ଆଉ ମ୍ୟାନେଜ୍ ମୁଡ୍ରେ ନାହାନ୍ତି ବିଦ୍ରୋହୀ ବିଜେଡି ନେତା । ଟିକେଟ୍ ନମିଳିବା ଜାଣି ସିଧା ପଦ୍ମ ପୋଖରୀକୁ ମାରୁଛନ୍ତି ଡିଆଁ । ଆଜି ବିଜେପିରେ ମିଶିଲେ ପ୍ରିୟଦର୍ଶୀ ମିଶ୍ର ଓ ସନ୍ତୋଷ ଜେନା ।
ବିଜେଡିରୁ ଖାଲି ହୋଇଯିବେ କି କ୍ରାଉଡପୁଲର ? ଗତ ୪ ଦିନରେ ଶଙ୍ଖ ଦଳଠୁ ସଂପର୍କ ଛିନ୍ନ କଲେଣି ଚାରି ଚାରି ଜଣ ଓଲିଉଡ ଷ୍ଟାର। ଅରିନ୍ଦମ ଓ ସିଦ୍ଧାନ୍ତଙ୍କ ପରେ ଆଜି ବିଜେଡିକୁ ଅଲବିଦା କହିଛନ୍ତି ଅନୁଭବ ଓ ଆକାଶ।
ଏକାମ୍ରରୁ ମଧ୍ୟ, ଭୁବନେଶ୍ବରର ୩ ଆସନରେ ବିଦ୍ରୋହୀଙ୍କ ଶାଣିତ ସ୍ବର । ବିଜେଡି ଝାଳନାଳ, କାହାକୁ ଦେବେ ଟିକେଟ୍ ଚିନ୍ତାରେ ଦଳ ସୁପ୍ରିମୋ ।ଏଥର ରାଜଧାନୀରେ ବଡ଼ ଲଢ଼େଇ ହେବା ନେଇ ବଢ଼ିଲା ଚର୍ଚ୍ଚା...
ବୈଶାଖ ଆସିବା ଆଗରୁ ମୁଣ୍ଡଫଟା ଖରା ଓ ଅସହ୍ୟ ଗ୍ରୀଷ୍ମ ପ୍ରବାହର ତାଉ । ଆଭ୍ୟନ୍ତରୀଣ ଓଡ଼ିଶାରେ ତ ଅଘୋଷିତ କର୍ଫ୍ୟୁ ।
ନିର୍ବାଚନ ଆସୁଛି ବୋଲି ରାଜନେତା ଓ ରାଜନୈତିକ ଦଳ ସିନା ଭୋଟ୍ ଗୋଟେଇବାକୁ ଅଣ୍ଟା ଭିଡ଼ିଛନ୍ତି । ହେଲେ ଗ୍ରାଉଣ୍ଡ ଜିରୋରେ କିନ୍ତୁ ରାଗ ତମ ତମ ହୋଇ ଭୋଟ୍ ବର୍ଜନ ପାଇଁ ନିଷ୍ପତ୍ତି ନେଇଛନ୍ତି ଭୋଟର୍ ।
ଚିନ୍ତାରେ ଢେଙ୍କାନାଳର ଆମ୍ବ ଚାଷୀ। କାରଣ ଶହ ଶହ ଏକର ଆମ୍ବ ବଗିଚାରେ ମାଡି ଗଲାଣି ରେଡବ୍ୟାଣ୍ଡ ପୋକ। ଅମଳ ହେବା ପୂର୍ବରୁ ଗଛରୁ ଝଡି ପଡୁଛି ସବୁ ଆମ୍ବ। ଦିନକୁ ଦିନ ଏହି ପୋକ ଆମ୍ବ ନଷ୍ଟ କରିଦେଉଥିବାବେଳେ ଆତଙ୍କିତ ହୋଇ ପଡିଛନ୍ତି ଜିଲ୍ଲାର ଅଧିକାଂଶ ଚାଷୀ।
କୋରାପୁଟ ସହରରେ ଅଟକି ରହିଛି ଆଉଟ୍ ଡୋର ସ୍ପୋର୍ଟସ୍ କମ୍ପ୍ଲେକ୍ସ ନିର୍ମାଣ କାର୍ଯ୍ୟ । ବିଦ୍ୟୁତ୍ ବିଭାଗକୁ ଦୋଷ ଦେଇ ଖସିଯାଉଛି କୋରାପୁଟ ପୌର ପରିଷଦ ।
ବୌଦ୍ଧ ଜଳସେଚନ ବିଭାଗର ବିଚିତ୍ର ନ୍ୟାୟ... ନଦୀ ଗର୍ଭରେ କରୁଛି ବେଆଇନ ପଥର ବ୍ଲାଷ୍ଟିଂ... ନଦୀର ପ୍ରାକୃତିକ ଶଯ୍ୟା ବେଆଇନ ବ୍ଲାଷ୍ଟିଂ କରୁଛି ସଂପୃକ୍ତ ଠିକାସଂସ୍ଥା... ନଦୀ ଗର୍ଭରେ ପଥର ବ୍ଲାଷ୍ଟିଂ କରି କୂଳରେ ନିର୍ମାଣ କରୁଛି ସୁରକ୍ଷା ପାଚେରୀ
ଖରା ତାତି ସାଙ୍ଗକୁ ତାଳ ଦେଇ ବଢ଼ୁଛି ଜଳକଷ୍ଟ । ପୁରା ପଶ୍ଚିମ ଓଡ଼ିଶାରେ ଦିନକୁ ଦିନ ବଢ଼ିବାରେ ଲାଗିଛି ତାପମାତ୍ରା...ରାଉରକେଲା ମହାନଗର ନିଗମପକ୍ଷରୁ ଲାଗିଥିବା ୱାଟର ଏଟିଏମ ଏବେ ଅଚଳ ଅବସ୍ଥାରେ...
