୂଳି... ଅନ୍ଧାର... ଦିନରେ ରାତିର ଭ୍ରମ

ଛାତ ବି କହୁଛି ଏଠି ପ୍ରଦୂଷଣର ମାତ୍ରା କେତେ ।

  • Thursday, 04 January 2024
News Fuse
ଗଞ୍ଜି ପିନ୍ଧିବା ଜାଗାରେ ଗଞ୍ଜେଇ ଚାଲାଣ

ପ୍ରେମିକ ଭାଇଙ୍କ ଛାତିରେ ଗଞ୍ଜେଇ

  • Thursday, 04 January 2024
Nuapada Farmer
ଥାଇ ବରକୋଳି ଚାଷ ଦେଇଛି ରୋଜଗାର

ଅଧ ଏକର ଜମିରେ ପରୀକ୍ଷାମୂଳକ ଭାବେ ୧୬୦ଟି ବରକୋଳି ଗଛ ଲଗାଇଥିଲେ । ଯାହା ଏବେ ଦେଇଛି ସଫଳତା ।

  • Thursday, 04 January 2024
Medical Student
ଅଭାବ ସାଜିଛି ଡାକ୍ତରୀ ପଢ଼ାରେ ପ୍ରତିବନ୍ଧକ

ମାଆ ଓ ସାନ ଭାଇ ସହ ମିଶି କ୍ଷେତରେ ହଳଦୀ ଖୋଳୁଛନ୍ତି । କେବଳ ଯେ ହଳଦୀ ଖୋଳୁଛନ୍ତି ତା ନୁହେଁ ମାଆଙ୍କ ସହିତ ବସି ହଳଦୀ ବଛାବଛି କରୁଛନ୍ତି ।

  • Thursday, 04 January 2024
Odisha Politics
ଚର୍ଚ୍ଚାରେ ପାରାଦୀପ ପଲିଟିକ୍ସ; କାହିଁକି ହଟିଲା ଦାମଙ୍କ ବହିଷ୍କାର ପ୍ରତ୍ୟାହାର ?

ନିର୍ବାଚନର ମାତ୍ର କିଛି ମାସ ପୂର୍ବରୁ ଦାମଙ୍କ ଉପରୁ ହଠାତ୍ ବହିଷ୍କାର ଆଦେଶ ପ୍ରତ୍ୟାହାର ପଛରେ କଣ ଷ୍ଟ୍ରାଟେଜି ତାକୁ ନେଇ ଆରମ୍ଭ ହୋଇଛି ଚର୍ଚ୍ଚା। ଯଦିଓ ଦାମଙ୍କ ପୁଅ କହିଛନ୍ତି ବାପାଙ୍କୁ ଖୁସି କରିବାକୁ ସେ ୨ ବର୍ଷ ପୂର୍ବରୁ ଏହି କଥା ପାଣ୍ଡିଆନଙ୍କୁ କହିଥିଲେ।

  • Wednesday, 03 January 2024
Bus Service
ରାଜ୍ୟରେ କେମିତି ଚାଲିଛି ଲକ୍ଷ୍ମୀ ବସ୍

ଅପହଂଚ, ଉପାନ୍ତ ଓ ଦୁର୍ଗମ ଅଂଚଳ ସହ ଗାଁ ଗାଁରେ ଲୋକଙ୍କୁ ଯାତାୟତର ସୁବିଧା ଦେବାକୁ ସରକାର ଆରମ୍ଭ କରିଛନ୍ତି ଲକ୍ଷ୍ମୀ ବସ୍ । ଉଦ୍ଦେଶ୍ୟ, ପଂଚାୟତରୁ ବ୍ଳକ୍ ଯାଏଁ ଲୋକଙ୍କୁ ହାତ ପାଆନ୍ତାରେ, ସ୍ୱଳ୍ପ ଖର୍ଚ୍ଚରେ ଗମନା ଗମନର ସୁବିଧା ଯୋଗାଇଦେବା । ହେଲେ ସରକାରଙ୍କ ଏହି ବହୁ ଆଡମ୍ବରେ ଯେମିତି ଲଘୁକ୍ରିୟାରେ ପରିଣତ ହୋଇଛି ।

  • Wednesday, 03 January 2024
Odisha consumed liquor worth Rs 60 crore on New Year eve
ନୂଆବର୍ଷରେ ପିଉ ପିଉ ପିଇଦେଲେ ୧୧ ଲକ୍ଷ ଲିଟର ମଦ !

ନୂଆବର୍ଷରେ ଜମିଥିଲା ନାଲିପାଣି ନିଶା ! ଫୁଲ୍ ନିଶାରେ ଝୁମିଥିଲା ପୂରା ଓଡ଼ିଶା ! ପିଉ ପିଉ ପିଇ ଦେଇଥିଲା ୧୧ ଲକ୍ଷ ଲିଟର ମଦ ! ନିଶାପାଣିରେ ଉଡ଼ିଗଲା ୬୦ କୋଟିରୁ ଅଧିକ ଟଙ୍କା !

  • Wednesday, 03 January 2024