""
ବିବିଧ Videos ମୁହାଁମୁହିଁ ହେବେ କଙ୍ଗନା-ୟାମି? ହିମାଚଳ ପ୍ରଦେଶର ମଣ୍ଡି ଲୋକସଭା ଆସନରେ ହୋଇପାରେ ଜୋରଦାର ଟକ୍କର । ମୁହାଁମୁହିଁ ହେବେ କି କଙ୍ଗନା-ୟାମୀ । ବିଜେପି ଏହି ଆସନରେ ବଲିଉଡ ଅଭିନେତ୍ରୀ କଙ୍ଗନା ରଣାୱତଙ୍କୁ ପ୍ରାର୍ଥୀ ଘୋଷଣା କରିଥିବା ବେଳେ ଏବେ ୟାମୀ ଗୌତମଙ୍କୁ ପ୍ରାର୍ଥୀ କରିବା ନେଇ ଚର୍ଚ୍ଚା ଜୋର ଧରିଛି । Pallipuspa Samal 28 Mar 2024 13:07 IST Yami Gautam against Kangana Kangana Ranaut Yami GautamAdvertisment Read More Advertisment ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