ଭଦ୍ରକ ଚାନ୍ଦବାଲି ବୈତରଣୀ ନଦୀ ପାର୍ଶ୍ୱରେ ସୌନ୍ଦର୍ଯ୍ୟକରଣ ନାଁ ରେ କୋଟି କୋଟି ଟଙ୍କା ଲୁଟ୍ ଅଭିଯୋଗ ! ୧୮ କୋଟି ଟଙ୍କା ବ୍ୟୟ ଅଟକଳରେ ୨୦୨୩ ଏପ୍ରିଲ ୨୦ ତାରିଖରେ ଚାନ୍ଦବାଲି ବିଧାୟକ ବ୍ୟୋମକେଶ ରାୟ ଭିତ୍ତି ପ୍ରସ୍ତର ଶୁଭ ଦେଇଥିବାବେଳେ ଜଳ ସଂପଦ ବିଭାଗକୁ ନିର୍ମାଣ ଦାୟିତ୍ୱ ଦିଆଯାଇଥିଲା । ୨୦୨୪ ଜୁନ୍ ରେ କାର୍ଯ୍ୟ ଶେଷ ହେବାକୁ ଲକ୍ଷ୍ୟ ଧାର୍ଯ୍ୟ କରାଯାଇଥିବାବେଳେ ଏଯାଏଁ ୧୦ ପ୍ରତିଶତ କାର୍ଯ୍ୟ ହୋଇନଥିବା ଅଭିଯୋଗ କରିଛନ୍ତି ସ୍ଥାନୀୟ ଲୋକେ ।
ପରିକ୍ରମା ପ୍ରକଳ୍ପ ଲୋକାର୍ପଣର ଏତେଦିନ ପରେ ବି ୪ ଦ୍ୱାର ଖୋଲାନଯିବାକୁ ନେଇ ଉଠିଛି ବଡ଼ ପ୍ରଶ୍ନ।
ଟିକେଟକୁ ନେଇ ବଢୁଥିବା ଅନ୍ତର୍କନ୍ଦଳ ଭିତରେ ଶାସକ ଦଳ କିନ୍ତୁ ନିଜ ନେତାଙ୍କ ଅପେକ୍ଷା ଆମଦାନୀ ନେତାଙ୍କୁ ଦେଉଛି ବେଶି ଗୁରୁତ୍ୱ ।
କିଛି ଅଫିସର ଶାସକ ଦଳର କର୍ମୀ ସାଜି ବିରୋଧୀ ଦଳର ନେତାମାନଙ୍କୁ ଧମକ ଚମକ ଦେଉଥିବା ବିଜେପି ଏବଂ କଂଗ୍ରେସ ଅଭିଯୋଗ କରିଛି। ତେବେ ବିଜେଡି ଅଭିଯୋଗକୁ ଖଣ୍ଡନ କରିଛି।
ଏଭଳି ସ୍ଥିତିରେ ମହାନଦୀକୁ ଅକାଳ ମୃତ୍ୟୁରୁ ରୋକିବାକୁ ବେଳ ଥାଉ ଥାଉ ପ୍ରଶାସନ ଯଥାଶୀଘ୍ର ଉଚିତ ପଦକ୍ଷେପ ନେବା ଜରୁରୀ ହୋଇପଡ଼ିଛି।
ସୁନାର ଏମିତି ଉଚ୍ଚା ଦର ଦେଖି ଚିନ୍ତାରେ ଗ୍ରାହକ । କମେଇ ଦେଲେଣି ସୁନାଗହଣା କିଣା । ଏପଟେ ବ୍ୟବସାୟୀ କହିଛନ୍ତି, ସୁନା ଦରବୃଦ୍ଧି ଯୋଗୁଁ ଢେର ମାଡ଼ ଖାଉଛି ବେପାର ।
ଥାଇଲାଣ୍ଡରେ ବହୁଳ ଚାଷ ହେଉଥିବା ହଳଦିଆ ତରଭୁଜ । ଯାହା ଏବେ କେନ୍ଦୁଝର ତେଲକୋଇ ବ୍ଲକରେ ବହୁଳ ଭାବରେ ଚାଷ ହେଉଛି । ସମାନ ଖର୍ଚ୍ଚରେ ଭଲ ରୋଜଗାର ବି ହେଉଛି ।
ଏକା ସାଥିରେ ରହୁଥିଲେ, ଏକାଠି ଖାଉଥିଲେ ଆଉ ଏକାଠି ପାଠ ବି ପଢୁଥିଲ । ଖାଲି ସେତିକି ନୁହେଁ ଦୁଇବନ୍ଧୁ ଏକା ସାଙ୍ଗରେ ବେଦାନ୍ତ କମ୍ପାନୀରେ ଚାକିରୀ ବି ପାଇଥିଲେ । ହେଲେ କିଏ ଜାଣିଥିଲା ଦୁଇବନ୍ଧୁ ଦିନେ ସାଥିହୋଇ ଆରପାରିକୁ ଚାଲିଯିବେ ।
ପିଲାମାନେ ଧାଡ଼ିଧାଡ଼ି ହୋଇ ଆସୁଛନ୍ତି…ଟେଲିସ୍କୋପରେ ମହାକାଶର ଦୃଶ୍ୟ ଦେଖୁଛନ୍ତି । ଆପଣ ଭାବୁଥିବେ ଏ କୌଣସି ବିଜ୍ଞାନାଗାରର ଦୃଶ୍ୟ । ଏହା ନା କୌଣସି ବିଜ୍ଞାନାଗାର ନା କୌଣସି ସରକାରୀ କାର୍ଯ୍ୟାଳୟ । ଏ ହେଉଛି ନୀଳଗିରି ସାନଅତା ଅଞ୍ଚଳର ସୁଜିତ୍ ମହାନ୍ତିଙ୍କ ଘର ଛାତ ଉପରର ଦୃଶ୍ୟ । ଏବେ ସନ୍ଧ୍ୟା ହେବା କ୍ଷଣି ଦେଖିବାକୁ ମିଳୁଛି ଏମିତି ଭିଡ଼ ।
ଦେଶର ଅର୍ଥମନ୍ତ୍ରୀଙ୍କ ପାଖରେ ନାହିଁ ଅର୍ଥ । ଆଉ ଟଙ୍କା ନଥିବାରୁ ନିର୍ବାଚନ ଲଢ଼ିବେନି ବୋଲି ନିଜେ ମନା କରିଦେଇଛନ୍ତି ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ । ବିଜେପି ଲୋକସଭା ନିର୍ବାଚନ ଲଢ଼ିବାକୁ ପ୍ରସ୍ତାବ ଦେଇଥିଲେ ମଧ୍ୟ ସେ ଅଗ୍ରାହ୍ୟ କରିଦେଇଛନ୍ତି ।
ବିଲରେ ହସୁଛି ତରଭୁଜ । ଆଉ ଏ ସୁନାର ଫସଲ ସ୍ୱାବଲମ୍ବୀ କରିଛି ଏହି ମହିଳାମାନଙ୍କୁ । ସେଥିପାଇଁ ତ ଏହି ଉତ୍ସାହ । ତରଭୁଜ ଉତ୍ପାଦନ ଭଲ ହୋଇଛି । ହେଲେ ବିକ୍ରି ପାଇଁ ଭଲ ବଜାର ନାହିଁ । ଫଳରେ କମ ଦାମରେ ବିକ୍ରି କରିବାକୁ ବାଧ୍ୟ ହେଉଛନ୍ତି ଚାଷୀ ।
ଆସିକା ଲୋକସଭା ଆସନରୁ ଚେରମାରିଆ ଗାଁର ତଥା ସ୍ୱୟଂ ସହାୟକ ଗୋଷ୍ଠୀର ପ୍ରମିଳା ବିଶୋୟୀଙ୍କୁ ପ୍ରାର୍ଥୀ କରି ଜାତୀୟ ରାଜନୀତିରେ ହଟଚମଟ ସୃଷ୍ଟି କରିଥିଲେ ।
ବିଜେଡିର ପ୍ରଥମ ତାଲିକାରେ ୭୨ ବିଧାନସଭା ପ୍ରାର୍ଥୀଙ୍କ ନାଁ ଘୋଷଣା ହୋଇଛି ।
ଗତ ୨୨ ତାରିଖରେ ଭର୍ତ୍ତୃହରି ବିଜେଡିରୁ ଇସ୍ତଫା ଦେବା ସହ ବିଜେଡି ଉପରେ ବର୍ଷିଥିଲେ।
ଯେଉଁଠି ପର୍ଯ୍ୟବେକ୍ଷକ ପ୍ରତାପ ଜେନା ଓ ବିଧାୟକ ଧ୍ରୁବ ସାହୁଙ୍କ ଉପସ୍ଥିତିରେ ବିଜେଡିରେ ମିଶିଥାନ୍ତେ ଅଂଶୁମାନ ମହାନ୍ତିଙ୍କ ଗୋଷ୍ଠୀ।
ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡାଙ୍କୁ ଭେଟିଛନ୍ତି ୩ ନେତା।